ଉଦଳା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ମାଳୀ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ୪ ଟି ସ୍ଥାନରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ୪ଟି ଟିମ୍ ଚଢ଼ଉ କରିଛନ୍ତି। ନୁଦଡିହା ସ୍ଥିତ ଉଦ୍ଧବଙ୍କ ଶ୍ୱଶୁର ଘର, କପ୍ତିପଦାରେ ଥିବା ଫାର୍ମ ହାଉସ, ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, କପ୍ତିପଦା ବ୍ଲକ ବଡାମପଦା ତାଙ୍କ ବାସଭବନରେ ଚଢ଼ଉ ହୋଇଛି। ତେବେ ତାଙ୍କ ଘରର ମୂଲ୍ୟ ଆନୁମାନିକ […]
କୋଣାର୍କ: ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ପାନେ ଦେଲେ ମହିଳା। ନିଜ ଇଜ୍ଜତ ବଞ୍ଚାଇବାକୁ ଜଣେ ମହିଳା ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ଜିଭ ଛିଣ୍ଡାଇ ଦେଇଛନ୍ତି। ଏହାପରେ ପ୍ରାଣ ବିକଳରେ ଯୁବକ ଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ପୁରୀ ଜିଲ୍ଲା କାକଟପୁର ସ୍ଥିତ ଏକ ଆଶ୍ରମରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ମହିଳା ଜଣକ […]
ଭୁବନେଶ୍ୱର: ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା। ହେଲେ ଅନ୍ୟ ସ୍ଥାନମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ହେବାର କୌଣସି ଆଶଙ୍କା ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆଜି ରାଜ୍ୟର […]
ବଲାଙ୍ଗିର: ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଆଜି ବଲାଙ୍ଗିର ଗସ୍ତରେ ଆସିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି। ଖରାପ ପାଗ ପାଇଁ ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହେବାପରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ LPG ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ […]
ମାଲକାନଗିରି: ରାଜ୍ୟରେ ବେଧଡ଼କ ଭାବେ ଚାଲିଛି ଚୋରା ଗଞ୍ଜେଇ ଚାଲାଣ କାରବାର। ସବୁଠାରୁ ବଡ଼ କଥା ବିହାରୀ ମହିଳାମାନେ ଏଥିରେ ସାମିଲ ଅଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ଏଭଳି ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ କରିଛି। ଏକ ଗାଡ଼ିରେ ୨ ଜଣ ବିହାରୀ ମହିଳାଙ୍କ ସମେତ ୫ ଜଣ ବ୍ୟକ୍ତି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଯାଇଛନ୍ତି। ପୁଲିସ୍ ଆଖିରେ ଧୂଳି ଦେବାକୁ ଏମାନେ […]
ସୋନପୁର: ମହଙ୍ଗା ପଡ଼ିଲା ବିପଦପୂର୍ଣ୍ଣ ଭାବେ ସେଲ୍ଫି ଉଠାଇବା। ମହାନଦୀ ବ୍ରିଜ୍ର ବାଡ଼ ଉପରେ ଚଢ଼ି ଜଣେ ଯୁବକ ସେଲ୍ଫି ଉଠାଉଥିବା ବେଳେ ନଦୀକୁ ଖସି ପଡ଼ିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୋନପୁର ସହରର ପଟାଭାଡ଼ିର ଜିତୁ ନାୟକ ନାମକ ଜଣେ ଯୁବକ ଗତକାଲି ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ସୁବର୍ଣ୍ଣପୁରରେ ଥିବା ମହାନଦୀ ବ୍ରିଜ୍ର ବାଡ଼ ଉପରେ ଚଢ଼ି […]
ଭୁବନେଶ୍ୱର: ଖ୍ରୀଷ୍ଟ୍ମାସ୍ରେ ସିକ୍ରେଟ୍ ସାନ୍ତା ହୋଇ ପିଲାଙ୍କୁ ସର୍ପ୍ରାଇଜ୍ ଦେଲେ ଓଲିଉଡ୍ ଅଭିନେତା। ଖାଲି ସର୍ପ୍ରାଇଜ୍ ଦେଲେ ନାହିଁ ବରଂ ଛୋଟ ଛୋଟ ପିଲାମାନଙ୍କୁ ଗିଫ୍ଟ, ଚକୋଲେଟ୍ ଆଦି ଦେବାସହ ସେମାନଙ୍କ ସହ ମଉଜମସ୍ତି ମଧ୍ୟ କରିଥିଲେ ଏହି ଅଭିନେତା। ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ, ଆଜ୍ଞା ହଁ ଏଠି ଆମେ ଆଉ କାହା କଥା କହୁନୁ। କହୁଛୁ ଅଭିନେତା ଆକାଶ ଦାସ ନାୟକ। ଗତକାଲି ବଡ଼ଦିନ ବା ଖ୍ରୀଷ୍ଟ୍ମାସ୍ ଥିଲା। ଏହି […]
ଭୁବନେଶ୍ୱର: ପାଳନ ହେବ ବହିର ଏକୋଇଶିଆ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏ କ’ଣ କହୁଛୁ। ପ୍ରକୃତରେ ଆମେ ଏଠି କହିବାକୁ ଚାହୁଁଛୁ ଚଳିତ ବର୍ଷ ଡିସେମ୍ବର ୮ରେ ପ୍ରଣୟ ସୁଧାଙ୍କ ତୃତୀୟ କବିତା ସଂକଳନ “କୋଳେଇ ନେଲେ ପାଉଁଶ” ଲୋକାର୍ପିତ ହୋଇଥିଲ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ଶ୍ରୀଯୁକ୍ତ ହର ପ୍ରସାଦ ଦାସ , ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଅଜୟ ସ୍ୱାଇଁ , ଶ୍ରୀଯୁକ୍ତ ଅରବିନ୍ଦ ରାଏ, ଯୁବକବି ଶ୍ରୀଯୁକ୍ତ ଶକ୍ତି ମହାନ୍ତି ଓ ପକ୍ଷୀଘର […]
ଭୁବନେଶ୍ୱର: ଏବେ ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପ୍ରବଳ ଶୀତ ଯୋଗୁ କିଛି ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ୁଛି। ଗତକାଲି ଫୁଲବାଣୀରେ ତାପମାତ୍ରା ୯.୩ ଡିଗ୍ରୀକୁ ଖସି ଆସିଥିବା ବେଳେ ଅନୁଗୁଳରେ ତାପମାତ୍ରା ୧୦ ଡିଗ୍ରୀ ଥିଲା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ଧରଣର […]
ବାରିପଦା: ବଣ ଭୋଜି ସହ ଡିଜେର ଧୂମ୍। ସମସ୍ତେ ମଉଜ ମସ୍ତିରେ ବ୍ୟସ୍ତ ଥିବା ବେଳେ ଡିଜେ ଶବ୍ଦ ଶୁଣି ହଠାତ୍ ଜଙ୍ଗଲରୁ ବଣଭୋଜି ସ୍ଥଳ(ପିକ୍ନିକ୍ ସ୍ପଟ୍)କୁ ପଶି ଆସିଲା ହାତୀ। ଭୋଜି ପାଇଁ ରଖାଯାଇଥିବା ପନିପରିବା ଖାଇବା ସହ ନଷ୍ଟ କରି ଦେଇଥିଲା ହାତୀ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସୀତାକୁଣ୍ଡ ଜଳପ୍ରପାତ ନିକଟରେ ଏଭଳି କିଛି ଘଟଣା ଘଟିଛି। ବଣଭୋଜି ସ୍ଥଳରେ ହାତୀ ପହଞ୍ଚି କିଭଳି ଭାବରେ ହଙ୍ଗାମା କରିଥିଲା ସେହି ସମୟର ଦୃଶ୍ୟ […]
ଭୁବନେଶ୍ୱର: ଏଣିକି କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ନେଇ ଆସିବା ହେଲା ମନା। ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲ୍କୁ ମୋଟରଚାଳିତ ଗାଡ଼ି ନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ମାନିବା ସହ ଯେପରି ସ୍କୁଲ ଛାତ୍ରଛାତ୍ରୀ […]
କଲ୍ୟାଣସିଂହପୁର: ଏକ ଅଟୋ ଘାଟିରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆଶାକର୍ମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅଟୋ ଡ୍ରାଇଭର ଯୁଧିଷ୍ଠିର ନାୟକ। ଆହତଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟିରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଏହି ଆଶାକର୍ମୀମାନେ ମାଣ୍ଡିବିଶୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୈଠକ ସାରି ଅଟୋ ଯୋଗେ […]
ରାୟଗଡ଼ା: ଗୋଟିଏ ଦିନରେ ପ୍ରଥମେ ପଦ ଗଲା, ପରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ବି ଚାଲିଗଲା। ସଡ଼କ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ୨୦୧୭ ମସିହା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଗତକାଲି କୋର୍ଟ ରଦ୍ଦ କରିବା ପରେ ତାଙ୍କର ପଦ ଚାଲି ଯାଇଥିଲା। ଏହା ପରେ କୋର୍ଟରୁ ଘରକୁ ଫେରିବା ବେଳେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ […]
ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ଶିଖ୍ମାନଙ୍କର ଏକ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ପରେ ପଞ୍ଜାବ ବିଧାୟକ ସିମରଜିତ୍ ସିଂହ କହିଛନ୍ତି,“ ମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି। ଓଡ଼ିଶା ସରକାର ମଙ୍ଗୁ, ପଞ୍ଜାବୀ, ବଲି ମଠର […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର ନାଁ ଧରୁ ନାହାନ୍ତି ସରକାର। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଆସନ୍ତା ୩୫ ଦିନ ମଧ୍ୟରେ ଏହି ଦାବି ପୂରଣ ନ ହେଲେ ଜାନୁଆରୀ ୨୭ ତାରିଖ ଦିନ ଗାଁ ଲୋକେ ନବୀନ ନିବାସ ଘେରାଉ କରିବା ସହ ସମୂହ ଆତ୍ମାହୁତି ଦେବେ ବୋଲି କଂଗ୍ରେସ […]
ଭୁବନେଶ୍ୱର: ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ସାପ ଖେଳ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୧ ସେକେଣ୍ଡର ଏହି ଟିକ୍ଟକ୍ ଭିଡିଓରେ ଦେଖିବାକୁ ମିଳିଛି, ସମ୍ବିତ କିଭଳି ଭାବରେ ଗୋଟିଏ ଢମଣା ସାପର ମୁଣ୍ଡକୁ ଧରି କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସମ୍ବିତ କହିଛନ୍ତି, ‘ମୁଁ ସାପ ସମ୍ପର୍କରେ ଯଥେଷ୍ଟ ସଚେତନ। ମୋ ଘରେ ଗୋଟିଏ ଢମଣା ସାପ ପଶି ଯାଇଥିଲା। ପିଲାମାନେ ଡରିଲେ, ତେଣୁ […]
ସୁନ୍ଦରଗଡ଼: ଘରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦ୍ୱୟ ହେଲେ ଗୋଲାପୀ ମେହେର(୬୦) ଓ ତାଙ୍କ ଝିଅ ଲକ୍ଷ୍ମୀ ମେହେର (୩୫)। ସୂଚନା ଅନୁସାରେ, ଗତକାଲି ରାତିରେ ଗୋଲାପୀ ଓ ତାଙ୍କ ଝିଅ ଘର ଭିତର ପଟୁ କବାଟ ବନ୍ଦ କରି ଶୋଇଥିଲେ। ଏହି ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ଘରେ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ […]
ପାରାଦୀପ: ମହଙ୍ଗା ପଡ଼ିଲା ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା। ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଲିସ୍ ଗିରଫ କରିଛି। କୋର୍ଟ ଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଏବେ ଜେଲ୍ରେ ଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ଶନିବାର ଦିନ ବାଲିତୁଠ ୟୁପି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ […]
ଉମରକୋଟ: ମକା କିଆରିରେ ଥିବା କୁଡିଆରେ ଖେଳୁଥିବା ବେଳେ ହଠାତ୍ ନିଆଁ ଲାଗିଯିବା ଫଳରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ମଇନାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଏଲିନା ସାନ୍ତା(୩) ଓ ସୁଜାତା ସାନ୍ତା(୪)। ସୌଭାଗ୍ୟବଶତଃ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାଁ ଅର୍ଚ୍ଚିତା ସାନ୍ତା। ସୂଚନା ଅନୁସାରେ, ମଇନାପଦର ଗାଁର କାମସାହିରେ ଗତକାଲି ଅପରାହ୍ଣରେ ଏହି ଦୁଃଖଦ ଘଟଣା ଘଟିଛି। […]
ଆସିକା: ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମ୍ପୃକ୍ତ ଯୁବକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ମାରୁଡି ଛକରେ ଏକ ବାଇକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଆହତ ହୋଇଥିଲେ ଏବଂ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ […]
ଯାଜପୁର: ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଦୁଇ ଜଣ ପ୍ରଧାନ ଶିକ୍ଷକ ଅଡୁଆରେ ପଡ଼ି ଯାଇଛନ୍ତି। ଏହି ଦୁଇ ପ୍ରଧାନ ଶିକ୍ଷକ ହେଲେ ଯାଜପୁର ଜିଲ୍ଲା କୋରାଇଗାଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ସରଣ କୁମାର ରାଉତ ଏବଂ ସହଡ଼ାକୋଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍ର ବିଦ୍ୟାଧର ସେଠୀ। ବିନା ଅନୁମତିରେ ଏହି ଦୁଇ ପ୍ରଧାନ ଶିକ୍ଷକ ଗତକାଲିଠୁ ତୀର୍ଥ କରିବାକୁ ଯାଇଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ଆସିବା ପରେ ଗତକାଲି ହିଁ ସିଆରସିସିଙ୍କୁ ଘଟଣାର ତଦନ୍ତ ନିମନ୍ତେ […]
ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୪ ଜଣ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟା(ଏଡିଜି)କୁ ପଦୋନ୍ନତି କରିଛନ୍ତି। ୧୯୯୫ ବ୍ୟାଚର ଆଇପିଏସ୍ ଆର.କେ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ସେହି ବ୍ୟାଚର ରିତୁ ଅରୋରାଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ଆଇପିଏସ୍ ନରସିଂହ ଭୋଳ, ଅମିତେନ୍ଦ୍ର ନାଥ ସିହ୍ନା ଓ ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଆଇପିଏସ୍ ଅନିରୁଦ୍ଧ […]
ବାରିପଦା (ମାଣିକଲାଲ୍ ପାଣି): ଏବେ ଚାଲିଛି ପର୍ଯ୍ୟଟନର ଋତୁ ଏବଂ ଆଗକୁ ପାଳନ ହେବ ନୂଆବର୍ଷ। ହେଲେ ତା’ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଭିନ୍ନ ହୋଟେଲ୍ ଓ ଲଜ୍ରେ ଦେହ ବ୍ୟବସାୟ ଚାଲୁଥିଲା। ଏପରିକି ଦେହ ବ୍ୟବସାୟ ପାଇଁ ଡିଲ୍ ମଧ୍ୟ ହେଉଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁଲିସ୍ ଚଢ଼ଉ କରି ହୋଟେଲ୍ର ମାଲିକ ଏବଂ ମ୍ୟାନେଜରଙ୍କୁ ଗିରଫ କରିଥିଲା। ଏହି ଘଟଣାର କିଛିଦିନ ନଯାଉଣୁ ବାରିପଦାରୁ ଆସିଛି ସେମିତି ଏକ ଘଟଣା। ବିଚ୍ […]
କେନ୍ଦୁଝର: ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ବିଚାରାଧୀନ କଏଦୀର ହୃଦ୍ଘାତରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜେଲ୍ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁରୀ ମୁଣ୍ଡା। ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍ରେ ଥିଲେ। ଆଜି ସକାଳୁ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି କେନ୍ଦୁଝର ଜେଲ୍ରେ ବନ୍ଦୀ ଥିବା ସୁନୀଲ ନାଏକକୁ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ମିଳିଥିଲା। ସୁନୀଲ ଭଳି ତାଙ୍କୁ ବି ଫାଶି […]
କଟକ: ବ୍ଲାକ୍ରେ ବାରବାଟୀ ମ୍ୟାଚ୍ର ଟିକେଟ୍ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆସନ୍ତା ରବିବାରରେ ହେବାକୁ ଥିବା ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ରାଜ୍ୟରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିବା ବେଳେ ବ୍ଲାକର୍ମାନେ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି। କୌଣସି ଲୁଚାଛପାରେ ନୁହେଁ ବରଂ ଖୋଲାଖୋଲି ସେମାନେ ମ୍ୟାଚ୍ ଦେଖିବା ପାଇଁ ଟିକେଟ୍ ବ୍ଲାକ୍ରେ ବିକିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବ୍ଲାକର୍ OLX ୱେବସାଇଟ୍ରେ ବାରବାଟୀ ଦିନିକିଆର ଟିକେଟ୍ ବିକ୍ରି ହେବ ବୋଲି […]