• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

selfie
ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ସେଲ୍ଫି  ଉଠାଉଥିଲେ, ଖସି ପଡ଼ିଲେ

ସୋନପୁର: ମହଙ୍ଗା ପଡ଼ିଲା ବିପଦପୂର୍ଣ୍ଣ ଭାବେ ସେଲ୍ଫି ଉଠାଇବା। ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି ଜଣେ ଯୁବକ ସେଲ୍ଫି  ଉଠାଉଥିବା ବେଳେ ନଦୀକୁ ଖସି ପଡ଼ିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛନ୍ତି।  ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୋନପୁର ସହରର ପଟାଭାଡ଼ିର ଜିତୁ ନାୟକ ନାମକ ଜଣେ ଯୁବକ ଗତକାଲି ତାଙ୍କ ଦୁଇ ଜଣ ସାଙ୍ଗଙ୍କ ସହ ସୁବର୍ଣ୍ଣପୁରରେ ଥିବା ମହାନଦୀ ବ୍ରିଜ୍‌ର ବାଡ଼ ଉପରେ ଚଢ଼ି […]

  • Wednesday, 21 July 2021
santa
ସାନ୍ତା ବେଶରେ ଲୁଚି ଲୁଚି ପହଁଞ୍ଚିଲେ ଓଡ଼ିଆ ଅଭିନେତା

ଭୁବନେଶ୍ୱର: ଖ୍ରୀଷ୍ଟ୍‌ମାସ୍‌ରେ ସିକ୍ରେଟ୍ ସାନ୍ତା ହୋଇ ପିଲାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଓଲିଉଡ୍‌ ଅଭିନେତା। ଖାଲି ସର୍‌ପ୍ରାଇଜ୍‌ ଦେଲେ ନାହିଁ ବରଂ ଛୋଟ ଛୋଟ ପିଲାମାନଙ୍କୁ ଗିଫ୍ଟ, ଚକୋଲେଟ୍‌ ଆଦି ଦେବାସହ ସେମାନଙ୍କ ସହ ମଉଜମସ୍ତି ମଧ୍ୟ କରିଥିଲେ ଏହି ଅଭିନେତା। ଆପଣ ଭାବୁଥିବେ ଆମେ ଏଠି କାହା କଥା କହୁଛୁ, ଆଜ୍ଞା ହଁ ଏଠି ଆମେ ଆଉ କାହା କଥା କହୁନୁ। କହୁଛୁ ଅଭିନେତା ଆକାଶ ଦାସ ନାୟକ। ଗତକାଲି ବଡ଼ଦିନ ବା ଖ୍ରୀଷ୍ଟ୍‌ମାସ୍‌ ଥିଲା। ଏହି […]

  • Wednesday, 21 July 2021
book 1
ପାଳନ ହେବ ବହିର ଏକୋଇଶିଆ

ଭୁବନେଶ୍ୱର: ପାଳନ ହେବ ବହିର ଏକୋଇଶିଆ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏ କ’ଣ କହୁଛୁ। ପ୍ରକୃତରେ ଆମେ ଏଠି କହିବାକୁ ଚାହୁଁଛୁ ଚଳିତ ବର୍ଷ ଡିସେମ୍ବର ୮ରେ ପ୍ରଣୟ ସୁଧାଙ୍କ ତୃତୀୟ କବିତା ସଂକଳନ “କୋଳେଇ ନେଲେ ପାଉଁଶ” ଲୋକାର୍ପିତ ହୋଇଥିଲ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ଶ୍ରୀଯୁକ୍ତ ହର ପ୍ରସାଦ ଦାସ , ବିଶିଷ୍ଟ ଗାଳ୍ପିକ ଶ୍ରୀଯୁକ୍ତ ଅଜୟ ସ୍ୱାଇଁ , ଶ୍ରୀଯୁକ୍ତ ଅରବିନ୍ଦ ରାଏ, ଯୁବକବି ଶ୍ରୀଯୁକ୍ତ ଶକ୍ତି ମହାନ୍ତି ଓ ପକ୍ଷୀଘର […]

  • Wednesday, 21 July 2021
rain
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଏବେ ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପ୍ରବଳ ଶୀତ ଯୋଗୁ କିଛି ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ୁଛି। ଗତକାଲି ଫୁଲବାଣୀରେ ତାପମାତ୍ରା ୯.୩ ଡିଗ୍ରୀକୁ ଖସି ଆସିଥିବା ବେଳେ ଅନୁଗୁଳରେ ତାପମାତ୍ରା ୧୦ ଡିଗ୍ରୀ ଥିଲା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ଧରଣର […]

  • Wednesday, 21 July 2021
elephant
ଡିଜେ ଶୁଣି ପିକ୍‌ନିକ୍‌ ସ୍ପଟ୍‌କୁ ପଳାଇ ଆସିଲା ହାତୀ, ଆଉ ତା’ପରେ...

ବାରିପଦା: ବଣ ଭୋଜି ସହ ଡିଜେର ଧୂମ୍‌। ସମସ୍ତେ ମଉଜ ମସ୍ତିରେ ବ୍ୟସ୍ତ ଥିବା ବେଳେ ଡିଜେ ଶବ୍ଦ ଶୁଣି ହଠାତ୍‌ ଜଙ୍ଗଲରୁ ବଣଭୋଜି ସ୍ଥଳ(ପିକ୍‌ନିକ୍‌ ସ୍ପଟ୍‌)କୁ ପଶି ଆସିଲା ହାତୀ। ଭୋଜି ପାଇଁ ରଖାଯାଇଥିବା ପନିପରିବା ଖାଇବା ସହ ନଷ୍ଟ କରି ଦେଇଥିଲା ହାତୀ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସୀତାକୁଣ୍ଡ ଜଳପ୍ରପାତ ନିକଟରେ ଏଭଳି କିଛି ଘଟଣା ଘଟିଛି। ବଣଭୋଜି ସ୍ଥଳରେ ହାତୀ ପହଞ୍ଚି କିଭଳି ଭାବରେ ହଙ୍ଗାମା କରିଥିଲା ସେହି ସମୟର ଦୃଶ୍ୟ  […]

  • Wednesday, 21 July 2021
school
ସ୍କୁଲ୍‌କୁ ଗାଡ଼ି ନେଇ ଆସିବା ମନା

ଭୁବନେଶ୍ୱର: ଏଣିକି କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲକୁ ଗାଡ଼ି ନେଇ ଆସିବା ହେଲା ମନା। ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ସ୍କୁଲ୍‌କୁ ମୋଟରଚାଳିତ ଗାଡ଼ି ନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଏନେଇ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଏହାକୁ କଡ଼ାକଡ଼ି ମାନିବା ସହ ଯେପରି ସ୍କୁଲ ଛାତ୍ରଛାତ୍ରୀ […]

  • Wednesday, 21 July 2021
accident
ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ଅଟୋ

କଲ୍ୟାଣସିଂହପୁର: ଏକ ଅଟୋ ଘାଟିରୁ ୨୦ ଫୁଟ୍ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆଶାକର୍ମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅଟୋ ଡ୍ରାଇଭର ଯୁଧିଷ୍ଠିର ନାୟକ। ଆହତଙ୍କୁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁସୁମଘାଟିରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଏହି ଆଶାକର୍ମୀମାନେ ମାଣ୍ଡିବିଶୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୈଠକ ସାରି ଅଟୋ ଯୋଗେ […]

  • Wednesday, 21 July 2021
odisha
ଗୋଟିଏ ଦିନରେ ପଦ ଗଲା, ପ୍ରାଣ ବି ଗଲା

ରାୟଗଡ଼ା: ଗୋଟିଏ ଦିନରେ ପ୍ରଥମେ ପଦ ଗଲା, ପରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ବି ଚାଲିଗଲା। ସଡ଼କ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ୨୦୧୭ ମସିହା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଗତକାଲି କୋର୍ଟ ରଦ୍ଦ କରିବା ପରେ ତାଙ୍କର ପଦ ଚାଲି ଯାଇଥିଲା। ଏହା ପରେ କୋର୍ଟରୁ ଘରକୁ ଫେରିବା ବେଳେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ […]

  • Wednesday, 21 July 2021
odisha
‘ଯାହାବି କିଛି ଭୁଲ୍‌ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି’

ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ଶିଖ୍‌ମାନଙ୍କର ଏକ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ପରେ ପଞ୍ଜାବ ବିଧାୟକ ସିମରଜିତ୍‌ ସିଂହ କହିଛନ୍ତି,“ ମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି। ଓଡ଼ିଶା ସରକାର ମଙ୍ଗୁ, ପଞ୍ଜାବୀ, ବଲି ମଠର […]

  • Wednesday, 21 July 2021
sura routray
‘ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆତ୍ମାହୁତି ଦେବି’

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର ନାଁ ଧରୁ ନାହାନ୍ତି ସରକାର। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିଦାବିଷ୍ଣୁ ସାଜିଛି।  ଆସନ୍ତା ୩୫ ଦିନ ମଧ୍ୟରେ ଏହି ଦାବି ପୂରଣ ନ ହେଲେ ଜାନୁଆରୀ ୨୭ ତାରିଖ ଦିନ ଗାଁ ଲୋକେ ନବୀନ ନିବାସ ଘେରାଉ କରିବା ସହ ସମୂହ ଆତ୍ମାହୁତି ଦେବେ ବୋଲି କଂଗ୍ରେସ […]

  • Wednesday, 21 July 2021
sambit
ସାପ ମୁଣ୍ଡକୁ ଧରି କ୍ୟାମେରା ଆଗରେ ପୋଜ୍‌ ଦେଲେ ବିଜେଡି ବିଧାୟକ, ଭିଡିଓ ଭାଇରାଲ

ଭୁବନେଶ୍ୱର: ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ସାପ ଖେଳ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୧ ସେକେଣ୍ଡର ଏହି ଟିକ୍‌ଟକ୍‌ ଭିଡିଓରେ ଦେଖିବାକୁ ମିଳିଛି, ସମ୍ବିତ କିଭଳି ଭାବରେ ଗୋଟିଏ ଢମଣା ସାପର ମୁଣ୍ଡକୁ ଧରି କ୍ୟାମେରା ଆଗରେ ପୋଜ୍ ଦେଉଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସମ୍ବିତ କହିଛନ୍ତି, ‘ମୁଁ ସାପ ସମ୍ପର୍କରେ ଯଥେଷ୍ଟ ସଚେତନ। ମୋ ଘରେ ଗୋଟିଏ ଢମଣା ସାପ ପଶି ଯାଇଥିଲା। ପିଲାମାନେ ଡରିଲେ, ତେଣୁ […]

  • Wednesday, 21 July 2021
odisha
ଜିଅନ୍ତା ଜଳିଗଲେ ମା’-ଝିଅ

ସୁନ୍ଦରଗଡ଼: ଘରେ କୌଣସି କାରଣରୁ ନିଆଁ ଲାଗି ଯିବାରୁ ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଦ୍ୱୟ ହେଲେ ଗୋଲାପୀ ମେହେର(୬୦) ଓ ତାଙ୍କ ଝିଅ ଲକ୍ଷ୍ମୀ ମେହେର (୩୫)। ସୂଚନା ଅନୁସାରେ, ଗତକାଲି ରାତିରେ ଗୋଲାପୀ ଓ ତାଙ୍କ ଝିଅ ଘର ଭିତର ପଟୁ କବାଟ ବନ୍ଦ କରି ଶୋଇଥିଲେ। ଏହି ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ଘରେ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ […]

  • Wednesday, 21 July 2021
odisha
ଛାତ୍ରୀଙ୍କୁ ମାଡ଼ ମାରି ଜେଲ୍‌ ଗଲେ ପ୍ରଧାନ ଶିକ୍ଷୟିତ୍ରୀ

ପାରାଦୀପ: ମହଙ୍ଗା ପଡ଼ିଲା ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା। ଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଲିସ୍ ଗିରଫ କରିଛି। କୋର୍ଟ ଚାଲାଣ ପରେ ଜାମିନ୍ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଏବେ ଜେଲ୍‌ରେ ଥିବା ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ଶନିବାର ଦିନ ବାଲିତୁଠ ୟୁପି ସ୍କୁଲର ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ […]

  • Wednesday, 21 July 2021
fire mishap
କୁଡିଆରେ ଖେଳୁ ଥିବାବେଳେ ଲାଗିଗଲା ନିଆଁ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ଉମରକୋଟ: ମକା କିଆରିରେ ଥିବା କୁଡିଆରେ ଖେଳୁଥିବା ବେଳେ ହଠାତ୍‌ ନିଆଁ ଲାଗିଯିବା ଫଳରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ମଇନାପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଏଲିନା ସାନ୍ତା(୩) ଓ ସୁଜାତା ସାନ୍ତା(୪)। ସୌଭାଗ୍ୟବଶତଃ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାଁ ଅର୍ଚ୍ଚିତା ସାନ୍ତା। ସୂଚନା ଅନୁସାରେ, ମଇନାପଦର ଗାଁର କାମସାହିରେ ଗତକାଲି ଅପରାହ୍ଣରେ ଏହି ଦୁଃଖଦ ଘଟଣା ଘଟିଛି। […]

  • Wednesday, 21 July 2021
odisha
ଦୁର୍ଘଟଣାରେ ଆହତ ଯୁବକଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ ଜିଲ୍ଲାପାଳ

ଆସିକା: ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମ୍ପୃକ୍ତ ଯୁବକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ମାରୁଡି ଛକରେ ଏକ ବାଇକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍‌ ଆରୋହୀ ଜଣକ ଆହତ ହୋଇଥିଲେ ଏବଂ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ […]

  • Wednesday, 21 July 2021
odisha
ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଅଡ଼ୁଆରେ ପ୍ରଧାନଶିକ୍ଷକ

ଯାଜପୁର: ବିନା ଅନୁମତିରେ ତୀର୍ଥ କରିବାକୁ ଯାଇ ଦୁଇ ଜଣ ପ୍ରଧାନ ଶିକ୍ଷକ ଅଡୁଆରେ ପଡ଼ି ଯାଇଛନ୍ତି। ଏହି ଦୁଇ ପ୍ରଧାନ ଶିକ୍ଷକ ହେଲେ ଯାଜପୁର ଜିଲ୍ଲା କୋରାଇଗାଡ଼ିଆ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ସରଣ କୁମାର ରାଉତ ଏବଂ ସହଡ଼ାକୋଳି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ୍‌ର ବିଦ୍ୟାଧର ସେଠୀ। ବିନା ଅନୁମତିରେ ଏହି ଦୁଇ ପ୍ରଧାନ ଶିକ୍ଷକ ଗତକାଲିଠୁ ତୀର୍ଥ କରିବାକୁ ଯାଇଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ଆସିବା ପରେ ଗତକାଲି ହିଁ ସିଆରସିସିଙ୍କୁ ଘଟଣାର ତଦନ୍ତ ନିମନ୍ତେ […]

  • Wednesday, 21 July 2021
IPS reshuffle
୪ ଆଇପିଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ୪ ଜଣ ଆଇପିଏସ୍‌ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟା(ଏଡିଜି)କୁ ପଦୋନ୍ନତି କରିଛନ୍ତି। ୧୯୯୫ ବ୍ୟାଚର ଆଇପିଏସ୍ ଆର.କେ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ସେହି ବ୍ୟାଚର ରିତୁ ଅରୋରାଙ୍କୁ ମଧ୍ୟ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେହିପରି ଆଇପିଏସ୍ ନରସିଂହ ଭୋଳ, ଅମିତେନ୍ଦ୍ର ନାଥ ସିହ୍ନା ଓ ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଆଇପିଏସ୍ ଅନିରୁଦ୍ଧ […]

  • Wednesday, 21 July 2021
Sex-Racket
ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ଲଜ୍‌ରେ ଚଢ଼ଉ; ୩୦ଜଣ ଯୁବକ, ଯୁବତୀ ଉଦ୍ଧାର

ବାରିପଦା (ମାଣିକଲାଲ୍‌ ପାଣି): ଏବେ ଚାଲିଛି ପର୍ଯ୍ୟଟନର ଋତୁ ଏବଂ ଆଗକୁ ପାଳନ ହେବ ନୂଆବର୍ଷ। ହେଲେ ତା’ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବିଭିନ୍ନ ହୋଟେଲ୍‌ ଓ ଲଜ୍‌ରେ ଦେହ ବ୍ୟବସାୟ ଚାଲୁଥିଲା। ଏପରିକି ଦେହ ବ୍ୟବସାୟ ପାଇଁ ଡିଲ୍‌ ମଧ୍ୟ ହେଉଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁଲିସ୍‌ ଚଢ଼ଉ କରି ହୋଟେଲ୍‌ର ମାଲିକ ଏବଂ ମ୍ୟାନେଜରଙ୍କୁ ଗିରଫ କରିଥିଲା। ଏହି ଘଟଣାର କିଛିଦିନ ନଯାଉଣୁ ବାରିପଦାରୁ ଆସିଛି ସେମିତି ଏକ ଘଟଣା। ବିଚ୍‌ […]

  • Wednesday, 21 July 2021
representational image
ଫାଶୀ ଛାନିଆରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ !

କେନ୍ଦୁଝର: ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ବିଚାରାଧୀନ କଏଦୀର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜେଲ୍‌ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତୁରୀ ମୁଣ୍ଡା। ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍‌ରେ ଥିଲେ। ଆଜି ସକାଳୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି କେନ୍ଦୁଝର ଜେଲ୍‌ରେ ବନ୍ଦୀ ଥିବା ସୁନୀଲ ନାଏକକୁ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ମିଳିଥିଲା। ସୁନୀଲ ଭଳି ତାଙ୍କୁ ବି ଫାଶି […]

  • Wednesday, 21 July 2021
odisha
ବ୍ଲାକ୍‌ରେ ମିଳୁଛି ବାରବାଟୀ ଟିକେଟ୍‌ !

କଟକ: ବ୍ଲାକ୍‌ରେ ବାରବାଟୀ ମ୍ୟାଚ୍‌ର ଟିକେଟ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆସନ୍ତା ରବିବାରରେ ହେବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ରାଜ୍ୟରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଥିବା ବେଳେ ବ୍ଲାକର୍‌ମାନେ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି। କୌଣସି ଲୁଚାଛପାରେ ନୁହେଁ ବରଂ ଖୋଲାଖୋଲି ସେମାନେ ମ୍ୟାଚ୍‌ ଦେଖିବା ପାଇଁ ଟିକେଟ୍‌ ବ୍ଲାକ୍‌ରେ ବିକିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବ୍ଲାକର୍‌ OLX ୱେବସାଇଟ୍‌ରେ ବାରବାଟୀ ଦିନିକିଆର ଟିକେଟ୍‌ ବିକ୍ରି ହେବ ବୋଲି […]

  • Wednesday, 21 July 2021
odisha
ବନ୍ଧୁକ ଦେଖାଇ ପେଟ୍ରୋଲ୍‌ ପମ୍ପ୍‌ କର୍ମଚାରୀଙ୍କଠୁ ଲୁଟ୍‌

କେନ୍ଦ୍ରାପଡ଼ା: ପେଟ୍ରୋଲ ପମ୍ପ୍‌ର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଦୁର୍ବୃତ୍ତମାନେ ପ୍ରାୟ ୫୦ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫ ନମ୍ବର କ ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ୍‌ରୁ ଏହି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକ୍‌ରେ […]

  • Wednesday, 21 July 2021
traffic
ମ୍ୟାଚ୍‌ ପାଇଁ କଟକରେ ପାର୍କିଂ ବ୍ୟବସ୍ଥା

କଟକ: ଆସନ୍ତା ରବିବାର କଟକ ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ମ୍ୟାଚ୍ ପାଇଁ କମିଶନରେଟ ପୁଲିସ୍‌ ପକ୍ଷରୁ କଟକରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡ଼ ଓ ଲୋକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ଏହାକୁ ଦୃଷ୍ଟିରେ ରଖି ଏହି ପାର୍କିଂ ବ୍ୟବସ୍ଥା କରାଯାଇଛି। ଜାଣି ରଖନ୍ତୁ କ’ଣ ରହିଛି ପାର୍କିଂ ବ୍ୟବସ୍ଥା … ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡ଼ି ଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ […]

  • Wednesday, 21 July 2021
cold wave
ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ଡେରିରେ ହେଲେ ବି ଶୀତ ଫେରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଡ଼ଭଙ୍ଗା ଶୀତ ଆରମ୍ଭ ହେଲାଣି। ତେବେ ଆଗକୁ ଆହୁରି ଶୀତ ବଢ଼ିବ। ରାଜ୍ୟରେ ଶୀତର ପ୍ରକୋପ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତାପମାତ୍ରା ୧ରୁ ୨ ଡିଗ୍ରୀ ହ୍ରାସ ପାଇଥିବାବେଳେ ଆଗକୁ ଆହୁରି କମିବ। ଫଳରେ ଆହୁରି ଅଧିକ ଶୀତ ଅନୁଭୂତ ହେବ। ସେହିପରି କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୦ ଡିଗ୍ରୀ କମିଛି। ଉତ୍ତରା […]

  • Wednesday, 21 July 2021
odisha
ପିକ୍‌ନିକ୍‌ରୁ ଫେରି ଛାତ୍ରଛାତ୍ରୀ ଅସୁସ୍ଥ

ଆଠଗଡ଼: ପିକ୍‌ନିକ୍‌ରୁ ଫେରି ଛାତ୍ରଛାତ୍ରୀ ଅସୁସ୍ଥ। କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଖାଦ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବା ଡାକ୍ତର କହିଛନ୍ତି।  ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାଧପୁର ଓ ଆଠଗଡ଼ ମେଡିକାଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି। […]

  • Wednesday, 21 July 2021
babushan 1
‘ଏଥର ଗେଟ୍‌ରୁ ବାହାରିଲା ମାତ୍ରେ ହେଲ୍‌ମେଟ୍‌ ପିନ୍ଧିବି ’

ଭୁବନେଶ୍ୱର: ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଓଲିଉଡ୍‌ ଷ୍ଟାର ବାବୁଶାନ୍‌ଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି। ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବାବୁଶାନ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନା ମୁଁ କୌଣସି ଟ୍ରାଫିକ୍‌ ଛକରେ ନା […]

  • Wednesday, 21 July 2021