• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bride burn
ବୋହୂକୁ ପୋଡ଼ି ମାରିଦେଲା ଶ୍ୱଶୁର!

ଝାରସୁଗୁଡ଼ା: ବୋହୂକୁ ପୋଡ଼ି ମାରିଦେଲା ଶ୍ୱଶୁର। ଝାରସୁଗୁଡ଼ା ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଶ୍ୱଶୁର କିରୋସିନି ଢାଳି ବୋହୂକୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଭାଲୁପତ୍ରାରେ ରହୁଥିବା ବନମାଳି ରୋହିଦାସଙ୍କ ପ୍ରଥମ ସ୍ତ୍ରୀର ପୁଅ ଶୁଖାରାମ ରୋହିଦାସ ସମ୍ବଲପୁର ସ୍ଥିତ ଶାସନ ଗାଁର ରୁକ୍ମଣୀ ରୋହିଦାସଙ୍କୁ ବିବାହ କରିଥିଲେ। ଗତ ୪ ମାସ ତଳେ ଶୁଖାରାମଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀର ମୁତ୍ୟୁ […]

  • Tuesday, 20 July 2021
mayurbhaja
ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବାରିପଦା: ଆଜି ମୟୂରଭଞ୍ଜରେ ୧୨ ଘଣ୍ଟିଆ ବନ୍ଦ ଡାକରା। ମୟୂରଭଞ୍ଜ ଜିଲ୍ଲାକୁ ସରକାରଙ୍କ ଅବହେଳା ପ୍ରତିବାଦରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଓକିଲ ସଂଘ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି। ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା, ବନ୍ଦ ହୋଇ ରହିଥିବା ବାରିପଦା ଅର୍ବାନ ବ୍ୟାଙ୍କ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ଲୋକଙ୍କ ଜମାଟଙ୍କା ଫେରସ୍ତ ଏବଂ ଜିଲ୍ଲାକୁ ରେଳ ବିଭାଗର ଅବହେଳା ଭଳି ବିଭିନ୍ନ ଦାବିରେ JMM […]

  • Tuesday, 20 July 2021
SUNDARI
ଚିନ୍ତା ବଢ଼ାଉଛି ସୁନ୍ଦରୀ

ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀ ଅାକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଆସିବାପରେ ଜଳାପୋଡ଼ା ସହ ରାସ୍ତାରୋକ ହୋଇଥିଲା। ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ ଜାରି ରହିଥିଲା। ସ୍ଥିତି ସମ୍ଭାଳିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ, ଅାଜି ଟିକିଏ ଶାନ୍ତ ହୋଇଛି ସାତକୋଶିଅା ଅଞ୍ଚଳ। ତେବେ ସୁନ୍ଦରୀକୁ ବାନ୍ଧବଗଡ଼ ଫେରାଇ ଦିଅାଯିବ କି ଏଠାରେ ହିଁ ରଖାଯିବ, ସେ ସଂକ୍ରାନ୍ତରେ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଅା- WII ନିଷ୍ପତ୍ତି ନେବ ବୋଲି କହିିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ […]

  • Tuesday, 20 July 2021
GAHILA KARUCHI GOTALA BANA
ଦାମଙ୍କ ଘୋଟାଲା ବାଣ; ଦୁର୍ନୀତିର ସିବିଅାଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଚାରା, ସମବାୟ, ଓମ୍‌ଫଡ୍‌ ଏ ସବୁରେ ଯିଏ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ ଅାଣିଲେ ତାଙ୍କୁ ନବୀନ ଦଳରୁ ବହିଷ୍କାର କଲେ। ହେଲେ ଯେଉଁ ନେତା ଓ ପ୍ରଶାସକଙ୍କ ନାଁରେ ଅଭିଯୋଗ ଅାସିଛି, ତାଙ୍କ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ଅଜବ ରିଅାକ୍ସନ୍। ଏମିତିକି ଚାରା ଦୁର୍ନୀତି କଥା କୃଷି ମନ୍ତ୍ରୀ ବିଧାନସଭାରେ ମାନିଥିଲେ ବି ମୁଖ୍ୟମନ୍ତ୍ରୀ ନିରବ ରହିଛନ୍ତି। ବିଜେପି କହିଛି, ଏସବୁ ଦୁର୍ନୀତିର ସିବିଅାଇ ତଦନ୍ତ ନହେଲେ ଦଳ ରାସ୍ତାକୁ ଓହ୍ଲାଇବ ଓ ଅାଇନ୍‌ର […]

  • Tuesday, 20 July 2021
NAVEEN SWACHA CHARI
ପୁଣି ବିଜେଡିରେ ସମ୍ବିଧାନ ଓ ଶୃଙ୍ଖଳାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ମନ୍ତ୍ରୀ ପଦ ଗଲା ପରେ ନିଜ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ସୁପ୍ରିମୋଙ୍କୁ ଅବଗତ କରିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ଦାମ। ଚାରି ଚାରି ଥର ଯୋଗାଯୋଗ କରିବି ଭେଟି ପାରିନଥିଲେ ନବୀନଙ୍କୁ।  ଦାମଙ୍କ ଏହି କେଇପଦ କଥା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପ୍ରକୃତରେ ଦଳ ବିରୋଧୀଙ୍କ ପାଇଁ କଣ କହୁଛି ବିଜେଡି ସମ୍ବିଧାନ। କାରଣ ଦର୍ଶାଅ ନୋଟିସ ଦେବା, ତଦନ୍ତ କରିବାର ବ୍ୟବସ୍ଥା ଅଛି ନା ନାହିଁ। କେଉଁ ସ୍ଥିତିରେ […]

  • Tuesday, 20 July 2021
phailin-name_660_1012131229
‘ତିତ୍‌ଲି; ଆତଙ୍କ: ସବୁ ଜିଲ୍ଲାରେ ଶୁଖିଲା ଖାଦ୍ୟ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦେଖି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରଚୁର ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଛି। ବାତ୍ୟାର ପ୍ରଭାବ ୧୨ ତାରିଖ ପର୍ଯ୍ୟନ୍ତ ରହିବା ନେଇ ଅନୁମାନ କରାଯାଉଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଡାଲି, ତେଲ, ଚିନି, ଆଳୁ, ପିଆଜ ଏବଂ ଚୁଡ଼ା, ଗୁଡ଼ ଭଳି ଶୁଖିଲା ଖାଦ୍ୟ ଯୋଗାଣରେ ଯେଭଳି ସମସ୍ୟା ନ ରହିବ, ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗ […]

  • Tuesday, 20 July 2021
3
ବିଜେଡି ବିରୋଧୀ ମେଳିରେ ସେନାପତି ସାଜିଲେ ଦାମ

ଖୋର୍ଦ୍ଧା: ବିଜେଡି ବିରୋଧୀ ମେଳିର ସେନାପତି ସାଜିଲେ ପୂର୍ବତନ ବିଡେଜି ନେତା ଦାମ ରାଉତ। ଦୁର୍ନତିକୁ ଅସ୍ତ୍ର କରି ଆଜି ସରକାର ଓ ବିଜେଡି ବିରୋଧରେ ପୁଣି ନିଜ ପାଓ୍ୱାର ସୋ କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। ମହାଙ୍ଗା, ନିମାପଡ଼ା , କଟକ ଓ  ଟାଙ୍ଗୀ ବହିଷ୍କାର ପରେ ସରକାରଙ୍କ ବିରୋଧରେ ଭିନ୍ନ ଭିନ୍ନ ଅବତାରରେ ବରିଷ୍ଠ ବିଧାୟକ ଦାମ ରାଉତ। ଜାଇକା ଦୁର୍ନୀତିକୁ ନେଇ ଗତକାଲି କଟକରେ ଖଣ୍ଡା ବୁଲାଇ ସରକାରଙ୍କୁ ସତର୍କ କରିଥିବା […]

  • Tuesday, 20 July 2021
vlcsnap-error014
ଅାନନ୍ଦବଜାରରେ ଭକ୍ତଙ୍କୁ ସେବାୟତଙ୍କ ମାଡ଼ ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ଅଭିଯୋଗ। ଏନେଇ ଭକ୍ତ ଜଣଙ୍କ ଶ୍ରୀମନ୍ଦିର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆନନ୍ଦ ବଜାରରେ ଖାଇବାବେଳେ କୌଣସି କାରଣରୁ ବୋଝିଆ ସେବାୟତଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସେବାୟତ ଜଣଙ୍କ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଭକ୍ତଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସମ୍ପୃକ୍ତ ବୋଝିଆ ସେବାୟତଙ୍କୁ ଅଟକ ରଖି ପଚାରାଉଚରା କରୁଛି।

  • Tuesday, 20 July 2021
batil
'ତିତ୍‌ଲି' ପ୍ରଭାବରେ ବିମାନ ବାତିଲ୍‌

‘ତିତ୍‌ଲି’ ପାଇଁ ବିମାନ ସେବା ବି ପ୍ରଭାବିତ ହୋଇଛିା ଇଣ୍ଡିଗୋ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୫ଟି ବିମାନକୁ ବାତିଲ କରିଦିଆଯାଇଛି। ଭୁବନେଶ୍ୱରରୁ ଦିଲ୍ଲୀ, କୋଲକତା, ବେଙ୍ଗଲୁରୁ ଏବଂ ମୁମ୍ବାଇ ଉଡ଼ାଣକୁ ବାତିଲ କରିଛି ଇଣ୍ଡିଗୋ। ଆଜି ରାତିରେ ଇଣ୍ଡିଗୋର କୌଣସି ବିମାନ ଭୁବନେଶ୍ୱର ଏୟାର୍‌ପୋର୍ଟରେ ପାର୍କିଂ କରିବନି ବୋଲି ସୂଚନା ମିଳିଛି।

  • Tuesday, 20 July 2021
1
ମାଡ଼ି ଆସୁଛି ‘ତିତ୍‌ଲି’, ଭୟଙ୍କର ହେଉଛି ସମୁଦ୍ର

ଭୁବନେଶ୍ୱର: ସମୁଦ୍ର ଭିତରୁ ଆହୁରି ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁର ବେଳାଭୂମିରେ ସମୁଦ୍ରର ଏ ଭୀମକାନ୍ତ ରୂପ ଯେମିତି, ବାରମ୍ବାର ଚେତାଇ ଦେଉଛି, କେତେ ଭୟଙ୍କର ରୂପ ନେଇପାରେ ‘ତିତ୍‌ଲି’। ଯେଉଁ ସମୟରେ ବେଳାଭୂମି ଗହଳି ଚହଳିରେ ଫାଟି ପଡ଼ିବା କଥା, ଏବେ ସେଠି ଅଣଚାଷ ପବନର ଭୟ। ଧନଜୀବନ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଶାସନ ପକ୍ଷରୁ ପ୍ରଚାର ଚାଲିଛି। ଏଣେ ପାଖ ନୋଳିଆ ବସ୍ତିରେ ବି ଆତଙ୍କରେ ରହିଛନ୍ତି […]

  • Tuesday, 20 July 2021
mobile
ମୋମୋ ଗେମ୍‌ସ୍‌ ପରେ ‘ଅଲିଭିଆ’ ଆତଙ୍କ; ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ୱର: ମୋମୋ ଗେମ୍‌ସ୍‌ ପରେ ‘ଅଲିଭିଆ’ ଆତଙ୍କ ଦେଖାଦେଇଛି। ‘ଅଲିଭିଆ’ ନାଁରେ ଆସୁଥିବା ମେସେଜ୍ ପ୍ରତି ସତର୍କ ରହିବାକୁ ଓଡିଶା କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। କୌଣସି ଅଜଣା କିମ୍ବା ସନ୍ଦେହଜନକ ବ୍ୟକ୍ତିଙ୍କ ମେସେଜ୍‌ ଗ୍ରହଣ ନ କରିବା ପାଇଁ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି କ୍ରାଇମ୍‌ବ୍ରାଞ୍ଚ୍‌। ଏଥିସହ ସୋଶାଲ୍ ମିଡିଆରେ ପିଲାମାନଙ୍କ ଗତିବିଧି ଉପରେ ବିଶେଷ ନଜର ରଖିବା ପାଇଁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି। ବିଶେଷ କରି ପିଲାମାନେ କେଉଁ ଆପ୍ଲିକେସନ୍ ବ୍ୟବହାର […]

  • Tuesday, 20 July 2021
Untitled-1
ବଦଳିବ ଟ୍ରେନ୍‌ର ଗତିପଥ, ହେଲ୍‌ପ ଲାଇନ୍‌ ନମ୍ବର୍‌ ଜାରି

ଭୁବନେଶ୍ୱର: ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ‘ତିତ୍‌ଲି’। ଏଥିପାଇଁ ରେଳ ବିଭାଗ ପକ୍ଷରୁ ସତର୍କତା ଅବଲମ୍ୱନ କରାଯାଇଛି। ଯାତ୍ରୀ ଓ ଟ୍ରେନ୍‌ର ସୁରକ୍ଷା ଦୃଷ୍ଟିରୁ ଆଜି ରାତି ୧୦ଟା ପରେ ଖୋର୍ଦ୍ଧା ରୋଡ୍‌ରୁ ବିଜୟନଗ୍ରମ୍ ମଧ୍ୟରେ କୌଣସି ଟ୍ରେନ୍‌ ଚଳାଚଳ କରିବନାହିଁ। କିଛି ଟ୍ରେନ୍‌ର ଗତିପଥ ପଦଳାଇଥିବା ବେଳେ ଆଉ କିଛି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ହୀରାଖଣ୍ଡ ଓ ଇଷ୍ଟକୋଷ୍ଟ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥ ପଦଳିଥିବା ବେଳେ ପ୍ରଶାନ୍ତି ଓ ବିଶାଖ ଏକ୍ସପ୍ରେସ୍‌ର ଆସନ୍ତାକାଲିର ଯାତ୍ରା […]

  • Tuesday, 20 July 2021
tropical
ବାତ୍ୟା ପାଇଁ କଲେଜ୍‌ ଇଲେକ୍ସନ୍‌ ବାତିଲ୍‌

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଭୟଙ୍କର ରୂପ ନେବା ବୋଲି SRC ସୂଚନା ଦେଇଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ସହ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଥିବା ସେ କହିଛନ୍ତି। ଏଥିପାଇଁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କଲେଜ୍‌ ନିର୍ବାଚନ ହେବନି ବୋଲି ଏସଆର୍‌ସି କହିଛନ୍ତି। ଏଥିସହିତ ତଳିଆ ଅଞ୍ଚଳ ଗୁଡ଼ିକୁ ସତର୍କ ସୂଚନା ଦିଆଯାଇଛି। ୮୩୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ କୁହାଯାଇଛି। ଏପରିକି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ କରାଯାଇଥିବା […]

  • Tuesday, 20 July 2021
titli
ବନ୍ୟା ପାଇଁ ପ୍ରସ୍ତୁତ ଦଳସମ୍ପଦ ବିଭାଗ

ଭୁବନେଶ୍ୱର: ସମ୍ଭାବ ବନ୍ୟା ପରିସ୍ଥିତିକୁ ନେଇ ସଜାଗ ରହିଛି ଜଳସମ୍ପଦ ବିଭାଗ। ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ ହେବା ପରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଜଳସମ୍ପଦ ସଚିବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୨୦୦ ମିଲିମିଟର୍ ବର୍ଷା ହେବା ନେଇ ସମ୍ବାବନା ରହିଛି। ଏହାପରେ ବଂଶଧାରା ଏବଂ ରୂଷିକୂଲ୍ୟା ନଦୀରେ ବନ୍ୟା ଆଶଙ୍କା ମଧ୍ୟ ବଢ଼ିଛି। […]

  • Tuesday, 20 July 2021
Titli1
୨୮୦ କିମି ଦୂରରେ ‘ତିତ୍‌ଲି’, ମୁକାବିଲା ପାଇଁ ପ୍ରସ୍ତୁତି ଜୋର୍‌ଦାର୍

ଭୁବନେଶ୍ୱର: ଭୟଙ୍କର ରୂପ ନେଇ ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମର ପରିଣତ ହୋଇଛି ସାମୂଦ୍ରିକ ଝଡ଼ ‘ତିତ୍‌ଲି’। ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୨୮୦କିଲୋମିଟର୍‌ ଦୂରରେ ରହିଛି। ତେବେ ଘଣ୍ଟାକୁ ୧୫ କିଲୋମିଟର୍‌ ବେଗରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଉଛି। ଏହି ସାମୂଦ୍ରିକ ଝଡ଼ ଆସନ୍ତାକାଲି ସକାଳେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ତେବେ ଏହା ଯେତେ ସମୟ ସମୁଦ୍ର ଗର୍ଭରେ ରହିବ, ସେତେ ଶକ୍ତିଶାଳୀ ହେବ। ସ୍ଥଳଭାଗରେ ପହଞ୍ଚିବା ବେଳକୁ […]

  • Tuesday, 20 July 2021
gan-bbsr
ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ନିଆରା ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ରାଜଧାନୀରେ ଗଣେଶ ପୂଜା ବହୁତ ଜାକଜମକରେ ପାଳିତ ହୋଇଯାଇଛି। ସ୍କୁଲ କଲେଜ ସହିତ ବିଭିନ୍ନ କ୍ଲବ, ବ୍ୟବସାୟିକ ସଂଘ ଓ ସଂଗଠନ ପକ୍ଷରୁ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ପୂଜା ମଣ୍ଡପ ସଜେଇ ହୋଇଥିଲା। ଏହା ସହିତ ରାଜଧାନୀର ଅନେକ ପୂଜା ମଣ୍ଡପରେ ନିଆରା ଗଣେଶ ମୂର୍ତ୍ତି ଦେଖିବାକୁ ମିଳିଛି। ସହିଦ ନଗର ଉଇନର ଆସୋସିଏସନ୍‌ ମଣ୍ଡପରେ ମୁମ୍ବାଇ ଭଳି ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି […]

  • Tuesday, 20 July 2021
niranjan
ଶ୍ରୀକାନ୍ତଙ୍କ ଘରେ ନିରଞ୍ଜନ

ଭୁବନେଶ୍ୱର: ଶ୍ରୀକାନ୍ତଙ୍କ ଘରେ ନିରଞ୍ଜନ। ଗଣେଶ ଚତୁର୍ଥୀ ଅବସରରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ଘରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା। ଗତକାଲି ଶ୍ରୀକାନ୍ତ ଜେନାଙ୍କ ଘରେ ଗଣେଶ ପୂଜା ଆୟୋଜିତ ହୋଇଥିଲା। ନିରଞ୍ଜନଙ୍କ ସହ ଦଳର ଅନ୍ୟ କିଛି ନେତା ଏହି ପୂଜାରେ ଯୋଗ ଦେଇଥିଲେ। ଏହି ଅବସରରେ ନିରଞ୍ଜନ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ବେଶ୍ କିଛି ସମୟ ଭାବ ବିନିମୟ ହୋଇଥିଲା। ନିରଞ୍ଜନ ପିସିସି ସଭାପତି ହେବା ପରେ […]

  • Tuesday, 20 July 2021
acsi
ଅଟୋ-ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ

ରାୟଗଡ଼ା: ଯାତ୍ରୀବାହୀ ଅଟୋ ଓ ଟ୍ୟାଙ୍କର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା। ରାୟଗଡ଼ା ଜିଲ୍ଲା ଜେକେପୁର ନାଇଡ଼ୁପେଟା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ଆମ୍ମା। ତାଙ୍କ ଘର ଝିଞ୍ଜିଲିବାଡ଼ିରେ। ଗୁରୁତର ଅବସ୍ଥାରେ ଅଟୋ ଡ୍ରାଇଭରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ […]

  • Tuesday, 20 July 2021
gulii
ଗୁଳିମାଡ଼ରେ ଢାବା ମାଲିକ ଆହତ

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ଗୁଳି। ଗତକାଲି ଗଣେଶ ପୂଜାକୁ ନେଇ ରାଜଧାନୀ ଉତ୍ସବମୁଖର ଥିବାବେଳେ ଖଣ୍ଡଗିରି କଳିଙ୍ଗ ଷ୍ଟୁଡ଼ିଓ ନିକଟରେ ଗୁଳି ଫୁଟିଛି। ଗୁଳିମାଡ଼ରେ ଜଣେ ଢାବା ମାଲିକ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଆହତ ଢାବା ମାଲିକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ କରିଥିବା ୨ ଜଣ ବ୍ୟକ୍ତି ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ସନ୍ଦେହ ପରେ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।  

  • Tuesday, 20 July 2021
Nuakhai
ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠ ବି ଚଳଚଞ୍ଚଳ। ଆଜି ଭୋର ସାଢ଼େ ୪ଟାରେ ମାଆ ସମଲେଶ୍ୱରୀଙ୍କ ମନ୍ଦିର ଖୋଲା ଯାଇଥିଲା। ନୂଆ ଶାଢ଼ୀ ସହ ଅଳଙ୍କାର ଧାରଣ ପରେ ରୀତିନୀତି ଆରମ୍ଭ ହୋଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ। ମାଆ ସମଲେଶ୍ୱରୀଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ପରେ ଲୋକେ […]

  • Tuesday, 20 July 2021
3
ବିଜେଡି ବିଧାୟକଙ୍କ ଦାଦାଗିରି, ଅତିଷ୍ଠ ସାଧାରଣ ଲୋକେ  

ଭୁବନେଶ୍ୱର: ଭାଇରାଲ୍‌ ହେଲା ଆଉ ଜଣେ ବିଜେଡି ବିଧାୟକଙ୍କ ଔଦ୍ଧତ୍ୟର ଚିତ୍ର। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସମୀର ଦାଶଙ୍କ ପରେ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ୍ ସର୍ବ ସାଧାରଣରେ ତୋଡ଼ ଦେଖାଇବା ଚିତ୍ର ସୋସିଆଲ୍‌ ମିଡିଆରେ ବୁଲିବା ପରେ ବର୍ତ୍ତମାନ ଶାସକ ଦଳ ବିଧାୟକଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠିଛି। ଭାଇରାଲ୍‌ ଭିଡିଓରେ କଣ୍ଟାବାଞ୍ଝିର ବିଜେଡି ବିଧାୟକ ଆୟୁବ ଖା‌ନ୍‌ ଜଣେ ବୃଦ୍ଧାଙ୍କ ଉପରେ ତୋଡ଼ ଦେଖାଉଥିବା ଦୃଶ୍ୟ ରହିଛି। ଭିଡିଓ ସ୍ପଷ୍ଟ ଦେଖାଯାଉଛି ଯେ […]

  • Tuesday, 20 July 2021
ANNA
ଦୁର୍ନୀତି ବିରୁଦ୍ଧରେ ଅାନ୍ନାଙ୍କ ଭଳି ବୁଲିବି ସାରା ରାଜ୍ୟ : ଦାମ

ଭୁବନେଶ୍ୱର: ଦଳରୁ ବହିଷ୍କାର ପରେ ଦାମଙ୍କୁ ନୈତିକ ସମର୍ଥନ ଦେବାକୁ ହାଜର ହୋଇଥିଲେ ତାଙ୍କ ଶୁଭେଛୁ ଓ ସମର୍ଥକ। ସକାଳୁ ସକାଳୁ ଦାମଙ୍କ ବାସଭବନରେ ଲାଗିରହିଥିଲା ଗହଳି ଚହଳି। ପାରାଦ୍ୱୀପ ସହ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ବି ପହଁଞ୍ଚିଥିଲେ ଲୋକ। ଦାମଙ୍କୁ ଭେଟିବା ପାଇଁ ପହଁଞ୍ଚିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ୧୫ ମିନିଟର ସଂକ୍ଷିପ୍ତ ଅାଲୋଚନା ପରେ ଦାମଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ ବୈଜୟନ୍ତ। ପୂର୍ବତନ ବିଧାୟକ ନାରାୟଣ ରେଡି ମଧ୍ୟ ଦାମଙ୍କୁ […]

  • Tuesday, 20 July 2021
2
ଆସୁଛି ବାତ୍ୟା ‘ତିତ୍‌ଲି’: ଚିନ୍ତାରେ ଚାଷୀ

ଗଜପତି: ସମୁଦ୍ର ଗର୍ଭରେ ଲହଡ଼ି ଭାଙ୍ଗି ସ୍ଥଳଭାଗକୁ ଧାଇଁ ଆସୁଛି ବାତ୍ୟା ‘ତିତ୍‌ଲି’। ଆଉ ମାତ୍ର କେଇ ଘଣ୍ଟା ପରେ ପ୍ରବଳ ବର୍ଷା ସାଙ୍ଗକୁ ଦ୍ରୁତ ବେଗରେ ପବନ ବହିବ। କିନ୍ତୁ ବାତ୍ୟା ଭୟରେ ଚିନ୍ତାରେ ପଡ଼ିଗଲେଣି ପାରଳାଖେମୁଣ୍ଡିର ଚାଷୀ। କାରଣ ଖେତରେ ଲହଡ଼ି ଭାଙ୍ଗୁଛି ବର୍ଷକର ସୁନାର ଫସଲ। ହୁଏତ ଦିନ କେଇଟା ପରେ ଅମଳ ହେବ। କିନ୍ତୁ ତା’ପୂର୍ବରୁ ସବୁକିଛି ଉଜୁଡ଼ି ଯିବାର ଆଶଙ୍କା ଦେଖାଦେଇଛି। ୧୧ ତାରିଖ ବେଳକୁ ବାତ୍ୟାର ପ୍ରକୋପ ବଢ଼ି […]

  • Tuesday, 20 July 2021
sundari-up
ଫେରିଯିବ 'ସୁନ୍ଦରୀ'

ଭୁବନେଶ୍ୱର : ସୁନ୍ଦରୀକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ,ସେ ଅାସିଥିବା ମଧ୍ୟପ୍ରଦେଶ ବାନ୍ଧବଗଡ଼କୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଅାସନ୍ତା ୧୫ ତାରିଖ ସୁଦ୍ଧା ତାକୁ ବାନ୍ଧବଗଡ଼ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍‌ରୁ ୨ଟି ଟିମ୍ ଅାସୁଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ର। ସାତକୋଶିଅାରେ ଛଡ଼ା ଯାଇଥିବା ବାଘ ସୁନ୍ଦରୀ ଜଣେ ମହିଳାଙ୍କୁ ମାରି ଖାଇଦେଇଥିବା ଅଭିଯୋଗ ପରେ ଲୋକେ ଏମିତି ତାତିଛନ୍ତି […]

  • Tuesday, 20 July 2021
batya
ମାଡ଼ିଆସୁଛି ବାତ୍ୟା ‘ତିତ୍‌ଲି’: ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିମି ବେଗରେ ପବନ ବହିବ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’।  ୭୨ ଘଣ୍ଟା ଭିତରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଅତିକ୍ରମ କରିବ ଏହି ଝଡ଼। ଏହି ସମୟରେ ଭୟଙ୍କର ରୂପ ଧାରଣ କରି ପ୍ରବଳ ବର୍ଷା ସାଙ୍ଗକୁ ୧୦୦ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିବ। ଏଥିପାଇଁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର। ସମ୍ବାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମୀକ୍ଷା କରିଛନ୍ତି ରାଜ୍ୟ ସରକାର। […]

  • Tuesday, 20 July 2021