• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Capture
ସୁବ ଦେଶ ପାଇଁ କୋ-ୱିନ୍‌ ଆପ୍‌ ଉପଲବ୍ଧ କରିବ ଭାରତ: ପିଏମ୍ ମୋଦି

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ଲାଗି ଆମକୁ ପରସ୍ପରଠାରୁ ଶିଖିବାକୁ ପଡିବ । ପରସ୍ପରକୁ ସହାୟତା କରିବାକୁ ପଡିବ । କରୋନା ମୁକାବିଲା ନେଇ କୋଓ୍ୱିନ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ…

sushant singh
ସାମ୍ନାକୁ ଆସିଲା ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ; ଶପିଂ‌, ମେକ୍‌ଅପ୍ ‌ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ରିୟା !

ମୁମ୍ବାଇ(ସୁରେଶ ଦାଶ): ୨୦୧୯ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା। ହେଲେ ଗତ କିଛି ମାସ ମଧ୍ୟରେ ୧୫ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିଲା‌। ଏହି ଟଙ୍କାକୁ ରିୟା ଉଠାଇଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ବ୍ୟାଙ୍କ୍‌ ବିବରଣୀ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ରିୟା ସୁଶାନ୍ତଙ୍କ ଟଙ୍କାକୁ କେବଳ ନିଜ ପାଇଁ ନୁହେଁ ବରଂ ତାଙ୍କ ଭାଇଙ୍କ ପାଇଁ ମଧ୍ୟ ଖର୍ଚ୍ଚ କରିଥିଲେ। ଫ୍ଲାଇଟ୍‌ […]

pixle
କାଲି ଲଞ୍ଚ ହେବ Google Pixel 4a ସ୍ମାର୍ଟଫୋନ୍‌ !

ନୂଆଦିଲ୍ଲୀ: ଆସନ୍ତାକାଲି ଲଞ୍ଚ୍ ହେବାକୁ ଯାଉଛି ଗୁଗଲ୍‌ର ଦମ୍‌ଦାର ସ୍ମାର୍ଟଫୋନ୍‌ Pixel 4a ମୋବାଇଲ୍‌। ଏ ନେଇ କମ୍ପାନୀ ପୂର୍ବରୁ ଟିଜର୍‌ ଜାରି କରି ସୂଚନା ଦେଇ ସାରିଛି। ଏହି ସ୍ମାର୍ଟଫୋନ୍‌ର ଅନ୍ୟ ଏକ ଭ୍ୟାରିଏଣ୍ଟ ଗତବର୍ଷ ସୁଲଭ ମୂଲ୍ୟରେ ଲଞ୍ଚ ହୋଇସାରିଥିବା ବେଳେ ଏବେ ଏହାର ଆଉ ଏକ ଭ୍ୟାରିଏଣ୍ଟ ଲଞ୍ଚ ହେବାକୁ ଯାଉଛି। Pixel 4a ସ୍ମାର୍ଟଫୋନ୍ ଲଞ୍ଚ ହେବା ପୂର୍ବରୁ ଟେକ୍‌ ଏକ୍ସପର୍ଟମାନେ ବିଭିନ୍ନ ଲିକ୍‌ ଦେଇ ସାରିଛନ୍ତି। ଫୋନ୍‌ରେ କ’ଣ ସବୁ […]

pangng
ସୀମାରେ ସୈନ୍ୟ ପ୍ରତ୍ୟାହାର ପାଇଁ ଆଜି ଭାରତ-ଚୀନ ମଧ୍ୟରେ ପଞ୍ଚମ ପାଳି ବୈଠକ

ନୂଆଦିଲ୍ଲୀ: ଗୋଗ୍ରା ଓ ପାଙ୍ଗୋଙ୍ଗ ଟିଏସ୍‌ଓ ଅଞ୍ଚଳରେ ସେନା ପ୍ରତ୍ୟାହାର ପାଇଁ ଆଜି ଭାରତ ଓ ଚାଇନା ମଧ୍ୟରେ ପଞ୍ଚମ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ହେବ। ଏହି ଦୁଇ ଅଞ୍ଚଳରେ ଏପର୍ଯ୍ୟନ୍ତ ଦୁଇ ଦେଶ ସେନା ପ୍ରତ୍ୟାହାର କରିନାହାଁନ୍ତି। ଏଥିପାଇଁ ଚାଇନା ତରଫରୁ ମୋଲଡୋରେ ଏହି ବୈଠକର ଆୟୋଜନ ହୋଇଛି। ପାଙ୍ଗୋଙ୍ଗ୍‌ ହ୍ରଦରେ ସୈନ୍ୟ ପ୍ରତ୍ୟାହାର ଘଟଣା ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ରହିବ ବୋଲି ସୂଚନା ରହିଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ଅଞ୍ଚଳରେ […]

rhea chakraborty
ସେଲେବ୍ରିଟିଙ୍କ ଘରେ ଲୁଚିଛନ୍ତି କି ରିୟା ?

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ୩ ଦିନ ତଳେ ସାନ୍ତାକ୍ରୁଜ୍‌ ସ୍ଥିତ ଘରୁ ପରିବାର ସହ ଅନ୍ୟ ଏକ ସ୍ଥାନକୁ ସିଫ୍ଟ କରିଥିବା ଜଣାପଡ଼ିଛି। ରିୟା ଏବେ ତାଙ୍କ ପରିବାର ସହ ମୁମ୍ବାଇ ସ୍ଥିତ ଜଣେ ସେଲେବ୍ରିଟିଙ୍କ ଘରେ ଥିବା କୁହାଯାଉଛି। ସୁଶାନ୍ତ ସିଂ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ବିହାର ପୋଲିସ୍‌ର ଏକ ସ୍ପେଶାଲ୍‌ ଟିମ୍‌ ରିୟାଙ୍କ ବର୍ତ୍ତମାନ ଠିକଣା ସମ୍ପର୍କରେ ଟ୍ରାକ୍‌ କରି ଏହା […]

SUSHANT
ସୁଶାନ୍ତଙ୍କ ରୋଷେୟାଙ୍କ ବଡ଼ ଖୁଲାସା; ୟୁରୋପ୍‌ରୁ ଫେରିବା ପରେ ସବୁକିଛି ବଦଳିଗଲା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେପ୍ଟେମ୍ବର ୨୦୧୯ ଯାଏ ସୁଶାନ୍ତ କୌଣସି ବି ରୋଗ ପାଇଁ ଔଷଧ ନେଉନଥିଲେ। ବିହାର ପୋଲିସ୍‌କୁ ଏପରି କିଛି ବୟାନ ରଖିଛନ୍ତି ସୁଶାନ୍ତଙ୍କ ପୂର୍ବତନ ରୋଷେୟା ଅଶୋକ କୁମାର ଖାସୁ। ସୁଶାନ୍ତ ଅନ୍ୟଙ୍କ ପାଇଁ ଉଦାହରଣ ଥିଲେ। ଅବସାଦରେ ରହୁଥିବା ଲୋକଙ୍କ ସାହସ ବଢ଼ାଉଥିଲେ। ଏପରି ବ୍ୟକ୍ତି ଆତ୍ମହତ୍ୟା କରିବ ଏହା ବିଶ୍ୱାସ ବି କରିହେଉନି ବୋଲି କହିଛନ୍ତି ଅଶୋକ। ସେ ଆହୁରି ମଧ୍ୟ କହିଛନ୍ତି ଯେ […]

sonia
ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଗୁରବାର ସନ୍ଧ୍ୟାରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭାର୍ତ୍ତି ହୋଇଥିଲେ ସୋନିଆ। ଆଜି ତାଙ୍କୁ ଦିନ ଗୋଟାଏ ବେଳେ ଡିସ୍‌ଚାର୍ଜ କରାଯାଇଥିବା ହସ୍‌ପିଟାଲ୍‌ର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଗୁରବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍‌ପିଟାଲ ଅଧ୍ୟକ୍ଷ ଡା.ଡିଏସ ରାଣା କହିଥିଲେ। ସେ ନିୟମିତ ଟେଷ୍ଟ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିଲେ ବୋଲି […]

sir
ଗୃହମନ୍ତ୍ରୀ ଅମିତ ଶାହଙ୍କୁ କରୋନା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଖୋଦ୍ ଅମିତ ଶାହ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଲକ୍ଷଣ ଦେଖା ଯିବା ପରେ ଶାହ ନିଜର ଟେଷ୍ଟ କରାଇଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି। कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है परन्तु डॉक्टर्स की […]

mitabh
ସୁସ୍ଥ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି। ରବିବାର ତାଙ୍କ ତଥା ଅଭିନେତା ଅଭିଷେକ ବଚ୍ଚନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଅମିତାଭଙ୍କ ସୁସ୍ଥ ହେବା ଦ୍ୱାରା ତାଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରି ଖେଳିଯାଇଛି। 🙏🏽 my father, thankfully, has tested negative on his latest Covid-19 test and has been discharged from the hospital. He will now be at home […]

ankita
କାହିଁକି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ ଯାଇନଥିଲେ ଅଙ୍କିତା?

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିନାହିଁ। ସୁଶାନ୍ତଙ୍କ ପିତା କେକେ ସିଂ ରିଆ ଚକ୍ରବର୍ତ୍ତୀ ତାଙ୍କ ପରିବାର ନାଁରେ ଏଫଆଇଆର୍ ଦାଖଲ କରିଥିଲେ ଏବଂ କିଛି ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ। ସେହି ଏଫଆଇଆର୍ ପରେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ନିଜର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଶେଆର୍ କରିଥିଲେ ଏବଂ ଲେଖିଥିଲେ ଯେ ସତ୍ୟର ସର୍ବଦା […]

Banwarilal
ତାମିଲନାଡୁ ରାଜ୍ୟପାଳ କରୋନା ପଜିଟିଭ୍ ଚିହ୍ନଟ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ୍‌ ପୁରୋହିତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କିନ୍ତୁ କରୋନା ସମ୍ପର୍କିତ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍‌ପିଟାଲ୍ ଦ୍ୱାରା ଜାରି ହୋଇଥିବା ମେଡିକାଲ୍‌ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟ ଆସିବା ପୂର୍ବରୁ ବନୱାରୀଲାଲ୍ ଏକ ଘରୋଇ ହସ୍‌ପିଟାଲ୍‌କୁ ଯାଇଥିଲେ। ଗତ ସପ୍ତାହର ତାମିଲନାଡୁ ତାମିଲନାଡୁ ରାଜଭବନରେ ୮୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ସିକ୍ୟୁରିଟି ଗାର୍ଡ ଓ ଅଗ୍ନିଶମ କର୍ମଚାରୀ ଥିଲେ। […]

DISHA
ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ପରିବାରକୁ ପଚରାଉଚୁରା କରିବ ବିହାର ପୋଲିସ୍!

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଦିଶା ସାଲିଆନଙ୍କ ପରିବାରକୁ ବିହାର ପୋଲିସ୍ ପଚରାଉଚୁରା କରିପାରେ। ଏନେଇ ବିହାର ପୋଲିସ୍ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ଦିଶାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବା ପରେ ଦିଶାଙ୍କ ମୃତ୍ୟୁ ସହ ସୁଶାନ୍ତଙ୍କ ମୃତ୍ୟୁର କିଛି ଲିଙ୍କ୍ ରହିଛି କି, ସେ ନେଇ ଖୋଳତାଡ଼ ହେବ। ଦିଶା ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର୍ ଥିଲେ। ସୁଶାନ୍ତଙ୍କ ମୃତ୍ୟୁର ଠିକ୍ […]

Sivesena bjp
ପୁଣି ଏକାଠି ହେବେ କି ବିଜେପି-ଶିବସେନା?

ଶତ୍ରୁ ନୁହଁନ୍ତି ବିଜେପି-ଶିବସେନା। ଆଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ତଥା ଠାକରେ ପରିବାର। ନିକଟତର ସଞ୍ଜୟ ରାଉତ  ଭାରତ-ପାକିସ୍ତାନ ନୁହଁନ୍ତି ଉଭୟ ଦଳ। ମତଭେଦ ଅଛି କିନ୍ତୁ ସମ୍ପର୍କ ଏବେ ବି ବନ୍ଧୁତ୍ୱପୂର୍ଣ୍ଣ ରହିଛି ବୋଲି ସେ କହିଥିଲେ

sanjaya raut
ବିଜେପି-ଶିବସେନା ସମ୍ପର୍କ ଅମୀର-କିରଣଙ୍କ ସମ୍ପର୍କ ପରି ବୋଲି କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ଶତ୍ରୁ ନୁହଁନ୍ତି ବିଜେପି-ଶିବସେନା। ଅଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ତଥା ଠାକ୍‌ରେ ପରିବାର ନିକଟତର ସଞ୍ଜୟ ରାଉତ। ଉଭୟ ଦଳଭାରତ-ପାକିସ୍ତାନ ନୁହଁନ୍ତି। ମତଭେଦ ଅଛି କିନ୍ତୁ ସମ୍ପର୍କ ଏବେ ବି ବନ୍ଧୁତ୍ୱପୂର୍ଣ୍ଣ ରହିଛି। ଯେପରି ଅମୀର…

oca
ଓଡ଼ିଶାରେ ହେବ ଅନ୍ତର୍ଜାତୀୟସ୍ତରର କ୍ରିକେଟ୍ ଏକାଡେମୀ

କଟକ: ଉନ୍ନତମାନର ଏବଂ ଆନ୍ତର୍ଜାତିକସ୍ତରର କ୍ରିକେଟ୍ ଏକାଡେମୀ ସ୍ଥାପନ କରିବ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)। କଟକ-ଭୁବନେଶ୍ୱର ଟୁଇନ ସିଟି ମଧ୍ୟବର୍ତ୍ତୀ କୌଣସି ଅଞ୍ଚଳରେ ଏହି ଏକାଡେମୀ ପ୍ରତିଷ୍ଠା କରିବାକୁ ଓସିଏ ଯୋଜନା କରୁଛି। ୨୦ ରୁ ୪୦ ଏକର ପରିମିତ ସ୍ଥାନରେ ଏହି ଏକାଡେମୀ ତିଆରି କରାଯିବ। ଯେଉଁଠାରେ ୩ରୁ ୪ଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ସହ ୩ରୁ ୪ଟି ଅଭ୍ୟାସ ପିଚ୍‌ ମଧ୍ୟ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଏକାଡେମୀରେ ଖେଳାଳିମାନଙ୍କୁ ସୁବିଧା ପାଇଁ […]

IPL
ସେପ୍ଟେମ୍ବର ୧୯ରୁ ଆଇପିଏଲ୍, ଗ୍ରୀନ୍ ସିଗନାଲ୍‌ ଦେଲେ ଭାରତ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ। ଏହି ବ୍ୟୟବହୁଳ କ୍ରିକେଟ୍‌ ଲିଗର ଆୟୋଜନ ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଭାରତ ସରକାରଙ୍କ ତରଫରୁ ଅନୁମତି ମିଳିଛି। ଦେଶ ବାହାରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲା, କିନ୍ତୁ ଆଜି ଆଇପିଏଲର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏହି ଟି-୨୦ ଲିଗ୍ […]

INDIA
ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭାରତକୁ ଆସିବାକୁ ଥିବା ବିଦେଶ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏବେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ପରେ ୭ ଦିନ ପାଇଁ ପେଡ୍ ଇନଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହା ପରେ ଆଉ ୭ ଦିନ ହୋମ୍ ଆଇସୋଲେସନରେ ରହିବେ। ତେବେ କିଛି କ୍ଷେତ୍ରରେ କୋହଳ କରାଯାଇଛି। ଯେପରି ଗର୍ଭବତୀ ମହିଳା, ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ କିମ୍ବା ୧୦ ବର୍ଷରୁ କମ୍ ବୟସର […]