ଭୁବନେଶ୍ୱର: ଖରା ବର୍ଷାରେ ଅହୋରାତ୍ର ଅାନ୍ଦୋଳନକୁ ବିତିଲାଣି ୨୩ ଦିନ। ଦାବି ପୂରଣ ପାଇଁ ସରକାରଙ୍କ ଦରଦ ତ ନାହିଁ ବରଂ ନିଲମ୍ବନର ନାଲି ଅାଖି ଦେଖାଇ ଶିକ୍ଷକ ଅାନ୍ଦୋଳନକୁ ଭଣ୍ଡୁର କରିବାକୁ ଚାଲିଥିବା ଚକ୍ରାନ୍ତକୁ ନେଇ ତାତିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ସଫା ସଫା ଶୁଣାଇଛନ୍ତି ଦାବି ପୂରଣ ନହେଲେ ଧାରଣରୁ ଉଠିବୁନି। ଏଭଳି ସ୍ଥିତିରେ ଶିକ୍ଷକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିବାରୁ […]
ଭୁବନେଶ୍ୱର: ବନ୍ୟା ପାଇଁ ୪ ଜିଲ୍ଲାକୁ ସତର୍କ କଲେ ରାଜସ୍ୱ ମନ୍ତ୍ରୀ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରକୁ ବନ୍ୟା ପାଇଁ ସତର୍କ କରାଯାଇଛି। ବନ୍ୟା ଯୋଗୁଁ ୧୦ ରୁ୧୨ଟି ତହସିଲ ଅଞ୍ଚଳ ପ୍ରଭାବିତ ହେବ ବୋଲି କୁହାଯାଇଛି। ଏଥିପାଇଁ କାଲି ଏହି ୪ଟି ଜିଲ୍ଲାର ସବୁ ସରକାରୀ ଛୁଟି ବାତିଲ ହୋଇଛି। NDRF, ଓଡ୍ରାଫ୍ ଟିମ୍ ସହ ସଜାଗ ରହିଥିବା କଥା କହିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ବର୍ଷା ଛା଼ଡ଼ିଛି, ହେଲେ ବଢ଼ିଯାଇଛି ଦୁର୍ଦ୍ଦଶା। ୩ ଦିନର […]
ଭୁବନେଶ୍ୱର: ଓମ୍ଫେଡ୍ ପଲିଥିନ୍ ପାଉଚ୍ କିଣାରେ ହୋଇଛି ୨୪ କୋଟି ଟଙ୍କାର କିକ୍ ବ୍ୟାକ୍। ଗତକାଲି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଅାଣିଥିବା ଏହି ଅଭିଯୋଗର ସତ ପରଖିଛି ଓଟିଭି। କେବଳ ଦାମ ନୁହଁନ୍ତି, ଘୋଟାଲାକୁ ନେଇ ପୂର୍ବରୁ ତତ୍କାଳୀନ ଓମ୍ଫେଡ୍ ଏମ୍ଡି ମଧୁସୂଦନ ପାଢ଼ୀ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ୫ ପୃଷ୍ଠାର ଏହି ଅଭିଯୋଗ ପତ୍ରରେ ୨୪ କୋଟି ୨ଲକ୍ଷ ଟଙ୍କାର କିକ୍ ବ୍ୟାକ୍ ହୋଇଥିବା […]
ଭୁବନେଶ୍ୱର: ତେଲେଙ୍ଗାନାରେ ବିଧାନସଭା ଭଙ୍ଗ ଓ ରାଜନୈତିକ ହଲଚଲ୍ ପରେ ଓଡିଶାରେ ପଡ଼ିଛି ସାଇଡ୍ ଇଫେକ୍ଟ। ତେବେ ବିଜେଡି ଟିଅାରଏସ ରାସ୍ତାରେ ଯିବ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା। ଏଣେ ଅାଗୁଅା ନିର୍ବାଚନ ଚର୍ଚ୍ଚା ଭିତରେ ଧୀରେ ଧୀରେ କାର୍ଡ ଖୋଲୁଛି ବିଜେଡି। କେନ୍ଦ୍ର ସରକାର ଯଦି ଅାଗୁଅା ନିର୍ବାଚନ କରାନ୍ତି ତେବେ ରାଜ୍ୟ ସରକାର ମଧ୍ୟ ବିଧାନସଭା ଭାଙ୍ଗିବାକୁ ବାଧ୍ୟ ହେବେ ବୋଲି ଦଳ କହିଛି। ଅନ୍ୟପକ୍ଷରେ ଅାଗୁଅା ଅତିରିକ୍ତ ବଜେଟ୍ ଅାଣିବା ଓ […]
ଭୁବନେଶ୍ୱର: ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ ବେଳେ ଗୁଳିମାଡ଼। ପ୍ରତିବାଦରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ବିଜେପିରୁ ଆଶି ବିଜେଡିରେ ମିଶିଥିବା ରବିପାତ୍ରଙ୍କ ଅଭିଯୋଗ ହେଲା, ପେଟ୍ରୋଲ ପମ୍ପ ଅାଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ବେଳେ ଚିନ୍ମୟ ବଡ଼ଜେନା ନାମକ ଜଣେ ବ୍ୟକ୍ତି ପାଖକୁ ଡାକି ଗୁଳିମାଡ଼ କରିଥିଲେ। ଏଥିରୁ ରବିପାତ୍ର ଅଲ୍ପକେ ବର୍ତ୍ତି ଯାଇଥିବାବେଳେ ଗୁଳିଟି ନିକଟରେ ଥିବା ଗାଡ଼ିରେ ବାଜିଥିଲା। ଘଟଣା ପରେ ଉକ୍ତ ଅଞ୍ଚଳରେ ଅସନ୍ତୋଷ […]
ଭୁବନେଶ୍ୱର:ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ। ହଟ୍ଟଗୋଳ ଯୋଗୁ ଗୃହକୁ ବାରମ୍ବାର ମୁଲତବି କରିଛନ୍ତି ବାଚସ୍ପତି। ଅାଜି ଗୃହ ଅାରମ୍ଭ ହେବା ମାତ୍ରେ ତୈଳ ଦରବୃଦ୍ଧିକୁ ନେଇ ବିଜେଡି ବିଧାୟକମାନେ ହୋ ହଲ୍ଲା କରିଥିଲେ। ଲଗାତାର ତେଲ ଦର ବଢ଼ୁଥିବାରୁ ଗୃହରେ ଏହାର ପ୍ରତିବାଦ କରିଛି ଶାସକ ଦଳ। ଗୃହରେ ବିଜେଡି ବିଧାୟକମାନେ ନିଜ ନିଜ ଅାସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ସେପଟେ ଗତ ୨୩ ଦିନ ଧରି ଧାରଣାରେ ବସିଥିବା ଶିକ୍ଷକଙ୍କ ପାଇଁ ହଟ୍ଟଗୋଳ […]
ଭୁବନେଶ୍ୱର: କେନ୍ଦ୍ର ସରକାର ବାରମ୍ବାର ତେଲ ଦର ବୃଦ୍ଧି କରୁଥିବା ଅଭିଯୋଗ କରି ବିଜେଡି ଆଜି ରାସ୍ତାକୁ ଓହ୍ଲାଇଛି। ଦଳର ଯୁବ, ଛାତ୍ର ସଂଗଠନ ଓ ମହିଳା ମୋର୍ଚ୍ଚା ତରଫରୁ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଥିଲା। ୧୦ଟାରୁ ୧୨ଟା ଯାଏ ୨ ଘଣ୍ଟା ଧରି ଲୋକଙ୍କୁ ସଚେତନ କରାଯିବା ସହିତ ଲିଫ୍ଲେଟ୍ ବଣ୍ଟାଯାଇଥିଲା। ଆଜି ବିଧାନସଭା ମୁଲତବୀ ପରେ ବିଜେଡି ବିଧାୟକମାନେ ପେଟ୍ରୋଲ ଟାଙ୍କିକୁ ଯାଇଛନ୍ତି ଏବଂ ତେଲ ଦର ବୃଦ୍ଧି […]
ଭୁବନେଶ୍ୱର: ଲକ୍ଷ୍ମୀସାଗରର ହଳଦୀପଡ଼ିଆ ବସ୍ତିରେ କଟକର ଅବକାରୀ ବିଭାଗ ଚଢ଼ଉ କରି ବ୍ରାଉନ୍ସୁଗାର ଜବତ କରିଛି। ଏହି ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ଉ କରିଛି। ଖୋର୍ଦ୍ଧା ଜିଲ୍ଲା ନୂଆ ଗାଁ ଓ କଟକର ଗାନ୍ଧି ନଗରରୁ ବ୍ରାଉନ୍ସୁଗାର ସହିତ ୮ କେଜି ଗଂଜେଇ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ନୂଆ ଭୁବନ ଗାଁରେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଯିବାରୁ ଜଣେ ମହିଳା ଓ ତାଙ୍କ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦ୍ୱୟ ହେଲେ ମମତା ପୋଥାଳ ଓ ତାଙ୍କ ଝିଅ ଜ୍ୟୋତ୍ସ୍ନାମୟୀ। ମମତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ମଧ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରୁ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇଥିଲା। ଆଜି ସକାଳେ ଜୋତ୍ସ୍ନାମୟୀ ଚା’ କରିବା ପାଇଁ ଦିଆସିଲି ମାରିବା ମାତ୍ରେ […]
ବରଗଡ଼: ବରଗଡ ବରାହଗୋଡା ସ୍ଥିତ ପରରାପାଟ ମନ୍ଦିର ନିକଟରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସ୍ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବସ୍ଟି ବସ୍ଷ୍ଟାଣ୍ଡ୍ରୁ ବାହାରି ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବରହାଗୋଡ଼ାରେ ଏକ ଟ୍ରକ୍ […]
ଭୁବନେଶ୍ୱର : ବଦଳୁଛି ନିର୍ବାଚନ ପ୍ରଚାରର ଟ୍ରେଣ୍ଡ। ଜନ ସାଧାରଣଙ୍କ ନିକଟରେ ସିଧାସଳଖ ପହଞ୍ଚିବା ପାଇଁ ସୋଶାଲ ମିଡିଅାକୁ ଅସ୍ତ୍ର କରୁଛନ୍ତି ରାଜନୈତିକ ଦଳ ଓ ନେତା। କାନ୍ଥବାଡ଼ରେ ଯେତିକି ପୋଷ୍ଟର ଓ ସ୍ଲୋଗାନ ଦେଖିବାକୁ ମିଳୁଛି ତାଠାରୁ ଢେର ଅଧିକ ଛାଇ ଯାଉଛି ସୋଶାଲ ମିଡିଅାରେ। ତେବେ ଅନେକ କ୍ଷେତ୍ରରେ ସୋଶାଲ ମିଡିଅାର ଅପବ୍ୟବହାର ହେଉଥିବା ନଜରକୁ ଅାସୁଛି। ଏହାକୁ ନେଇ ସତର୍କ ହୋଇଛନ୍ତି ନିର୍ବାଚନ କମିଶନ। ମିଛ ଖବର, ଅାପତ୍ତିଜନକ ଓ ସମ୍ମାନହାନୀ ଭଳି […]
ଭୁବନେଶ୍ୱର : ମଙ୍ଗଳବାର ସନ୍ଧ୍ୟାରୁ ଅବିଶ୍ରାନ୍ତ ବର୍ଷା ଚାଲିଛି ଯେ, ଛାଡ଼ିବାର ନାଁ ନେଉନି। କେତେବେଳେ ଝିପି ଝିପି ତ ପୁଣି କେତେବେଳେ ଦୁଲୁ ଦୁଲୁ କଚାଡୁଛି। ଲଗାଣ ବର୍ଷା ପରେ ଏମିତି ଅବସ୍ଥା ହୋଇଛି ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ପଞ୍ଚାୟତରେ। ବର୍ଷା ସାଙ୍ଗକୁ ସାଳନ୍ଦୀ ନଦୀର ପାଣି ମିଶିବା ପରେ ବୁଡିଛି ଗାଁ ଦାଣ୍ଡ, ରାସ୍ତା ଘାଟ। ପାଖାପାଖି ୫ଶହରୁ ଅଧିକ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ। ଅାଉ ଲଗାଣ ବର୍ଷା ଯେମିତି ବେଡି ଉପରେ […]
ଭୁବନେଶ୍ୱର: ପୋଲିସ କବଜାରେ ଦୁଇ ଜଣ କୁଖ୍ୟାତ ମୋବାଇଲ ଲୁଟେରା ପଡ଼ିଥିବା ସୂଚନା ମିଳିଛି। ଆଜି ଦୁଇ ଲୁଟେରାଙ୍କୁ ସହିଦ ନଗର ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୨ଟି ଚୋରି ମୋବାଇଲ୍ ଜବତ କରିଛି। ଛିନ୍ତାଇ କରି ଲୋକଙ୍କ ଠାରୁ ଲୁଟେରାମାନେ ମୋବାଇଲ୍ ଲୁଟୁଥିଲେ ବୋଲି ପୋଲିସ କହିଛି। ଗିରଫ ଦୁଇ ଜଣଙ୍କ ନାମ ସଞ୍ଜୟ ଗଡ଼ନାୟକ ଏବଂ ଲିପୁନ ସାହୁ ହୋଇଥିବାବେଳେ ଉଭୟଙ୍କ ଘର ଅନୁଗୁଳ ବୋଲି ଡିସିପି ସୂଚନା ଦେଇଛନ୍ତି। ରାଉରକେଲା […]
କେନ୍ଦ୍ରାପଡ଼ା : ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକ୍ ପ୍ରଭାବିତ ହୋଇଛି। ପାଣି ଜମି ରହିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ପୌରପାଳିକାର ବିଭିନ୍ନ ଓ୍ୱାର୍ଡରେ ପାଣି ପଶିଛି। ରଣପଡ଼ା, ଜୟପୁର, ମହିପାଳ, କଜଳା ଅାଦି ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। ଗୋବରୀ ନଦୀର ବନ୍ୟାପାଣି ପଶି ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ସହାୟତା ପାଇଁ […]
ଆଠଗଡ଼: ଜାଲରେ ଧରାପଡ଼ିଛି ଲୁପ୍ତ ପ୍ରଜାତିର ଏକ ବିରାଟ ମାଛ। ଯାହାର ଓଜନ ପାଖାପାଖି ୫୮ କେଜି ହୋଇଥିବାବେଳେ ଏହାର ଲମ୍ୱ ୫ଫୁଟ୍ ଥିବା ସୂଚନା ମିଳିଛି। କଟକ ଜିଲ୍ଲା ବଡ଼ମ୍ୱା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପାଖ ଦେଇ ଯାଇଥିବା ମହାନଦୀରୁ ମତ୍ସ୍ୟଜୀବୀମାନେ ଏହି ମାଛ ଉଦ୍ଧାର କରିଛନ୍ତି। ସେମାନେ ଏହି ମାଛକୁ ବୋଦ ପ୍ରଜାତିର ମାଛ ବୋଲି କହିଛନ୍ତି। ସୂଚନା ଅନୁସାରେ ଗୋପିନାଥପୁର କୈବର୍ତ୍ତ ସାହିର ଧର୍ମାନନ୍ଦ ଖୁଣ୍ଟିଆ ଏବଂ କାମଦେବ ଖୁଣ୍ଟିଆ ସବୁଦିନ […]
ମାଲକାନଗିରି: ଜଣେ ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକ୍ସନ୍ ଦେବା ନେଇ ମାଲକାନଗିରି ଜିଲ୍ଲା ଏମ୍.ଭି ୧୯ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଯେଉଁ ଔଷଧ ଦୋକାନୀ ଏହି ଇଞ୍ଜେକ୍ସନ୍ ଦେଇଥିଲେ ତାଙ୍କ ଦୋକାନ ବନ୍ଦ କରି ଦେବାକୁ ମଧ୍ୟ ଲୋକେ ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୋପାଳ ମଣ୍ଡଳ ନାମକ ଜଣେ ବ୍ୟକ୍ତି କିଛି ଦିନ ହେବ ଦୁର୍ବଳ ଅନୁଭବ କରୁଥିଲେ। ତେଣୁ ତାଙ୍କୁ ଏମ୍.ଭି.୧୯ ଗ୍ରାମର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ […]
କଟକ: କଟକ ବଡ଼ ମେଡିକାଲରେ ଦୀର୍ଘ ୫ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସକାଳ ୯ଟା ୨୦ରେ ଏସସିବି ମେଡିକାଲର କାଜୁଆଲ୍ଟି ବିଲ୍ଡିଂରେ ହଠାତ୍ ବିଦ୍ୟୁତ କଟିଯାଇଥିଲା। କାଜୁଆଲ୍ଟି ସମେତ ନ୍ୟୁ ଡେଙ୍ଗୁ, ପେଡିଆଟିକ୍ ଓ ଟ୍ରମା କେୟାର ବିଭାଗ ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। ଏହାକୁ ନେଇ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଭୟଭୀତ ହୋଇଯାଇଥଇଲେ। ବିଦ୍ୟୁତ୍ କାଟ୍ ପରେ ଜେନେରେଟର ବି ସଂଯୋଗ ହୋଇପାରିନଥିଲା। ବିଦ୍ୟୁତ୍ ବିଭାଗ କର୍ମଚାରୀ ୫ଘଣ୍ଟା […]
ବ୍ରହ୍ମପୁର: ପାଟିରେ ଏକାଥରକେ ୫୩୩ଟି ଷ୍ଟ୍ର’କୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପୁରାଇ ଗିନିସ୍ ବୁକ୍ ଅଫ ୱାର୍ଲଡ୍ ରେକର୍ଡ ଲକ୍ଷରେ ବ୍ରହ୍ମପୁରର ମନୋଜ ମହାରଣା। ଏହା ପୂର୍ବରୁ ମୁମ୍ବାଇର ଜଣେ ଯୁବକ ୪୯୬ଟି ପାଇପ୍ ପୂରାଇ ରେକର୍ଡ କରିଥିଲେ। ସେହିପରି ୪୦ଟି ଜ୍ୱଳନ୍ତା ମହମବତୀକୁ ଏକାସଙ୍ଗେ ୪୦ ସେକେଣ୍ଡ ଧରି ପାଟିରେ ରଖିଥିଲେ ମନୋଜ। ମନୋଜଙ୍କ ପୂର୍ବରୁ ମୁମ୍ବାଇର ଦିନେଶ ଶିଭନାଥ ଉପାଧ୍ୟୟ ନାମକ ଜଣେ ଯୁବକ ୩୭ଟି ମହମବତୀ ରଖି ରେକର୍ଡ କରିଥିଲେ। ସେହିପରି ମନୋଜଙ୍କ […]
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କର କେତେ ନିଜସ୍ୱ ତାକୁ ନେଇ ଦ୍ୱନ୍ଦ୍ୱ? କାରଣ ଅାଜି ଅତିରିକ୍ତ ବଜେଟ ସଂପର୍କରେ ସୂଚନା ଦେଇ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ଯେଉଁ ସୂଚନା ଦେଇଥିଲେ ତାହା ରାଜ୍ୟ ସରକାରଙ୍କ ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଏକ ଅମ୍ବ୍ରେଲା ଯୋଜନା, ଯେଉଁ ଥିରେ ୧୩ଶହ ୭୫ କୋଟି ରାଜ୍ୟର ଓ ୭ ଶହ କୋଟି ଟଙ୍କା କେନ୍ଦ୍ରର ବୋଲି କହିଥିଲେ […]
ଭୁବନେଶ୍ୱର: ଧାର୍ଯ୍ୟ ସମୟ ସୀମା ପୂର୍ବରୁ ଦେଶରେ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତିକୁ ଦେଖି ବିଜେଡିର ତତ୍ପରତା। ଲୋକସଭା ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସଙ୍ଗରେ ହେବା ଦଳ ଚାହୁଁଛି। ବିଜେଡି ସାଂସଦ ପିନାକୀ ମିଶ୍ର ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏକା ସାଙ୍ଗରେ ନିର୍ବାଚନ କରାଇବାକୁ ଦାବି କରିଛନ୍ତି। ସେହିପରି ଦଳ ଦୁଇ ବର୍ଷ ହେଲା ଏହି ଦାବି କରିଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକା ସାଙ୍ଗରେ ନିର୍ବାଚନ […]
ଭୁବନେଶ୍ୱର: ଏକାଧିକ ଯୁବତୀ ଏବଂ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ଭଦ୍ରକ ଜେଲର୍ ଚିନ୍ମୟ ପାତ୍ର। ଜଣଙ୍କ ପରେ ଜଣେ ମହିଳା ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କିଛି ଦିନ ତଳେ ଜଣେ ଇଂଜିନିୟରିଂ ଛାତ୍ରୀ ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏବେ ଅାଉ ଜଣେ ବିବାହିତା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳ ଏହି ମହିଳାଙ୍କ ସହ ପ୍ରଥମେ ରଙ୍ଗ୍ ନମ୍ବରରୁ କଲ୍, ପରେ ପ୍ରେମ ନିବେଦନ […]
କଟକ: କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ଅାହତ ହୋଇଛନ୍ତି। ଦ୍ରୁତ ଗତିରେ ଯାଉଥିବା କାର୍ଟି ସ୍କୁଟିକୁ ଧକ୍କା ଦେଇ କାରଟି ଓଲଡି ପଡ଼ିଥିଲା। ଘଟଣାସ୍ଥଳରେ ସ୍କୁଟିରେ ଯାଉଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ କାର୍ରେ ଥିବା ୫ ଜଣ ଅାହତ ହୋଇଛନ୍ତି। ଅାହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଟକ ପାରାଦୀପ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ଚିନ୍ତାର କାରଣ ହୋଇଛି।
ଭୁବନେଶ୍ୱର: ଓଡ଼ିଶାରେ ବି ହୋଇପାରେ ଅାଗୁଅା ନିର୍ବାଚନ। ଅାଜି ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ଅାଲୋଚନା କରିଛି ବିଜେଡି। ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ନିର୍ବାଚନ କମିଶନଙ୍କୁ ଭେଟି ଏ ନେଇ ଅାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କୁ ଭେଟି ଫେରିବା ପରେ ପିନାକୀ ମିଶ୍ର କହିଛନ୍ତି, ଅାଗୁଅା ନିର୍ବାଚନ ପାଇଁ କେନ୍ଦ୍ର ଯୋଜନା କରୁଛି। ଯଦି ଅାଗୁଅା ନିର୍ବାଚନ ହୁଏ, ଓଡ଼ିଶାକୁ ତା’ ସହ ସାମିଲ କରାଯାଉ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପିନାକୀ […]
ଭୁବନେଶ୍ୱର : ହୋ ହାଲ୍ଲା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ଗୃହରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶିକ୍ଷା ସହାୟକଙ୍କ ଦରମା ବାବଦକୁ ୭୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଋଣର ସୁଧ ପଇଠ ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ସହିତ ଏକକ ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୪୧ କୋଟି ଟଙ୍କାର ବ୍ୟବସ୍ଥା […]
ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ଅାଉ ଏକ ବାଣ। ୧୭ କୋଟି ନୁହେଁ, ୧୦୦ କୋଟି ଟଙ୍କାର ଚାରା ଘୋଟାଲା ହୋଇଥିବା ଅଭିଯୋଗ ଅାଣିଛନ୍ତି ଦାମ। ଗତକାଲି ଗୃହରେ କୃଷିମନ୍ତ୍ରୀଙ୍କ ଉତ୍ତର ଉପରେ ଅାଜି ଦାମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୭ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ମୟୂରଭଂଜ ଜିଲ୍ଲା ପାଇଁ ୫୯ କୋଟିର ଅର୍ଗାନିକ ସାର ଅାସିଥିଲା। ଗଛ ମୂଳରେ ସାର ଦିଅାଯାଇଥାନ୍ତା, ଗଛ କିନ୍ତୁ […]