• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

explosion
ଖେଳୁଥିବା ବେଳେ ଫାଟିଲା ବ୍ୟାଟେରୀ, ୩ ନାବାଳକ ଗୁରୁତର

ବ୍ରହ୍ମପୁର: ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ତାହା ଫାଟିଯିବାରୁ ୩ ନାବାଳକ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ଆଜି ଏହି ଅଘଟଣ  ଘଟିଛି। ଗୁରୁତର ୩ ନାବାଳକଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ୩ ନାବାଳକ ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିଲେ। ହଠାତ୍‌ ଏହି ସମୟରେ ବ୍ୟାଟେରୀଟି ଫାଟି ଯାଇଥିଲା। ପରିବାର ଲୋକେ […]

  • Thursday, 22 July 2021
odisha
ପୁଅକୁ ନିସ୍ତୁକ ପିଟିଲା ପୁଲିସ୍‌, ପ୍ରତିବାଦରେ ସମର୍ଥକଙ୍କ ସହ ଧାରଣାରେ ବସିଲେ ବିଧାୟକ

ରାଉରକେଲା: “ମୋ ପୁଅ ଓ ତା’ର ସାଙ୍ଗମାନେ ଏକ ବିବାହ ମଣ୍ଡପ ଗେଟ୍‌ ପାଖରେ ଛିଡ଼ା ହୋଇଥିଲେ। ହଠାତ୍‌ ପିସିଆର ଭ୍ୟାନ୍‌ ସେଠାରେ ପହଞ୍ଚି ବିନା କାରଣରେ ସେମାନଙ୍କୁ ନିସ୍ତୁକ ପିଟିଥିଲେ।।” ଏଭଳି କିଛି ଅଭିଯୋଗ ଆଣି ରଘୁନାଥପାଲି ଥାନା ସମ୍ମୁଖରେ ଗତକାଲି ବିଳମ୍ୱିତ ରାତିରୁ ଧାରଣାରେ ବସିଥିଲେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ। ଆଜି ସକାଳେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ମିଳିବା ପରେ ବିଧାୟକ ଧାରଣାରୁ ଉଠିଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ […]

  • Thursday, 22 July 2021
puri accident
ହଠାତ୍‌ ଡିଭାଇଡର ଉପରେ ଚଢ଼ିଗଲା କାର୍‌, ଭୟଭୀତ ହୋଇ ଗାଡ଼ି ଛାଡ଼ି ପଳାଇଲେ ଲୋକେ

ପୁରୀ: ଦ୍ରୁତ ଗତିରେ ଯାଉଥିଲା କାର୍‌। ହଠାତ୍‌ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତାରେ ଥିବା ଡିଭାଇଡର୍‌ ଉପରକୁ ଚଢ଼ି ଯାଇଥିଲା। ହଠାତ୍‌ ଏଭଳି ଘଟଣା ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଯାଇଥିଲେ। ଏପରିକି ବାଇକ୍‌ ଆରୋହୀମାନେ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ହୋଇ ନିଜ ନିଜ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ଦେଖିବାକୁ ମିଳିଥିଲା। ଏଭଳି କିଛି ଘଟଣା ଗତ ରାତିରେ ପୁରୀ ଭିଆଇପି ରୋଡରେ ଘଟିଛି। ସୂଚନା ଅନୁସାରେ, […]

  • Thursday, 22 July 2021
traffic-1
ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ପୁଅ, ୮୦ ହଜାର ଟଙ୍କା ଫାଇନ୍‌ ଦେଲେ ବାପା

ସମ୍ବଲପୁର: ୬ ମାସର ଅବଧି ଶେଷ ହେବାପରେ ମାର୍ଚ୍ଚ ୧ରୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାସହ ଜୋରଦାର ଧରପଗଡ଼ ଚାଲିଛି। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଫାଇନକୁ ନେଇ କିିଛି ସ୍ଥାନରେ ଗାଡ଼ି ଚାଳକ ପୁଲିସ୍‌ ସହ ଯୁକ୍ତିତର୍କ କରୁଥିବାବେଳେ ଆଉ କିଛି ସ୍ଥାନରେ ଗାଡ଼ି ଚାଳକ ଫାଇନ୍‌ ଦେବେ ନାହିଁ ବୋଲି ସିଧାସଳଖ ମନା କରିଦେଉଥିବା ଦେଖିବାକୁ ମିଳିଛି। ଗତକାଲି ସମ୍ବଲପୁରରେ […]

  • Thursday, 22 July 2021
traffic checking
୨୪ ଘଣ୍ଟାରେ କୋଟିଏ ଟଙ୍କାର ଜରିମାନା

ଭୁବନେଶ୍ୱର: ଗତକାଲିଠୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜୋରଦାର ଧରପଗଡ଼ ଆରମ୍ଭ ହୋଇଛି। ୨୪ ଘଣ୍ଟା ଭିତରେ ଟ୍ରାଫିକ ନିୟମ ଧରପଗଡ଼ରୁ ୧ କୋଟି ୬ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ୩ ହଜାର ୮୭୦ ଲୋକଙ୍କଠାରୁ ଏହି ଫାଇନ ଆଦାୟ ହୋଇଛି। ଏହାବ୍ୟତୀତ ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ପୁଲିସ୍‌ ସିଧାସଳଖ ମାମଲା ରୁଜୁ କରିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି […]

  • Thursday, 22 July 2021
matric exam
ମାର୍ଚ୍ଚ ୧୮ରୁ ମାଟ୍ରିକ୍‌ ଖାତାଦେଖା

କଟକ: ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା।ଏଥିପାଇଁ ୬୧ଟି ଖାତା ଦେଖା କେନ୍ଦ୍ର କରାଯାଇଛି। ଏହାସହ ଖାତା ଦେଖାରେ ୧୫ ହଜାର ଶିକ୍ଷକ ନିୟୋଜିତ ହେବେ। ଆଜି ମାଟ୍ରିକ ପରୀକ୍ଷା ସରିବା ପରେ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା କହିଛନ୍ତି, ମୂଲ୍ୟାୟନକୁ ନିର୍ଭୁଲ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ନୂଆ ପଦ୍ଧତିରେ ପରୀକ୍ଷା ହୋଇଥିବାରୁ ମୂଲ୍ୟାୟନ ପାଇଁ […]

  • Thursday, 22 July 2021
Representational Image
ପାଣିରେ ବୁଡ଼ିଗଲେ ୨ ଛାତ୍ରୀ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁରର ନୂଆଗଡ଼ ପଞ୍ଚାୟତ ଭୁସ୍କା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡ଼ି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ। ସେମାନେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ଆଜି ସକାଳେ ପୂଜାରାଣୀ ଓ ଶ୍ରଦ୍ଧା ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଉଭୟଙ୍କ ଗୋଡ଼ ଖସି ଯିବାରୁ ସେମାନେ ପାଣିରେ ବୁଡି ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ଉଭୟଙ୍କୁ […]

  • Thursday, 22 July 2021
beggar 1
ପୁରୀ ସହର ହେବ ଭିକାରି ମୁକ୍ତ !

ପୁରୀ: ପୁରୀ ସହର ହେବ ଭିକାରି ମୁକ୍ତ ! ପୁରୀ ସହର ତଥା ଏହାର ଆଖପାଖ ଅଞ୍ଚଳକୁ ଭିକାରି ମୁକ୍ତ କରିବା ସହ ସେମାନଙ୍କର ପୁନର୍ବାସ କରିବାକୁ ନୀଳାଦ୍ରି ନିଳୟ ନାମକ ଏକ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ସହରକୁ ଭିକାରି ମୁକ୍ତ କରାଯାଇ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରାଯିବ। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି। ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ […]

  • Thursday, 22 July 2021
odisha
୫୧ ହଜାର ଟଙ୍କା ଫାଇନ୍‌ ସହ ସିଜ୍‌ ହେଲା ୨ଟି ବସ୍‌

ଭୁବନେଶ୍ୱର: ୬ ମାସର ଅବଧି ଶେଷ ହେବାପରେ ଗତକାଲିଠୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବାସହ ଜୋରଦାର ଧରପଗଡ଼ ଚାଲିଛି। ଆଜି ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସ୍‌କୁ ପରିବହନ ବିଭାଗ ସିଜ୍‌ କରିଛି। ଫିଟ୍‌ନେସ୍‌ ନ ଥାଇ ରାସ୍ତାରେ ଗଡ଼ିବା, ବୈଧ ପଞ୍ଜୀକରଣ ଏବଂ ପଲ୍ୟୁସନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଦୁଇଟି ବସ୍‌କୁ ୨୫ ହଜାର ୫୦୦ ଟଙ୍କା ଲେଖାଏ ଜରିମାନା ହୋଇଛି। ଉଭୟ ବସ୍‌ର ଫିଟ୍‌ନେସ୍‌ , ରେଜିଷ୍ଟ୍ରେସନ […]

  • Thursday, 22 July 2021
dhamara port
ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ବନ୍ଦରର ନୂଆ ଟର୍ମିନାଲରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଯିବା ଫଳରେ ଗଚ୍ଛିତ ସ୍ଲାବ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ଖବର ପାଇ ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଗ୍ୟାସ୍ ଲିକ୍ ହେବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କୌଣସି କର୍ମଚାରୀଙ୍କ କ୍ଷୟକ୍ଷତି ହୋଇଥିବା ସୂଚନା […]

  • Thursday, 22 July 2021
rain
କାଲିଠୁ ୮ ଯାଏ ଲାଗି ରହିବ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ କାଲିଠୁ ପୁଣି ଆରମ୍ଭ ହେବ ଅଦିନିଆ ବର୍ଷା। ଆସନ୍ତାକାଲିଠୁ ୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-ମୟୂରଭଞ୍ଜ, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ ଓ […]

  • Thursday, 22 July 2021
odisha
ଆମ୍ବୁଲାନ୍ସ ପାଇଁ ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ଯୋଗୁ ଆମ୍ବୁଲାନ୍ସ ଫସି ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌ ଅଟକିଯିବା ସାଧାରଣ ଜନତାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗତକାଲି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌ ଏଜି ଛକ ପାର୍ଶ୍ୱରୁ ନବୀନ ନିବାସ ଅଭିମୁଖେ ଯାଉଥିଲା। ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ […]

  • Thursday, 22 July 2021
odisha
ଗୋଟିଏ ଦିନରେ ଟ୍ୱିନ୍‌ସିଟିରେ କଟିଲା ୬ ଲକ୍ଷ ଟଙ୍କା ଫାଇନ୍

ଭୁବନେଶ୍ୱର: ୬ ମାସର ଅବଧି ଶେଷ ହେବାପରେ ଗତକାଲିଠୁ ରାଜ୍ୟରେ ନୂଆ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ତଥାପି ସୁଧୁରି ନାହାନ୍ତି ବହୁ ବେପରୁଆ ଗାଡ଼ି ଚାଳକ। ଫାଇନକୁ ନେଇ କିିଛି ସ୍ଥାନରେ ଗାଡ଼ି ଚାଳକ ପୁଲିସ୍‌ ସହ ଯୁକ୍ତିତର୍କ କରିଥିବାବେଳେ ଆଉ କିଛି ସ୍ଥାନରେ ଗାଡ଼ି ଚାଳକ ଫାଇନ୍‌ ଦେବେ ନାହିଁ ବୋଲି ସିଧାସଳଖ ମନା କରିଦେଉଥିବା ଦେଖିବାକୁ ମିଳିଥିଲା। ଗତକାଲି ଏପରି କିଛି ବେପରୁଆ ଗାଡ଼ି ଚାଳକ ପୁଲିସ୍‌ ହାବୁଡ଼ରେ ପଡ଼ିଥିବା […]

  • Thursday, 22 July 2021
odisha
ସମୁଦ୍ର ଉପକୂଳରୁ ବିରାଟ ମୃତ ସାର୍କ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଏକ ବିରାଟ ହ୍ୱେଲ୍ ସାର୍କର ମୃତ୍ୟୁ ଘଟିଛି। ୧୫ ଫୁଟିଆ ଏହି ସାର୍କଟି ଜୀବନ୍ତ ଅବସ୍ଥାରେ ଗତକାଲି ସମୁଦ୍ର କୂଳରେ ଲାଗିଥିଲା। ଏହାଦେଖି ସ୍ଥାନୀୟ ମତ୍ସ୍ୟଜୀବୀ ଓ ପିଲାମାନେ ସାର୍କଟିକୁ ସମୁଦ୍ର ଭିତରକୁ ଛାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ସାର୍କର ମୃତ୍ୟୁ ଘଟିଥିଲା। ଏହି ହ୍ୱେଲ୍ ସାର୍କର ଓଜନ ପ୍ରାୟ ୨୦୦ କିଲୋ ହେବ। ଆଜି ମୃତ ସାର୍କର ଶବ ବ୍ୟବଛେଦ […]

  • Thursday, 22 July 2021
odisha
‘ରାତି ପାଇଯିବ, ହେଲେ ମୁଁ ମୋ ଗାଡ଼ି ଦେବିନି’

ଭୁବନେଶ୍ୱର: ଆଜିଠୁ ଆହୁରି କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ। ଯେଉଁମାନେ ନିୟମ ଖିଲାପ କରୁଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ହେଉଛି। ଡେଡ୍ ଲାଇନ ସରିବା ପରେ ଗାଡ଼ିର ସମସ୍ତ କାଗଜପତ୍ର କଡ଼ାକଡ଼ି ଯାଞ୍ଚ ହେଉଛି। ତେବେ ଆଜିଠୁ ଟ୍ରାଫିକ ନିୟମ ଅଧିକ କଡ଼ାକଡ଼ି ହେବାପରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଲୋକଙ୍କ ଉଗ୍ରରୂପ ଦେଖିବାକୁ ମିଳିଛି। ଫାଇନକୁ ନେଇ କିିଛି ସ୍ଥାନରେ ଗାଡ଼ି ଚାଳକ ପୁଲିସ୍‌ ସହ ଯୁକ୍ତିତର୍କ କରିଥିବାବେଳେ ଆଉ କିଛି […]

  • Thursday, 22 July 2021
soro
ବାର୍ଡଫ୍ଲୁ ଆତଙ୍କ, ଚିକେନ୍‌ କିଲୋ ୫୦ ଟଙ୍କାକୁ ଖସିଲା

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି। ଆଜି ସହରରେ ବହୁ ସଂଖ୍ୟକ କୁକୁଡ଼ା ମରିଯାଇଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ସଂଖ୍ୟାରେ କୁକୁଡାଙ୍କ ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହା ସହିତ ଲୋକେ ଚିକେନ୍ ଖାଇବା ବନ୍ଦ କରି ଦେଇଛନ୍ତି। ଫଳରେ ବଜାରରେ ଆଜି ଚିକେନ କିଲୋ ୫୦ ଟଙ୍କାକୁ ଖସି ଆସିଛି। ସ୍ଥାନୀୟ ପ୍ରାଣୀ ବିଭାଗ […]

  • Thursday, 22 July 2021
sanjay das burma
ସଞ୍ଜୟ ଦାସ ବର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦାୟିତ୍ୱ ଦେଇଛନ୍ତି।  ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ନୂଆ ଦାୟିତ୍ୱ ସହ ସଞ୍ଜୟ ଦାସଙ୍କୁ କ୍ୟାବିନେଟ୍ ପାହ୍ୟା ମଧ୍ୟ ମିଳିଛି।  ତେବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ମିଳିବା ପରେ ସଞ୍ଜୟ ଦାସବର୍ମା କହିଛନ୍ତି, ଯୋଜନା ବୋର୍ଡକୁ କିଭଳି ଅଧିକ କ୍ରିୟାଶୀଳ କରିହେବ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି। ନୂଆ ରୂପ, ନୂଆ […]

  • Thursday, 22 July 2021
odisha
ଜାଲ୍‌ ସାର୍ଟିଫିକେଟର ପର୍ଦ୍ଦାଫାସ୍‌, ନକଲି ଶିକ୍ଷକଙ୍କ ସମେତ ୫ ଗିରଫ

ଆସିକା: ଜାଲ୍‌ ସାର୍ଟିଫିକେଟର ପର୍ଦ୍ଦାଫାସ୍‌ କଲା ଆସିକା ପୁଲିସ୍‌। ଏଥିରେ ସମ୍ପୃକ୍ତ ଜଣେ ନକଲି ଶିକ୍ଷକଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ଅଭିଯୁକ୍ତ ହେଲେ ଗୌରୀଶଙ୍କର ଜେନା, ପ୍ରକାଶ ପଲାଇ, ଏ.ଧୀରେନ ଦୋରା, ରଞ୍ଜିତ ପାଲଟ ଓ ଦୁର୍ଗା ମିଶ୍ର। ସେମାନଙ୍କ ନିକଟରୁ ୫ଶହରୁ ଅଧିକ ନକଲି ରବର ଷ୍ଟାମ୍ପ, ଜାଲ ବିଇଡି ପ୍ରମାଣପତ୍ର, ନଗଦ ୨୬ ହଜାର ଟଙ୍କା,କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁଯାୟୀ, ଗୌରୀଶଙ୍କର ଜେନା ନାମକ […]

  • Thursday, 22 July 2021
SCB
କଟକ SCBରେ ବିରଳ ଅସ୍ତ୍ରୋପଚାର

କଟକ: କଟକ ବଡ଼ ଡାକ୍ତରଖାନାରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଦେବଗଡ଼ ଜିଲ୍ଲା ଛତାବର ଅଞ୍ଚଳର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଝିଅ ସ୍ମୃତିରେଖାଙ୍କ ହାତରେ ଏହି ଅପରେସନ କରାଯାଇଛି। ସ୍ମୃତିରେଖାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଭଲ ଭାବେ ବିକଶିତ ହୋଇ ନଥିବାରୁ ତାହା ଠିକ୍ ଭାବେ କାମ କରୁ ନଥିଲା। ତେଣୁ ବିଶି ଆଙ୍ଗୁଠିର କିଛି ଅଂଶ କଟା ଯାଇ ତାକୁ ବୁଢ଼ା ଆଙ୍ଗୁଠି ସ୍ଥାନରେ ଲଗାଯାଇଛି। ଏହି ଅପରେସନ ମାଇକ୍ରୋ ସର୍ଜିକାଲ୍‌ ପଦ୍ଧତି ଜରିଆରେ […]

  • Thursday, 22 July 2021
lord lingaraj
ହୋଇପାରିଲାନି ‘ହାଣ୍ଡିଭଙ୍ଗା’ ଯାତ୍ରା, ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଏ ବର୍ଷ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରିଲା ନାହିଁ। ଆଉ ଗତକାଲି ପ୍ରଭୁ ଲିଙ୍ଗରାଜ ଉପାସରେ ରହିଲେ। କପିଳନାଥ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଏପରି ଅଭାବନୀୟ ଘଟଣା ସୃଷ୍ଟି ହୋଇଛି। ପ୍ରଶାସନର ଘନ ଘନ ବୈଠକ ଓ ଆଲୋଚନା ସତ୍ତ୍ୱେ କପିଳେଶ୍ୱର ମନ୍ଦିରର ଦୁଇ ସେବାୟତମଙ୍କ ମଧ୍ୟରେ ବିବାଦର ସମାଧାନ ହୋଇପାରିନାହିଁ। ତେଣୁ ସାହାଣ ମେଲା ପରଠାରୁ ପ୍ରଭୁ ଲିଙ୍ଗରାଜଙ୍କ ସବୁ ନୀତି ବନ୍ଦ ରହିଥିଲା। ଏହାକୁ […]

  • Thursday, 22 July 2021
arrest
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ଯୁବ ବିଜେଡି ସଭାପତି

ଯାଜପୁର: ନାବାଳିକାଙ୍କୁ ଦୁର୍ଷ୍କମ ଅଭିଯୋଗରେ ରସୁଲପୁର ଯୁବ ବିଜେଡି ସଭାପତି ସୁବାସ ଖୁଣ୍ଟିଆଙ୍କୁ ପୁଲିସ୍‌ ଗିରଫ କରିଛି। ଯାଜପୁର କୁଆଖିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁର୍ଷ୍କମ ଅଭିଯୋଗରେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ୨୩ ତାରିଖରେ ଜଣେ ୧୧ ବର୍ଷର ଜଣେ ନାବାଳିକାଙ୍କୁ ଗାଁ ନିକଟରୁ ଦୁର୍ବୃତ୍ତମାନେ ଉଠାଇ ଆଣି କୋଳଥଳ ଗାଁର ଜଣକ ଘରେ ରଖିଥିଲେ। ସେଠାରେ ଜଣେ ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। […]

  • Thursday, 22 July 2021
bus accident
ଓଲଟିଲା ଯାତ୍ରୀବାହୀ ବସ୍‌, ଡ୍ରାଇଭର ଫେରାର

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ‘ଅଳଙ୍କାର’ ନାମକ ଏହି ବସ୍‌ଟି ବାରିପଦାର ଗୋରୁମହିଷାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ […]

  • Thursday, 22 July 2021
Representational Image
କୋଲାବ ନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କୋରାପୁଟ: ଫିକା ପଡ଼ିଗଲା ବାର୍ଥ ଡେ’ ପାର୍ଟି। ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ କରିବାକୁ ୭ ଜଣ ସାଙ୍ଗ କୋଲାବ ଡ୍ୟାମ୍ ନିକଟକୁ ଯାଇଥିଲେ। ହେଲେ ସେଠାରେ ସେମାନଙ୍କ ମଧ୍ୟରୁ ୩ଜଣ ପାଣି ବୁଡ଼ି ଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲାରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, କୋରାପୁଟ ସରକାରୀ ମହାବିଦ୍ୟାଳୟର ୭ଜଣ ଛାତ୍ର ଆଜି  ଦିନ ୧୧ଟା ବେଳକୁ କଲେଜରୁ ବାହାରି ଯାଇଥିଲେ। ସେମାନେ ସାଙ୍ଗର ଜନ୍ମ ଦିନ […]

  • Thursday, 22 July 2021
odisha 11
ବରିଷ୍ଠ IAS ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ବରିଷ୍ଠ IAS ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟପାଳଙ୍କ ସଚିବ ଭାବେ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ଦାୟିତ୍ୱ ମିଳିଛି। ସେହିପରି ରାଜ୍ୟପାଳଙ୍କ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ କମିଶନର ଭାବେ ଦାୟିତ୍ୱ ମିଳିଛି।

  • Thursday, 22 July 2021
odisha
ରାଜ୍ୟସଭା ଟିକେଟ୍‌ ପାଇଁ ବିଜେଡି-ବିଜେପି ମଧ୍ୟରେ ବୋଧେ ଆଲୋଚନା ହୋଇଛି: ସୁର ରାଉତରାୟ

ଭୁବନେଶ୍ୱର: ବିଜେପି-ବିଜେଡି ମଧ୍ୟରେ ହୋଇଛି କି ରାଜ୍ୟସଭା ସିଟ୍ ପାଇଁ ଡିଲ୍ ? ନବୀନଙ୍କ ସହ ଆଲୋଚନା ପାଇଁ ଆସିଛନ୍ତି କି ଅମିତ ଶାହ ? ଏଭଳି କିିଛି ପ୍ରଶ୍ନକୁ ନେଇ ଆଜି ବିଜେପି ଏବଂ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ନା ବିଜେଡି ନା ନବୀନ କାହା ସମ୍ପର୍କରେ କିଛି ବି କହିଲେନାହିଁ। ପୂର୍ବରୁ ବାରମ୍ବାର […]

  • Thursday, 22 July 2021