• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

as
ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଂଚଳ ସମସ୍ତ ଶୈବପୀଠ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଅବସରରରେ ଚଳଚଂଚଳ ସମସ୍ତ ଶୈବପୀଠ। ଜାଗର ଯାତ୍ରା ଲାଗି ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାଲିକପିଳେଶ୍ୱର ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଦୂର ଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ଏହି ପୀଠକୁ। ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚନା ଓ ଦୀପ ଦାନ କରିଛନ୍ତି। ନୀତିକାନ୍ତି ଅନୁଯାୟୀ ଚାଲିଛି ମହାଦେବଙ୍କ ପୂଜାର୍ଚ୍ଚନା। ରାତି ୨ଟାରେ ରେ ମହାଦୀପ ଉଠିବା ପାଇଁ ସମୟ ର୍ନିଘଣ୍ଟ ହୋଇଛି। […]

  • Saturday, 24 July 2021
87021228_3067582293260963_5948508655325282304_n
ବାଲିରେ ମହାଦେବ; ୧୧ଟି ଶିବ ପ୍ରତିମା ନିର୍ମାଣ କଲେ ବାଲୁକା ଶିଳ୍ପୀ

ପୁରୀ: ମହାଶିବରାତ୍ରିରେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମହାଦେବଙ୍କ ୧୧ଟି ପ୍ରତିମା ପ୍ରଦର୍ଶନ କରାଯାଇଛି। ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡଆର୍ଟ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ପ୍ରାୟ ୧୦ ଟନ୍‌ ବାଲିଲେ ଏହି କଳାକୃତି ନିର୍ମାଣ ହୋଇଛି। ୧୫ ଜଣ ଛାତ୍ରଛାତ୍ରୀ ଏହାକୁ ନିର୍ମାଣ କରିଛନ୍ତି। ସେପଟେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବାଲୁକା ପ୍ରତିମୂର୍ତ୍ତି। ବାଲୁକା କଳା ମାଧ୍ୟମରେ ଦୀପ ଜଳାଇ […]

  • Saturday, 24 July 2021
ow
ନିଖୋଜ୍‌ ୩ ଝିଅ ମିଳିଲେ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ସହର ଗାୟତ୍ରୀ ବିହାର ଅଞ୍ଚଳରୁ ଗତକାଲି ନିଖୋଜ ହୋଇଯାଇଥିବା ତିନି ଜଣ ଛାତ୍ରୀଙ୍କୁ ଆଜି ପୁଲିସ୍ ଏକ ମନ୍ଦିର ନିକଟରୁ ଉଦ୍ଧାର କରିଛି। ଏଥିସହିତ ସେମାନଙ୍କୁ ଓ ସେମାନଙ୍କ ପରିବାର ଲୋକଙ୍କୁ  ଥାନାକୁ  ଡାକି ପଚରାଉଚରା କରିଛି। ସୂଚନା ଅନୁସାୟୀ, ଗତକାଲି ଗାୟତ୍ରୀ ବିହାର ଅଞ୍ଚଳର ଦୁଇ ବ୍ୟକ୍ତିଙ୍କ ଦୁଇ ଝିଅ ସ୍କୁଲ୍ ଯିବା ପାଇଁ ଘରୁ ବାହାରି ଯାଇଥିଲେ। ହେଲେ ସ୍କୁଲ ନ ଯାଇ ସେମାନେ କୁଆଡ଼େ ନିଖୋଜ ହୋଇଯାଇଥିଲେ। […]

  • Saturday, 24 July 2021
heroin
ବାପ୍‌ରେ ବାପ୍ ହିରୋଇନ୍‌ଙ୍କୁ ଦେଖିବାକୁ ଏମିତି ହେଲେ ଫ୍ୟାନ୍‌ !

ଗଞ୍ଜାମ: ଅଭିନେତ୍ରୀଙ୍କୁ ଦେଖିବା ପାଇଁ ଫ୍ୟାନ୍‌ଙ୍କର ଏ କି ପାଗଳପଣ। ଏମିତି ଉତ୍ସାହ ହେଲେ ଚେୟାର୍ ଟେବୁଲ୍‌ ଫିଙ୍ଗା ଫୋପଡ଼ା କଲେ। ଶେଷରେ ସ୍ଥିତି ଏମିତି ହେଲା ଯେ ଉକ୍ତ ସ୍ଥାନରେ ମାତ୍ର ୧୫ ମିନିଟ୍‌ ରହି ଚାଲିଆସିଲେ ଅଭିନେତ୍ରୀ। ଅଭିନେତ୍ରୀ ଶୀତଲଙ୍କୁ ଦେଖିବା ପାଇଁ ଏଭଳି କାଣ୍ଡ ଘଟାଇଥିଲା ଫ୍ୟାନ୍। ଗଞ୍ଜାମ ଖଲିକୋଟ ଆର୍‌ସିଏମ୍ କଲେଜ୍‌ରେ ଚାଲିଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଗତକାଲି ଆଶିଥିଲେ ଅଭିନେତ୍ରୀ ଶୀତଲ। ହେଲେ ତାଙ୍କୁ ଦେଖିବାକୁ ପିଲାଙ୍କ ମଧ୍ୟରେ ଏତେ […]

  • Saturday, 24 July 2021
rai
୨୩ରୁ ବର୍ଷା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ୨୩ ରୁ ୨୬ ତାରିଖ ଯାଏଁ ବର୍ଷା ହେବ। ଏପରିକି ଝଡ଼ତୋଫାନ ଓ ବଜ୍ରପାତ ମଧ୍ୟ ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ୨୩ରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ହେବ। ୨୪ ତାରିଖରେ ପୂର୍ବ ଜିଲ୍ଲା ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ୨୫ ଓ ୨୬ ତାରିଖରେ ଉପକୂଳ ଏବଂ ଉତ୍ତରାଞ୍ଚଳ ଜିଲ୍ଲାରେ […]

  • Saturday, 24 July 2021
h
ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ; ସୁପରିଟେଣ୍ଡେଣ୍ଟଙ୍କୁ ଚରମବାଣୀ

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଲିକ୍ ନେଇ ନାନା ଅଭିଯୋଗ ଆସିବା ପରେ କଠୋର ହୋଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ମାଟ୍ରିକ୍ ପରୀକ୍ଷାର ଅବଶିଷ୍ଟାଂଶ ବିଷୟର ପରୀକ୍ଷା ଗୁଡ଼ିକରେ ଯେଭଳି ସ୍ୱଛତା ଅଣାଯାଇପାରିବ, ସେନେଇ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଏବଂ ବୋର୍ଡ ମଧ୍ୟରେ ଏକ ଭିଡ଼ିଓ କନ୍‌ଫରେନ୍ସିଂ ହୋଇଛି। କେଉଁ ଶିକ୍ଷକଙ୍କୁ କେଉଁ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ କରାଯିବ ସେନେଇ ବିଧିବଦ୍ଧ ନିଷ୍ପତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ […]

  • Saturday, 24 July 2021
koraput
ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ହେଲେ ଦେବାକୁ ପଡ଼ିବ ନାହିଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ସ୍ୱତନ୍ତ୍ର ଭାବେ ଆଉ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ରାଜସ୍ଥାନର ଜୟପୁରରେ ଥିବା ସେଣ୍ଟ୍ରାଲ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ସର୍ବଭାରତୀୟ ଏକକ ପ୍ରବେଶିକା ପରୀକ୍ଷାରେ ସାମିଲ ହେବ ଓଡ଼ିଶାର ଏହି ସେଣ୍ଟ୍ରାଲ ୟୁନିଭର୍ସିଟି। ଏହି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଆଇ. ରାମ ବ୍ରହ୍ମମ। ଏପରି ହେଲେ କୋରାପୁଟ ଅଂଚଳର ଛାତ୍ରଛାତ୍ରୀ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଏକା ସାଙ୍ଗରେ ଆବେଦନ କରିପାରିବେ। କୋରାପୁଟ […]

  • Saturday, 24 July 2021
sah
ଓଡିଶା ଗସ୍ତରେ ଆସିବେ ଶାହ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖ ଅପରାହ୍ଣରେ ଭୁବନେଶ୍ୱରରେ ଆୟୋଜିତ ନାଗରିକ ସଂଶୋଧନ ଆଇନ ବା ସିଏଏ ସପକ୍ଷରେ ସେ ଏକ ଜନସଭାକୁ ସମ୍ବୋଧନ କରିବେ। ଏଥିସହିତ ୨୯ତାରିଖରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀ ହେବା ପରେ ଏହା ହେଉଛି ଅମିତ ଶାହାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏନେଇ ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସମିଟରେ ସୂଚନା […]

  • Saturday, 24 July 2021
police-8800-750x412
ଟାଙ୍ଗିଆ ଚୋଟରେ ବଡ଼ ଭାଇର ପୂରା ପରିବାରକୁ ଶେଷ କରିଦେଲା ସାନ ଭାଇ

ବଣାଇ: ଜମିବାଡ଼ି ଓ ଟଙ୍କାପଇସାକୁ ନେଇ ସାନ ଭାଇ ବଡ଼ ଭାଇଙ୍କ ପୂରା ପରିବାରକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ ଘଟିଛି ଏଭଳି ଆଖି ଖୋସି ହୋଇଯିବା ଭଳି ଘଟଣା। ଭାଇ ଭାଉଜ ସହିତ ପୁତୁରା ଝିଆରି ମଧ୍ୟ ବର୍ତ୍ତିଲେନି ଦାଦାର ଟାଙ୍ଗିଆ ଚୋଟରୁ। ମୃତକମାନେ ହେଉଛନ୍ତି- କାନ୍ଦେ ମୁଣ୍ଡା, ତାଙ୍କ ସ୍ତ୍ରୀ ସିମୁଳି ମୁଣ୍ଡା ଓ ସେମାନଙ୍କର ଦୁଇ ଶିଶୁ ମାମଲି ମୁଣ୍ଡା(୭) ଏବଂ ମାରା […]

  • Saturday, 24 July 2021
dadana
ଦାଦନ ଦୁଃଖ: ଶ୍ରମିକଙ୍କୁ ମାଡ଼ ମାରି ଲହୁଲୁହାଣ କଲା ସର୍ଦ୍ଦାର ଓ ଇଟାଭାଟି ମାଲିକ

ବଲାଙ୍ଗିର: ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ। ତେଲେଙ୍ଗାନାରେ ଏକ ଇଟାଭାଟିରେ ଦାଦନ ଶ୍ରମିକଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି ସର୍ଦ୍ଦାର ଓ ଇଟାଭାଟି ମାଲିକ। ଏଭଳି ଏକ ବର୍ବରକାଣ୍ଡର ଭିଡିଓ ଏବେ ଓଟିଭି ହାତରେ ଲାଗିଛି। କିଛି ମାସ ତଳେ ବଲାଗିଂର ବେଲପଡ଼ା ବ୍ଲକ୍ କୁଦୋଭଟା ଗାଁର କିଛି ଦାଦନ ଶ୍ରମିକ ଇଟା ଗଢ଼ିବା ପାଇଁ ତେଲେଙ୍ଗାନା ହାଇଦ୍ରାବାଦ ନିକଟସ୍ଥ ଟୁକୁଗୁଡ଼ା ଅଂଚଳକୁ ଯାଇଥିଲେ। ହେଲେ ସେଠାରେ ନିର୍ଯାତନାର ଶିକାର ହେବା ପରେ ଶ୍ରମିକମାନେ ଏକ […]

  • Saturday, 24 July 2021
anubhab
ଜାତୀୟ ଉଦ୍ୟାନ ମାନ୍ୟତା ମିଳିବାର ୨୨ ବର୍ଷ ପରେ ଭିତରକନିକା ମହୋତ୍ସବ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ନଳିତାପାଟିଆ ଠାରେ ଆରମ୍ଭ ହୋଇଛି ଭିତରକନିକା ମହୋତ୍ସବ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ତାଙ୍କ ସହିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି , ରାଜନଗରର ବିଧାୟକ ଧୃବ ସାହୁ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ। ଭିତରକନିକାକୁ ଜାତୀୟ ଉଦ୍ୟାନ ମାନ୍ୟତା ମଳିବାର ଦୀର୍ଘ ୨୨ ବର୍ଷ ପରେ ପ୍ରଥମ […]

  • Saturday, 24 July 2021
ko
ଫେରିଲେ ୨୦୪ ଦାଦନ ଶ୍ରମିକ

ଟିଟିଲାଗଡ଼: ବେଙ୍ଗାଲୁରୁର ଏକ ଇଟା ଭାଟିକୁ କାମ କରିବାକୁ ଯାଇ  ନିର୍ଯାତନାର ଶିକାର ହୋଇଥିବା ୨୦୪ ଜଣ ଦାଦନ ଶ୍ରମିକଙ୍କୁ  ଶ୍ରମ ବିଭାଗ ପକ୍ଷରୁ ଉଦ୍ଧାର କରଯାଇଛି। ଆଜି ସମସ୍ତ ଦାଦନ ଶ୍ରମିକ ଏକ ଟ୍ରେନ୍‌ରେ ଟିଟିଲାଗଡ଼ରେ ପହଞ୍ଚିଛନ୍ତି। ଏହି ଦାଦନ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ  ଗତ ଦଶହାର ମାସରୁ  ପରିବାର ଲୋକଙ୍କୁ ନେଇ ବେଙ୍ଗାଲୁରୁ ନିକଟ ଉର୍ବାନ ଜିଲ୍ଲାର ପି.ଭି ଗଣେଶ ଇଟା ଭାଟିରେ କାମ କରିବାକୁ ଯାଇଥିଲେ।  ହେଲେ ଇଟାଭାଟି […]

  • Saturday, 24 July 2021
RPF-Hero
ଯୁବତୀଙ୍କ ଜୀବନ ବଞ୍ଚାଇଥିବା ଆରପିଏଫ୍ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଭୁବନେଶ୍ୱର: ମହିଳା ରେଳଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ଆରପିଏଫ୍ ଯବାନ ସୁବ୍ରତ ମହାରଣାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୁବ୍ରତଙ୍କ ତତ୍ପରତା ଓ ସାହସିକତା ଯୋଗୁ ଏକ ବହୁମୂଲ୍ୟ ଜୀବନ ବଞ୍ଚି ଯାଇଥିବା ସେ ଟ୍ୱିଟ୍ କରିଛନ୍ତି। The promptness with which RPF Constable Subrat Moharana ran to protect a citizen’s life is a loud reassurance of our security staff’s vigilance […]

  • Saturday, 24 July 2021
ploce
ଭୁବନେଶ୍ୱରର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା; କମିବ ଟ୍ରାଫିକ୍‌ ସମସ୍ୟା

ଭୁବନେଶ୍ୱର: ଟ୍ରାଫିକ ଜାମ୍‌ରେ ଆମ୍ବୁଲାନ୍ସ ଫସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱର ଜାଭିୟର ଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ୧୭/୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ନୂଆ ରାସ୍ତା ଖୋଲିଲେ ଅନେକ ମାତ୍ରାରେ ଟ୍ରାଫିକ୍ ସମସ୍ୟା କମିବ ବୋଲି କହିଛନ୍ତି ପୁଲିସ କମିଶନର। ଏଥିସହ ସେ କହିଛନ୍ତି, ଆମ୍ବୁଲାନ୍ସ ବାହାରିଲେ ଟ୍ରାଫିକ୍ ପୋଷ୍ଟରେ ମୁତୟନ କର୍ମଚାରୀ ପରବର୍ତ୍ତୀ ଟ୍ରାଫିକ୍ ପୋଲିସକୁ  ସୂଚନା ଦେବେ। […]

  • Saturday, 24 July 2021
home
ପକ୍କା ଘର ପାଇଁ ହିତାଧିକାରୀଙ୍କ ତାଲିକାକୁ ନେଇ ବଢ଼ିଲା ଡେଡ୍‌ଲାଇନ୍

ଭୁବନେଶ୍ୱର: ସରକାରୀ ଯୋଜନାରେ ପକ୍କାଘର ପାଇବାକୁ ଚିହ୍ନଟ ହିତାଧିକାରୀଙ୍କ ଯୋଗ୍ୟ-ଅଯୋଗ୍ୟ ବିବାଦ ଭିତରେ ହିତାଧିକାରଙ୍କ ପାଇଁ ଆପତ୍ତି ଅଭିଯୋଗ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହିତାଧିକାରୀ ତାଲିକାରେ ସାମିଲ୍ ହେବା ଓ ନାଁ କାଟିବା ସଂପର୍କିତ ଆପତ୍ତି ଅଭିଯୋଗ ପାଇଁ ଆଜି ଶେଷ ତାରିଖ ଥିଲା। ତେବେ ଏହାକୁ ୨୨ ତାରିଖ ଯାଏଁ ବୃଦ୍ଧି କରିଛି ପଞ୍ଚାୟତିରାଜ ବିଭାଗ। ୨୨ ତାରିଖ ଭିତରେ ଅଭିଯୋଗ ପାଇଁ ପ୍ରତି ପଞ୍ଚାୟତ ଅଫିସ୍‌ରେ ସ୍ୱତନ୍ତ୍ର ବାକ୍ସ […]

  • Saturday, 24 July 2021
murder
ରାଜଧାନୀରେ ଗୁଣ୍ଡାରାଜ: ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୯ ଗ୍ରୀଡ୍‌କୋ କଲୋନୀ ପଡ଼ିଆରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଗୁରୁତର ଯୁବକଙ୍କ ନାଁ  ଆକାଶ କୁମାର ଦୋରା। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକାଶଙ୍କୁ ପ୍ରାୟ ୨୦ରୁ ୩୦ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୁଲିସ୍ ସନ୍ଦେହ […]

  • Saturday, 24 July 2021
matric-2
ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ନେଇ ଯାଇପାରିବେନି ଶିକ୍ଷକ

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ଭଳି ଅଭାବନୀୟ ଘଟଣା ଯେଭଳି ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ନହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରୀକ୍ଷା କେନ୍ଦ୍ର, ନୋଡାଲ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ରକୁ ଶିକ୍ଷକମାନେ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ। ଯଦି କୌଣସି ଶିକ୍ଷକ ମୋବାଇଲ ଫୋନ୍ ନେଇ ଯାଇଥିବାର ଦେଖିବାକୁ ମିଳିବ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ମ୍ୟାଟ୍ରିକ […]

  • Saturday, 24 July 2021
lowe
ବାଚସ୍ପତି ରୁଲିଂ ନେଇ ଆଜି ୯ଥର ମୁଲତବୀ ରହିଥିଲା ଗୃହ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନର ଆରମ୍ଭରୁ ଗୃହରେ ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀ ଦଳର ହଟ୍ଟଗୋଳ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ଆଜି ଗୃହ ୯ଥର ମୁଲତବୀ ହୋଇଛି। ଏହାପରେ ଅପରାହ୍ନରେ ସର୍ବଦଳୀୟ ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ରୁଲିଂ କେବଳ ଗୋଟିଏ ଦିନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସ୍ପଷ୍ଟ କରିଥିଲେ। ଏହାପରେ ସନ୍ଧ୍ୟାରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ […]

  • Saturday, 24 July 2021
lagingis-750x430
ଠିକ୍‌ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗ୍‌ସ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଠିକ୍‌ ୟୁନିଫର୍ମ ପିନ୍ଧି ନଥିବାରୁ ଦିଦି ଖୋଲିନେଲେ ଛାତ୍ରୀଙ୍କ ଲେଗିଙ୍ଗସ। ଆଜି ଏପରି ଘଟଣା ବ୍ରହ୍ମପୁରରେ ଏକ ଇଂଲିଶ ମିଡିୟମ୍‌ ସ୍କୁଲରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ସ୍କୁଲ ଅଧ୍ୟକ୍ଷ ଓ ଶିକ୍ଷୟିତ୍ରୀଙ୍କଠାରୁ ଅଣ୍ଡରଟେକିଂ ଲେଖାଇ ନେଇ ଛାଡ଼ି ଦେଇଛି। ଆଜି ଶନିବାର ଥିବାରୁ ପିଲାମାନେ ଧଳା ୟୁନିଫର୍ମ ପିନ୍ଧି ସ୍କୁଲ ଆସିବାର ନିୟମ ରହିଥିଲା। ମାତ୍ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ଧଳା ଡ୍ରେସ୍‌ […]

  • Saturday, 24 July 2021
j
ମ୍ୟାଟ୍ରିକ୍‌ ପରୀକ୍ଷା ଆଉ ୩ଦିନ: ପିଲାଙ୍କ ପାଇଁ ଏବେ ଆସୁଛି ବହି

ଭୁବନେଶ୍ୱର: ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ କେହି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ମିଶନ୍‌ ଜିରୋ ଫେଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ହାତରେ ୩ ଦିନ ସମୟ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ୍‌ ସେଣ୍ଟରକୁ ପଠାଯାଉଛି। ଆଉ ଏପଟେ ପାଠ ପଢ଼ିବା ପାଇଁ ବହି ବଣ୍ଟା ଯାଉଛି। ଏହି ବହି ନେବା ପାଇଁ କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ଲାଗିଛି ଶିକ୍ଷକ ଓ […]

  • Saturday, 24 July 2021
kd
କଳ୍ପନାଙ୍କୁ ହତ୍ୟା କରିବାରେ ଅନୁପଙ୍କୁ କିଭଳି ସାହାଯ୍ୟ କରିଥିଲେ ଡ୍ରାଇଭର୍‌ ବର୍ଦ୍ଧନ

ସମ୍ବଲପୁର: ବହୁ ଚର୍ଚ୍ଚିତ ହମିର୍‌ପୁର ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିବା ପରେ ତାଙ୍କ ଡ୍ରାଇଭର୍ ବର୍ଦ୍ଧନ ଟପ୍ପୋଙ୍କୁ ଉଠାଇ ନେଇଛି ରାୟଗଡ଼ ପୁଲିସ। ହତ୍ୟାକାଣ୍ଡର ପ୍ରମାଣ ଯୋଗାଡ଼ରେ ଅନୁପଙ୍କ ସବୁଠୁ ବିଶ୍ୱସ୍ତ କୁହାଯାଉଥିବା ବର୍ଦ୍ଧନଙ୍କ ବୟାନ ବେଶ୍ ଗୁରୁତ୍ୱ ରଖୁଥିବାରୁ ତାଙ୍କୁ ପଚରାଉଚରା କରାଯାଉଛି। ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଓ ଲୁହା ରଡ୍ କୁଆଡ଼େ ଗଲା ତାର ଛାନଭିନ୍ ବି ଆରମ୍ଭ ହୋଇଛି। ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ […]

  • Saturday, 24 July 2021
d
ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ; ୧ ମୃତ ଅନ୍ୟ ଜଣେ ଗୁରୁତର

କଟକ: ବାଙ୍କୀ ବୈଦେଶ୍ୱର ଥାନା ଯୋକଲାଞ୍ଜିଠାରେ ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।  ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ଖଜୁରିପଦା-ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ଅପରାହ୍ନ ପ୍ରାୟ ୨ଟା ୩୦ରେ ପଞ୍ଚାୟତ କାର୍ଯ୍ୟସାରି ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଯୋକଲାଞ୍ଜିଠାରେ ଦୁର୍ବୁତ୍ତ ମାରଣାସ୍ତ୍ରରେ ଏମାନଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ […]

  • Saturday, 24 July 2021
low
କୁନି ଛାତ୍ରଙ୍କ ଉପରେ ସ୍କୁଲ୍‌ର ବୋଝ; ୩ କିମି ବୋହି ବୋହି ଆଣିଲେ ସବୁ ବହି

ବାଲେଶ୍ୱର: ଛୋଟ ଛୋଟ ପିଲାମାନଙ୍କ ଉପରେ ସ୍କୁଲର ସମସ୍ତ ବହି ବୋଝ। ପ୍ରାୟ ୩ କିଲୋମିଟର ରାସ୍ତା ଚାଲି ଚାଲି ସାଇକେଲରେ ଲଦି ବହିବସ୍ତା ଆଣିଲେ ୩ ଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ବସ୍ତା ବ୍ଲକ ସତ୍ୟବାଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।   ଏଭଳି ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷ ପାଇଁ ସମସ୍ତ ସ୍କୁଲକୁ ନୂଆ ବହି ଦିଆଯାଉଛି। ଆଉ ଏଥିପାଇଁ ସ୍ଥାନୀୟ ଡିଏସ ହାଇସ୍କୁଲରୁ ସତ୍ୟବାଦୀ […]

  • Saturday, 24 July 2021
lo
କାଠ ବୋଝେଇ ଟ୍ରକ୍‌ ଯାଉଥିଲା; ଚଢ଼ାଉ କଲା ବେଳେ ବାହାରିଲା...

ନୟାଗଡ଼: କାଠ ବୋଝେଇ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଚୋରା ଚାଲାଣ ବେଳେ ଧରା ପଡ଼ିଲା ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ। ନୟାଗଡ଼ ବାଣିଗୋଚ୍ଛା ନିକଟରୁ ଗଞ୍ଜେଇ ବୋଝେଇ ଟ୍ରକ୍‌କୁ ଜବତ କରିଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଟ୍ରକ୍‌ରେ ପ୍ରାୟ ଗୋଟିଏ ଟନ୍ ଓଜନର ଗଞ୍ଜେଇ ରହିଛି। ଗଞ୍ଜେଇ ସହ ଟ୍ରକକୁ ଜବତ କରିଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଏହି ଘଟଣାରେ ଜଣକୁ ଅଟକ ରଖାଯାଇଛି। ଗତକାଲି ରାତିରେ ଟ୍ରକ ଯାଉଥିବା […]

  • Saturday, 24 July 2021
KK1
ପୁଣି ଯୁକ୍ତ-୩ ପ୍ରଶ୍ନପତ୍ର ଭାଇରାଲ୍ ସନ୍ଦେହ

ସମ୍ବଲପୁର: ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଯୁକ୍ତ ୩ ତୃତୀୟ ସେମିଷ୍ଟର ଆଜିର ଗଣିତ ପରୀକ୍ଷା ଥିବା ବେଳେ ପ୍ରଶ୍ନ ଲିକ୍ ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଆଜି ଦିନ ଗୋଟାଏରୁ ୪ଟା ମଧ୍ୟରେ ପରୀକ୍ଷା ହେବାର ଥିଲା। ହେଲେ ତାପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଆଜି ଦିନ ୧୧ଟାରୁ ୧୨ଟା ୩୦ ମଧ୍ୟରେ ଇମେଲ୍‌ରେ ପ୍ରଶ୍ନ ପଠାଯିବ। ପ୍ରଶ୍ନପତ୍ର ଡାଉନ୍‌ଲୋଡ କରି ପରୀକ୍ଷା କରିବାକୁ କଲେଜଗୁଡ଼ିକୁ […]

  • Saturday, 24 July 2021