ଭୁବନେଶ୍ୱର : ନବୀନ ପଞ୍ଚମ ଥର କ୍ଷମତାକୁ ଫେରିବା ପଛରେ କଣ ହେଲା ଗେମ ଚେଞ୍ଜର? ସଫଳ ନିର୍ବାଚନ ପରିଚାଳନା, ବ୍ରାଣ୍ଡ ନବୀନ ନା ଲୋଭନୀୟ ଯୋଜନା? ଚର୍ଚ୍ଚା ହେଉଛି ଚାଷୀଙ୍କ ପାଇଁ କାଳିଆ ଓ ମିଶନ ଶକ୍ତି ହିଁ ନବୀନଙ୍କୁ ନୂଆ ବଳ ଦେଲା। ଯଦିଓ ଏହି ଦୁଇ ଯୋଜନାକୁ କାଉଣ୍ଟର କରିବା ପାଇଁ ବିଜେପି ପିଏମ୍ କିଷାନ ଓ ଉଜ୍ଜ୍ୱଳା ଦିଦି ପରି ଯୋଜନା ଆଣିଲା, ହେଲେ ଦଳ ଏଥିରେ ପଛରେ ପଡ଼ିଗଲା। ଆସନ୍ତୁ […]
ଭୁବନେଶ୍ୱର : ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଜୋରଦାର ପ୍ରସ୍ତୁତି। ସେପଟେ ନବୀନ ନିବାସରେ ମନ୍ତ୍ରୀପଦ ପାଇଁ ଲାଗିଛି ଆଶାୟୀଙ୍କ ଗହଳି। ପଞ୍ଚମ ଥର ପାଇଁ ଜିତିବା ପରେ ସୁପ୍ରିମୋଙ୍କୁ ଶୁଭେଛା ଜଣାଇବା ବାହାନାରେ ଚାଲିଛି ଲବି। ହେଲେ ଏପର୍ଯ୍ୟନ୍ତ ନବୀନ ତାଙ୍କ କାର୍ଡ ଖୋଲୁନଥିବାରୁ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଲାଗି ରହିଛି ସସ୍ପେନ୍ସ। ମନ୍ତ୍ରୀ ପଦ ପାଇଁ ଅନେକ ମାପଦଣ୍ଡ ରଖାଯାଇଥିବା ବେଳେ ଏଥର କିଛି ନୂଆ ଫର୍ମୁଲା […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗଲା ୬ଟି ଅମୂଲ୍ୟ ଜୀବନ। ଆଜି ଢେଙ୍କାନାଳରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୪ ଜଣ ପ୍ରାଣ ହାରଇଛନ୍ତି। କଣ୍ଟାନାଳି ବାଇପାସ୍ ନିକଟରେ ଟ୍ରକ୍ ଧକ୍କାରେ ଯୁବକ ଯୁବତୀଙ୍କ ମୃତ୍ୟୁ ହୋଇଛି। ସେହିଭଳି ଭଗବାନପୁର ଗାଁରେ ଟ୍ରକ୍ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଦୁଇଜଣ ରାସ୍ତାକଡ଼ ଘର ନିକଟରେ କଥା ହେଉଥିବା ବେଳେ ଏକ ଦୃତଗାମୀ ଟ୍ରକ୍ ମାଡ଼ି ଯିବାରୁ ସେମାନଙ୍କ […]
ସାଲେପୁର ( ମନୋଜ ଆଚାର୍ଯ୍ୟ) : ଚୋରଙ୍କ ପାଇଁ କାଳ ହେଲା ରମଜାନ ମାସ। ଚୋରି କରିବାବେଳେ ଘର ଲୋକଙ୍କ ହାତରେ ଧରାପଡ଼ିଲେ ୩ ଚୋର। ଏହାପରେ ଗାଁ ଲୋକଙ୍କ ସହାୟତାରେ ପୁଲିସର ଜିମା ଦିଆଯାଇଛି। ଗିରଫ ତିନି ଜଣ ହେଲେ ସେହି ଗାଁର ବୀରକିଶୋର ସାହୁ, ଲକ୍ଷ୍ମୀଧର ସାହୁ ଓ ସୁନାଖଣ୍ଡି ଗାଁର ଗଣେଶ୍ୱର କାଣ୍ଡି। କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅଢ଼ଙ୍ଗ ଗାଁର ଅବଦୁଲ ମଲ୍ଲିକ ଖାନଙ୍କ ଘରୁ ଚୋରି ଉଦ୍ୟମବେଳେ ଏହି ୩ […]
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ନିଆଁ ବର୍ଷିବ। ଭୟଙ୍କର ଗ୍ରୀଷ୍ମ ପ୍ରବାହ କଲବଲ କରିବ ଉପାନ୍ତରୁ ଉପକୂଳ ଯାଏଁ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗ୍ରୀଷ୍ମପ୍ରବାହକୁ ଦେଖି ରାଜ୍ୟର ୯ଟି ଜିଲ୍ଲା ପାଇଁ ହିଟ୍ୱେଭ୍ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲା ପାଇଁ ଏହି ସତର୍କସୂଚନା ଜାରି କରାଯାଇଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏସବୁ ଜିଲ୍ଲାରେ ଭୟଙ୍କର ତାତି […]
କୋଣାର୍କ( ସଂଜୟ ପତି) : ଭିଜିଲାନ୍ସ ଜାଲରେ ଥାନା ଆଇ.ଆଇ.ସି। ପୁରୀ ଗୋପ ଥାନା ଆଇଆଇସି ସୌମ୍ୟାଜିତ ମିଶ୍ରଙ୍କୁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଛି। ନୂଆଖୋଲମରାର ଓରତଣ୍ଡା ଗାଁରେ ଏକ ବିବାହ ଉତ୍ସବରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ସମାଧାନ ପାଇଁ ଗୋଟିଏ ପକ୍ଷଙ୍କ ଠାରୁ ଆଇଆଇସି ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ପ୍ରସ୍ତୁତ […]
ଭୁବନେଶ୍ୱର : ନବୀନଙ୍କ ଶପଥ ଗ୍ରହଣ ସମାରୋହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ। ରାଜ୍ୟର ୫ମ ଥର ପାଇଁ ଶାସନ କ୍ଷମତାକୁ ଆସିଥିବା ବିଜେଡି ସରକାରର ନୂଆ ମନ୍ତ୍ରିମଣ୍ଡଳର ଆସନ୍ତା ୨୯ ତାରିଖ ସାଢ଼େ ୧୦ଟା ବେଳେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ନିମନ୍ତ୍ରଣ ଜଣାଇଛି ବିଜେଡି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ନେଇ ରାଜଭବନ ପକ୍ଷରୁ […]
ଚୌଦ୍ୱାର : ନାବାଳିକା ବିବାହକୁ କେନ୍ଦ୍ର କରି ଚୌଦ୍ୱାରରେ ତୁମୁଳକାଣ୍ଡ। ଏହି ବେଆଇନ ବିବାହକୁ ବନ୍ଦ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ୍ ଏବଂ ଚୌଦ୍ୱାର ପୁଲିସକୁ ତୀବ୍ର ବିରୋଧ କରିବା ସହ ନାବାଳିକାଙ୍କୁ ଜଣେ ଯୁବକଙ୍କ ସହ ବିବାହ କରିଦିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ,କଟକ ସାଲେପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ଚୌଦ୍ୱାର ଅଞ୍ଚଳର ଜଣେ ନାବାଳିକାଙ୍କୁ ଗାଁର ଶିବ ମନ୍ଦିରରେ ବିବାହ କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଚାଇଲ୍ଡ […]
ଭୁବନେଶ୍ୱର : ଆହୁରି ୩ ଦିନ ପର୍ଯ୍ୟନ୍ତ ନିଆଁ ବର୍ଷିବ। ଉପାନ୍ତରୁ ଉପକୂଳ ଯାଏ ଭୟଙ୍କର ଗ୍ରୀଷ୍ମ ପ୍ରବାହ କଲବଲ କରିବ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୯ଟି ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ତେବେ ଗତ ୨ ସପ୍ତାହରୁ ଅଧିକ ସମୟ ଧରି ପାରଦ ଉପରକୁ ଯିବାରେ ଲାଗିଛି। ଆଜି ରାଜ୍ୟର ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୪.୬ ଡିଗ୍ରୀ […]
ଭୁବନେଶ୍ୱର : ନବୀନଙ୍କ ପଞ୍ଚମ ପାଳିରେ ପୁଣି ଥରେ ଚର୍ଚ୍ଚାରେ ମେ ୨୯। କାରଣ ଏହି ଦିନ ହେବ ବିଜେଡିର ଶପଥ ଗ୍ରହଣ ସମାରୋହ। ତେବେ ମେ୨୯କୁ କାହିଁକି ବାଛିଛି ବିଜେଡି। ତାକୁ ନେଇ ଚାଲିଛି ଚର୍ଚ୍ଚା। ୨୦୧୨, ମେ ୨୯ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ପାଇଁ ହୋଇଥିଲା ମିଡ୍ ନାଇଟ୍ ଅପରେସନ୍। ଆଉ ଏବେ ସେହି ମେ ୨୯ରେ ହେବ ବିଜେଡିର ଶପଥ ଗ୍ରହଣ ସମାବେଶ। ତେବେ ୬ ବର୍ଷ ତଳର […]
ଭୁବନେଶ୍ୱର : ଓଡିଶା ରାଜନୀତିରେ ପ୍ରଥମ ଥର ଲାଗି ମୁଖ୍ୟ ବିରୋଧୀ ଭୂମିକାରେ ବିଜେପି ରହିବ। କଂଗ୍ରେସକୁ ପଛରେ ପକାଇ ଦଳ ଏହି ଯୋଗ୍ୟତା ହାସଲ କରିଛି। ତେବେ ବିରୋଧୀ ଦଳ ନେତା କିଏ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଅର୍ଥାତ ୩୦ ତାରିଖ ପରେ ବିଜେପି ବିଧାୟକ ଦଳ ବୈଠକ ବସି ନେତା ଚୟନ କରାଯିବ। ତେବେ ସମ୍ବଲପୁରରୁ ୪ ଥର ଜିତିଥିବା ଜୟନାରୟଣ […]
ଭୁବନେଶ୍ୱର : ବିଧାନସଭାରେ ବିଜେଡି ସପକ୍ଷରେ ଯାଇଥିବା ଫଳାଫଳର ପ୍ରଭାବ ନିର୍ବାଚନ ହେବାକୁ ବାକି ଥିବା ପାଟକୁରା ଆସନ ଉପରେ ପଡ଼ିବ ନାହିଁ। ଆଜି ଏଭଳି ଦମ୍ଭୋକ୍ତି କରିଛନ୍ତି ପାଟକୁରା ଆସନରୁ ଲଢୁଥିବା ପୂର୍ବତନ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କହିଛନ୍ତି,“ପାଟକୁରା ଭୋଟର ଖରିଦ କିମ୍ବା ବିକ୍ରି ରାଜନୀତିରେ ବିଶ୍ୱାସ କରନ୍ତି ନାହିଁ। ପୂର୍ବରୁ ଏଠାକାର ଭୋଟର ଯାହା ମନ ସ୍ଥିର କରିଛନ୍ତି, ସେଥିରେ ପରିବର୍ତ୍ତନ କରିବେନି। ଯଦିଓ ପାଟକୁରା ପାଇଁ […]
ପୁରୀ( ପ୍ରଦୀପ ମହାନ୍ତି) : ଫୋନି ପ୍ରଭାବିତ ପୁରୀ ସହରରେ ବିଶ୍ୱବ୍ୟାଙ୍କର ପ୍ରତିନିଧି ଦଳ। ୨୬ ଜଣିଆ ଏହି ଟିମ୍ ପୁରୀର ବିଭିନ୍ନ ଅଂଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପର୍ଯ୍ୟଟନ, ଶିଳ୍ପ, ହେରିଟେଜ୍ ବିଲଡିଂ, ବିଦ୍ୟୁତ୍ ସରବରାହ କ୍ଷେତ୍ର, ରାସ୍ତାଘାଟ ଗୁଡିକର ଆକଳନ କରିଛନ୍ତି ପ୍ରତିନିଧି ଦଳ। ଏନେଇ ପୁରୀ ସର୍କିଟ୍ ହାଉସ ପରିସରରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛି ଟିମ୍। ବର୍ତ୍ତମାନ ସୁଦ୍ଧା […]
ଚୌଦ୍ୱାର : ବଦଳୁଛି ବିକାଶର ଧାରା,ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ଲାଗି କରାଯାଉଛି ଅନେକ ଯୋଜନା। ସରକାରୀ ପାଣ୍ଠିରୁ ପାଣି ପରି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ଶୁଖୁନି ଗରିବ ଆଖିର ଲୁହ। ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀ ଅନୁଦାନରୁ ବାଦ୍ ପଡ଼ୁଛନ୍ତ। ଏଭଳି ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗି ବ୍ଲକ୍ ନପଙ୍ଗ ପଂଚାୟତ ସାଇଣ୍ଟୋ ଗ୍ରାମରେ। ସ୍ୱାମୀ ମରିବାର ୩ବର୍ଷ ବତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ସଉରୀ ସାମଲଙ୍କୁ ମିଳିପାରିନାହିଁ ବିଧବା ଭତ୍ତା। […]
ପୁରୀ : ଆଜି ଭଉଁରୀ ତିଥି। ପରମ୍ପରା ଅନୁସାରେ ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ନିର୍ମାଣ ଚାଲିଥିବା ପ୍ରତି ରଥରେ ଆଜି ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୋଗ କରାଯାଇଛି। ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥଖଳାକୁ ବିଜେ କରିଥିଲେ। ଏହାପରେ ଭୋଇ ସେବାୟତ ଚକରେ ଅଖ ସଂଯୋଗ କରିଥିଲେ। କମାର ସେବକମାନଙ୍କ ପକ୍ଷରୁ ପନ୍ଦାରି ଚାବି କାଠି ନିତି ମଧ୍ୟ ଅନୁକୁଳ ହୋଇଛି। ଏଥିସହ ଅକ୍ଷୟ ତୃତୀୟା ଦିନରୁ ଚାଲିଥିବା ବାହାର ଚନ୍ଦନ […]
ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା। ଦଳର ବିଫଳତା ପାଇଁ ସେ ସିଧାସଳଖ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି। ଏହାସହ ଦଳର ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତା ଭକ୍ତ ଦାସ ଓ ହେମାନନ୍ଦ ବିଶ୍ୱାଳଙ୍କ ସମେତ ଅନ୍ୟ କିଛି ତୁଙ୍ଗ ନେତାଙ୍କ ବିରୋଧରେ ବି ବିଷୋଦଗାର କରିଛନ୍ତି। ଏପରିକି ପିସିସି ସଭାପତି କଂଗ୍ରେସ ଭଳି ଜାତୀୟ ଦଳକୁ […]
କଟକ : ସାଙ୍ଗମାନଙ୍କ ସହିତ ଗାଧୋଇବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ର ବୁଡ଼ି ଯାଇଛନ୍ତି। ସେ ହେଉଛନ୍ତି ଝାରଖଣ୍ଡର ଭିକି କୁମାର। ସେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଏକ ଇଞ୍ଜିନିୟରିଂ ସ୍କୁଲରେ ପାଠ ପଢ଼ୁଥିଲେ। ଆଜି ଭିକି ତାଙ୍କର ୪ ଜଣ ସାଙ୍ଗଙ୍କ ସହ କଟକର ନରାଜ ମହାନଦୀ ଆନିକଟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ନଦୀ ସୁଅରେ ଭାସି ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି ପହଁରି କୂଳକୁ ଫେରିଆସିଥିଲେ। ମାତ୍ର […]
ବ୍ରହ୍ମଗିରି : ବ୍ରହ୍ମଗିରିରେ ବୋମାମାଡ଼। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାଟପଡ଼ା ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଗାଁର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମାମାଡ଼ରେ ଉଭୟ ପକ୍ଷର ୫ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁରୀ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଚଳାଇଛି। ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ପରସ୍ପର ଭିତରେ କମେଣ୍ଟ ମରାକୁ ନେଇ ୨ ଦିନ […]
ଭୁବନେଶ୍ୱର : ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ପରଲୋକରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ। ଏହା ଦ୍ୱାରା ଓଡ଼ିଶାର ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର […]
ଆସିକା : ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଆସିକାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ସୂଚନା ଯେ, ଗତ ୨୨ ତାରିଖରେ ଲାଂଜିପଲ୍ଲୀ ବାଇପାସ୍ ନିକଟରେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ କରିବା ସହ ତାଙ୍କ ଗଳା କାଟି ଦେଇଥିଲେ ୪ ଜଣ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିଲେ।
ରାୟଗଡ଼ା : ସ୍ୱାସ୍ଥ୍ୟ ବିଭାଗର ତୃଟିପୂର୍ଣ୍ଣ ସସ୍ପେଣ୍ଡ, ନିଲମ୍ବନ ପ୍ରତ୍ୟାହାର ଏବଂ ଦୁଃଖଦ ଘଟଣାକ୍ରମରେ କ୍ୟାନସରରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ରାୟଗଡ଼ା ସିଡିଏମ୍ ଡାକ୍ତର ଶିବ ପ୍ରସାଦ ପାଢ଼ୀ। ନିଲମ୍ବନ ଆଦେଶ ପ୍ରତ୍ୟାହାରର ଚିଠି ଦେଖିବା ଆଗରୁ ଆଖି ବୁଜିଦେଲେ ରାୟଗଡ଼ା ସିଡିଏମ୍ ଡାକ୍ତର ଶିବ ପ୍ରସାଦ ପାଢ଼ୀ। ଗୋଟିଏ ପଟେ ନିଲମ୍ବନ ଆଦେଶର ପ୍ରତ୍ୟାହାରର ଚିଠି ପହଞ୍ଚିଥିବାବେଳେ ଅନ୍ୟପଟେ ବେଙ୍ଗାଳୁରୁରୁ ତାଙ୍କର ମୃତଦେହ ପହଞ୍ଚିଛି ରାୟଗଡ଼ାରେ। ଗତକାଲି ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଳୁରୁରେ ମେଡ଼ିକାଲରେ ତାଙ୍କର […]
ରାୟଗଡ଼ା : ରାୟଗଡ଼ାରେ ବ୍ୟବସାୟୀଙ୍କଠୁ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶିଖରପାଇ ଗାଁର ବ୍ୟବସାୟୀ ଟି.ମହେଶ୍ୱର ରାୟଗଡ଼ା ଆନ୍ଧ୍ର ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଏକ ବ୍ୟାଗରେ ରଖି ପାଖରେ ଥିବା ଏଟିଏମ୍ କୁ ଯାଇଥିବାବେଳେ ୨ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଟଙ୍କା ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ। ଏନେଇ ମହେଶ୍ୱର ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି ।
ପଟ୍ଟାମୁଣ୍ଡାଇ ( ପ୍ରବୀର ନାୟକ) : ଇଟା ମାଫିଆଙ୍କ କବ୍ଜାରେ ଏକର ଏକର ଜମି। ଦିନ ରାତି ତିଆରି ଚାଲିଛି ଇଟା, ମାଲେମାଲ୍ ହେଉଛନ୍ତି ମାଫିଆ, ସବୁ ଜାଣି ଚୁପ୍ ବସୁଛି ପ୍ରଶାସନ। ଆଉ ଇଆଡ଼େ ହଇରାଣ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଖର୍ଦ୍ଦା ବାସିନ୍ଦା। ଗାଈଗୋରୁ ଚରିବାଠୁ ନେଇ ପିଲାଙ୍କ ଖେଳ ପଡ଼ିଆ, ଗାଁ ଶ୍ମଶାନ ସବୁକିଛି ଅବରୋଧ କରି ରଖିଛନ୍ତି ଇଟା ମାଫିଆ। ଯେଉଁଠି ଟିକେ ଫାଙ୍କା ମିଳିଲା, ସେଠୁ ମାଟି ତାଡ଼ି […]
ନୟାଗଡ଼ : ମାଟ୍ରିକରେ କମ୍ ନମ୍ବର ରହିବାରୁ ବିଷ ପିଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ପଞ୍ଚାୟତ ଲତାର ଗାଁରେ। ଏଠାକାର ଉମେଶ ଦଳବେହେରାଙ୍କ ପୁଅ ପ୍ରଦ୍ୟୁମ୍ନ ଦଳବେହେରା ମାଟ୍ରିକରେ କମ ନମ୍ବର ରଖିଥିବାରୁ ବିଷ ପିଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର […]
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବାପାଙ୍କୁ ହତ୍ୟାର ପ୍ରତିଶୋଧ। ଜେଲ୍ ଫେରନ୍ତା ଅଭିଯୁକ୍ତର ଦୁଇ ହାତ ସହ ଗୋଡର ଅଙ୍ଗୁଳି କାଟିଦେଲେ ୪ ପୁଅ। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଖମାର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ସୁରେନ୍ଦ୍ର କ୍ଷେତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୁଅ ଅନ୍ୟ ୨ ଜଣ ମିଶି ତାଙ୍କ ଦୁଇ ହାତ ସହ ଦୁଇ ଗୋଡର ଅଙ୍ଗୁଳିକୁ କାଟି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର […]