• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rainfall
୮ରୁ ପୁଣି ବର୍ଷା !

ଭୁବନେଶ୍ୱର: କମିଲା ବର୍ଷା, ଆରମ୍ଭ ହେଲା ଶୀତ। ଗତ କିଛିଦିନ ତଳେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା। ତେବେ ବର୍ଷାର ପରିମାଣ କମିବା ପରେ ପୁଣି ଆଜିଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଆଗକୁ ପାରଦ ଆହୁରି ଖସିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ୮ ଓ ୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ସୁନ୍ଦରଗଡ଼, […]

  • Wednesday, 21 July 2021
odisha
ମହଙ୍ଗା ପଡିଲା ମହିଳାଙ୍କୁ ଅସଦାଚରଣ, ସର୍ବସମ୍ମୁଖରେ ଉଠ୍‌ବସ୍‌ ହେଲେ କଣ୍ଡକ୍ଟର

ଅନୁଗୁଳ: ମହଙ୍ଗା ପଡିଲା ଚଳନ୍ତା ବସ୍‌ରେ ମହିଳାଙ୍କୁ ଅସଦାଚରଣ। ଶେଷରେ ସର୍ବସମ୍ମୁଖରେ ଉଠ୍‌ବସ୍‌ ହେଲେ ଜଣେ ବସ୍ କଣ୍ଡକ୍ଟର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବସ୍ ଷ୍ଟାଣ୍ଡରେ। ଅନୁଗୁଳରୁ ଆଠମଲ୍ଲିକ ଯାଉଥିବା ଏକ ଘରୋଇ ବସ୍‌ର କଣ୍ଡକ୍ଟର ଚଳନ୍ତା ବସ୍‌ରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ସମ୍ପୃକ୍ତ ମହିଳା ଜଣକ କଣ୍ଡକ୍ଟରଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ […]

  • Wednesday, 21 July 2021
odisha
ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ରେଢାଖୋଲ: ଘରର ବଡ଼ପୁଅ ଥିଲେ, ବୟସ ମାତ୍ର ୧୭ ବର୍ଷ। ପରିବାର ପ୍ରତିପୋଷଣ କରିବାରେ କଷ୍ଟକର ହେବାରୁ ଗାଁ ପିଲାଙ୍କ ସହ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ପରିବାରର ଅଭାବ ଅନଟନ ଦୂର ହୋଇଯିବ ବୋଲି ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଦାଦନ ଖଟିବାକୁ ଯାଇଥିବା ଏହି ନାବାଳକ ଜଣକ ଶେଷରେ ଶବ ହୋଇ ଫେରିଛନ୍ତି। ଏପରି ଘଟଣା ଘଟିଛି ସମ୍ବଲପୁର […]

  • Wednesday, 21 July 2021
odisha
ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ କିରାଣି ଗିରଫ

ଅନୁଗୁଳ (ବିରଜା ପ୍ରସାଦ ଦାସ): ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣିକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ନାଁ ବିଶ୍ୱଜିତ ନାୟକ। ଅଭିଯୋଗ ଅନୁଯାୟୀ, ନୂଆବର୍ଷ ଦିନ ବିଶ୍ୱଜିତ, ସମ୍ପୃକ୍ତ ମହିଳା ଫରେଷ୍ଟରଙ୍କୁ ଅନୁଗୁଳର ଏକ ହୋଟେଲକୁ ଫୋନ କରି ଡାକିଥିଲେ। ମହିଳା ଜଣକ ଖୋର୍ଦ୍ଧାରୁ ଯାଇ ଅନୁଗୁଳର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସହ ବିଶ୍ୱଜିତ୍ ଦୁଷ୍କର୍ମ କରିଥିବା […]

  • Wednesday, 21 July 2021
talking on phone
ଫୋନ୍‌ ଉଠାଇଲେନି ପତ୍ନୀ, ଦେହରେ ନିଆଁ ଲଗାଇଦେଲେ ସ୍ୱାମୀ

ନୀଳଗିରି: ଯେତେବେଳେ ଆମେ କାହାକୁ ଫୋନ୍‌ କରୁ ଯଦି ଏହାର ଉତ୍ତର ନ ମିଳେ ସାଧାରଣତଃ ଆମେ ଟିକେ ଚିଡ଼ି ଯାଉ ନ ହେଲେ ଆମକୁ ବ୍ୟତିବ୍ୟସ୍ତ ଲାଗିଥାଏ। ହେଲେ ଏଠି ତ ଘଟଣା ପୂରାପୂରି ଅଲଗା। ପତ୍ନୀଙ୍କୁ ଫୋନ୍‌ କରିଥିଲେ, ହେଲେ ସେ ନ ଉଠାଇବାରୁ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଗିରି ଅଞ୍ଚଳର ଗୋପାଳ ସିଂ ନାମକ ଜଣେ ବ୍ୟକ୍ତି ଦେହରେ […]

  • Wednesday, 21 July 2021
Minor-raped
ହାଟରୁ ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର(ପ୍ରଣୟ ପାଣି): ହାଟରୁ ଲେମ୍ବୁ ବିକି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ପରେ ବାଇକ୍‌ରେ ନାବାଳିକାଙ୍କୁ ନେଇ ଯାଉଥିବା ବେଳେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟି ପୀଡ଼ିତା ଜଣକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। ଗତକାଲି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ତାଙ୍କ ୨ ଝିଅ ଅପରାହ୍ନ ପ୍ରାୟ ୪ଟା ବେଳେ ହାଟକୁ ଲେମ୍ବୁ ବିକିବାକୁ ଯାଇଥିଲେ। କିଛି ସମୟ […]

  • Wednesday, 21 July 2021
rainfall
କାଲି ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ସହ କୋହଲା ପାଗ

ଭୁବନେଶ୍ୱର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା ସହ କୋହଲା ପାଗ। ଆଜି ଉପକୂଳବର୍ତ୍ତୀ ଓଡ଼ିଶା ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗିର, କେନ୍ଦୁଝର, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୫୮ ମି.ମି. ବର୍ଷା ରେକର୍ଡ କରାଯାଇଛି। […]

  • Wednesday, 21 July 2021
bear
କଲେଜ ପରିସରରେ ଭାଲୁ, ଭୟଭୀତ ଲୋକେ

ନୂଆପଡ଼ା(ମାୟାଧର ସରାଫ): ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଜଙ୍ଗଲ ଛାଡ଼ି କଲେଜ ପରିସରରେ ବୁଲିଲେ ଭାଲୁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ନୂଆପଡ଼ା ସଦର ମହକୁମା ସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପରାହ୍ନ ପ୍ରାୟ ୪ଟାରେ କଲେଜ ପରିସରରେ ୩ଟି ଭାଲୁ ବୁଲୁଥିଲେ। ଭାଲୁମାନେ ପ୍ରାୟ ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ ଜଙ୍ଗଲ ଭିତରକୁ ଫେରି ଯାଇଥିଲେ। ତେବେ […]

  • Wednesday, 21 July 2021
BMC1
ଖୋଲା ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷିତ ହେଲା ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ରାଜଧାନୀରେ ଏକ ଉତ୍ସବରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଧାରଣଲୋକଙ୍କ ପାଇଁ ମୋଟ୍‌ ୧୯୫ଟି ଟଏଲେଟ୍ ରହିଛି। ଏଥିମଧ୍ୟରେ ସୁଲଭ ଶୌଚାଳୟ, ଇ-ଟଏଲେଟ୍, କମ୍ୟୁନିଟି ଟଏଲେଟ୍ ଓ ଟ୍ରାନ୍ସଜେଣ୍ଡର ଟଏଲେଟ୍ ଆଦି ଅନ୍ତର୍ଭୁକ୍ତ।

  • Wednesday, 21 July 2021
odisha
ସମ୍ଭାଳି ପାରିଲେନି ଲୋଭ, ରାସ୍ତାରେ ଗାଡ଼ି ରଖି ବୋହି ନେଲେ

ସମ୍ବଲପୁର: ରାସ୍ତାରେ ଗଡ଼ୁଛି ପିଆଜ। ଆଉ ତାକୁ ନେବାପାଇଁ ପଥଚାରୀଙ୍କ ମଧ୍ୟରେ ଚାଲିଛି ଏକ ପ୍ରକାର ପ୍ରତିଯୋଗିତା। କିଏ ତରବରିଆ ଭାବେ ପିଆଜ ଗୋଟାଇ ଏହାକୁ କାର୍‌ ଡିକିରେ ରଖିଲାଣି ତ ଆଉ କିଏ ବ୍ୟାଗ୍‌, ଗାମୁଛାରେ ବାନ୍ଧିଲେଣି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥରେ। ଘଟଣାଟି ହେଲା… ୫୩ ନମ୍ବର ଜାତୀୟ ରାଜପଥରେ ଏକ ପିଆଜ ବୋଝେଇ ଟ୍ରକ୍ ଯାଉଥିଲା। ଦେବାହଲଠାରେ ଏକ ପିଆଜ ବସ୍ତା ଗାଡ଼ିରୁ ତଳକୁ […]

  • Wednesday, 21 July 2021
OTV
OTVକୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ

ଭୁବନେଶ୍ୱର: OTVକୁ ମିଳିବ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍‌ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯିବ। ଦିଲ୍ଲୀରେ ନ୍ୟାସନାଲ ମିଡିଆ ସେଣ୍ଟରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସମ୍ମାନ ପ୍ରଦାନ କରିବେ। ଗତବର୍ଷ ଜୁନ୍‌ ୨୧ ଆନ୍ତର୍ଜାତିକ ଯୋଗ […]

  • Wednesday, 21 July 2021
lightning
ଝଡ଼ ତୋଫାନ ଓ ବଜ୍ରପାତ ନେଇ ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଝିପି ଝିପି ବର୍ଷା ହୋଇଛି। ଶୀତୁଆ ପାଗକୁ ପୁଣି ବର୍ଷା ହେବା ଫଳରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରଯାଇଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ କିଛି ଜିଲ୍ଲାକୁ […]

  • Wednesday, 21 July 2021
odisha
କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍‌ ସାର୍

ଜଳେଶ୍ୱର: ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍‌ ସାର୍। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଦେହୁଡ଼ଦା ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଶିକ୍ଷକଙ୍କ ନାଁ ବିଶ୍ୱଜିତ୍‌ ନାଥ ଓରଫ୍ ପିଲୁ। ତାଙ୍କ ଘର ବି ଦେହୁଡ଼ଦା ଗାଁରେ। ସୂଚନା ଅନୁସାରେ, ବିଶ୍ୱଜିତ୍‌ ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ଏଥିସହ ସେ ବିଭିନ୍ନ ସ୍ଥାନରେ […]

  • Wednesday, 21 July 2021
jawan
CRPF ଯବାନ ନିଖୋଜ

ରାୟଗଡ଼ା(ମନୋଜ ପାତ୍ର): ଡ୍ୟୁଟିକୁ ଯାଇ ଯବାନ ନିଖୋଜ। CRPF ଚତୁର୍ଥ ବାଟାଲିଅନ୍‌ର ଜଣେ ହାବିଲଦାର ୫ ଦିନ ହେବ ନିଖୋଜ ଅଛନ୍ତି। ନିଖୋଜ ଯବାନ ହେଲେ ଉତ୍ତର ପ୍ରଦେଶର ଧରମ ଦେବ (୫୦)। ସୂଚନା ଅନୁସାରେ, ଗତ ୨୯ ତାରିଖରେ ରାୟଗଡ଼ା ଜିଲ୍ଲାର ଚଇତି ଉତ୍ସବରେ ଧରମ ଦେବଙ୍କ ଡ୍ୟୁଟି ପଡ଼ିଥିଲା। ତେଣୁ ସେ ସେଠାକୁ ଯିବାପାଇଁ ଶେଷଖାଲରୁ ରାୟଗଡ଼ା ବାହାରିଥିଲେ। ହେଲେ ସେହି ଦିନଠାରୁ ତାଙ୍କର କୌଣସି ଖୋଜଖବର ମିଳୁ ନାହିଁ। ନିଖୋଜ ନେଇ ଧରମ […]

  • Wednesday, 21 July 2021
accident
ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୨ ମୃତ, ୩୦ରୁ ଅଧିକ ଯାତ୍ରୀ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। […]

  • Wednesday, 21 July 2021
odisha
ସାବାଡ୍‌ ହେବେ ରୋଡ୍ ରୋମିଓ

ଭୁବନେଶ୍ୱର: ହୁସିଆର୍‌ ରୋଡ୍‌ ରୋମିଓ। ଏଣିକି ଟ୍ୱିନ୍‌ ସିଟିରେ ରହିବେ ସ୍ପେଶାଲ ପୁଲିସ୍‌ ଅଫିସର୍(SPO)। ଯୁବତୀଙ୍କ ସହ ହେଉଥିବା ଦୁର୍ବ୍ୟବହାର, ଅଶୋଭନୀୟ ଆଚରଣ ଏସବୁକୁ କଡ଼ା ଭାଷାରେ ଜବାବ ଦେବେ ଏହି SPO। ଏପରିକି କମିଶନରେଟ୍ ପୁଲିସ୍‌ଙ୍କ ପାଖରେ ଥିବା ସବୁ କ୍ଷମତା ଏବେ SPOଙ୍କ ପାଖରେ ରହିବ। ଆଜି ୨୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ନେଇ କମିଶନରେଟ ପୁଲିସ୍‌ SPO ଟିମ୍ ଗଠନ କରିଛି।  ଆଉ ଏହି ଅବସରରେ SPOଙ୍କ କ୍ଷମତା ସମ୍ପର୍କରେ ବିସ୍ତୁତ ସୂଚନା ଦେଇଛନ୍ତି […]

  • Wednesday, 21 July 2021
odisha
ସଚିବ ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ସଚିବ ସ୍ତରରେ ଅଦଳବଦଳ କରିଛନ୍ତି। ଆଇଏଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳଛି। ସେ ଏବେ କୃଷି ଉତ୍ପାଦନ କମିଶନର ଅଛନ୍ତି। ସେହିପରି ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମିଳିଛି। ଏବେ ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଅଛନ୍ତି। ଆଇଏଏସ୍‌ ଅଫିସର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ପରିବହନ […]

  • Wednesday, 21 July 2021
pramila
ଡ୍ୟାନ୍ସିଂ ମୁଡ୍‌ରେ ପ୍ରମିଳା

ଆସିକା: କଥାରେ ଅଛି ଇଚ୍ଛା ଶକ୍ତି ଆଗରେ ବାଧାବିଘ୍ନ, ବୟସ ସବୁକିଛି ହାର୍‌ ମାନିଥାଏ। ଯଦି ଆପଣଙ୍କ ପାଖରେ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଅଛି ତେବେ ସବୁ ବାଧାବିଘ୍ନକୁ ସହଜରେ ଅତିକ୍ରମ କରିପାରିବେ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଆସିକାର ବିଜେଡି ସାଂସଦ ପ୍ରମିଳା ବିଷୋୟୀଙ୍କ କ୍ଷେତ୍ରରେ। ନୂଆବର୍ଷରେ ୭୧ ବର୍ଷୀୟ ପ୍ରମିଳାଙ୍କୁ ପୂରାପୂରି ଡ୍ୟାନ୍ସିଂ ମୁଡ୍‌ରେ ଦେଖିବାକୁ ମିଳିଥିଲା। ନୂଆବର୍ଷ ଅବସରରେ ଆସିକା ଟାଉନ ହଲ୍‌ ପଡ଼ିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। […]

  • Wednesday, 21 July 2021
odisha
ଏମିତି ସାଙ୍ଗ...ନୂଆବର୍ଷରେ ଏକାଠି ଚାଲିଗଲେ ଆରପାରିକୁ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ନୂଆବର୍ଷ ସମସ୍ତଙ୍କ ପାଇଁ ଖୁସି ଓ ଉନ୍ମାଦ ଆଣିଥାଏ। ହେଲେ ଏମାନଙ୍କ ପାଇଁ ଯେମିତି ନେଇ ଆସିଥିଲା ଖାଲି ଦୁଃଖ ଆଉ ବିପର୍ଯ୍ୟୟ। ୫ ସାଙ୍ଗ ଦିନେ ଏକାଠି ହୋଇ ଖେଳୁଥିଲେ, ବୁଲୁଥିଲେ । ଆଜି ସେମାନଙ୍କ ମଧ୍ୟରୁ ୩ ଜଣ ସାଙ୍ଗ ଅନ୍ୟ ୨ ଜଣଙ୍କୁ ଏକାକୀ କରି ଆରପାରିକୁ ଚାଲି ଯାଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ୫ ସାଙ୍ଗ  ଜିତେନ୍ଦ୍ର, ବବ୍‌ଲୁ, ମିଟୁ, […]

  • Wednesday, 21 July 2021
rainfall
ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଏବେ ଅସହ୍ୟ ଶୀତ ପରେ ବର୍ଷାକୁ ନେଇ ଚିନ୍ତା। ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ। ସେହିପରି ଦେବଗଡ,ସୋନପୁର,ଭଦ୍ରକ,ବୌଦ୍ଧ,ଅନୁଗୁଳ,ସୁନ୍ଦରଗଡ଼,ଝାରସୁଗୁଡା ଜିଲ୍ଲାରେ ଆଜି ବର୍ଷା ସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଆସନ୍ତା […]

  • Wednesday, 21 July 2021
accident
ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିଲେ, ଅଧା ବାଟରେ ଘଟିଲା ଦୁର୍ଘଟଣା

କେନ୍ଦ୍ରାପଡ଼ା: ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରିବା ବେଳେ ମହାଯାତ୍ରା। ପୁରୀରୁ ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଦୁଇଟି ଜୀବନ। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନବିହାର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ରାସ୍ତାରେ କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ କାର୍ ପିଟି ହେବାରୁ ଦୁର୍ଘଟଣା ଘଟିଥିଲା। […]

  • Wednesday, 21 July 2021
accident
ଘାଟିରୁ ୨୦ ଫୁଟ ତଳକୁ ଖସିପଡ଼ିଲା ଟ୍ୟାଙ୍କର୍

ରାୟଗଡ଼ା(ମନୋଜ ପାତ୍ର): ଘାଟିରୁ ୨୦ ଫୁଟ ତଳକୁ ଖସିପଡ଼ିଲା ଟ୍ୟାଙ୍କର୍। ଫଳରେ ଘଟଣାସ୍ଥଳରେ ଟ୍ୟାଙ୍କର୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର୍‌ ଗୁରୁତର ଭାବେ ‌ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଗୁମ୍ମା ଘାଟିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର୍‌ ଟିକିରି ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ୍ ପାଉଡର୍ ନେଇ ମଧ୍ୟପ୍ରଦେଶ ଯାଉଥିଲା। ଏହି ସମୟରେ ଟ୍ୟାଙ୍କର୍‌ଟି ଗୁମ୍ମା ଘାଟିରେ ଭାରସାମ୍ୟ ହରାଇ ଘାଟିରୁ ୨୦ […]

  • Wednesday, 21 July 2021
rto
ଏଣିକି ଅନ୍‌ଲାଇନ୍‌ରେ ସଙ୍ଗେସଙ୍ଗେ ମିଳିବ ଲର୍ଣ୍ଣସ୍ ଲାଇସେନ୍ସ

ଭୁବନେଶ୍ୱର: ଏଣିକି ଆଉ ଲର୍ଣ୍ଣସ ଲାଇସେନ୍ସ ପାଇଁ ଘଣ୍ଟାଘଣ୍ଟା ଧରି ଆର୍‌ଟିଓ ଅଫିସରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ ଏବେ ଅନ୍‌ଲାଇନରେ ଟେଷ୍ଟ୍ ଦେଇ ତତ୍‌କ୍ଷଣାତ୍ ଲର୍ଣ୍ଣସ ଲାଇସେନ୍ସ(ଏଲ୍ଏଲ୍) ହାସଲ କରିହେବ। ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ଆର୍‌ଟିଓଙ୍କ ଅନୁମୋଦନ ନେବା ଜରୁରୀ ଥିବା ବ୍ୟବସ୍ଥାକୁ ରାଜ୍ୟ ସରକାର ଆଜିଠୁ ଉଚ୍ଛେଦ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା […]

  • Wednesday, 21 July 2021
odisha
ନୂଆବର୍ଷ ଭୋଜି ବେଳେ ଛାତରୁ ଖସି ପଡ଼ିଲେ ଯୁବକ

କଟକ: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍‌ ଥିବାବେଳେ ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ଦୁଃଖଦ ଘଟଣା ଘଟିଥିବା ସାମ୍ନାକୁ ଆସିଛି। କେଉଁଠି ଜିରୋ ନାଇଟ୍ ସେଲେବ୍ରେସନ୍‌ ବେଳେ କିଛି କଥାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଛି ତ ଆଉ କେଉଁଠି ଛାତରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଛି। ଏମିତି କିଛି ଅଘଟଣ ଘଟିଛି କଟକ ବାଦାମବାଡ଼ି ଥାନା ଅଞ୍ଚଳରେ। ଗତକାଲି ଜିରୋ ନାଇଟ୍ ସେଲେବ୍ରେସନ୍‌ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଆଉ […]

  • Wednesday, 21 July 2021