• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

4545455
ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦୁଝର ଏସ୍‌ପି

କେନ୍ଦୁଝର: ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର । ଆଜି  ପୂର୍ବାହ୍ନ ୧୦ଟାରେ ଏସ୍‌ପି ଥାନା ପରିଦର୍ଶନରେ ଯାଉଥିବା ବେଳେ ତୁରୁମୁଙ୍ଗା ବଜାର ଝାରବେଡା ଛକରେ ଏକ ୧୦ ଚକିଆ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲା । ଏସ୍‌ପି ଗାଡ଼ିର ସାମ୍ନାପଟରେ ବସିଥିଲେ ହେଁ ସୌଭାଗ୍ୟବଶତଃ ତାଙ୍କର କୌଣସି କ୍ଷତି ହୋଇନାହିଁ । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଅଟକ ରଖିଛି।

  • Friday, 23 July 2021
n
କୃଷ୍ଣଚନ୍ଦ୍ରଙ୍କ ହତ୍ୟାକାରୀଙ୍କୁ ଗିରଫ ନ କଲେ ଆନ୍ଦୋଳନର ଚେତାବନୀ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ସ୍ୱାମୀଙ୍କ ମୃତ୍ୟୁକୁ ୬ ଦିନ ପୂରିଲାଣି। ହେଲେ ହତ୍ୟାକାରୀର ସନ୍ଧାନ ପାଉନି ପୁଲିସ୍‌। ପରିବାର ଲୋକେ ଏଥିରେ ସମ୍ପୃକ୍ତ ମହିଳାଙ୍କ ନାମରେ ଏତଲା ଦେବା ସତ୍ତ୍ୱେ ପୁଲିସ୍‌ ତାଙ୍କୁ କେବଳ ପଚରାଉଚରା କରିଛି। କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ ଜଗତସିଂହପୁର ଦାଆଗାଁରେ ଜୀଅନ୍ତା ଜାଳି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣୁଥିବା ବେଳେ ପୁଲିସ୍‌ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି। କୃଷ୍ଣଚନ୍ଦ୍ରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି […]

  • Friday, 23 July 2021
vvv
ଲାଲ୍‌ ଗଡ଼ରେ ଘୂରିବୁଲୁଛି ଏକ ଲାଇଟ୍; ଯାହାକୁ ନେଇ ଏବେ ସନ୍ଦେହ

ମାଲକାନଗରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍‌ କ୍ୟାମ୍ପ ଉପରେ  ଡ୍ରୋନ୍‌ କ୍ୟାମେରା ଉଡ଼ୁଥିବା ପୁଲିସ୍‌ ସନ୍ଦେହ କରୁଛି। ଗତ କିଛି ଦିନ ହେଲେ ମଧ୍ୟରାତ୍ରିରେ ସିଆରପିଏଫ୍‌  କ୍ୟାମ୍ପ ଉପରେ ଜୁଳିଜୁଳିଆ ପୋକ୍ ଭଳି ଆଲୋକ ଦେଖାଯାଉଛି। ଯାହାକି ସ୍ଥାନୀୟ ପୁଲିସ୍‌କୁ ଚିନ୍ତାରେ ପକାଇ ଦେଇଛି। ତେବେ ଏହା ନକ୍ସଲଙ୍କ ଡ୍ରୋନ କ୍ୟାମେରା ହୋଇଥାଏ ପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି। ଏହି ଘଟଣାକୁ ନେଇ ପୁଲିସ୍‌ ତତ୍ପରତା ପ୍ରକାଶ କରିବା […]

  • Friday, 23 July 2021
rain
ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୦ଟା ଯାଏ ସତର୍କ ରହିବାକୁ ୪ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭଗ। ଏହି ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, ଗଜପତି ଓ ମାଲକାନଗିରି। ତେବେ ବର୍ତ୍ତମାନ ସମୟରେ ହାଲ୍‌କା ଶୀତର ଲହରୀ ଅନୁଭୂତ ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ  ସେମିତି କୌଣସି […]

  • Friday, 23 July 2021
ff
ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ !

କଟକ: ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡ଼ି ବ୍ରିଜ୍‌ରେ। ଯୁବକଜଣକ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ଏକ ବାଇକ୍‌ରେ ଯାଉଥିଲେ। କିନ୍ତୁ ହଠାତ୍‌ ଯୁବକ ଜଣକ କାଠଯୋଡ଼ି ବ୍ରିଜ୍ ଉପରେ ବାଇକ୍ ରଖି ଦୌଡ଼ି ଦୌଡ଼ି ଯାଇ ନଦୀକୁ ଡେଇଁ ପଡ଼ିଥିଲେ। ସେ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇ ନାହିଁ। ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ […]

  • Friday, 23 July 2021
bus-
ବସ୍‌କୁ ପଛରୁ ପିଟିଲା ବସ୍; ୭ ଯାତ୍ରୀ ଆହତ

କଟକ : କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ନିକଟରେ ଆଜି ସକାଳେ ଗୋଟିଏ ବସ୍ ଆଉ ଗୋଟିଏ ବସ୍‌କୁ ପଛରୁ ପିଟି ଦେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ମହିଳା ଅଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇଟି ଯାକ ବସ୍‌ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପଛ ବସ୍‌ଟି ଦ୍ରୁତ ଗତିରେ ଆସି ଆଗ ବସ୍‌ଟିକୁ ପଛରୁ ପିଟି ଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ […]

  • Friday, 23 July 2021
gobandhu
ଆଜି ଗୋପବନ୍ଧୁଙ୍କ ଜୟନ୍ତୀ

ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ  ତାଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।  ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରାଯାଇଥିଲା। ସିନେ ତାରକା ସବ୍ୟସାଚୀ ମିଶ୍ର ସୁଆଣ୍ଡୋ ଯାଇ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଛନ୍ତି। ଏପଟେ ଭୁବନେଶ୍ୱରରେ ମଧ୍ୟ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଛି।  କଂଗ୍ରେସ ଭବନ ଓ ଗୋପବନ୍ଧୁ ଛକଠାରେ ଜୟନ୍ତୀ ପାଳିତ ହୋଇଛି। କଂଗ୍ରେସ ଭବନରେ ପିସିସି […]

  • Friday, 23 July 2021
car
ଦିନ ୧୧ଟାରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିବ

ଭୁବନେଶ୍ୱର: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ଗତ ରାତିରୁ ଆରମ୍ଭ ହୋଇଛି ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି। ଭସାଣ ଉତ୍ସବ ପାଇଁ ଟ୍ୱିନ୍‌ସିଟିରେ ବ୍ୟାପକ ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଯାଇଛି। କଟକ ଦେବୀଗଡ଼ା ଘାଟରେ ସହରର ସମୁଦାୟ ୧୬୨ଟି ମେଢ଼ ବିସର୍ଜନ କରାଯିବ। ଏଥିପାଇଁ ଏଠାରେ ୩ଟି ଅସ୍ଥାୟୀ ପୋଖରୀ ତିଆରି ହୋଇଛି। ସହରର ସମସ୍ତ ମେଢ଼ କଲେଜ ଛକ, ରାଣୀହାଟ, […]

  • Friday, 23 July 2021
n
ପାରାଦୀପ ଟ୍ରଲର ବୁଡ଼ି ଘଟଣା; ମିଳିଲା ମୃତଦେହ, ଏବେବି ଜଣେ ନିଖୋଜ୍‌

ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡ଼ି ଘଟଣାରେ ଏବେବି  ଜଣେ ନିଖୋଜ ଅଛନ୍ତି। ତାଙ୍କ ନା ଲକ୍ଷ୍ମୀଧର ଦାସ।   ଆଜି ସକାଳୁ ନିଖୋଜ ଥିବା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଆ ଜାଡୁଆ ନାମକ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ୫ଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଗତକାଲି ଫେରୁଥିବାବେଳେ ଅପରାହ୍ନରେ ହଠାତ ସମୁଦ୍ର ଅଶାନ୍ତ ହୋଇଯାଇଥିଲା। ଲହଡ଼ି ମାଡ଼ରେ ଟ୍ରଲରଟି ବୁଡ଼ି ଯାଇଥିଲା। ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀ ଏକ […]

  • Friday, 23 July 2021
ggg
ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଘଟଣାରେ ଜଣେ ଗିରଫ

ରାୟଗଡ଼ା: ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍ କରିବା ଘଟଣାରେ ପୋଲିସର କର୍ଯ୍ୟାନୁଷ୍ଠାନ। ଜଣେ ଯୁବକଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଟିକିରି ଥାନା ପଞ୍ଚାଲି ଗାଁର ଅଗସ୍ତି ଗରଡ଼ା। ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଅନ୍ୟ କିଛି ଯୁବକଙ୍କ ସହ ମିଶି ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ଫଟୋକୁ ପୂଜା କରିବା ସହ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ପୋଡ଼ିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ରାୟଗଡ଼ା ଜିଲ୍ଲାରେ ତୀବ୍ର […]

  • Friday, 23 July 2021
radha
ଆଜି କାଳିଆର ରାଧାଦାମୋଦର ବେଶ

ପୁରୀ: ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତିା ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଅବସରରେ ମହାପ୍ରଭୁଙ୍କ ପାଖରେ ବାଳଭୋଗ ଅନୁଷ୍ଠିତ ହେବ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରିପାରିବେ। ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡ଼ଦାଣ୍ଡରେ […]

  • Friday, 23 July 2021
live
ବାଡ଼ିଖେଳ ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ

ବାଲେଶ୍ୱର: ବାଲେଶ୍ୱର ସିନେମା ହଲ୍ ଛକରେ ବାଡ଼ିଖେଳ ବେଳେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧ। ଏକ ନିର୍ଦ୍ଦିଷ୍ଟ ଦଳର ଜଣେ ବ୍ୟକ୍ତି ବିରୋଧ ଷଡ଼ଙ୍ଗୀଙ୍କୁ କରୁଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର କିଛି ଉନ୍ନତି କରିନଥିବା ଅଭିଯୋଗ କରି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କୁ ବିରୋଧ କରିଥିଲେ। ବିକାଶ କଲେ ତାଙ୍କୁ ସାଧାରଣ କାର୍ଯ୍ୟରେ ସାମିଲ କରାଯିବ ବୋଲି ବ୍ୟକ୍ତି ଜଣକ କହିଥିଲେ। ବିରୋଧ ପରେ ମନ୍ତ୍ରୀ ବାଡ଼ିଖେଳ ଖେଳି ନଥିଲେ ମଧ୍ୟ ସଭା […]

  • Friday, 23 July 2021
maa-take-rest-750x430
ସରିଲା ଶାରଦୀୟ ଦୁର୍ଗା ପୂଜା, ଏବେ ବିଦାୟ ନେବେ ମାଆ

କଟକ: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏବେ ବିଦାୟ ନେବେ ମାଆ।  ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଗତ ରାତିରୁ କଟକର କିଛି ସ୍ଥାନରେ ଆରମ୍ଭ ହୋଇଛି ଭସାଣ ଉତ୍ସବ।  ଆଜି ବାକି ସବୁ ସ୍ଥାନରେ ଭସାଣ ଉତ୍ସବ ହେବ ଆରମ୍ଭ ହେବ। ଏଥିପାଇଁ କଟକରେ ୫୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ୍ […]

  • Friday, 23 July 2021
breaking
ବିଜୟା ଦଶମୀରେ କେଉଁଠି କେମିତି ହେଲା ରାବଣପୋଡ଼ି ?

ଭୁବନେଶ୍ୱର: ବିଜୟା ଦଶମୀରେ ଗତକାଲି ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନେକ ସ୍ଥାନରେ ନେତା ଓ ପୁଲିସ୍‌କର୍ମୀ ରାବଣପୋଡ଼ି କରିଥିଲେ। ତେବେ କିଏ କେଉଁଠି ରାବଣପୋଡ଼ି କରିଥିଲେ ଆସନ୍ତୁ  ଜାଣିବା। କଟକରେ ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ରାବଣପୋଡ଼ି କରାଯାଇଥିଲା। ଜଣେ ବାଳକ ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିଥିଲୋ ସେହିଭଳି ଭୁବନେଶ୍ୱର ଝାରପଡ଼ା ପୂଜା ମଣ୍ଡପ ପକ୍ଷରୁ ହୋଇଥିବା ରାବଣପୋଡ଼ିରେ ବିଧାୟକ ଅନନ୍ତ ନାରାୟଣ ଜେନା ଅଗ୍ନିସଂଯୋଗ […]

  • Friday, 23 July 2021
kiye
ଦାଆଗାଁରେ ରହସ୍ୟଜନକ ମୃତ୍ୟୁ ଘଟଣାରେ ନୂଆ ମୋଡ଼; ପୁଲିସ କହିଲା କେହି ହତ୍ୟା କରିନାହାନ୍ତି

ଜଗତସିଂହପୁର: ଜଗତସିଂହପୁର ଦାଆଗାଁରେ ରହସ୍ୟଜନକ ମୃତ୍ୟୁ ଘଟଣାରେ ନୂଆ ଆସିଛି। ମୃତକ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କୁ କେହି ଜାଳିଦେଇ ନାହାନ୍ତି ବରଂ ସେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ନିଜ ଦେହରେ ମଦ କିମ୍ବା ଅନ୍ୟ କୌଣସି ତରଳପଦାର୍ଥ ଢାଳି ସେ ଆତ୍ମଦାହ କରିଥିବା ଜଗତସିଂହପୁର ଏସ୍‌ଡିପିଓ କହିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ଆସି ନଥିବାରୁ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବରୁ […]

  • Friday, 23 July 2021
deadbody-
ଭୟଙ୍କର ଦୃଶ୍ୟ; ଆମ୍ବ ତୋଟାରେ ଝୁଲୁଛି କାହାର ଏ ଶବ

ଅନୁଗୋଳ(ବିରଜା ଦାଶ):  ଆମ୍ବ ତୋଟାରେ ଝୁଲୁଛି ମୃତଦେହ। ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଗୁରୁଧି ଗାଁରେ। ଗାଁରେ ଆମ୍ବ ତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ହତ୍ୟା ପରେ ତାଙ୍କୁ କେହି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ […]

  • Friday, 23 July 2021
ran
ଆଜି ଏହିସବୁ ଜିଲ୍ଲାକୁ ଭିଜାଇବ ବର୍ଷା; ସାବଧାନ ! ଘଡ଼ଘଡ଼ି ବି ମାରିବ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସେଥିପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

  • Friday, 23 July 2021
dd
ଜଙ୍ଗଲ ଭିତରୁ ମିଳିଲା ରକ୍ତଭିଜା ଚପଲ ଓ ଚୁଡ଼ି

ମୟୂରଭଞ୍ଜ: ଡାଆଣୀ ଓ ଗୁଣି ଗାରେଡ଼ିକୁ ନେଇ ଡବଲ୍ ମର୍ଡର ସନ୍ଦେହ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମସାହି ଗାଁର ଦମ୍ପତ୍ତିଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏହି ଗାଁର ସୀତାରାମ ସିଂ ଓ ତାଙ୍କ ପତ୍ନୀ ଲେତ ସିଂ ରବିବାର ସ୍ଥାନୀୟ ଛତ୍ରାଆମ୍ବ ଗାଁକୁ ଫୁଟବଲ୍ ଖେଳ ଦେଖିବାକୁ ଯାଇଥିଲେ। ତେବେ ରାତିରେ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ଗତକାଲି ସକାଳୁ ଖୋଜଖୋଜି କରିଥିଲେ। ଏହି ସମୟରେ ପରିବାର ଲୋକ ଘର ନିକଟ […]

  • Friday, 23 July 2021
sunabesa
ରାଜାଧିରାଜ ବେଶରେ ଦର୍ଶନ ଦେବେ ଜଗନ୍ନାଥ

ପୁରୀ: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏଥିପାଇଁ ସାରା ରାଜ୍ୟ ଉତ୍ସବମୁଖର। ରାଜ୍ୟର ସମସ୍ତ ପୂଜା ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ମନ୍ତ୍ରପାଠ ଓ ପୂଜାର୍ଚ୍ଚନାରେ କମ୍ପୁଛି ପୂଜା ମଣ୍ଡପ। ସକାଳୁ ସକାଳୁ ଶ୍ରଦ୍ଧାଳୁ ମଧ୍ୟ ମଣ୍ଡପଗୁଡ଼ିକ ନିକଟରେ ଲାଇନ ଲଗାଇଛନ୍ତି। ଆଜି କିଛି ପୂଜା ମଣ୍ଡପରେ ସିନ୍ଦୁର ଖେଳ ପରମ୍ପରା ମଧ୍ୟ ରହିଛି। ସେପଟେ ବିଜୟା ଦଶମୀ ଅବସରରେ ଆଜି ମହାପ୍ରଭୁ ସୁନାବେଶ ବା ରାଜାଧିରାଜ […]

  • Friday, 23 July 2021
ravan
ରାବଣପୋଡ଼ି ପାଇଁ ଟ୍ୱିନ୍ ସିଟିରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ମୃତ୍ୟୁ ଦଣ୍ଡ ଦେଇ ଧରାପୃଷ୍ଠରୁ ତାର ପାପଭାରାରୁ ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ।। ସେ ଦୃଷ୍ଟିରୁ ଦ୍ୱୈତ ନଗରୀରେ ମଧ୍ୟ ରାବଣପୋଡ଼ି ପାଇଁ ବ୍ୟାପକ ବ୍ୟବସ୍ଥା  ହୋଇଛି। ଏଥର କମିଶନରେଟ୍ ଅଞ୍ଚଳରେ ୫ଟି ଜାଗାରେ ହେବ ରାବଣପୋଡ଼ି କାର୍ଯ୍ୟକ୍ରମ। ରାଜଧାନୀର ବରମୁଣ୍ଡା, ଝାରପଡ଼ା, […]

  • Friday, 23 July 2021
jagatsinghpur-murder-750x430
ପରକୀୟା ପ୍ରେମ ଓ ପ୍ରତାରଣା ଶେଷରେ ଲୋମହର୍ଷଣ ହତ୍ୟା; ମଧୂ ବାପାଙ୍କୁ ପୁଲିସରେ ଜେରା

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ପରକୀୟା ପ୍ରେମ ଓ ପ୍ରତାରଣା ପାଇଁ ଘଟିଛି ଲୋମହର୍ଷଣ ହତ୍ୟା। ଜଗତସିଂହପୁର ବାଲିକୁଦା ଥାନା ଦାଆଗାଁ ରହସ୍ୟଜନକ ମୃତ୍ୟୁ ପଛରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଯାହାର ଖୁଲାସା କରିଛନ୍ତି ମୃତ ଯୁବକଙ୍କ ପତ୍ନୀ। ମୃତଦେହକୁ ଚିହ୍ନଟ କରିବା ସହ ଏହା ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଓ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବୋକାଖାଇରେ। କେବଳ ଏତିକି ନୁହେଁ, ମୃତଦେହ ନିକଟରେ ରକ୍ତରେ ଯେଉଁ ‘ମଧୁ’ଙ୍କ ନାଁ ଲେଖାଯାଇଥିଲା, ସେ […]

  • Friday, 23 July 2021
bbf
ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ; ଗଞ୍ଜାମରେ ୪ ବର୍ଷରେ ୧୩ ମାମଲା

ପୁର (ଅଶୋକ ବ୍ରହ୍ମା): ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ହଜି ଯାଉଛି ଅନେକ ପରିବାର। ଉଜୁଡ଼ି ଯାଉଛି ସଂସାର। ଥରେ ଯଦି ଗୁଣି ଗାରେଡ଼ି ଅଭିଯୋଗର ଛାପ ଲାଗିଲା, ବର୍ଷ ପରେ ବର୍ଷ ଭୋଗିବାକୁ ପଡୁଛି ନର୍କ ଯନ୍ତ୍ରଣା। ଏପରିକି ନିର୍ଯାତିତଙ୍କୁଗାଁ ଛାଡ଼ିବାକୁ ପଡ଼ୁଛି। ହେଲେ ଏପର୍ଯ୍ୟନ୍ତ ଗାଁକୁ ଫେରି ପାରୁନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ରୁ ଏଯାଏ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ସଂପର୍କିତ ୧୩ଟି ମାମଲା ରୁଜୁ ହୋଇଛି। ସବୁଠୁ ଅଧିକ ମାମଲା ହୋଇଛି ଖଲ୍ଲିକୋଟ […]

  • Friday, 23 July 2021
sura
ରାଜଧାନୀରେ ଭିଆଇପି ଏରିଆରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପିଏମ୍‌ଜି ଏକ ଜନଗହଳିପୂର୍ଣ୍ଣ ସ୍ଥାନ ଓ ବହୁ ବଡ଼ବଡ଼ୁଆଙ୍କ ଘର ରହିଛି। ଏଥିସହିତ ବିଧାନସଭା ସମ୍ମୁଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ଯୋଗୁ ପିଏମ୍‌ଜି ରାସ୍ତାରେ ପୁଲିସ ଆଉଟ୍‌ ପୋଷ୍ଟ୍‌ ମଧ୍ୟ ରହିଛି। ଏବେ ପୂଜା ପାଇଁ ଅନବରତ ପାଟ୍ରୋଲିଂ କରୁଛି କମିଶନରେଟ୍‌ ପୁଲିସ୍‌। ଏସବୁ ସତ୍ତ୍ୱେ ବି ନ୍ୟାୟ ପାଇଁ ଧାରଣା ସ୍ଥଳରେ ଆନ୍ଦୋଳନ ଜାରି ରଖିଥିବା ଜଣେ ଯୁବତୀଙ୍କୁ ରାତିରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ […]

  • Friday, 23 July 2021
elephant
କେମିତି ମଲା ହାତୀ ?

କେନ୍ଦୁଝର: ଆଖି ବୁଜିଲା କେନ୍ଦୁଝର ବାଂଶପାଳ ଉପରସୁମଠରେ ଅସୁସ୍ଥ ହୋଇପଡ଼ିଥିବା ହାତୀ। ଚିକିତ୍ସାଧିନ ଅବସ୍ଥାରେ ଆଜି ମାଈ ହାତୀଟି ପ୍ରାଣ ହରାଇଛି।  ଗତ ୨୭ ତାରିଖରେ ହାତିଟି ଅସୁସ୍ଥ ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଥିଲା।  ସ୍ଥାନୀୟ ଲୋକ ହାତୀଟି ପଡ଼ିଥିବା ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। କିଭଳି ହାତୀଟି ଅସୁସ୍ଥ ହେଲା ସେନେଇ ରକ୍ତ ନମୁନା ମଧ୍ୟ ସଂଗ୍ରହ କରିଥିଲେଯ। ତେବେ ଅସୁସ୍ଥର […]

  • Friday, 23 July 2021
gandhi
ଗାନ୍ଧୀଙ୍କୁ କିଏ ଫିଙ୍ଗିଲା ଲାଲ୍‌ ରଙ୍ଗ ?

ଅନୁଗୋଳ (ବିରଜା ଦାଶ): ଅକ୍ଟୋବର ଦୁଇ ତାରିଖରେ ସମଗ୍ର ଭାରତ ବର୍ଷରେ ପାଳିତ ହୋଇଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ଅହିଂସା ବଳରେ ଦେଶକୁ ଇଂରେଜ କବଳରୁ ମୁକ୍ତ କରିଥିବା ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଛି। ଆଜି ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ତାଳଚେର ଯୁବ ସମାଜସେବୀ ସଂଗଠନର […]

  • Friday, 23 July 2021