• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ram mandir-3
ରାମ ମନ୍ଦିର ଶିଳାନ୍ୟାସରେ ଲାଗିବ ରୂପା ଫାଉଡା, କରଣୀ, ଆମନ୍ତ୍ରିତ ଅତିଥିଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଉପହାର

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ମହାପ୍ରଭୁ ପୁରୁଷୋତ୍ତମ ରାମଙ୍କ ମନ୍ଦିରର ଭୂମି ପୂଜନ ହେବ । ଏହାକୁ ନେଇ ସାରା ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଛି । ଏହି ଉତ୍ସବରେ ପ୍ରାୟ ଏକ ହଜାର ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷହୋଇଛି। ଭକ୍ତଙ୍କୁ ପ୍ରସାଦ ଭାବେ ଦିଆଯିବ ରଘୁପତି ଲଡ୍‌ଡୁ। ଏଥି ସହିତ ଏକ ରୂପାର ଟଙ୍କା ମଧ୍ୟ ଉପହାର ଭାବେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପରେ […]

corona
ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ଆଖି ବୁଜିଲେ ୮୫୭

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ  ୮୫୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ  କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯ ହଜାର ୭୯୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨, ୫୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୦୮. ୨୫୪ରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୫,୮୬,୨୪୪ ଅଛନ୍ତି। ତେବେ ଆଶ୍ୱସ୍ତିର […]

lebanon
ଲେବାନନ ବିସ୍ଫୋରଣ: କେତେ ଭୟଙ୍କର ଥିଲା ଦୃଶ୍ୟ, ଦେଖନ୍ତୁ ଭିଡିଓ

ବେରୁଟ: ଗତକାଲି ସନ୍ଧ୍ୟା ବେଳେ ଲେବନନର ରାଜଧାନୀରେ ହୋଇଥିଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ବେରୁଟ ଠାରୁ ୨୪୦ କିଲୋମିଟର ଦୂର ସମୁଦ୍ର ଆରପଟେ ଥିବା ଅନ୍ୟ ଏକ ଦେଶ ସାଇପ୍ରସକୁ ଶବ୍ଦ ଶୁଭିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭୩ ଜଣ ପ୍ରାଣ ହରାଇଲେଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି। This guy was easily 1.5 to 2 miles away!! Rip to […]

sibaji rao
ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ

ପୁଣେ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନିଲାଙ୍ଗେକର (Shivajirao Patil Nilangekar)ଙ୍କର ବୁଧବାର ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସ୍କ  ଶିବାଜିରାଓ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ। ଏଠି କହିରଖିବୁ, ଶିବାଜୀରାଓ କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। […]

upsc
କାଲି ଥିଲେ କନ୍‌ଷ୍ଟେବଲ, ଆଜି ହେଲେ IAS

ନୂଆଦିଲ୍ଲୀ: କାଲି ଅଫିସର ସବୁ ବରିଷ୍ଠ କର୍ମଚାରୀଙ୍କୁ ସେ ସାଲ୍ୟୁଟ ମାରୁଥିଲେ। ହେଲେ ଆଉ ତାଙ୍କୁ ସାଲ୍ୟୁଟ ମାରିବାକୁ ପଡ଼ିବନି। ବରଂ ଅନ୍ୟମାନେ ତାଙ୍କୁ ସାଲ୍ୟୁଟ ମାରିବେ। ଆମ ଏଠି ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଲଙ୍କ କଥା କହିବାକୁ ଯାଉଛୁ। କାରଣ ସେ ଏବେ କନଷ୍ଟେବଲରୁ ଆଇଏଏସ। ସିଭିଲ ସର୍ଭିସ ପରୀକ୍ଷା-୨୦୧୯ର ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ ଦିଲ୍ଲୀ ପୋଲିସ ପାଇଁ ବିଶେଷ ମହତ୍ୱପୂର୍ଣ୍ଣ। କାରଣ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ ଏହି […]

sushant singh
ସୁଶାନ୍ତ ସିଂ ମୃତ୍ୟୁ ଘଟଣା: CBI ତଦନ୍ତ ପାଇଁ ସହମତି ପ୍ରକାଶ କଲେ କେନ୍ଦ୍ର ସରକାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ପକ୍ଷରୁ ହୋଇଥିବା ସୁପାରିଶରେ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଆଜି ଏନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା। ଫଳରେ ମୁମ୍ବାଇ ପୋଲିସ୍‌କୁ ଏକ ପ୍ରକାର ଝଟ୍‌କା ଲାଗିଥିବା କୁହାଯାଉଛି। ସିବିଆଇ ତଦନ୍ତ ପାଇଁ କାଲି ବିହାର ସରକାର ସୁପାରିଶ କରିଥିଲେ। […]

lebanon-attck
ଭୟଙ୍କର ବିସ୍ଫୋରଣର କାରଣ କହିଲେ ଲେବାନନ ପ୍ରଧାନମନ୍ତ୍ରୀ

ବେରୁଟ: ଲେବାନନର ରାଜଧାନୀ ବେରୁଟରେ ଭୟଙ୍କର ବିସ୍ଫୋରଣ କାରଣ କହିଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ହସନ ଦିଆବ। ବେରୁଟ୍‌ ବିମାନ ବନ୍ଦରର ୱାରେହାଉସ୍‌ରେ ୨,୭୫୦ ଟନ୍ ଆମୋନିୟମ୍‌ ନାଇଟ୍ରେଟ୍‌ ରଖାଯାଇଥିଲା। ଯାହା ଗତକାଲି ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣ ହୋଇଛି ବୋଲି କହିଛନ୍ତି ଲେବାନବ ପ୍ରଧାନମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିନା କୌଣସି ସତର୍କତା ଅବନମ୍ବନ ନ କରି ଦୀର୍ଘ ୬ ବର୍ଷ ହେଲା ଏତେ ମାତ୍ରାରେ ଆମୋନିଆ ନାଇଟ୍ରେଟ୍‌ ରଖିବା ଗ୍ରହଣୀୟ ନୁହେଁ। ପ୍ରତିରକ୍ଷା ପରିଷଦର […]

ankitaaa
‘ ନା ମୋତେ କିଏ କିଣି ପାରିବ... ନା କିଏ ବିକି ପାରିବ ’

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଅଭିନେତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ତାଙ୍କର ମୃତ୍ୟୁ ପରଠାରୁ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଏଥିସହିତ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ତାଙ୍କ ମୃତ୍ୟୁ ବିଷୟରେ ମୁହଁ ଖୋଲିଛନ୍ତି। ଏ ନେଇ ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ମାନସିକ ସ୍ଥିତିକୁ ଦୃଢ଼ କରିବ। […]

sushant 22
ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର୍‌ ଦିଶାଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର କଥା

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଓ‌ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍‌ଙ୍କ ମୃତ୍ୟୁ ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ନାରାୟଣ ରାଣେ ଚାଞ୍ଚଲ୍ୟକର କଥା କହିଛନ୍ତି। ସେମାନଙ୍କୁ ‘ହତ୍ୟା’ କରାଯାଇଛି ବୋଲି ସେ କହିଛନ୍ତି। ଉଭୟଙ୍କ ମୃତ୍ୟୁର ପୂର୍ବ ଦିନରେ ହୋଇଥିବା ପାର୍ଟିରେ କେଉଁ କେଉଁମାନେ ସବୁ ସାମିଲ ହୋଇଥିଲେ ସେମାନଙ୍କୁ ପୋଲିସ୍‌ ଖୋଜି ବାହାର କରୁ ବୋଲି ନାରାୟଣ ରାଣେ କହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର […]

sushant singh 22
ରିୟାଙ୍କୁ ମିଳିବନି ସୁରକ୍ଷା, ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ‌ କରିବାକୁ ମହାରାଷ୍ଟ୍ର ସରକାର ଓ ପୋଲିସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ‌ଏହାସହ ଏହି ଘଟଣାର ତଦନ୍ତ ବିହାର ପୋଲିସ୍‌ ନିକଟରୁ ସ୍ଥାନାନ୍ତରିତ କରି ମୁମ୍ବାଇ ପୋଲିସ୍‌କୁ ଦେବା ପାଇଁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋଟ ଶୁଣାଣି କରିଥିଲେ। ଏ ସଂକ୍ରାନ୍ତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ […]

modi-2
୨୨ କିଲୋ ୬ ଶହ ଗ୍ରାମ ରୂପା ଇଟାରେ ରାମମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ଶାକାର ହେବ । ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ, ସୁଉଚ୍ଚ ଶ୍ରୀରାମଙ୍କ ମନ୍ଦିର। ଆଜି ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସେହି ଐତିହାସିକ ଘଟଣା।ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭୂମି ପୂଜା କରିବା ପରେ ଶିଳାନ୍ୟାସ କରିଛନ୍ତି। ଏହା ପରେ ଆରମ୍ଭ ହେବ ମନ୍ଦିର ନିର୍ମାଣ। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆରଏସ୍‌ଏସ୍‌ ମୁଖ୍ୟ […]

modi
‘ରାମମନ୍ଦିର କେବଳ ମନ୍ଦିର ନୁହେଁ, ସାମୁହିକ ସଂକଳ୍ପର ପ୍ରତୀକ’

ଅଯୋଧ୍ୟା: ଆଜି ପୂରା ଭାରତ ରାମମୟ ହୋଇଛି। ସବୁ ମନ ଦୀପମୟ ହୋଇଛି। ଆଜି ସରା ଭାରତ ଭାବୁକ ହୋଇଛି। ବର୍ଷ ବର୍ଷ ଧରି ଅପେକ୍ଷା ଆଜି ସମାପ୍ତ ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଚାଲୁଥିବା ବ୍ୟତିକ୍ରମର ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଛି। ବର୍ଷ ବର୍ଷ ଧରି ଟେଣ୍ଟରେ ରହୁଥିବା ରାମ୍ ଲାଲ୍‌ଙ୍କ ପାଇଁ  ଏକ ବଭ୍ୟ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଆଜି ଭୂମିପୂଜନ ଓ ଶିଳାନ୍ୟାସ ହୋଇଯାଇଛି। ଦେଶର ସ୍ୱାଧୀନତା […]

modi
ରାମଲଲାଙ୍କୁ ଦର୍ଶନ କରି ସାଷ୍ଟାଙ୍ଗ ପ୍ରଣିପାତ ହେଲେ ମୋଦି

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଁଞ୍ଚି ସାରିଲେଣି। ଭୂମି ପୂଜନ ସ୍ଥାନକୁ ଯିବା ପୂର୍ବରୁ ପିଏମ୍‌ ମୋଦି ହନୁମାନଗଡ଼ି ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାପାଠ କରିଥିଲେ। ରାମଲଲାଙ୍କ ଦର୍ଶନ କରିବା ପୂର୍ବରୁ ହନୁମାନଗଡ଼ି ମନ୍ଦିରରେ ପୂଜା କରିବାର ଏକ ବିଶ୍ୱାସ ରହିଛି। ହନୁମାନଗଡ଼ି ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀ ଗାଦ୍ଧିଶିନ ପ୍ରେମଦାସ ମହାରାଜ ମୋଦିଙ୍କୁ ପଗଡ଼ି, ରୂପା ମୁକୁଟ ଓ ପାରମ୍ପରିକ ଷ୍ଟଲ ପିନ୍ଧେଇଥିଲେ। ଏହି ସମୟରେ ପିଏମ୍‌ ମାସ୍କ […]