ମୁମ୍ବାଇ: ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ୍ ହାଜତକୁ ନିଆଯାଇଛି । ଆଜି ସକାଳୁ ତାଙ୍କୁ ଆଲିବଗ୍ ଜିଲ୍ଲା ପରିଷଦ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ ସେଣ୍ଟରରୁ ନଭି ମୁମ୍ବାଇର ତାଲୋଜା ସେଣ୍ଟ୍ରାଲ୍ ଜେଲକୁ ନିଆଯାଇଛି । ଗତ ୪ ତାରିଖରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କୁ ୧୪ ଦିନିଆ ହେପାଜତକୁ ପଠାଯାଇଥିଲା। ତେବେ ଗିରଫ ପରେ କରୋନା ଦୃଷ୍ଟିରୁ ତାଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ […]
ମୁମ୍ବାଇ: ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍ ପ୍ରଯୋଜକ ପିରୋଜ୍ ଏ. ନାଦିୱାଦ୍ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା NCB । ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତଲାସି ଅଭିଯାନ ଚାଲିଥିବା ସୂଚନା ମିଳିଛି। ଡ୍ରଗ୍ସ କାରବାର ମାମଲାରେ ଯାଞ୍ଚ ଚାଲିଥିବା ବେଳେ ଅଟକ ଥିବା ଅଭିଯୁକ୍ତଙ୍କ ପାଖରୁ ପ୍ରଯୋଜକଙ୍କ ନାଁ କୁହାଯାଇଥିଲା। ଯାହାପରେ ପ୍ରଯୋଜକଙ୍କ ଘରେ ରେଡ୍ କରିଛି ଏନ୍ସିବି। ପିରୋଜ୍ ଏ. ନାଦିୱାଦ୍ୱାଲା ବଲିଉଡ୍ରେ ଜଣେ ଖ୍ୟାତନାମା […]
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି। ସୋଶାଲ ମିଡିଆରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ନିଜ ମତ ରଖି ବେଶ ଚର୍ଚ୍ଚାକୁ ଆସିଥାନ୍ତି ଅମିତାଭ। ଏଥିସହିତ ନିଜର ଦିନଚର୍ଯ୍ୟା ବିଷୟରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଥାନ୍ତି। ଅମିତାଭ ତାଙ୍କ ଦିନଚର୍ଯ୍ୟାକୁ ନେଇ ଏକ ଖୁଲାସା କରିଛନ୍ତି। କହିଛନ୍ତି ସେ ଦିନକୁ ୧୫ରୁ ୧୭ ଘଣ୍ଟା କାମ କରେ। ସେ ନିଜର ଏକ ଫଟୋ ସୋଶାଲ ମିଡିଆରେ ଶେୟାର କରି […]
ଶ୍ରୀନଗର: ରବିବାର ସୀମାରେ ଆତଙ୍କବାଦୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୩ ଯବାନ ସହିଦ ହୋଇଛନ୍ତି। ଜାମ୍ମୁ ଓ କାଶ୍ମୀର କୁପୱାରା ଜିଲ୍ଲାର କେରନ୍ ସେକ୍ଟର ଏଲ୍ଓସିରେ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆତଙ୍କଦାଦୀ ସହିତ ଯବାନଙ୍କର ମୁକାବିଲା ହୋଇଥିଲା। ଏଥିରେ ଦୁଇ ଆର୍ମି ଯବାନଙ୍କ ସହିତ ଜଣେ ବିଏସ୍ଏଫ୍ ଯବାନ ସହିଦ ହୋଇଛନ୍ତି। ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିବା ପାଇଁ ଅପରେସନ ଜାରି ରଖିଛି ସେନା। […]
ନିୱାଡ଼ି: ମଧ୍ୟପ୍ରଦେଶର ନିୱାଡ଼ି ଜିଲ୍ଲାରେ ଗତ ବୁଧବାର ୨୦୦ ଫୁଟ୍ର ଏକ ବୋରୱେଲ୍ରେ ୫ ବର୍ଷର ଗୋଟିଏ ଶିଶୁ ଗଳିପଡ଼ିଥିଲା। ଶିଶୁଟିକୁ ଉଦ୍ଧାର କରାଯିବା ପାଇଁ ରେସ୍କ୍ୟୁ ଅପରେସନ କରାଯାଇଥିଲା। ହେଲେ ଏହି ଅପରେସନ ସଫଳ ହୋଇପାରିନାହିଁ। ୯୦ ଘଣ୍ଟାର ପରିଶ୍ରମ ପରେ ବି ଶିଶୁଟିକୁ ଜୀବନ୍ତ ଉଦ୍ଧାର କରାଯାଇପାରି ନାହିଁ। ଘଟଣା ମୁତାବକ ବୁଧବାର ସକାଳ ୯ଟା ସମୟରେ ନୱାଡ଼ି ଜିଲ୍ଲାର ପୃଥ୍ୱୀପୁର ଗ୍ରାମରେ ଥିବା ଏକ ଖୋଲା ବୋରୱେଲ୍ରେ ପ୍ରହଲ୍ଲାଦ ନାମକ ଏକ ୫ […]
ପୋଲିସ ଏନକାଉଣ୍ଟରରେ ଜଣେ ହାର୍ଡ କୋର ମାଓବାଦୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରୁ ଅତ୍ୟାଧୁନିକ ଓ୍ୱାକିଟକି ସହ ବନ୍ଧୁକ ଜବତ ହୋଇଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ଏଲନଗନାର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି
ନୂଆଦିଲୀ: ଡେନ୍ମାର୍କ ଓ ଆମେରିକା ଭଳି ୬ଟି ରାଷ୍ଟ୍ରରୁ ମିଙ୍କ୍ (ନେଉଳ ଜାତୀୟ ଜୀବ) ଫାର୍ମରୁ ଏକ ନୂଆ ପ୍ରକାରର କରୋନା ଭାଇରସ୍ ବ୍ୟାପୁଛି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗୁଣସୂତ୍ରରେ ପରିବର୍ତ୍ତନ ହେଇ ଏହି ନୂଆ ପ୍ରକାରର ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି। ଗବେଷକମାନେ ଏହାର ନାଁ ଦେଇଛନ୍ତି କ୍ଲଷ୍ଟର-୫ । ଡେନ୍ମାର୍କ ଓ ଆମେରିକା ସହିତ ଇଟାଲୀ, ନେଦର୍ଲ୍ୟାଣ୍ଡ, ସ୍ପେନ୍ ଓ ସ୍ୱିଡେନ୍ରେ ମିଙ୍କ୍ […]
ଝିଅ ଜନ୍ମ ହେଲେ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ କି ଖୁବ୍ ଖୁସି ହୋଇଥାନ୍ତି। କିନ୍ତୁ ଆଉ କିଛି ଲୋକ ଝିଅ ହେଲେ ତାକୁ ଜୀବନର ବଡ଼ ଦୁଃଖ ଭାବି ନିଅନ୍ତି। ସେମାନେ ପୁଅ ମାନଙ୍କୁ ଯେତିକି ଗୁରୁତ୍ୱ ଦିଅନ୍ତି ତା ତୁଳନାରେ ଝିଅଙ୍କୁ ଦିଅନ୍ତି ନାହିଁ। ଝିଅଙ୍କୁ ସେମାନେ ବୋଝ ବୋଲି ମନେ କରନ୍ତି। କିନ୍ତୁ ମିଚିଗାନ୍ର ଏକ ଦମ୍ପତି, ପ୍ରାୟ ତିନି ଦଶନ୍ଧି ପରେ ଏବଂ ୧୪ଟି ପୁଅ ଜନ୍ମ ହୋଇସାରିବା ପରେ […]
କୋଲକାତା : ମୋଦିଙ୍କୁ ଆମ୍ବ ପଠାଇଲେ ଦିଦି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହ ତିକ୍ତତା ସତ୍ତ୍ୱେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମ୍ବ ପଠାଇଛନ୍ତି । ପଶ୍ଚିମବଙ୍ଗରେ ମିଳୁଥିବା ବିଭିନ୍ନ କିସମର ଆମ୍ବ ମଧ୍ୟରୁ ଶ୍ରେଷ୍ଠ ଆମ୍ବ ମୋଦିଙ୍କ…
ସିମଲା: ସ୍କୁଲ୍ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହିତ ୨୫ ସ୍କୁଲ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସୋଝା ଥିବା ତିବେତାନ ଚିଲ୍ଡ୍ରେନ୍ ଭିଲେଜ(TCV) ସ୍କୁଲ୍ରେ ଏଭଳି ଘଟଣା ଘଟିଛି। ଆକ୍ରାନ୍ତ ହୋଇଥିବା ୬୭ ସ୍କୁଲ୍ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ୪୭ ବାଳିକା ଥିବା ବେଳେ ୨୦ ଜଣ ବାଳକ ରହିଛନ୍ତି। ହିମାଚଳ ସରକାରଙ୍କ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ପ୍ରତିକାର ସ୍ୱରୂପ ସ୍କୁଲ୍ ପିଲା ଓ କର୍ମଚାରୀମାନଙ୍କର କରୋନା ଟେଷ୍ଟ କରିବା […]
ହାଇଦ୍ରାବାଦ: ଯାତ୍ରୀଙ୍କୁ ଭୁଆଁ ବୁଲାଇ ବିମାନରେ ଉଡୁଥିଲେ। ଯାତ୍ରୀଙ୍କୁ ଠକି ବିମାନରେ ବୁଲୁଥିଲେ ୨୧ ବର୍ଷିୟ ଯୁବକ। ଏହି ଘଟଣା ଘଟିଛି ଆନ୍ଦ୍ରପ୍ରଦେଶ ଗୁନ୍ତୁର ଜିଲ୍ଲାରେ। ଏପରି କାମ ସେ କାହିଁକି କରନ୍ତି, ଏକଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣଙ୍କ ନାଁ ହେଉଛି ମାଡେଲା ଭେଙ୍କଟ ଦିନେଶ କୁମାର। ପ୍ଲାଇଟ୍ରେ ବସି ଚାରିଆଡେ ବୁଲିବାକୁ ଯିବାକୁ ତାଙ୍କର ଇଚ୍ଛା ରହିଥାଏ। କିନ୍ତୁ ଯେତେବେଳେ ସେ ବାହାରକୁ ବୁଲିବାକୁ ଯାଆନ୍ତି, ତେବେ ସେ ପାଠ ପଢିବାକୁ ସାଙ୍ଗମାନଙ୍କ […]
ନୟାଗଡ଼ ଜିଲ୍ଲା ମହୀତମା ଗାଁର ଯୁକ୍ତ ଦୁଇ ଛାତ୍ର ପ୍ରୀତମ୍ କୁମାର ପାତ୍ର ତିଆରି କରିଛନ୍ତି ବ୍ୟାଟେରୀ ଚାଳିତ ସାଇକେଲ। ଏହି ସାଇକେଲ ଚଳାଇବାକୁ ନା ପେଡାଲ ମାରିବାକୁ ପଡ଼ିବ ନା ଭରିବାକୁ ପଡ଼ିବ ପେଟ୍ରୋଲ। ଘରେ ମାତ୍ର ଘଣ୍ଟାଏ କି ଦୁଇଘଣ୍ଟା ଚାର୍ଜ କଲେ ତିନିରୁ ଛଅ କିଲୋମିଟର ଯାଏ ଗଡ଼ିବ ଏହି ସାଇକେଲ। କେବଳ ସେତିକି ନୁହେଁ ଏହି ସାଇକେଲରେ ମୋବାଇଲ ଚାର୍ଜିଙ୍ଗ, ବ୍ଲୁ- ଟୁଥ ପଏଣ୍ଟ, ମ୍ୟୁଜିକ ସିଷ୍ଟମ, ଲାଇଟ ଓ ହର୍ଣ୍ଣ […]
ଆବୁ ଧାବି: ଚଳିତ ଆଇପିଏଲ୍ର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆବୁ ଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପ୍ରଥମେ ଟସ୍ ଜିତି ଦିଲ୍ଲୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୮୯ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ହାଇଦ୍ରାବାଦ ୧୯୦ ରନ୍ର […]
ସୁନାର ପୋର୍ଟେଟ୍ ତିଆରି କରିଛନ୍ତି ଧନରାଜ ସାଗର ଶେଲକେ । ୨୪ କ୍ୟାରେଟ୍ ଗୋଲ୍ଡ ପ୍ଲେଟିଂରେ ସ୍ୱାମୀଙ୍କ ସହ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ସଲମାନ୍ ଖାନ୍ଙ୍କ ବାପାଙ୍କ ସହ ପ୍ରସ୍ତୁତ ହୋଇଥିବା ଅଏଲ ପୋର୍ଟେଟ୍ସ ଏବେ ଫିଲ୍ମ ଜଗତରେ ବେସ୍ ପ୍ରଂଶସା ସାଉଁଟୁଛି ।
ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ଆଜି ରିଲିଜ୍ ହେବ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ଲକ୍ଷ୍ମୀ’। ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଏଥର ଏକ ଭିନ୍ନ ଚରିତ୍ର ଓ ଲୁକ୍ରେ ଦେଖିବାକୁ ମିଳିବ। ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ। ଫିଲ୍ମରେ ରହିଛି କମେଡି, ଆକ୍ସନ୍, ଥିଲର୍ ଏବଂ ସସ୍ପେନ୍ସ। ଏବେ ବି ଅନେକ ରାଜ୍ୟରେ ସିନେମା ହଲ୍ ଖୋଲି […]
ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଜଳାଇ ଆଳତି କରିଥାଉ। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଘରେ ସକରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା, ଘରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା କେଉଁ ସବୁ ଉପକାର ମିଳିଥାଏ। କର୍ପୂର ଜଳାଇ […]