• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

mask
ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ  ସୁସ୍ଥ ହେଲେ। ସୁସ୍ଥ ହୋଇଛନ୍ତି ୯୩୨୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା  ୪୯୧୬୭୪କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…

odisha-corona
ରେକର୍ଡ଼ ପରେ ରେକର୍ଡ଼ କରୁଛି ମହାମାରୀ: ରାଜଧାନୀ ସ୍ଥିତି ଅସମ୍ଭାଳ

ମେ ମାସ ଦେଖାଉଛି କରୋନାର ଉଗ୍ର ରୂପ। ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୨ ହଜାର ୩୯୦ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ମହାମାରୀ ନେଇଛି ୨୨ ଜୀବନ। ଖୋର୍ଦ୍ଧା ଜିଲ୍ଲା ଖାସ୍ କରି ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ସବୁଠୁ ସାଂଘାତିକ ରହିଛି

amitabh-2
ପୁଣି ବିଗ୍‌ ବି ବଢ଼ାଇଲେ ସହଯୋଗର ହାତ; ପୋଲାଣ୍ଡରୁ କିଣିଲେ ଅମ୍ଳଜାନ, ବିଏମ୍‌ସିକୁ ଦାନ କଲେ ଭେଣ୍ଟିଲେଟର

ମୁମ୍ବାଇ: କରୋନା ଭାଇରସ୍ ଏହି ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି । ଦିନକୁ ଦିନ କରୋନା ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ମଧୁମେହ, ରକ୍ତଚାପ ଏବଂ ହୃଦ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବା…

China
ଚୀନ୍‌ ଲ୍ୟାବ୍‌ରୁ ବାହାରିଥିଲା କରୋନା ? ବିଶ୍ୱର ୧୮ ବଡ଼ ବୈଜ୍ଞାନିକ କହିଲେ ଏହାକୁ ଖଣ୍ଡନ କରାଯାଇନପାରେ !

ନୂଆଦିଲ୍ଲୀ: ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କରୋନା ଭୂତାଣୁ କେଉଁଠୁ ଆସିଲା ? ଏନେଇ କାହା ପାଖରେ ଠୋସ୍‌ ପ୍ରମାଣ ନାହିଁ । ତେବେ ବିଶ୍ୱର କିଛି ବଡ଼ ବଡ଼ ବୈଜ୍ଞାନିକଙ୍କ କହିବାନୁଯାୟୀ, ଚୀନ୍‌ ଲ୍ୟାବ୍‌ରୁ କରୋନା…

Covaxin
ଆଉ ଅଭାବ ରହିବନି କୋଭାକ୍ସିନ୍‌, ୧୪ଟି ରାଜ୍ୟକୁ ସିଧାସଳଖ ଯୋଗାଣ କରୁଛି ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲାଙ୍କ ଅନୁଯାୟୀ, କମ୍ପାନୀ ମେ’ ୧ ତାରିଖରୁ ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ ୧୪ଟି ରାଜ୍ୟକୁ କୋଭିଡ-୧୯ ଟିକା ‘କୋଭାକ୍ସିନ୍‌’ ସିଧାସଳଖ ଯୋଗାଣ ଆରମ୍ଭ କରିଛି । ହାଇଦ୍ରାବାଦସ୍ଥିତ ଏହି କମ୍ପାନୀ…

BlackFungus
ବ୍ଲାକ୍‌ ପଙ୍ଗସ୍‌ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

କରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସରେ ସଂକ୍ରମିତ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି। ତେବେ ବ୍ଲାକ ଫଙ୍ଗସ ରୋଗୀଙ୍କ ପାଇଁ ଗାଇଡଲାଇନ କରିବାକୁ କମିଟି  ଗଠନ କରିଛନ୍ତି ସରକାର । ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର

rawat
କରୋନା ଭାଇରସ ଏକ ଜୀବ..ତା’ର ବି ବଞ୍ଚିବାର ଅଧିକାର ଅଛି- ଏମିତି ମନ୍ତବ୍ୟ ଦେଇ ଟ୍ରୋଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଙ୍କଟ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଭାରତର ସ୍ଥିତିକୁ ନେଇ ବିଶ୍ୱ ଚିନ୍ତିତ । ଏଠି କରୋନାକୁ କିପରି ନିୟନ୍ତ୍ରଣ କରାଯିବ, କେମିତି ଚିକିତ୍ସା ଉପକରଣ ମିଳିବ ସେ ନେଇ ସମସ୍ତେ ବ୍ୟଗ୍ର, ବ୍ୟସ୍ତ…

ଭାରତରେ ୮୫ କୋଟି ସ୍ପୁଟନିକ ଭି ଉତ୍ପାଦନ ଲକ୍ଷ୍ୟ

ନୂଆଦିଲ୍ଲୀ: ସ୍ପୁଟନିକ-ଭି’ର ସିଂହଭାଗ ଉତ୍ପାଦନ ଭାରତରେ ହିଁ ହେବ। ଏ ବର୍ଷ ଭାରତରେ ସ୍ପୁଟନିକ-ଭି’ର ୮୫ କୋଟି ଡୋଜ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ରୁଷ୍ ଡାଇରେ ଇନଭେଷ୍ଟମେଣ୍ଟ୍ ଫଣ୍ଡ୍ ସିଇଓ କିରିଲ ଦିମିତ୍ରିଭ ଏହି ସୂଚନା ଦେଇଛନ୍ତି। ଭାରତରେ ଶୁକ୍ରବାର ହାଇଦ୍ରାବାଦର…

ବରଗଛର ଔଷଧୀୟ ଗୁଣ : ଦାନ୍ତ-ଚର୍ମ-ଗଣ୍ଠି ସମସ୍ୟା ଦୂରକରେ

ଆପଣ ନିଶ୍ଚୟ ବରଗଛ ବିଷୟରେ ଅନେକ କଥା ଜାଣିଥିବେ। ଏହାର ବୈଜ୍ଞାନିକ ନାମ ହେଉଛି ଫାଇକସ୍ ବେଙ୍ଗାଲେନ୍‌ସିସ୍। ହିନ୍ଦୁ ଧର୍ମରେ ଏହି ବୃକ୍ଷ ସର୍ବଦା ସମ୍ମାନିତ ହୋଇଆସୁଛି। ଅନ୍ୟପଟେ, ଏହା ଆମର ଜାତୀୟ ବୃକ୍ଷ ଭାବରେ ମଧ୍ୟ ସ୍ୱୀକୃତିପ୍ରାପ୍ତ। ଏହା ସହିତ…

newborn corona
୨୦ ଦିନର ସଂଘର୍ଷ ପରେ କରୋନାକୁ ହରାଇଲା କଳାହାଣ୍ଡିର ନବଜାତ ଶିଶୁ

ଭୁବନେଶ୍ୱର: ରଖେ ହରି ମାରେ କିଏ ! କରୋନା ସହ ସଂଗ୍ରାମ କରି ଜିତିଲା ନବଜାତ ଶିଶୁ । ଜନ୍ମ ହେଉ ହେଉ ମହାମାରୀ ଅପଶକ୍ତି ତାକୁ ସତେ ଯେପରି ମାଡିବସିଲ।। କିନ୍ତୁ ଯେଉଁ ମହାମାରୀ ପାଇଁ ଆଜି ସାରା ଦେଶରେ…

ମଣିଷ କ’ଣ ସଂକ୍ରମିତ କରିସାରିଲାଣି ମଙ୍ଗଳକୁ, ଜାଣନ୍ତୁ…

ଗତ କିଛିବର୍ଷ ମଧ୍ୟରେ ମଙ୍ଗଳ ଅଭିଯାନ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସମ୍ପ୍ରତି ମଙ୍ଗଳ ଗ୍ରହରେ ପ୍ରୋବ, ରୋଭର ଓ ଅର୍ବିଟର୍ ସଂଖ୍ୟା ବୃଦ୍ଧି ପାଇଛି। ୟୁଏଇ ଓ ଚୀନ୍‌ର ଯାନଗୁଡ଼ିକ ମଙ୍ଗଳ ଗ୍ରହରେ ବୁଲୁଛି। ଆମେରିକାର ନାସାର ଅନେକ ରୋଭର ମଙ୍ଗଳରେ ବୁଲୁଛନ୍ତି। ବର୍ତ୍ତମାନ ଜଣେ ଅଣୁବିଶେଷଜ୍ଞ  କହିଛନ୍ତି ଯେ ପୃଥିବୀରୁ କିଛି ଅଣୁଜୀବ ମଙ୍ଗଳରେ ପହଞ୍ଚିଥିବା ଆଶଙ୍କା କରାଯାଇଛି।

kalia-money
ଚାଷୀଙ୍କ ଆକାଉଂଟ୍‌କୁ କାଳିଆ ଟଙ୍କା ଦେଲେ ରାଜ୍ୟ ସରକାର

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା। ଚାଷୀଙ୍କ ଖାତାକୁ କାଳିଆ କିସ୍ତି ଟଙ୍କା ଦେଲେ ରାଜ୍ୟ ସରକାର। ମୋଟ ୯୨୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଥିବା ସୂଚନା। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

mask-111
ବାୟୁରେ ବ୍ୟାପୁଛି କରୋନା: ସଠିକ୍‌ ଭାବରେ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ

ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ। କଟକ SCB ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି ଦେଇଛନ୍ତି ପରାମର୍ଶ। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କରୋନା ମହାମାରୀ ଭୟଙ୍କର ଭାବରେ ବଢିବାରେ ଲାଗିଛି

puri
ସଜାଗ ହେଲା ପୁରୀ ପୋଲିସ: ଏସଓପି ଉଲ୍ଲଂଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ପୁରୀ: ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର କଡା ପଦକ୍ଷେପ। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ। ଏ…

ବିଗ୍ ବି’ଙ୍କ ମହାନତା : କିଣିଲେ ୫୦ ଅକ୍ସିଜେନ କଣ୍ଟେନର୍

ମୁମ୍ବାଇ : କରୋନା ଭାଇରସ୍ ଦ୍ୱିତୀୟ ତରଙ୍ଗ ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଆଗାମୀ ଦିନରେ, କରୋନା ଏହାର ନୂତନ ରୂପ ନେଇ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟିହୋଇଛି। ମଧୁମେହ, ରକ୍ତଚାପ ଓ ହୃଦରୋଗୀଙ୍କ ଜୀବନ ପ୍ରତି କରୋନା ବିପଦ…

vaccination
ଟିକା କରଣ ପରେ ହିଁ କମିବ କରୋନା !

ଚଳିତ ବର୍ଷ ଆରମ୍ଭରେ ବ୍ରିଟେନ୍ ସମେତ ଅନ୍ୟ ୟୁରୋପୀୟ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ମାତ୍ର ଟିକାକରଣ ପରେ ପ୍ରାୟତଃ ସବୁ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି। UK, ଜର୍ମାନୀ, ଇଟାଲୀ, ଫ୍ରାନ୍ସ ସମେତ ବହୁ ଦେଶରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି।

corona-peak
ଅକ୍ସିଜେନ୍‌ ଅଭାବରୁ ଆଖି ବୁଜିଲେ ୭୪ ଜଣ କରୋନା ସଂକ୍ରମିତ

ଅକ୍ସିଜେନ୍‌ ଅଭାବରୁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାର ଗୋଆର ଏକ ବଡ କୋଭିଡ ହସ୍ପିଟାଲରେ ଗତ ୪ ଦିନରେ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି।

vaccine
କୋଭିସିଲ୍ଡର ୨ୟ ଡୋଜ୍ ଟିକା ପାଇଁ ଅନଲାଇନ ବୁକିଂ ହୋଇସାରିଥିଲେ କଣ କରିବେ, ଜାଣନ୍ତୁ

ଭୁବନେଶ୍ଵର: ବ୍ୟବଧାନ ଅବଧି ବଢ଼ିବା ପରେ କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ ଜାରି ହୋଇଛି। ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ପ୍ରଥମ ଡୋଜ୍ ନେବା ଅନୂନ୍ୟ ୮୪ ଦିନ ହୋଇନଥିଲେ ୨ୟ ଡୋଜ୍…

Market
କାଲିଠୁ ସପ୍ତାହନ୍ତ ସଟଡାଉନ୍‌, ଆଜି ମାର୍କେଟ୍‌ରେ ପ୍ରବଳ ଗହଳି କଲେ ଲୋକେ

ଆସନ୍ତାକାଲିଠୁ ସପ୍ତାହନ୍ତ ସଟଡାଉନ୍‌ ଆରମ୍ଭ ହେଉଥିବାରୁ ଆଜି ବିଭିନ୍ନ ମାର୍କେଟରେ ଦେଖିବାକୁ ମିଳିଛି ଗହଳି। ଜରୁରୀ ସାମଗ୍ରୀ ନେବା ପାଇଁ ଭିଡ଼ ଲଗାଇଥିଲେ ଲୋକେ। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି।

Bhubaneswar
ଟିକା ପାଇଁ ମାଆକୁ ଆଧାର କାର୍ଡ଼ ଦେଲା ନାହିଁ ପୁଅ, ଥାନାର ଦ୍ୱାରସ୍ଥ ହେଲେ ମାଆ

୭୦ ବର୍ଷର ମାଆକୁ ପଚାରିଲାନି ପୁଅ। କୋଭିଡ୍ ଟିକା ପାଇଁ ମାଆକୁ ଆଧାର କାର୍ଡ ଦେଲା ନାହିଁ ଓଲଟି ହିନସ୍ତା କଲା। ଶେଷରେ ପୁଅ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ମାଆ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚକେଇସିଆଣି ଅଞ୍ଚଳରେ

Modi 2
ଭାରତ ସାହସ ହରାଇବା ଭଳି ଦେଶ ନୁହେଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସାହସ ହରାଇବା ଭଳି ଦେଶ ନୁହେଁ। ଭାରତୀୟମାନେ ମଧ୍ୟ କେବେ ବି ନିଜର ସାହସ ହରାଇନାହାନ୍ତି। ଆମେ କରୋନା ବିରୋଧରେ ଲଢିବା ଏବଂ ଜିତିବା। ଆଜି ଚାଷୀଙ୍କୁ ସମ୍ବୋଧନ ବେଳେ ଏଭଳି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

dharmendra
"ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ"

ଓଡ଼ିଶାର ସବୁ ଚାଷୀ ପିଏମ୍ କିଷାନ ଯୋଜନାର ଲାଭ ପାଆନ୍ତୁ। ଓଡିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପୁନର୍ବାର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

shivraj chauhan
କରୋନାରେ ପ୍ରାଣ ହରାଇଲେ ପରିବାରକୁ ମାସକୁ ପେନସନ୍‌ ମିଳିବ ୫ ହଜାର ଟଙ୍କା

କେବଳ ଏତିକି ନୁହେଁ ପ୍ରାମଣ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ସରକାର ମାଗଣାରେ ପାଠ ପଢାଇବେ ବୋଲି ଶିବରାଜ ସିଂ ଚୌହ୍ୱାନ ଘୋଷଣା କରିଛନ୍ତି।

vaccination
ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି : ପ୍ରମାଣ ବିନା ମିଳୁନି ଦ୍ୱିତୀୟ ଡୋଜ୍

ଗଜପତି : ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗଜପତି ଜିଲ୍ଲାର କିଛି ଲୋକେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇପାରୁ ନାହାନ୍ତି।  ୫୦ ଦିନ ହେଲାଣି ସେମାନେ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ପାଇଁ ହସ୍ପିଟାଲକୁ…