ନୂଆଦିଲ୍ଲୀ: ଭାରତରେ ଆମେରିକୀୟ ବ୍ରାଣ୍ଡ୍ର ବାଇକ୍ Harley-Davidson ଏହାର ପ୍ରଡକ୍ଟ ଓ ସେଲ୍ ବନ୍ଦ କରିଛି। ନିଜ କାରବାରର ପୁନର୍ବିନ୍ୟାସ ସ୍ୱରୁପ Harley-Davidson କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଯେଉଁ ଦେଶରେ ଏହି ବ୍ରାଣ୍ଡ୍ର ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ ଗୁରୁତ୍ୱ ଦେଉଛି। ତା ସହିତ ଯେଉଁ ଦେଶରେ ଏହି ବ୍ରାଣ୍ଡ୍ର ଚାହିଦା ନାହିଁ ସେସବୁ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। ଏହିକ୍ରମରେ ଭାରତରେ […]
ସିଓଲ: ଦକ୍ଷିଣ ଓ ଉତ୍ତର କୋରିଆର ସାମୁଦ୍ରିକ ସୀମାରେ ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଉତ୍ତର କୋରିଆ ଏହି ଅଧିକାରୀଙ୍କୁ ହତ୍ୟା କରିଥିବା ଦକ୍ଷିଣ କୋରିଆ ଅଭିଯୋଗ ଆଣିଛି। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦକ୍ଷିଣ କୋରିଆ ପକ୍ଷରୁ ଦାବି କରାଯାଇଛି। ସାମୁଦ୍ରିକ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ମତ୍ସଜୀବୀଙ୍କ ଉପରେ ନଜର ରଖିବା ପାଇଁ ଡଙ୍ଗାରେ ଯାଇଥିବା ଜଣେ ଦକ୍ଷିଣ କୋରିଆ ଅଧିକାରୀ ସୋମବାରଠାରୁ ନିଖୋଜ ହୋଇ ଯାଇଥିଲେ। ଦକ୍ଷିଣ କୋରିଆ […]
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ଅକ୍ଟୋବରରୁ ଲକ୍ଷ୍ନୌ ଓ ଗୋରଖପୁରରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ହେବ ବୋଲି ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି । ସେହିପରି ଅକ୍ଟୋବର ୧୬ରୁ ପଞ୍ଜାବର ୩ଟି ମେଡିକାଲ କଲେଜରେ ଟ୍ରାଏଲ ହେବା ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଆମେରିକା କଂପାନୀ ଜନସନ୍ସ ଆଣ୍ଡ […]
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଆରୋରୋ ଆଜି ତାରିଖ ଘୋଷଣା କରିଛନ୍ତି। ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ October 28, ଦ୍ୱିତୀୟ ପର୍ଯ୍ୟାୟ November 3 ଓ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ November 7 ରେ ହେବ। November 10 ରେ ହେବ ଭୋଟ୍ ଗଣତି। Bihar Election News in Odia ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀଙ୍କ ଉପଦ୍ରବ। ଆତଙ୍କୀଙ୍କୁ ଜବାବ ଦେବା ଉଦ୍ଦେଶ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀଙ୍କ ମୃତ୍ୟୁ ଘଟିଛି । ଏବେ କିଛି ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତକାଲି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ଅପରେସନ ଆରମ୍ଭ ହୋଇଥିଲା । ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ଆତଙ୍କବାଦୀମାନେ ପାଲଟା […]
ଲକ୍ଷ୍ନୌ: ଟଙ୍କା ରୋଜଗାର କରିବାର ମାଧ୍ୟମ ଯଦି ସହଜ ହୋଇଥାନ୍ତା, କେତେ ପୃଥିବୀରେ କେହି ଦରିଦ୍ର ନ ଥାନ୍ତେ। ଲୋକ ଅନାହାରରେ ରହୁ ନ ଥାନ୍ତେ କିମ୍ବା ଅର୍ଥାଭାବରୁ ଚିକିତ୍ସା ନ କରି ଲୋକେ ମରୁ ନ ଥାନ୍ତେ। ବହୁତ କଷ୍ଟରେ ଆସେ ଏହି ଟଙ୍କା। ହେଲେ କଷ୍ଟକରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ପାଖରେ ଯଦି ଅକସ୍ମାତ କୋଟି କୋଟି ଟଙ୍କା ଗଦା ହୋଇଯାଏ, କେମିତି ଲାଗିବ ? ହୁଏତ ଖୁସିରେ ପାଗଳ ହୋଇଯିବ। ହେଲେ […]
ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୧ଟା ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏସ୍.ପି. ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ନେଇ ତାଙ୍କ ପୁଅ ଏସ୍.ପି. ଚରଣ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୭ରେ ତାଙ୍କର କରୋନା ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ସେ […]
ମସ୍କୋ: ଋଷିଆ ପ୍ରସ୍ତୁତ ପ୍ରଥମ କରୋନା ଭାକ୍ସିନ ସ୍ପୁଟନିକ -ଭି ସାଧାରଣ ଲୋକଙ୍କ ଦିଆଯିବା ଆରମ୍ଭ ହୋଇଛି। ରାଜଧାନୀ ମେସ୍କୋରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଗତକାଲି ସୂଚନା ଦିଆଯାଇଛି। ତେବେ ଏ ନେଇ ସବିଶେଷ ତଥ୍ୟ ମିଳିନାହିଁ। ସାରା ବିଶ୍ୱ କରୋନା ଭାକ୍ସିନ ପ୍ରସ୍ତୁତ କରିବା ପାଇଁ ଲାଗି ପଡ଼ି ଥିବାବେଳେ ଋଷ ପ୍ରଥମେ ଅଗଷ୍ଟ ମାସରେ ଭାକ୍ସିନ ବାହାର କରିବାରେ ସଫଳ ହୋଇଥିଲା। ତେବେ ଏହି ଭାକ୍ସିନକୁ ନେଇ ଅନକ କଥା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ଘଟଣା ୩ ମାସରୁ ଅଧିକ ଦିନ ବିତିଗଲାଣି। ହେଲେ ଏବେ ସୁଦ୍ଧା ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ଏହା ହତ୍ୟା ନା ଆତ୍ମହତ୍ୟା ଥିଲା। ଏବେବି ଏହାକୁ ନେଇ ସସ୍ପେନ୍ସ ଜାରି ରହିଛି। ସୁଶାନ୍ତ ମୃତ୍ୟୁ ମାମଲାରେ CBI ତଦନ୍ତ ଓ ନ୍ୟାୟ ମିଳିବାରେ ବିଳମ୍ବତାକୁ ନେଇ ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିକାଶ ସିଂ ଟ୍ୱିଟ୍ କରି ଦାବି କରିଛନ୍ତି, […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସୁନୀଲ ଗାଭାସ୍କର। ଗତକାଲି କିଙ୍ଗସ୍ ଇଲେଭେନ୍ ପଞ୍ଜାବ (KXIP) ବିପକ୍ଷ ମ୍ୟାଚରେ କେଏଲ୍ ରାହୁଲଙ୍କ ଦୁଇଟି କ୍ୟାଚ୍ ହାତଛଡ଼ା କରିଥିଲେ କୋହଲି। ଯାହାକୁ ନେଇ ଗାଭାସ୍କର କୋହଲିଙ୍କୁ ଟାର୍ଗେଟ୍ କରିଥିଲେ। ଏପରିକି ମ୍ୟାଚରେ କମେଣ୍ଟ୍ରୀ ବେଳେ ଗାଭାସ୍କର ଉଭୟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କାଙ୍କ […]
ଶ୍ରୀନଗର: ବଡ଼ଧରଣ ଭୂକମ୍ପ ଝଟକାରେ ଥରିଲା ଲଦାଖ। ଆଜି ଅପରାହ୍ନରେ ଲଦାଖ ଓ ଏହାର ଆପପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ଥିବାରୁ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏନସିଏସ୍ର ସୂଚନା ଅନୁଯାୟୀ, ଅପରାହ୍ନ ୪.୨୭ରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ର ସ୍ଥଳ ଲେହର ଉତ୍ତର ପୂର୍ବ ଠାରୁ ୧୨୯ କିମି ଦୂର ହୋଇଥିବା ବେଳେ ଭୂପୃଷ୍ଠରେ […]
ଦୁବାଇ: ଚଳିତ ଆଇପିଏଲର ସପ୍ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇ କ୍ୟାପଟେନ୍ ଧୋନି ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସର୍ ଲୁଙ୍ଗି ଏନଗିଡିଙ୍କ ସ୍ଥାନରେ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହେଜଲଉଡଙ୍କୁ ସାମିଲ୍ କରାଯାଇଛି। ସେହିପରି ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ […]
ନାରାୟଣପୁର:ଛତିଶଗଡ ନାରାୟଣପୁରରେ ନକ୍ସଲମାନେ ପୁଣି ଘଟାଇଛନ୍ତି ବର୍ବର କାଣ୍ଡ। ଶନିବାର ସକାଳୁ ସକାଳୁ ଅମଦାଈ ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଖଣି କାମରେ ଲାଗିଥିବା ଗାଡିରେ ନକ୍ସଲମାନେ ନିଆଁ ଲଗାଇ ଦେଇଛନ୍ତି। ପ୍ରାୟ ୫ଟି ଗାଡ଼ି ଜଳିଯାଇଛି। ଏଠାରେ କାମ କରୁଥିବା…
ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବି ଟିମ୍ ଅଭିନେତ୍ରୀ ରକୁଲ୍ ପ୍ରୀତ ସିଂଙ୍କୁ ପଚରାଉଚୁରା କରିଛି। ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଘନଘନ ଜେରା କରିଛି ଏନସିବି। ରକୁଲଙ୍କ ଘରୁ ଜବତ ନିଶା ସାମଗ୍ରୀ ରିୟା ମଗାଇଥିବା କଥା ରକୁଲ୍ ନିଜେ ସ୍ୱୀକାର କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କିନ୍ତୁ ସେ ଡ୍ରଗ୍ସ ସେବନ କରିଥିବା କଥାକୁ ଖଣ୍ଡନ କରିଛନ୍ତି। ରକୁଲ୍ ଆଜି ସକାଳ ସାଢ଼େ ୧୦ଟା ବେଳେ ଏନସିବି ଗେଷ୍ଟ ହାଉସରେ […]
ନୂଆଦିଲ୍ଲୀ: ନିର୍ବାଚନରେ କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ କରୋନା ଆକ୍ରାନ୍ତ ଭୋଟ ଦେଇପାରିବେ। ତେବେ ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ ସେ ଘୋଷଣା କରିଛନ୍ତି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଓ ସତ୍ୟପାଠ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ଯେତିକି ନୂଆ ତଥ୍ୟ ସାମ୍ନାକୁ ଆସୁଛି, ଘଟଣା ସେତିକି ରହସ୍ୟମୟ ହୋଇ ଯାଉଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମାମଲାରେ ତଦନ୍ତ କରୁଥିବା ଏମ୍ସ ଫରେନ୍ସିକ ଟିମ୍ ବି ଦ୍ୱନ୍ଦ୍ୱରେ। ସୁଶାନ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ? ହତ୍ୟା ନା ଆତ୍ମହତ୍ୟା ? ଏହାକୁ ନେଇ ତଦନ୍ତ କରିଥିବା ଏମ୍ସର ଡାକ୍ତରୀ ଟିମ୍ ପାଖରେ ନାହିଁ ଏହାର ସଠିକ୍ କାରଣ। ଏମ୍ସର ବିଶେଷଜ୍ଞ ଡାକ୍ତର […]