ଆବୁ ଧାବି: ଚଳିତ ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେଉଛନ୍ତି। ଏହି ଏଲିମିନେଟର ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚରେ ଜବରଦସ୍ତ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହାଙ୍କୁ ଆହତ କାରଣରୁ ହାଇଦ୍ରାବାଦ ଟିମ୍ରୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ୱାମୀ ଖେଳିବେ। ସେହିପରି ଆରସିବି ଦଳରେ ମଧ୍ୟ […]
ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ। ବମ୍ବେ ହାଇକୋର୍ଟ ଆଜି ଅନ୍ତରୀଣ ଜାମିନ୍ ଆବେଦନ ଉପରେ ଶୁଣାଣି କରିଥିଲେ। ଆସନ୍ତାକାଲି ମଧ୍ୟ ଏହାର ଶୁଣାଣି ପୁଣିଥରେ ହେବ। ତେଣୁ ଆଜି ଲଗାତର ତୃତୀୟ ରାତି ଜେଲ୍ରେ କାଟିବେ ଅର୍ଣ୍ଣବ। ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବାଇର ଲୋୟର ପରେଲ ସ୍ଥିତ ଘରେ ପଶି ବୁଧବାର ଜୋରଜବରଦସ୍ତ ଗିରଫ କରିଥିଲା ମୁମ୍ବାଇ ପୋଲିସ। ଆତ୍ମହତ୍ୟା ପାଇଁ ଉସୁକାଇବା […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପହଲଗାମ୍ ଅଞ୍ଚଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ଆଜି ଭୋର ୪ଟା ୨୯ ମିନିଟ୍ ସମୟରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏ ନେଇ National Center for Seismology ପକ୍ଷରୁ ସୂଚନା ଦିଆଯାଇଛି। ହଠାତ୍ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।
ନୂଆଦିଲ୍ଲୀ: ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍ ୟୁଟ୍ୟୁବର ଗୌରବ ବାସନ୍ଙ୍କ ବିରୋଧରେ ଶୁକ୍ରବାର ଦିନ ଏକ ମାମଲା ରୁଜୁ କରିଛି। section 420 ଅଧିନରେ ଗୌରବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲୋକମାନେ କରିଥିବା ସହାୟତା ଟଙ୍କାକୁ ଗୌରବ ଉଠାଇ ନେବା ଅଭିଯୋଗରେ ଦିଲ୍ଲୀର ମାଲ୍ବିୟା ନଗର ପୋଲିସ୍ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୌରବ ତାଙ୍କୁ ଠକିଥିବା ନେଇ ଅକ୍ଟୋବର […]
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ ଶୁକ୍ରବାର ମହତ୍ୱପୂର୍ଣ୍ଣ ଆସନ ଜର୍ଜିଆ ଏବଂ ଫିଲିପାଇନ୍ସରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି। ଏହା ପରେ ବାଇଡେନ ଏକପ୍ରକାର ବିଜୟର ଦ୍ୱାରଦେଶରେ ପହଞ୍ଚିଯାଇଛନ୍ତି। ବାଇଡେନ ଜର୍ଜିଆରେ ଟ୍ରମ୍ପଙ୍କଠାରୁ ୧,୦୯୬ ଭାଟର ଆଗୁଆ ଅଛନ୍ତି। ସେହିପରି ପେନ୍ସିଲଭାନିଆରେ ବାଇଡେନ ଟ୍ରମ୍ପଙ୍କଠାରୁ ୫, ୫୮୭ ଭାଟରେ ଆଗରେ ଅଛନ୍ତି। ବୁଧବାର ରାତିରେ ଏହି ରାଜ୍ୟରେ ଟ୍ରମ୍ପ ୭୦, ୦୦୦ ଭୋଟରେ ଆଗରେ ଥିଲେ। […]
ନୂଆଦିଲ୍ଲୀ: ଆଇପିଏଲ୍ରେ କ୍ୱାଲିଫାୟର -୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ହାଇଦ୍ରାବାଦ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ବେଙ୍ଗାଲୁରୁକୁ ୬ ଓ୍ୱିକେଟରେ ପରାସ୍ତ କରିଛି ହାଇଦ୍ରାବାଦ । ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲରୁ ବାହାରି ଯାଇଛି। ଚକେନ ଓ୍ୱିଲିମସନଙ୍କ ଦମଦାର ୫୦ ରନ ବଳରେ ହାଇଦ୍ରାବଦ ବିଜୟ ହାସଲ କରିଛି । ପ୍ରଥମେ ଟସ୍ ଜିତି ବାଙ୍ଗାଲରକୁ ବ୍ୟାଟିଂ ପାଇଁ ଆହ୍ୱାନ କରିଥିଲା ହାଇଦ୍ରବାଦ। ନିର୍ଦ୍ଧାରିତ ଓଭରରେ ବାଙ୍ଗାଲୋର ୧୩୧ ରନ କରିଥିଲ॥ ୧୩୨ ରନର […]
କଥାରେ ଅଛି ଆଲ୍ଲା ଜବ୍ ଦେଗା ତୋ ଛପଡ଼୍ ଫାଡକେ ଦେଗା ଓର୍ ଲେଗା ତୋ ସବ୍ ଲେ ଲେଗା....ଏହି ଲୋକକଥା ଟି ଘରେ ଘରେ ବେଶ୍ ପରିଚିତ।
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଟିମ୍ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଆଇପିଏଲ କପ୍ ଜିତିବା ସ୍ୱପ୍ନ ଧଳିସାତ୍ ହୋଇଯାଇଛି। ଶୁକ୍ରବାର ଏଲିମିନେଟର ମୁକାବିଲାରେ ସନ୍ରାଇଜର୍ସ ହାଇଦ୍ରାବାଦ୍ RCBକୁ ଅତି ସହଜରେ ହରାଇ ଦେଇଛି। ବିରାଟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୧୩୧ ରନ୍ କରିପାରିଥିବାବେଳେ ଉତ୍ତରରେ ସନରାଇଜର୍ସ ୬ ଉଇକେଟରେ ଜିତି ଯାଇଛି। RCBର ପରାଜୟ ପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବିରାଟଙ୍କ କ୍ୟାପ୍ଟେନ୍ସିପ ଏବଂ ଟିମ୍ ଉପରେ ବଷିଁଛନ୍ତି। ସେ କହିଛନ୍ତି ପ୍ଲେ […]
ନୂଆଦିଲ୍ଲୀ: ଡକ୍ଟର୍ସ ଡେ’ ଅବସରରେ ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି…
ଗାଜିଆବାଦ: ୧୪ ମହଲାରୁ ତଳକୁ ଖସି ପଡ଼ିଲା ୪ ବର୍ଷର ଛୁଆ। ଗାଜିଆବାଦ ସିଆନି ଗେଟ୍ ଅଞ୍ଚଳର ପୋଶ୍ ସୋସାଇଟିରେ ଏହି ଦୁଃଖଦ ଘଟଣା ଘଟିଛି। ଫ୍ଲାଟ୍ର ୧୪ ମହଲାରେ ବାପାମା’ଙ୍କ ସହ ରହୁଥିବା ଏହି ଛୁଆଟି ବାଲ୍କୋନିର ତଳକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିବା ନଭନୀତ କୁମାର ନାମକ ଜଣେ ବ୍ୟକ୍ତି ପରିବାର ସହ କଲୋନୀର ୧୪ ମହଲାରେ ରୁହନ୍ତି। କିଛି କାମରେ […]
ଚିତ୍ରକୁଟ: ସ୍ୱାମୀଙ୍କ ଦୀର୍ଘଜୀବନ ଏବଂ ମଙ୍ଗଳକାମନା କରି ପତ୍ନୀ କରବାଚୌଥ କରିଥାନ୍ତି। ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲ୍ଲାର କ୍ରିଷ୍ଣାଙ୍କ ପାଇଁ କିନ୍ତୁ କରବାଚୌଥ ଥିଲା ନିଆରା। କାରଣ ଜଣେ ନୁହେଁ, ତିନି ତିନି ଜଣେ ପତ୍ନୀ ତାଙ୍କର ଦୀର୍ଘଜୀବନ କାମନା କରି ବ୍ରତ ପାଳନ କରୁଛନ୍ତି। ତିନି ପତ୍ନୀ ଏକାଠି ପୂଜା କରୁଛନ୍ତି। ଏକାଠି ଚାନ୍ଦ ଦେଖିବା ପରେ ବ୍ରତ ଭାଙ୍ଗିଛନ୍ତି। ତେବେ ପ୍ରଶ୍ନ ଉଠେ, ଗୋଟିଏ ଘରେ ତିନି ତିନି ଜଣ ପତ୍ନୀ ବର୍ଷେ ନୁହେଁ ୨ […]
ପାଣାଜୀ: ନିଜ ଜନ୍ମଦିନରେ ସମୁଦ୍ର କୂଳରେ ଉଲଗ୍ନ ହୋଇ ଦୌଡ଼ିଥିବାରୁ ବଲିଉଡ୍ ଅଭିନେତା ମିଲିନ୍ଦ ସୁମନଙ୍କ ନାରେ ଥାନାରେ ମାମଲା ରୁଜୁ। ଆଇପିସି ଧାରା ୨୯୪(ଅଶ୍ଳିଳ କାର୍ଯ୍ୟ ଏବଂ ଗୀତ) ଏବଂ ଆଇଟି ଆକ୍ଟ ଧାରା ୬୭(ଇଲେକ୍ଟ୍ରୋନିକ ଉପକରଣ ମାଧ୍ୟମରେ ଅଶ୍ଲୀଳତା ପ୍ରଚାର ଦଣ୍ଡବିଧାନ) ମିଲିନ୍ଦ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଅଶ୍ଳିଳତା ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁକୁ ନେଇ ଗୋଆ ପୋଲିସ ପକ୍ଷରୁ ସୂଚନା […]
ଥିରୁଭନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଶନିବାର କେରଳ ରାଜ୍ୟପାଳନଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଟ୍ୱିଟ୍ରରେ ରାଜ୍ୟପାଳ ଲେଖିଛନ୍ତି “ ମୁଁ କରୋନା ପଜିଟିଭି ଚିହ୍ନଟ ହୋଇଛି। ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଗତ ସପ୍ତାହରେ ଦିଲ୍ଲୀରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ, ସେମାନେ କରୋନା ଟେଷ୍ଟ କରାଇବା ସହିତ ଅନ୍ୟମାନଙ୍କ ସୁରକ୍ଷା ପାଇଁ ସତର୍କରେ ରହିବାକୁ […]
ବ୍ରାସିଲିଆ: ପ୍ରେମିକାଙ୍କ ସହ ବ୍ରେକ୍ଅପ୍ ପରେ ଜଣେ ଯୁବକ ନିଜ ସହ ନିଜେ ବିବାହ କରିଛନ୍ତି। କଥାଟା ଯେକେହିବି ଶୁଣିବେ, ତାହା ସମସ୍ତଙ୍କୁ ଅଜବ ଲାଗିବ। ନିଜେ ନିଜକୁ କେମିତି ବିବାହ କରିପାରିବେ ? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ। ବ୍ରାଜିଲ୍ରେ ଏହି ଅଜବ ଘଟିଛି। ସେଠାକାର ଲୋକାଲ୍ ରିପୋର୍ଟ ଅନୁସାରେ, ଡାକ୍ତର ଡିଗୋ ରାବେଲୋ ଓ ଭିଟୋର ବୁଏନୋ ଗତବର୍ଷ ନଭେମ୍ବରରେ ଏନ୍ଗେଜ୍ମେଣ୍ଟ୍ କରିଥିଲେ। ଗତମାସରେ ସେମାନଙ୍କର ବିବାହ ସ୍ଥିର […]
ଜିନ୍ଦ: କରୋନା ସଂକ୍ରମଣ ରୋକିବା ପାଇଁ ଔଷଧ ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥତିରେ ଓଡ଼ିଶା ସରକାର ଡିସେମ୍ବର ୩୧ ତାରିଖ ଯାଏ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଅବଶ୍ୟ କେତେକ ରାଜ୍ୟରେ ସରକାର ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ହରିଆଣାରେ ମଧ୍ୟ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ତେବେ ଦୁଃଖର କଥା, ସ୍କୁଲ ଖୋଲିବା ପରେ ପରେ କିଛି ପିଲା କରୋନା ପଜିଟିଭ ଥିବା ଜାଣିବାକୁ […]