ନୂଆଦିଲ୍ଲୀ: ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ଅଲମ୍ପିକ୍ସ ଟିକେଟ୍ । ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲମ୍ପିକ୍ସରେ ଭାଗ ନେବେ । ବ୍ୟାକ୍ ଷ୍ଟ୍ରୋକ୍ ଇଭେଣ୍ଟରେ ସିଧାସଳଖ ତାଙ୍କୁ ଅଲମ୍ପିକ୍ସକୁ ଏଣ୍ଟ୍ରି ମିଳିଛି । ବିଶ୍ୱବିଦ୍ୟାଳୟ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ। ନିକଟରେ ୟାମି ଟ୍ୱିଟରରେ ‘Ask Me’ session ହୋଷ୍ଟ୍ କରିଥିଲେ। ଏହି sessionରେ ଫ୍ୟାନ୍ସମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ମଧ୍ୟ ୟାମି ଦେଇଥିଲେ। ଜଣେ ଫ୍ୟାନ୍ସ ୟାମିଙ୍କୁ ପଚାରିଥିଲେ, ‘ଆପଣ କ’ଣ ଡ୍ରଗ୍ସ ନିଅନ୍ତି ? ମୁଁ ଜାଣିଛି ଓପନ୍ ପ୍ଲାଟ୍ଫର୍ମରେ ଏଭଳି ପ୍ରଶ୍ନ କରିବା ବଡ଼ ମୁର୍ଖାମୀ, କିନ୍ତୁ ଆପଣ ଯଦି ନେଉଥିବେ ଏହା ମୋ ପାଇଁ ଏକ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ହେଉଛନ୍ତି ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ। ଏ ଖବର ପାଇ ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏକଥା ଆମେ ନୁହଁ, ଗୁଗଲ୍ କହୁଛି। ଗୁଗଲ୍ରେ ରଶିଦ ଖାନଙ୍କ ପତ୍ନୀ କିଏ ବୋଲି ସର୍ଚ୍ଚ କଲେ ଉତ୍ତରରେ ଅନୁଷ୍କା ଶର୍ମା ଆସିବେ। ତେବେ ଗୁଗଲ୍ରେ ରଶିଦ୍ ଖାନ୍ଙ୍କ ପତ୍ନୀ ସ୍ଥାନରେ କାହିଁକି ଅନୁଷ୍କା ଶର୍ମାଙ୍କ ନାଁ ଆସୁଛି। ଏ ପୁରା ମାମଲା ୨୦୧୮ରୁ ଆରମ୍ଭ ହୋଇଥିଲା। ବାସ୍ତବରେ ପ୍ରଶଂସକଙ୍କ ସହ […]
ବକ୍ସର: ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି। ହାଥରସ ନିଆଁରେ ସାରା ଦେଶ ଏବେ ଜଳୁଥିବାବେଳେ ସେମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି ବିହାରରେ। ଜଣେ ଦଳିତ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରେ ତାଙ୍କୁ କେନାଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏଥିସହିତ ତାଙ୍କର ୫ ବର୍ଷର ସନ୍ତାନକୁ ମଧ୍ୟ ପାଣିକୁ ଫିଙ୍ଗି ଦେଇଛନ୍ତି। ଶିଶୁ ସନ୍ତାନକୁ ପାଣିରୁ ମୃତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିବାବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି […]
ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨ଟି ସ୍ପେଶାଲ୍ ସ୍କିମ୍ ଘୋଷଣା କରିଛନ୍ତି। ଗୋଟିଏ ହେଲା-Leave Travel Concession ସମ୍ବନ୍ଧୀୟ କ୍ୟାସ୍ ଭାଉଚର୍ ଓ ଅନ୍ୟଟି ହେଲା-ଫେଷ୍ଟିଭାଲ୍ ଆଡଭାନ୍ସ। ବିନା ସୁଧରେ ୧୦ ହଜାର ଟଙ୍କା ଫେଷ୍ଟିଭାଲ ଆଡଭାନ୍ସ ନେଇ ପାରିବେ କର୍ମଚାରୀ। ଏହି ଟଙ୍କା ୧୦ଟି କିସ୍ତିରେ ପଇଠ କରିବାକୁ ସୁଯୋଗ ଦିଆଯିବ। କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକକାଳୀନ ଫେଷ୍ଟିଭାଲ ଆଡଭାନ୍ସ ଦେବା ଦ୍ୱାରା ୪ ହଜାର କୋଟି ଖର୍ଚ୍ଚହେବ। […]
ନୂଆଦିଲ୍ଲୀ: ଭାରତରେ ଅନେକ ମନ୍ଦିର ଅଛି ଯାହାର ନିଜସ୍ୱ ବିଶେଷତ୍ତ୍ୱ ରହିଛି। ଅନେକ ମନ୍ଦିର ସେମାନଙ୍କର ଚମତ୍କାର ଶକ୍ତି ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏମିତି ଏକ ମନ୍ଦିର ମଧ୍ୟପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ବିଶେଷତ୍ତ୍ୱ ହେଉଛି, ଏଠି ତେଲରେ ନୁହେଁ ପାଣିରେ ଦୀପ ଜଳୁଛି। ଏହି ଦେବୀ ମନ୍ଦିର କାଲିସିନ୍ଧ ନଦୀ କୂଳରେ ଅବସ୍ଥିତ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୯ବର୍ଷ ହେବ ଏହି ମନ୍ଦିରରେ ଏମିତି ପାଣିରେ […]
ମୁମ୍ବାଇ: ଟାଟା ବିଦ୍ୟୁତ ଯୋଗାଣ ସଂସ୍ଥା ଦ୍ୱାରା ବିଦ୍ୟୁତ ସରବରାହରେ ବାଧା ଉପୁଜିବାରୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି ମୁମ୍ବାଇ ବାସିନ୍ଦା। ଥାନେ, ପୁଣେ ସମେତ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏମିତିକି ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଅନେକ ଲୋକାଲ ଟ୍ରେନ ଅଟକି ରହିଛି। ଆଜି ଦିନ ୧୦ଟାରୁ ସମସ୍ତ ଷ୍ଟେସନରେ ଟ୍ରେନ ଗୁଡ଼ିକ ଅଟକି ରହିଥିବାବେଳେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। […]
ନୂଆଦିଲ୍ଲୀ: ରାଜମାତା ବିଜୟ ରାଜେ ସିନ୍ଧିଆଙ୍କ ସ୍ମୃତିରେ ଉନ୍ମୋଚିତ ହେଲା ୧୦୦ ଟଙ୍କିଆ ମୁଦ୍ରା। ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଉନ୍ମୋଚନ ହୋଇଛି। ରାଜମାତା ସିନ୍ଧିଆ ଗରିବ ଲୋକଙ୍କ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଲୋକ ପ୍ରତିନିଧି ହେବାର ମାନେ ଖାଲି ରାଜଗାଦିରେ ବସିବା ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ହୋଇଥାଏ ବୋଲି ଏହା ସେ ପ୍ରମାଣିତ […]
ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆ କଲମ୍ବୋରେ ଆଜିଠାରୁ ଆଭ୍ୟାସ ଆରମ୍ଭ କରିଛି । କ୍ୱାରେଣ୍ଟାଇନ୍ ସମୟ ଶେଷ ହେବା ପରେ ପ୍ରଥମ ଥର ପାଇଁ ଅଭ୍ୟାସ କରିଛନ୍ତି ଶିଖର ଧଓ୍ୱନ ନେତୃତ୍ୱାଧୀନ ଭାରତୀୟ ଦଳ । ଓ୍ୱାନ୍ଡେ ଓ…
ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଏଥର ଅର୍ଥନୀତି ପାଇଁ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଆମେରିକାର ପଲ୍ ମିଲଗ୍ରମ୍ ଓ ରବର୍ଟ ଉଇଲସନଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବ। ନିଲାମୀ ପ୍ରକ୍ରିୟାର ନୂଆ ଫର୍ମାଟ୍ ପାଇଁ ଏହି ଦୁଇ ଅର୍ଥନୀତି ବିଶାରଦଙ୍କୁ ନୋବେଲ ପୁରସ୍କାର ଦେବାରୁ ମନୋନୀତ କରାଯାଇଛି। ଶାନ୍ତି: ୱାର୍ଲଡ ଫୁଡ୍ ପ୍ରୋଗ୍ରାମ୍କୁ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। କ୍ଷୁଧା ବିରୋଧରେ ଲଢ଼େଇ […]
କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ୱନ କରୁଛନ୍ତି। ନିଜର ଜୀବନଶୈଳୀ ବଦଳାଉଛନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କରୋନା କବଳରୁ ବର୍ତ୍ତିବା ପାଇଁ ଲୋକେ ପାଳଭୂତର ସାହାଯ୍ୟ ନେଇଛନ୍ତି। ବିଜ୍ଞାନ ଯୁଗରେ ଏହା ଅନ୍ଧ ବିଶ୍ୱାସ ବୋଲି ଲାଗେ। କିନ୍ତୁ କାମ୍ୱୋଡିଆରେ ଲୋକମାନଙ୍କର ଧାରଣା ପାଳଭୂତ ହିଁ କରୋନାରୁ ସେମାନଙ୍କୁ ରକ୍ଷା କରିପାରିବ ଓ ରକ୍ଷା କରୁଛି ମଧ୍ୟ। ଏହି ପାଳଭୂତକୁ ଇଂରାଜୀରେ ସ୍କେଆରକ୍ରୋ ଓ କାମ୍ୱୋଡିଆର ଖେମର୍ ଭାଷାରେ […]
ନୂଆଦିଲ୍ଲୀ: ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ୬୮ବର୍ଷୀୟ ବୃଦ୍ଧା ଉଚ୍ଚ ପାହାଡକୁ ଅତି ସହଜରେ ଚଢିଯାଉଛନ୍ତି। ନାସିକର ହରିହର ପାହାଡ ଉପରକୁ ମହିଳା ଜଣଙ୍କ ଚଢୁଛନ୍ତି। ପାହାଡରେ ଥିବା ପାହାଚ ବେଶ୍ ଅସୁରକ୍ଷିତ କିନ୍ତୁ ମହିଳା ଜଣଙ୍କ ଆଦୌ ଭୟ ନକରି ଏହି ପାହାଡ ଉପରକୁ ଚଢିଯାଉଥିବା ଦେଖିବାକୁ ମିଳିଛି। ମହିଳାଙ୍କ ସାହସ ଦେଖି ଆଖ ପାଖରେ ଥିବା ଲୋକମାନେ ତାଳି ମାରି ତାଙ୍କର ସ୍ୱାଗତ କରିଛନ୍ତି। ଭିଡିଓରେ ଦେଖିବାକୁ […]
ନୂଆଦିଲ୍ଲୀ: ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଲେ ଖୁସ୍ବୁ। ଅଭିନେତ୍ରୀରୁ ନେତ୍ରୀ ବନିଥିବା ଏବଂ ଏକଦା ତାମିଲନାଡୁ କଂଗ୍ରେସର ମୁଖପାତ୍ର ଥିବା ଖୁସବୁ ସୁନ୍ଦର କଂଗ୍ରେସ ଛାଡ଼ିବାର ମାତ୍ର କେଇ ଘଣ୍ଟା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ଖୁସ୍ବୁ ଦଳ ଛାଡ଼ି ବିଜେପିରେ ଯୋଗ ଦେବା ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଏପରିକି ଖୁସ୍ବୁ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତିକୁ ସ୍ବାଗତ କରି ମନ୍ତବ୍ୟ […]
ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ ମୁକୁଳିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା INLD ନେତା ଓମ୍ ପ୍ରକାଶ ଚୌତାଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ସ୍କାମରେ ଦଣ୍ଡ ପାଇ ସେ ଜେଲରେ ଥିଲେ । ଦଣ୍ଡର ଅବଧି ଶେଷ ହେବା ପରେ…
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଟିକା ପାଇଁ ବିଭିନ୍ନ ଦେଶରେ ପରୀକ୍ଷଣ ଚାଲିଛି। ଆମେରିକାରେ କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍ସନ ଆଣ୍ଡ ଜନ୍ସନକୁ ଲାଗିଛି ଧକ୍କା। ପରିସ୍ଥିତିକୁ ଦେଖି ପରୀକ୍ଷଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପ୍ରସ୍ତୁତ କରିଥିବା ଟିକାର ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିଲା। ଏହି ପରୀକ୍ଷଣ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ […]