• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Literature & Culture Updates

Untitled-1
ବିନାୟକ ଗଣେଶ ଚତୁର୍ଥୀର ପୂଜା ବିଧି

ଜ୍ୟେଷ୍ଠ ମାସର ଗଣେଶ ଚତୁର୍ଥୀ ଜୁନ୍ ୧୪ ବା ସୋମବାର ପଡୁଛି। ଅମାବାସ୍ୟା ପରେ ପଡୁଥିବା ଶୁକ୍ଳ ପକ୍ଷର ଚତୁର୍ଥୀକୁ ବିନାୟକ ଚତୁର୍ଥୀ କୁହାଯାଏ। ଏହା ପ୍ରତି ମାସରେ ପଡ଼େ। ଏହି ଉପବାସ ଭଗବାନ ଗଣେଶଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ।…

  • Sunday, 13 June 2021
Untitled-1
ଗଙ୍ଗା ଦଶହରା କେବେ; ଜାଣନ୍ତୁ ତିଥି, ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ଗଙ୍ଗା ଦଶହରାଙ୍କର ବିଶେଷ ମହତ୍ତ୍ୱ ରହିଛି । ଚଳିତ ବର୍ଷ ୨୦ ଜୁନ୍ ରବିବାର ଦିନ ଗଙ୍ଗା ଦଶହରା ପଡୁଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଦଶମୀ ଦିନ ଋଷି ଭାଗୀରଥୀଙ୍କର ଅକ୍ଲାନ୍ତ ପରିଶ୍ରମ…

  • Saturday, 12 June 2021
Untitled-1
ଘରେ ବାଉଁସ ଗଛ ରଖିଲେ ରୁହେ ନାହିଁ ଅର୍ଥର ଅଭାବ

ବାସ୍ତୁଶାସ୍ତ୍ର ଅନୁଯାୟୀ, ବାଉଁଶ ଉଦ୍ଭିଦ ଜୀବନରେ ସକରାତ୍ମକତା ଏବଂ ସୁଖ-ସମୃଦ୍ଧି ଆଣିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ବାଉଁଶ ଉଦ୍ଭିଦ ଘରେ କିମ୍ବା ଅଫିସରେ ରଖିଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ…

  • Thursday, 03 June 2021
ପାଣ୍ଡବମାନେ ହିଁ ନିର୍ମାଣ କରିଥିଲେ କେଦାରନାଥ ଧାମ, ଜାଣନ୍ତୁ କାହଁକି?

ବିଶ୍ୱ ପ୍ରସିଦ୍ଧ ଭଗବାନ କେଦାରନାଥ ଧାମ ବିଧି ବିଧାନ ଓ ପୂଜା ଅର୍ଚ୍ଚନା ପରେ ଆଜି ସକାଳ ୫ ଟାରେ ଖୋଲାଯାଇଛି। ଦ୍ଵାର ଖୋଲିବା ଅବସରରେ ଏଠାରେ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ଅଭାବ ସ୍ପଷ୍ଟ ଭାବେ ଦେଖାଯାଇଥିଲା। କରୋନା ସଙ୍କଟ…

  • Monday, 17 May 2021
ଘରେ ରଖନ୍ତୁ ନାହିଁ ଏହି ଜିନିଷ; ନକରାତ୍ମକତା ଆଣେ

ବାସ୍ତୁଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ଘର ଭିତରେ ଶୁଭ ଆଣୁଥିବା ବେଳେ କିଛି ଜିନିଷ ହେତୁ ଘରେ ନକାରାତ୍ମକ ଶକ୍ତି ବଢି ପାରିବାରିକ କଳହ, ଋଣ ବୃଦ୍ଧି, ଆର୍ଥିକ ସଙ୍କଟ ଇତ୍ୟାଦି ସାମ୍ନା କରିବାକୁ ପଡେ। ଯଦି ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଓ ଏଥିରୁ ମୁକୁଳିବାର କୌଣସି ଉପାୟ ନ ମିଳେ ତା’ହେଲେ ତୁମ ଘରେ ପଡ଼ିଥିବା ଜିନିଷ ଉପରେ ନଜର ପକେଇବାକୁ ହେବ।

  • Saturday, 15 May 2021
ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଭୁବନେଶ୍ୱର: ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ […]

  • Wednesday, 30 September 2020