• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ଲମଜ
ଓଡ଼ିଶାରେ ଭର୍ତ୍ତି ହେବେ ୧୨ ହଜାର ନୂଆ ଏନ୍‌ସିସି କ୍ୟାଡେଟ୍

ଭୁବନେଶ୍ୱର: ଆଗାମୀ ଦିନରେ ସମଗ୍ର ଦେଶରେ ଏନ୍‌ସିସିରେ ଅଧିକ ଦୁଇ ଲକ୍ଷ କ୍ୟାଡେଟ୍‌ଙ୍କୁ ଭର୍ତ୍ତି କରାଯିବ। ଏହି କ୍ରମରେ ଓଡ଼ିଶାରେ ୧୨ ହଜାର ନୂଆ କ୍ୟାଡେଟ୍ ଭର୍ତ୍ତି କରାଯିବା ପାଇଁ ଯୋଜନା ହୋଇଛି। ଆସନ୍ତା ଶିକ୍ଷାବର୍ଷରୁ ଏହି କ୍ୟାଡେଟମାନେ ଏନ୍‌ସିସିରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଓଡ଼ିଶା ଗସ୍ତ ଆସିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସି ମହାନିର୍ଦ୍ଦେଶକ ଲ୍ୟୁଟୁନାଣ୍ଟ ଜେନେରାଲ୍ ରାଜୀବ ଚୋପ୍ରା। ଏହି ୨ ଲକ୍ଷ କ୍ୟାଡେଟ୍‌ଙ୍କ ମଧ୍ୟରୁ ୩୫ ପ୍ରତିଶତ […]

  • Friday, 23 July 2021
batya
ବଡ଼ ବାତ୍ୟାର ରୂପ ନେଇପାରେ 'ବୁଲ୍‌ବୁଲ୍'

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍’ କାଳକ୍ରମେ ଏହା ବଡ଼ ବାତ୍ୟାରେ ପରିଣତ ହେବାର ସମ୍ଭାବନା  ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବୁଲ୍‌ବୁଲ୍‌ ୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାରେ ରୂପାନ୍ତରିତ ହେବ। ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଆଡ଼କୁ ମୁହାଁଉଛି। ଅତି ମନ୍ଥର ଗତିରେ ଘଣ୍ଟାକୁ ୫ରୁ ୬ କିମି ବେଗରେ ଗତି […]

  • Friday, 23 July 2021
mah
ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା; ଅନୁଭବଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲା ସାମ୍ବାଦିକ ସଂଘ

କେନ୍ଦ୍ରାପଡ଼: ଓଟିଭି ସାମ୍ବାଦିକଙ୍କୁ ଅନୁଭବ ଦୁର୍ବ୍ୟବହାର କରିବା ଘଟଣାକୁ ବରିଷ୍ଠ ସାମ୍ବାଦିକମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି ଅନୁଭବଙ୍କ ଏଭଳି ଆଚରଣ ଗୁଣ୍ଡାଗିରି ସହ ସମାନ। ସମସ୍ତେ ଏହାକୁ କଡ଼ା ଭାଷାରେ ନିନ୍ଦା କରିବ ଉଚିତ୍ ବୋଲି ରାଜାରାମ କହିଛନ୍ତି। ସେହିଭଳି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ ଅନୁଭବଙ୍କ ଏଭଳି ଔଦ୍ଧତ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ଘଟଣାକୁ ନିନ୍ଦା କରିବା […]

  • Friday, 23 July 2021
the call
ବୃଦ୍ଧା ମାଆକୁ ନେବାକୁ ପହଞ୍ଚିଲେ ପୁଅ; ସ୍ତ୍ରୀ ମୁଣ୍ଡରେ ଅଠା ବୋଳିଲେ

ଭଦ୍ରକ(ବାସୁଦେବ ଦାସ): “ମା’ ପାଟି ପାକୁ ପାକୁ କରୁଥିବାରୁ ସ୍ତ୍ରୀ ଦେଉଥିଲା ଅକଥନୀୟ ନିର୍ଯାତନା। ପରିଣତ ବୟସରେ ମା’କୁ ହାତ ଉଠାଇବାକୁ ବି ପଛାଉ ନ ଥିଲା। ସ୍ତ୍ରୀର ଏପରି ଆଚରଣରେ ଅତିଷ୍ଠ ହୋଇ ମୁଁ ମା’କୁ ଆହାର କେନ୍ଦ୍ରରେ ଛାଡ଼ି ଚାଲି ଆସିଥିଲି।  ହେଲେ ଘରେ ପହଞ୍ଚିବା ପରେ ନିଜ ଦୋଷ ବୁଝି ପାରିଲି।” ଜନ୍ମ କଲା ମା’କୁ ହତାଦାର କରିଥିବା ଅର୍ଜୁନ ପୋଥାଳ ଦେଇଛନ୍ତି ଏପରି ସଫେଇ। ଏପରିକି ତାଙ୍କ ସ୍ତ୍ରୀଙ୍କୁ ଦଣ୍ଡିତ କରାଯିବା […]

  • Friday, 23 July 2021
sundari
ବର୍ଷେ ହେଲା ବନ୍ଦୀ ସୁନ୍ଦରୀ

ଅନୁଗୁଳ: ଦୀର୍ଘ ବର୍ଷେ ହେବ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ସୁନ୍ଦରୀ। ୬ ନଭେମ୍ବର ୨୦୧୮ ପରଠାରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ରାଇଗୋଡ଼ାରେ ର୍ନିମିତ ଏକ ଏନ୍‌କ୍ଲୋଜରରେ ରଖାଯାଇଛି। ହେଲେ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବ ନା ଏନ୍‌କ୍ଲୋଜରର ପରିସୀମା ବଢ଼ାଯିବ ସେ ନେଇ ନିଷ୍ପତ୍ତି ନିଆଯାଇପାରିନାହିଁ। ବାଘୁଣୀ ସୁନ୍ଦରୀ ହାତୀବାରୀର ଜଣେ ମହିଳା ଓ ଟାଇଂସି ଗାଁର ଜଣେ ପୁରୁଷଙ୍କୁ ଆକ୍ରମଣ କରି ମାରିଥିଲା। କେବଳ ସେତିକି ନୁହେଁ ଗୃହପାଳିତ ପଶୁଙ୍କୁ ମାରିବା ନେଇ ମଧ୍ୟ ବାଘୁଣୀ […]

  • Friday, 23 July 2021
tr
ଅଙ୍ଗନବାଡ଼ିକୁ ପଶି ଆସି ଶିଶୁର ଗୋଡ଼ ଧରି ଓଲଟାଇ ପିଟିଲେ

କେନ୍ଦୁଝର: ଅଙ୍ଗନବାଡ଼ିରେ ଦୁଇ ଶିଶୁଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଉତ୍ତେଜନା ଜଣେ ଶିଶୁକୁ ଅନ୍ୟ ଶିଶୁର ବାପା ଓଲଟା କରି ନିସ୍ତୁକ ପିଟିବାରୁ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ୧ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରରେ ଘଟିଛି ଏହି ଘଟଣା। ଗତ ୨ ତାରିଖ ଦିନ କୌଣସି କାରଣକୁ ନେଇ ଅଙ୍ଗନବାଡ଼ିରେ ୨ଜଣ ଶିଶୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଜଣେ ଶିଶୁ ଘରକୁ ଯାଇ ବାପାଙ୍କୁ ଡାକି […]

  • Friday, 23 July 2021
wetaher
ଗଭୀର ଅବପାତର ରୂପ ନେଲା ଲଘୁଚାପ 'ବୁଲ୍‌ବୁଲ୍’; ଆଉ ୮୧୦ କିମି ଦୂରରେ

ଭୁବନେଶ୍ୱର: ଗଭୀରେ ଅବପାତର ରୂପ ନେଲା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ‘ବୁଲ୍‌ବୁଲ୍’। ଘଣ୍ଟାକୁ ୯ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି ଏହି ଲଘୁଚାପ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହା ପାରାଦୀପ ଠାରୁ ୮୧୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାପରେ ୯ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ […]

  • Friday, 23 July 2021
guli
ଗୁଳିମାରି ପଳେଇ ଯାଉଥିଲେ, ଗାଁ ଲୋକେ ମାଡ଼ିବସି ବହେ ଛେଚିଲେ

କୋଣାର୍କ: ଘରୁ ଡାକିଆଣି ଠିକାଦାରଙ୍କୁ ଗୁଳି ମାରିଲେ। ଆଉ ଖସି ପଳାଇ ଯିବା ବେଳେ ଧରିନେଲେ ଗାଁ ଲୋକେ। ତା ପରେ ଯାହା ହେଲା..। ପୁରୀ ଜିଲ୍ଲା ଗୋପ ବ୍ଲକର ସୁବର୍ଣ୍ଣପୁରରେ ଆଜି ସକାଳେ ଉମା ସାହୁ ନାମକ ଠିକାଦାରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ବଟି ଆଦାୟକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଉମାଙ୍କ ଗୋଡ଼ରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ ଯେ, ୨ ଦୁର୍ବୃତ୍ତ […]

  • Friday, 23 July 2021
d
ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ଝଡ଼

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ଗଭୀର ଅବପାତର ରୂପ ନେବା ସହ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ବାଂଲାଦେଶ ଆଡ଼େ ମୁହାଁଇବ ବୋଲି କୁହାଯାଉଛି। ଶେଷ ସୂଚନା ଅନୁଯାୟୀ ଏହା ବର୍ତ୍ତମାନ ପାରାଦୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୬ […]

  • Friday, 23 July 2021
aparadhi
ଜଙ୍ଗଲ ରାସ୍ତାରେ ପୁଲିସ ଓ ଅପରାଧୀ ମୁହାଁମୁହିଁ; ଏନ୍‌କାଉଣ୍ଟର୍‌ରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡ଼ା: ବ୍ରଜରାଜନଗର ପୁଲିସର ଏନ୍‌କାଉଣ୍ଟର। ମଧୂପୁର ଜଙ୍ଗଲ ରାସ୍ତାରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀ ହେଲେ ଅନନ୍ତ ଧଳ, ରଫିକ୍ ଅନ୍ସାରୀ, ଶୈଳେନ୍ଦ୍ର ପାତ୍ର ଓ ନିକି ସିଂ। ସେମାନଙ୍କୁ ଝାରେସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁଳି ବିନିମୟରେ ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଚୂଡ଼ାମଣି ମହାନନ୍ଦ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ରାତିରେ ବ୍ରଜରାଜନଗର ମୁଖ୍ୟ […]

  • Friday, 23 July 2021
farmer
ଚାଷୀଙ୍କ ପାଇଁ ଟ୍ରାଫିକ୍ ଚିନ୍ତା; କଟକଣା ଜାରି କଲା ପୁଲିସ୍

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ବୁଧବାର ବରମୁଣ୍ଡାଠାରେ ଆୟୋଜିତ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟିହେବା ନେଇ ଆଶଙ୍କା କରାଯାଉଛି । ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍‌ ଟ୍ରାଫିକ୍‌ କଟକଣା ଜାରି କରିଛି। ଲୋକଙ୍କୁ ବୋହି ଆଣୁଥିବା ଗାଡ଼ି ପାଇଁ ରୁଟ୍ ଚାର୍ଟ ଓ ପାର୍କିଂ ପ୍ଲେସ ନିର୍ଦ୍ଧାରଣ କରାଯାଇଛି । […]

  • Friday, 23 July 2021
anubhav
ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ଅପମାନ ଦେଲେ ଅନୁଭବ; ବିରୋଧ କଲେ ବରିଷ୍ଠ ସାମ୍ବାଦିକ

କେନ୍ଦ୍ରାପଡ଼ା: ସାମ୍ବାଦିକଙ୍କୁ ଦାଦାଗିରି ଦେଖାଇଲେ କେନ୍ଦ୍ରାପଡ଼ା ବିଜେଡି ସଂସାଦ ଅନୁଭବ ମହାନ୍ତି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ସାଂସଦ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି ଅନୁଭବ। କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ ବୋଲି ଆକ୍ଷେପ କରିବା ସହ ତାଚ୍ଛଲ୍ୟ କରିଛନ୍ତି ଅନୁଭବ ମହାନ୍ତି। ସାମ୍ବାଦିକ ମନୋଜ ସ୍ୱାଇଁଙ୍କ ହାତଧରି ଟାଣିନେବା ସହ ତାଳିମାରି ଅପମାନିତ କରିବାକୁ ବି ପଛାଇ ନାହାଁନ୍ତି ସେ। […]

  • Friday, 23 July 2021
pandian
ବଡ଼ି ଭୋରରୁ ଅଚାନକ ବଡ଼ ମେଡିକାଲରେ ପହଞ୍ଚିଲେ ପାଣ୍ଡିଆନ

କଟକ: କଟକ ବଡ଼ ମେଡିକାଲରେ ପହଞ୍ଚିଲେ 5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ବଡ଼ି ଭୋରରୁ ଅଚାନକ ବଡ଼ ମେଡିକାଲରେ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିଛନ୍ତି 5T ସଚିବ। ଏହାସହ ବିଭିନ୍ନ ଓ୍ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ପାଣ୍ଡିଆନଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଅଛନ୍ତି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ମେଡିକାଲ କଲେଜରେ ପହଞ୍ଚିଛନ୍ତି କାଜୁଆଲିଟି ପରିଦର୍ଶନ ପରେ ମେଡିକାଲର ଭିତ୍ତିଭୂମି ଅନୁଧ୍ୟାନ […]

  • Friday, 23 July 2021
ggf
ଓଟିଭି ସାମ୍ବାଦିକଙ୍କୁ ଟାଣିନେଇ ତାଳିମାରି ଅପମାନିତ କଲେ ବିଜେଡି ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା: ପୁଣି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦାଦାଗିରି। ଗଣମାଧ୍ୟମ ସାମ୍ନାରେ ପୁଣି ଥରେ ନିଜର ଔଦ୍ଧତ୍ୟ ଦେଖାଇଛନ୍ତି ଏହି ସାଂସଦ। କିଛି ଦିନ ତଳେ ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ଅଶାଳୀନ ବ୍ୟବହାର କରି ବିବାଦୀୟ ହେବା ପରେ ଏଥର ଟାର୍ଗେଟ କରିଛନ୍ତି ଓଟିଭି ସାମ୍ବାଦିକଙ୍କୁ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଛନ୍ତି। କେବଳ ଦୁର୍ବ୍ୟବହାର ନୁହେଁ, ନ୍ୟୁଜ୍‌କୁ କଦର୍ଥ କରୁଛ ବୋଲି ଆକ୍ଷେପ […]

  • Friday, 23 July 2021
andha-laudi
ଅନ୍ଧାରରେ ଛାଡ଼ିଦେଲା ଅନ୍ଧଲଉଡ଼ି; ସକାଳ ଯାଇ ସନ୍ଧ୍ୟା ହେଲା, ମାଆ ଖୋଜୁଛି କୁଆଡ଼େ ଗଲୁ ବାପା...

ଚାନ୍ଦବାଲି(ବାସୁଦେବ ଦାସ): ବୁଢ଼ି ମାଆର ଅନ୍ଧ ଲଉଡ଼ି ତାକୁ ଏଠି ଅନ୍ଧାରରେ ଛାଡ଼ି ଦେଇ ଯାଇଛି। ଆଖିକୁ ଭଲ ଭାବରେ ଦେଖାଯାଉ ନଥିବା କି କାନକୁ ଭଲ ଭାବରେ ଶୁବୁ ନଥିବା ମାଆଟି ଏଣେ ତେଣେ ହାତ ବୁଲାଇ ପୁଅକୁ ଖୋଜୁଛି। ଆଉ ଯାହାଠି ହାତ ବାଜି ଯାଉଛି, ଜାଣ ତା’ ପିଣ୍ଡରେ ପ୍ରାଣ ପଶି ଯାଉଛି। ତାକୁ ବାପା ବାପା ବୋଲି ଡାକି ପକାଉଛି। ସକାଳ ଯାଇ ସନ୍ଧ୍ୟା ହେଲାଣି ପୁଅ ପୁଅ ହୋଇ ଏଣେ […]

  • Friday, 23 July 2021
ffg
'ରେପ୍‌ ହେଇଛି; ପୀଡ଼ିତାଙ୍କୁ ପୁଲିସ୍‌ କହୁଛି, କହ କିଛି ହେଇନି'

କଟକ: ପୁଲିସ ନାଁରେ ଦୁଷ୍କର୍ମ ପୀଡ଼ିତାଙ୍କ ସାଂଘାତିକ ଅଭିଯୋଗ। ବାଙ୍କୀ ପୁଲିସ ନାଁରେ ଅପହରଣ ପରେ ଚତୁରତାର ସହ ଖସି ଆସିଥିବା ଜଣେ ଯୁବତୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ବୟାନ ବଦଳାଇବାକୁ କହି ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ। ୨ ଦିନ ତଳେ ଯୁବତୀଜଣକ ଅପହୃତ ହୋଇ ପରେ ଉଦ୍ଧାର ହୋଇଥିଲେ।  ପାଣି ପାଇଁ ଯିବା ବେଳେ ୫ ଜଣ ଜବରଦସ୍ତ ବିଲ ମଝିକୁ ଉଠାଇ ନେଇ ସେମାନଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ […]

  • Friday, 23 July 2021
g
ସୁପ୍ରିମକୋର୍ଟଙ୍କ କଡ଼ା ରାୟ; ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିର ନୀତିକାନ୍ତିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏଭଳି ବିଶୃଙ୍ଖଳାକାରୀ ଓ ଭକ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ। ୨୦୧୮ ଡିସେମ୍ୱର ୨୮ ତାରିଖରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଦୀର୍ଘ ୧୨ ଘଣ୍ଟା ଧରି ବନ୍ଦ ରହିଥିଲା ଶ୍ରୀମନ୍ଦିର ମୁଖ୍ୟଦ୍ୱାର। ଖାଡ଼ା ଉପାସରେ ରହିଥିଲେ ଶ୍ରୀଜିଉ। ଦର୍ଶନରୁ ବଞ୍ଚିତ ହୋଇଥିଲେ […]

  • Friday, 23 July 2021
ggh
ବଦଳୁଛି ବାତ୍ୟାର ଗତିପଥ; ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର : ଓଡ଼ିଶା ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍। ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ଆକଳନ କରିଛି ଆଇଏମଡି। ତେବେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ପବନ ସହ ବର୍ଷା ହେବ। ଏହି ସୂଚନା ପରେ ୧୫ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍। ତା’ସହିତ ବାତ୍ୟାକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ସେପଟେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଆଖି ଆଗରେ […]

  • Friday, 23 July 2021
ff
କନ୍ଦାଉଛି ପିଆଜ; ବେଲଗାମ ହେଉଛି ଦର

ଭୁବନେଶ୍ୱର : ବେଲଗାମ ହେଉଛି ପିଆଜର ଦର। ଏବେ ଆପଣ ପେଟ୍ରୋଲ୍‌ ଲିଟର ପ୍ରତି ଯେତିକି ଟଙ୍କାରେ କିଣୁଛନ୍ତି, ଆଗକୁ ପିଆଜ ତା’ଠାରୁ ଅଧିକ ଦରରେ କିଣିବେ। ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇ ଦେଇଛି। ଆଉ ବଡ଼କଥା ହେଲା ପିଆଜ ଦର ବଢ଼ିବ ବୋଲି କହୁଛନ୍ତି ଖୋଦ୍‌ ମନ୍ତ୍ରୀ। କଟକ ମାଲ୍ ଗୋଦାମରେ ପିଆଜ କିଲୋ ୬୦ ଟପିଲାଣି। ଖୁଚୁରା ବଜାରରେ ୬୫ରୁ ୭୦ ଟଙ୍କାରେ ବିକୁଛନ୍ତି ବ୍ୟବସାୟୀ। କେବଳ କଟକ ନୁହେଁ ବ୍ରହ୍ମପୁର, ବାଲେଶ୍ୱର ପରି […]

  • Friday, 23 July 2021
nabarangapur-750x420
ଶିଶୁପୁତ୍ରକୁ ଜନ୍ମଦେବା ପରେ ଦ୍ୱିତୀୟ ମହଲାରୁ ଡେଇଁପଡ଼ିଲେ ମାଆ

ନବରଙ୍ଗପୁର(ନବଘନ ବିଶୋଇ): ପିଲା ଜନ୍ମ ପରେ ମେଡିକାଲରେ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଲେ ପ୍ରସୂତି। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୩୧ ତାରିଖରେ ଡାବୁଗାଁ ବ୍ଲକ ଡଙ୍ଗରା ଗାଁର ଧର୍ମୁ ଭଦ୍ରଙ୍କ ସ୍ତ୍ରୀ ଜେମା ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମହିଳା ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେହି […]

  • Friday, 23 July 2021
5t
'ରାଜ୍ୟ ସରକାରରେ 3Mର ନୀତି ଚାଲିଛି'

ବ୍ରହ୍ମପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍‌ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ […]

  • Friday, 23 July 2021
bhubanesar
ରାଜ୍ୟର ସବୁଠୁ ପ୍ରଦୂଷିତ ସହର କେଉଁଟି ଜାଣିଛନ୍ତି ?

ଭୁବନେଶ୍ୱର: ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ରହିଛି ରାଜଧାନୀ ଭୁବନେଶ୍ୱର। ଏଥିସହିତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ସବୁଠୁ ଅଧିକ ପ୍ରଦୂଷିତ ସହର ତାଲିକାରେ ରହିଛି। ଆଜି ପରିବେଶ ସଂକ୍ରାନ୍ତିୟ ଗୃହ କମିଟି ବୈଠକ ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ଅଙ୍ଗାରକାମ୍ଲର ପରିମାଣ ବଢ଼ୁଥିବା ଯୋଗୁ ଏବେ ବାୟୁ ମଣ୍ଡଳରେ ପ୍ରଦୂର୍ଷଣ ମାତ୍ରା ବଢ଼ିବାରେ ଲାଗିଛି। କଳକାରଖାନାରୁ ନିର୍ଗତ ଦୂଷିତ ଜଳ, ପ୍ଲାଷ୍ଟିକର ବ୍ୟବହାର, ସଫେଇ ନହେବା ଏବଂ […]

  • Friday, 23 July 2021
sea
ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ନେଇ ଚାଷୀଙ୍କ ପାଇଁ ଆସିବ ଆଡ୍‌ଭାଇଜରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ବର୍ଷା ନେଇ ଚାଷୀଙ୍କ ପାଇଁ ଆସିବ ଆଡ୍‌ଭାଇଜରୀ। OUATକୁ ଆଡଭାଇଜରୀ ଜାରି କରିବା ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଥିବା କହିଛନ୍ତି। ଚାଷୀ କିପରି ପାଚିଲା ଧାନକୁ ତୁରନ୍ତ କାଟି ଆଣିବେ ସେ ଦିଗକୁ ଧ୍ୟାନ ଦିଆଯିବ। ଏହାସହ ଚାଷ ଜମିରୁ ପାଣି ନିଷ୍କାସନ୍ କରିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ରୋଗ ପୋକ ନିୟନ୍ତ୍ରଣ ପାଇଁ ଆଡଭାଇଜାରୀରେ ପରାମର୍ଶ ଦିଆଯିବ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।

  • Friday, 23 July 2021
police0000-750x430
ଜୀବନ ନେଲା ଜନ୍ମଦାତା

ଆସିକା(ମନୋଜ ମୁନି): ଜନ୍ମଦାତା ବାପା ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ ଓ ସଇତାନଠୁ କୌଣସି ଗୁଣରେ କମ୍ ନୁହେଁ। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କେରିକେରିଝୋଳା ଗାଁରେ। ମୃତକ ହେଲେ ପିଣ୍ଟୁ ଗୌଡ଼। ପୁଲିସ୍‌ ତାଙ୍କ ବାପା ତଥା ଅଭିଯୁକ୍ତ ଶିବ ଗୌଡ଼କୁ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ବାପାପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଶିବ […]

  • Friday, 23 July 2021
rep
ପେଟରୁ ବାହାରିଲା ୪୦ କେଜିର ଟ୍ୟୁମର୍

କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର। ମହିଳାଙ୍କ ପେଟରୁ ବାହାରିଲା ୪୦ କେଜିର ଟ୍ୟୁମର୍। ତେବେ ଏହି ଅସ୍ତ୍ରୋପଚାର ପରେ ମହିଳା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ଶକୁନ୍ତଳା ମାଝୀଙ୍କର ଗଲା ୧୦ ବର୍ଷ ହେଲା ପେଟରେ ଟ୍ୟୁମର ହୋଇଥିଲା। ଡାକ୍ତରୀ ଟିମ୍ ପ୍ରାଥମିକ ଚିକିତ୍ସା ପରେ ୨୫ ତାରିଖରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମନୋରଞ୍ଜନ ମହାପାତ୍ରଙ୍କ ସହ ୫ଜଣିଆ ଟିମ୍ ୨ […]

  • Friday, 23 July 2021