• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

1
ଅନାବିଳ ବନ୍ଧୁତ୍ୱର ନିଆରା ଉଦାହରଣ ମୋରିସ୍‌-ଚାମ୍ପି

ଇଣ୍ଟରନେଟ୍‌ରେ ଆପଣ ଅନାବିଳ ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିବାକୁ ପାଉଥିବେ।  ହେଲେ ଏମାନଙ୍କ ବନ୍ଧୁତା କିନ୍ତୁ ନିଆରା।  ଏମାନେ ଗୋଟିଏ ରକ୍ତର ନୁହଁନ୍ତି କିମ୍ବା ଗୋଟିଏ ପ୍ରଜାତିର ନୁହଁନ୍ତି । ହେଲେ ମନ ଯେମିତି ଗୋଟିଏ। ପରସ୍ପରର ସୁଖଦୁଃଖକୁ ସେମାନେ ବୁଝିପାରନ୍ତି। ଆବଶ୍ୟକତାକୁ ଅନୁଭବ କରିପାରନ୍ତି। ହଁ, ଆମେ ଏଠି କହୁଛୁ ଦୁଇ ବନ୍ଧୁ ମୋରିସ୍‌ ଏବଂ ଚାମ୍ପିଙ୍କ କାହାଣୀ। ଏମାନେ ମଣିଷ ନୁହଁନ୍ତି ସତ, ମଣିଷଠାରୁ ବନ୍ଧୁତ୍ୱର ମୂଲ୍ୟକୁ ଯେମିତି ଅଧିକ ବୁଝି ପାରିଛନ୍ତି। ଫଟୋରେ […]

ncb
ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଗିରଫ ହେଲେ ପ୍ରଡ୍ୟୁସର୍‌ଙ୍କ ପତ୍ନୀ

ମୁମ୍ବାଇ: କିଛି ଦିନରେ ବ୍ୟବଧାନ ପରେ ପୁଣି ଆକ୍ସନ ମୁଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB)। ଗତକାଲି ବଲିଉଡ୍‌ ପ୍ରଡ୍ୟୁସର୍‌ (ପ୍ରଯୋଜକ) ଫିରୋଜ ନାଦିଆଦୱାଲାଙ୍କ ପତ୍ନୀଙ୍କୁ ଏନ୍‌ସିବି ଗିରଫ କରିଛି। ରେଡ୍‌ ସମୟରେ ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରୁ ୧୦ ଗ୍ରାମ marijuana ଗଞ୍ଜେଇ ଜବତ କରାଯାଇଛି। NDPS ଆକ୍ଟ ଅଧିନରେ ଫିରୋଜଙ୍କ ପତ୍ନୀଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି। କିଛି ଦିନ ତଳେ ଅନ୍ୟ ଏକ ଡ୍ରଗ୍ ବେପାରୀଙ୍କୁ ଗିରଫ ପରେ କିଛି ବଲିଉଡ୍ ସେଲିବ୍ରିଟିଙ୍କ ନାଁ ପୁଣି […]

ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଚର୍ଚ୍ଚାରେ ଏହି ବିଜେପି ନେତା

ସୁରତ: ଗୁଜରାଟ ବିଜେପି ସଭାପତି ସି ଆର୍‌ ପାଟିଲ ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଏବେ ଚର୍ଚ୍ଚାରେ। ସୁରତରେ ଜୈନ ସମାଜ ପକ୍ଷରୁ ଆୟୋଜିତ “Rajat Tula” କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଏହି ରୂପା ଦାନ କରିଥିଲେ ସି ଆର୍‌ ପାଟିଲ। ଏଥିପାଇଁ ତାଙ୍କୁ ନିକିତିର ଗୋଟିଏ ପାର୍ଶ୍ୱରେ ବସାଯାଇଥିବା ବେଳେ ଅପରପାର୍ଶ୍ୱରେ ସେତିକି ଓଜନର ରୂପା ରଖାଯାଇଥିଲା। ପାଟିଲଙ୍କ ନିଜ ଓଜନ ୯୬ କିଲୋ ହୋଇ ଥିବାବେଳେ ସେ ୧୦୧ […]

online fraud
ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି ନେଇଗଲେ ୯ ଲକ୍ଷ ଟଙ୍କା

ନାଗପୁର: ପ୍ରଥମେ ପ୍ରଲୋଭନ, ତା’ପରେ ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି କ୍ଷଣିକ ଭିତରେ ନେଇଗଲେ ୯ ଲକ୍ଷ ଟଙ୍କା। ଏମିତି କିଛି ଅନ୍‌ଲାଇନ୍‌ ଠକାମିର ଶିକାର ହୋଇଛନ୍ତି ନାଗପୁରର ଅଶୋକ ମନ୍‌ୱାଟେ। ଠକ ଜଣକ ଅଶୋକଙ୍କ ନାବାଳକ ପୁଅକୁ ବାପାଙ୍କ ଫୋନ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି ବ୍ୟାଙ୍କ୍‌ ଆକାଉଣ୍ଟରୁ ୮ ଲକ୍ଷ ୯୫ ହଜାର ଟଙ୍କା ଗାଏବ କରି ନେଇଥିବା ଅଭିଯୋଗ ହୋଇଛି। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।ଏ ନେଇ ଅଶୋକ ପୋଲିସ୍‌ରେ […]

malania
ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡ଼ିବେ ପତ୍ନୀ ମେଲାନିଆ

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ପରେ ପୁଣି ଏକ ସମସ୍ୟାରେ ଫଶି ଯାଇଛନ୍ତି ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ରାଜନୈତିକ କ୍ୟାରିୟରରେ ଏକ ବଡ ବିଫଳତାକୁ ସାମ୍ନା କରିବା ପରେ ପାରିବାରିକ ସମସ୍ୟା ଏବେ ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏକ ଖବରରୁ ଜଣାଯାଇଛି, ପତ୍ନୀ ମେଲାନିଆ ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡୁଛନ୍ତି। ଟ୍ରମ୍ପ ପ୍ରଶାସନର ଜଣେ ପୂର୍ବତନ ସହଯୋଗୀଙ୍କ କହିବା ଅନୁଯାୟୀ, ମେଲାନିଆ  ଅପେକ୍ଷା କରିଛନ୍ତି, […]

crackers
ଆଜି ମଧ୍ୟ ରାତ୍ରରୁ ଏହି ସ୍ଥାନରେ ବାଣ ଫୁଟାଇବା ଓ ବିକ୍ରି ବ୍ୟାନ୍‌

ନୂଆଦିଲ୍ଲୀ: ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (NGT) ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ପ୍ରତିବନ୍ଧକ ଲଗାଯାଇଛି। ଯେଉଁ ସହରରେ ପ୍ରଦୂଷଣ ସ୍ତର ମଧ୍ୟମ ସେଠାରେ କେବଳ ସବୁଜ ବାଣ ବିକ୍ରି ହୋଇପାରିବ। ସେଠାରେ ମାତ୍ର ଦୁଇ ଘଣ୍ଟା ପାଇଁ ସବୁଜ ବାଣ ବିକ୍ରି ଓ ଫୁଟାଯାଇ […]

ଆସୁଛି ଆଲୋକର ପର୍ବ ଦୀପାବଳି ; ଲକ୍ଷ୍ମୀଙ୍କ ସହ ଆଉ କାହାକୁ ପୂଜା କରିବେ, ଜାଣନ୍ତୁ

ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ। ପ୍ରତିବର୍ଷ ଅକ୍ଟୋବର ବା ନଭେମ୍ୱର ମାସରେ ପଡ଼ିଥାଏ ଏହି ପର୍ବ। ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଏହି ଦିନ ଲୋକ ନିଜ ନିଜ ଘରକୁ ଆଲୋକରେ ସଜାଇବା ସହିତ ଧନ ଦାତ୍ରୀ ମା’ ଲକ୍ଷ୍ମୀ ଏବଂ ଗୌରୀ ପୁତ୍ର ଭଗବାନ ଗଣେଶଙ୍କର ପୂଜା କରିଥାନ୍ତି। ଭାରତ ଛଡ଼ା ଏହି ପର୍ବକୁ ଅନ୍ୟ କିଛି […]

ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ଘର ରେଡ୍‌ କଲା ଏନ୍‌ସିବି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ମୁମ୍ବାଇ ସ୍ଥିତ ଅନ୍ଧେରୀ ଓ ବାନ୍ଦ୍ରା ବାସଭବନରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଚଢ଼ଉ କରିଛି। ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ଆଜି ଅର୍ଜୁନଙ୍କ ବାସଭବନରେ ରେଡ୍‌ କରିଥିବା ସୂଚନା ମିଳିଛି।  ଗତକାଲି ଏନ୍‌ସିବି ଅର୍ଜୁନଙ୍କ ଡ୍ରାଇଭରଙ୍କୁ ଉଠାଇ ନେଇଥିଲା। ଏହା ପୂର୍ବରୁ NCB ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇ ଆଜିସିଆଲୋସ୍ ଡେମେଟ୍ରିଆଡିସ୍‌ଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ଜାମିନ ମିଳି ଯାଇଥିଲା। ତିନି ଦିନ […]

gold 1
ଦୀପାବଳି ପୂର୍ବରୁ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି କାରବାର ଆରମ୍ଭରୁ Multi Commodity Exchange(MCX)ରେ ୦.୧୬% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୨ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୮% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୫,୮୮୦ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୩୦ଟଙ୍କା ଥିବାବେଳେ ରୂପା ଦର […]

4
ଦିଲ୍ଲୀରେ କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା?

ନୂଆଦିଲ୍ଲୀ: ସାରା ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି। କିନ୍ତୁ ଦିଲ୍ଲୀରେ କରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି। ଦିଲ୍ଲୀ ସରକାରଙ୍କ କହିବା ମୁତାବକ ଏବେ ରାଜଧାନୀରେ କରୋନା ଭାଇରସ୍‌ର ତୃତୀୟ ଲହରୀ ଚାଲିଛି। ପ୍ରତ୍ୟେକ ଦିନ ୭ ହଜାରରୁ ଅଧିକ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି। ଏହାଛଡ଼ା ବାୟୁ ପ୍ରଦୂଷଣ ଏବଂ କୋଭିଡ୍‌ରେ ବଢ଼ୁଥିବା ଆକ୍ରାନ୍ତଙ୍କ କାରଣରୁ ଦିଲ୍ଲୀ ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ବଢ଼ୁଥିବା କରୋନା ସଂଖ୍ୟାକୁ […]

cow
ପ୍ରଦୁଷଣମୁକ୍ତ ପରିବେଶ ପାଇଁ ଓଡ଼ିଆ ଯୁବକଙ୍କ ନିଆରା ପଦକ୍ଷେପ, ଗାଈ ଗୋବରରୁ ତିଆରି କଲେ ଦୀପ

ଭୁବନେଶ୍ୱର: ବାୟୁ ପ୍ରଦୁଷଣ ଏବେ ଦେଶ ପାଇଁ ଚିନ୍ତାର କାରଣା ଦେଶର ପ୍ରମୁଖ ସହର ରାଜଧାନୀ ଦିଲ୍ଲୀ କିଭଳି ବିଷ ବଳୟରେ ରହିଛି ତାହା କାହାକୁ ବା ଅଜଣା। ଏହି ସ୍ଥିତି ଆହୁରି ଗମ୍ଭୀର ହୋଇଯାଏ, ଯେତେବେଳେ ଦୀପାବଳି ଆସୋ କିଛି ସମୟର ମୁହୂର୍ତ୍ତ ସିନା ଆମକୁ ଖୁସି ଦିଏ, କିନ୍ତୁ ପର ସମୟରେ ତାହା ଭୟଙ୍କର ରୂପ ଧାରଣ କରିଥାଏା ଏଭଳି ସ୍ଥିତିରେ ଦୀପାବଳିକୁ ଶାନ୍ତି ଓ ସୁରକ୍ଷିତ ତଥା ପ୍ରଦୁଷଣମୁକ୍ତ ପାଳନ କରିବା ପାଇଁ […]

biden
କେବଳ କମ୍‌ଲା ନୁହଁନ୍ତି, ବାଇଡେନଙ୍କର ମଧ୍ୟ ରହିଛି ଭାରତ ଲିଙ୍କ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ଭାରତ ପ୍ରତି ତାଙ୍କର ମନୋଭାବ କିପରି ରହିବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଜୋ ବାଇଡେନଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରୁ ଆମେ ନିଶ୍ଚିନ୍ତ ହୋଇ ପାରିବା ଯେ, ଭାରତ ପ୍ରତି ବାଇଡେନଙ୍କ ମନୋଭାବ ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏଠି କହିରଖିବୁ, ଭାରତ ସହ ବିଶେଷ କରି ଚେନ୍ନାଇ ସହ ବାଇଡେନଙ୍କ ସମ୍ପର୍କ ପୂର୍ବରୁ ରହିଛି। କମଲା ହାରିସଙ୍କ ଭାରତ  […]

arnab-goswami
ଅର୍ଣ୍ଣବଙ୍କ ଜାମିନ ଆବେଦନ ନାମଞ୍ଜୁର କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ଆଜି ଏହି ଶୁଣାଣି କରିଥିଲେ। ଅର୍ଣ୍ଣବଙ୍କ ପକ୍ଷରୁ ଆଡଭୋକେଟ ହରିଶ ସାଲଭେ ଏବଂ ଅବଦ ପୋଣ୍ଡା ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ହେଲେ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ ହାଇକୋର୍ଟରେ ଏହି ମାମଲା ଧାରା ୪୩୯ ଅନୁଯାୟୀ ନିୟମିତ ଜାମିନ ମିଳିପାରିବ ନାହିଁ। ଯଦି […]

virat
ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ରୋହିତ୍ ଶର୍ମା। ଆହତ କାରଣରୁ ରୋହିତଙ୍କୁ ପୂର୍ବରୁ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ତାଙ୍କ ଫିଟନେଶ ସ୍ଥିତିର ଅନୁଧ୍ୟାନ କଲା ପରେ ସିଲେକ୍ସନ୍ କମିଟି ରୋହିତଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି। ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତକୁ ଫେରିଆସିବେ। ସେ ବାପା ହେବାକୁ ଯାଉଥିବାରୁ ତାଙ୍କ ପାଟନିର୍ଟି ଲିଭ୍ ଆବେଦନକୁ […]