ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରୋଫାଇଲ ଫଟୋକୁ ହଟାଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ କିଛି ସମୟ ପରେ ପୁଣିଥରେ ଟ୍ୱିଟର ପକ୍ଷରୁ ଶାହଙ୍କ ଫଟୋ ଲଗା ଯାଇଥିଲା। କେହି ଜଣେ କପି ରାଇଟ୍ କ୍ଲେମ୍ କରିବା ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ଜଣାପଡ଼ିଛି। ଟ୍ୱିଟରରେ ଶାହଙ୍କ ପ୍ରୋଫାଇଲ ଫଟୋ ହଟାଯିବା ପରେ ବ୍ଲାଙ୍କ୍ ପେଜ୍ ସହ “Media not displayed” ଲେଖା ଯାଇଥିବା […]
ଲଣ୍ଡନ: କରୋନାକୁ ନେଇ ପୁଣି ଏକ ଚକିତ କରିଦେବା ପରି ଖବର ସାମ୍ନାକୁ ଆସିଛି। ଜଣେ ୭୨ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ ବାହାରିଛନ୍ତି। ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୧୦ ମାସ ହେଲା ସେ ପଜିଟିଭ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଭାଇ ଅକ୍ସଦ୍ଙ୍କ ବିବାହ ହୋଇଛି। ନିକଟରେ ସୋଶାଲ୍ ମିଡିଆରେ ଭାଇଙ୍କ ବିବାହର ଫଟୋ ଶେଆର କରି କଙ୍ଗନା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସେ ବିବାହରେ ପିନ୍ଧିଥିବା ଡ୍ରେସ୍ର ଫଟୋ ଶେଆର କରିଥିଲେ। କଙ୍ଗନା ପାରମ୍ପରିକ ଗୁଜୁରାଟୀ ବାନ୍ଧିନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍ ଅଳଙ୍କାର ପିନ୍ଧିଥିଲେ। ତେବେ କଙ୍ଗନାଙ୍କର ଏହି ରାଜପୁତ ଲୁକ୍ ଡିଜାଇନ୍ କରିବା ପାଇଁ କେତେ ସମୟ ଲାଗିଥିଲା ଜାଣନ୍ତି? ଏହି ଲେହେଙ୍ଗା ତିଆରି କରିବାକୁ […]
ସାରା ବିଶ୍ୱରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜେସନ୍ ଉପରେ ପ୍ରାଧାନ୍ୟ ଦିଆଯାଉଛି। ହେଳେ କିଛି ଲୋକ ଏହାକୁ ପାଳନ କରୁଥିବା ଥିବାବେଳେ ଆଉ କିଛି ଲୋକ କରୋନା କଟକଣାକୁ ଫୁ କରି ଖୁଲମ୍ଖୁଲା ଏହାକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ନିଜର ମାସ୍କକୁ ସାଙ୍ଗର […]
ନୂଆଦିଲ୍ଲୀ: ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ଏବେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀର ନୂଆ ତାଲିକା ଜାରି କରିଛି। ପାକିସ୍ତାନ ଜାରି କରିଥିବା “ ବୁକ୍ ଅନ୍ ମୋଷ୍ଟ ୱାଣ୍ଟେଡ୍/ ହାଇ ପ୍ରୋଫାଇଲ୍ ଟେରୋରିଷ୍ଟ” ତାଲିକାରେ ୨୬/୧୧ ମୁମ୍ବାଇ ଆକ୍ରମଣ ସାମିଲ୍ ଥିବା ଅନେକ ଆତଙ୍କବାଦୀଙ୍କ ନାଁ ରହିଛି। ଯାହାକୁ ନେଇ ଏବେ ପାକିସ୍ତାନକୁ ପ୍ରଶ୍ନ କରିଛି ଭାରତ। ମୁମ୍ବାଇ ଆକ୍ରମଣକୁ ୧୨ ବର୍ଷ ପୂରିବା ପୂର୍ବରୁ ପାକିସ୍ତାନ ଏହି ତାଲିକା ପ୍ରସ୍ତୁତ କରିଥିବାରୁ ପାକିସ୍ତାନ ନ୍ୟାୟ କରୁ ବୋଲି […]
ନୂଆଦିଲ୍ଲୀ: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏସବୁ ଭିତରେ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ ଦାଉ ସାଧୁଛି ମହଙ୍ଗା ମାଡ଼। ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ ଜୁଲାଇ…
ନୂଆଦିଲ୍ଲୀ: ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା। ଭାରତୀୟ ମାଛରେ କରୋନା ଭାଇରସ ଥିବା ଦର୍ଶାଇ ଚାଇନା ମାଛ ଆମଦାନୀ ଉପରେ ରୋକ ଲଗାଇଛି। ଚାଇନା କଷ୍ଟମ ଅଫିସରଙ୍କ କହିବା ଅନୁଯାୟୀ ୩ଟି ସାମ୍ପଲରେ କରୋନା ଭାଇରସ ଜଣାପଡ଼ିଥିଲା। ଏହାପରେ ମାଛ ଆମଦାନୀ ଉପରେ ଅସ୍ଥାୟୀ ବ୍ୟାନ ଲଗାଯାଇଛି। ସୂଚନା ଅନୁସାରେ, ନଭେମ୍ବର ୧୧ ବା ଗତକାଲି ଭାରତର ବାସୁ ଇଣ୍ଟର୍ନ୍ୟାସ୍ନାଲ୍ ମାଛର ସାମ୍ପଲ ଟେଷ୍ଟ କରିବା ପରେ କରୋନା ପଜିଟିଭ୍ ଚିହ୍ନଟ […]
ଆସନ୍ତାକାଲି ପାଳନ ହେବ ଆଲୋକର ପର୍ବ ଦୀପାବଳି। ହେଲେ ପ୍ରତିବର୍ଷ ପରି ଏଥର ଲୋକମାନେ ବାଣ ଫୁଟାଇ ପାରିବେ ନାହିଁ। କୋଭିଡ ସ୍ଥିତିକୁ ଦୃଷ୍ଟିରେ ଦେଖି ବାଣ ଫୁଟାଇବା ଉପରେ କଟକଣାକୁ ସରକାର କଡ଼ାକଡ଼ି କରିଛନ୍ତି। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ସାରା ଦେଶରେ ଦୀପାବଳି ପାଳନ କରାଯାଏ। ଅନେକ ସ୍ଥାନରେ ଦୀପାବଳି ଦିନେ ନୁହେଁ, ୫ ଦିନ ଧରି ମଧ୍ୟ ପାଳନ କରାଯାଇଥାଏ। ଦ୍ୱିତୀୟ ଦିନକୁ ଛୋଟି ଦୀୱାଲି ଭାବେ ପାଳନ କରାଯାଇଥାଏ। ହେଲେ ଏହାର […]
ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ କଲା ଇଣ୍ଟେଲିଜେନ୍ସ ବ୍ୟୁରୋ। ପଶ୍ଚିମବଙ୍ଗରେ ଆକ୍ରମଣ ନେଇ ପାକିସ୍ତାନ ଆତଙ୍କୀ ସଂଗଠନ ଅଲ୍-କାଏଦା ଯୋଜନା କରୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ପ୍ରକାଶ କରିଛି। ଏନେଇ ନଭେମ୍ବର ୫ ତାରିଖରେ ଏନ୍ଆଇଏ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଅଲ୍କାଏଦା ଆକ୍ରମଣ ଯୋଜନାର ପ୍ରଶ୍ନ ଉପରେ ଉତ୍ତର ଦେଇ ଏନ୍ଆଇଏ ଅଧିକାରୀ କହିଛନ୍ତି, ବିଦେଶରୁ ରହି ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ପାକିସ୍ତାନରୁ ଥାଇ ଅନ୍ଲାଇନ୍ରେ […]
ପେଇଚିଙ୍ଗ୍ : ବିଦେଶୀ ଶକ୍ତିକୁ ସି ଜିନପିଙ୍ଗଙ୍କ ଚେତାବନୀ । ଚୀନରେ କ୍ଷମତାଶୀନ କମ୍ୟୁନିଷ୍ଟ ପାର୍ଟି ୧ ଜୁଲାଇ ଅର୍ଥାତ୍ ଆଜି ନିଜର ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି କଡ଼ା ସନ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । ପ୍ରତିଷ୍ଠା ଦିବସ…
ସ୍ଲାମାବାଦ: ଚୌଧୁରୀ ସୁଗାର ମିଲ୍ ଘଟଣାରେ ଗିରଫ୍ ହୋଇ ଜେଲ୍ରେ ଥିବା ବେଳେ ସମ୍ମୁଖୀନ ହୋଇଥିବା ଅସୁବିଧା ସମ୍ପର୍କରେ ଖୁଲାସା କରିଛନ୍ତି ପାକିସ୍ତାନ ମୁସ୍ଲିମ ଲିଗ୍ ନାୱାଜ୍ ଦଳର ଅଧ୍ୟକ୍ଷା ମରିୟମ ନୱାଜ୍। ସେ ରହୁଥିବା ଜେଲ୍ କୋଠରୀ ଓ ବାଥ୍ରୁମ୍ରେ କ୍ୟାମେରା ଲଗାଯାଇଥିଲା ବୋଲି କହିଛନ୍ତି ମରିୟମ। ଏକ ନିୟୋ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାର ଏଭଳି ଖୁଲାସା କରିଛନ୍ତି ମରିୟମ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି “ ମୁଁ ଦୁଇଥର ଜେଲ୍ […]
ମୁମ୍ବାଇ: ବଲିଉଡ୍ ତଥା ସାଉଥ୍ ଫିଲ୍ମ ଜଗତର ଲୋକପ୍ରିୟ କୋରିଓଗ୍ରାଫର ପ୍ରଭୁଦେବା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ୯ବର୍ଷ ହେବ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ରିଲେସନ୍ସିପ୍ରେ ଥିବା ଶୁଣିବାକୁ ମିଳୁଛି। ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ୨୦୧୧ରେ ପତ୍ନୀ ହେମଲତାଙ୍କଠାରୁ ପ୍ରଭୁ ଛାଡପତ୍ର ନେଇଥିଲେ। ହେମଲତା ଏବଂ ପ୍ରଭୁଙ୍କର ୩ଟି ସନ୍ତାନ ଥିଲେ। ୨୦୦୮ରେ ବଡପୁଅ କ୍ୟାନସର୍ରେ ମୃତ୍ୟୁ ବରଣ କରିବା ପରେ […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଭୟାଳୁ ଓ ଅପରିପକ୍ୱ ସେ ପିଲାଳିଆମୀ ବ୍ୟବହାର କରୁଛନ୍ତି। ତାଙ୍କଠାରେ ଦକ୍ଷତା ନଥିଲେ ମଧ୍ୟ ସେ ପିଲାଙ୍କ ପରି ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ଜୀବନୀ ପୁସ୍ତିକାରେ ରାହୁଲ ଗାନ୍ଧିଙ୍କୁ ଏଭଳି ଢଙ୍ଗରେ ଚିତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଓବାମା ଭୁରି ଭୁରି ପ୍ରଶଂସା କରିଛନ୍ତି। ଓବାମାଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ଏ ପ୍ରୋମିଜଡ୍ […]
ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲ୍ ମ୍ୟାଚ୍ ଜିତି ଫେରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଅନେକ ଦାମୀ ହାତଘଣ୍ଟା ଜବତ କରିଛି ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବା ଡିଆର୍ଆଇ। କ୍ରୁନାଲ ଦୁବାଇରୁ ଫେରୁଥିବା ବେଳେ ଗୁରୁବାର ସନ୍ଧ୍ୟା ୫ଟାରେ ମୁମ୍ବାଇ ଏୟାରପୋର୍ଟରେ ଡିଆର୍ଆଇ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ବିନା ଅନୁମତିରେ ଏତେ ପରିମାଣରେ ସୁନା ଆଣିଥିବାରୁ ତାଙ୍କ ଉପରେ ଫାଇନ୍ ଲଗାଯାଇଥିବା ବେଳେ ଘଡ଼ି ଗୁଡ଼ିକ ଜବତ କରାଯାଇଥିଲା। ମାମଲା କଷ୍ଟମ ବିଭାଗକୁ […]