ନୂଆଦିଲ୍ଲୀ:ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱଷମା ସ୍ୱରାଜଙ୍କ ପାର୍ଥୀବ ଶରୀର ଆଉ କିଛି ସମୟ ପରେ ପଞ୍ଚ ଭୂତରେ ବିଲୀନ ହେବ। ଶେଷ ଦର୍ଶନ ପାଇଁ ବିଜେପି ମୁଖ୍ୟାଳୟରେ ରଖାଯାଇଥିବା ତାଙ୍କ ମରଶରୀରକୁ ଶେଷ ବିଦାୟ ଦେବେ ଦେଶବାସୀ। ଲୋଦି ରୋଡସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। #WATCH Rajnath Singh, JP Nadda, Ravi Shankar Prasad, Piyush Goyal & other BJP leaders give shoulder to mortal remains of […]
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଯାତ୍ରା କରୁଥିବା ସୀମାପାର୍ ବସ୍ ସେବାକୁ ଆଜି ବନ୍ଦ ରଖାଯାଇଛି। ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ପାଇଁ ୨ଟି ସୀମାପାର୍ ବସ୍ ଚଳାଚଳ କରୁଛି। ଗୋଟିଏ ବସ୍ ପୁଞ୍ଚ୍ ରୁ ରାୱଲାକୋଟ୍କୁ ଚଳାଚଳ କରୁଥିବା ବେଳେ ଆଉ ଏକ ବସ୍ ଶ୍ରୀନଗରରୁ ମୁଜାଫରବାଦ୍କୁ ଚଳାଚଳ କରୁଛି। ପୁଲ୍ଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ […]