ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ସାରା ଅଲି ଖାନଙ୍କ ଚୁଲ୍ବୁଲି ହସ୍, ଚୁଲ୍ବୁଲି କାମକୁ ବେଶ ପସନ୍ଦ କରନ୍ତି ତାଙ୍କର ଫ୍ୟାନ୍ସ। ଆଉ ଖାସ୍ ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସାରା ଅଲି ଖାନ୍ଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ସାରା ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ୁଛନ୍ତି। ଆଜିକାଲି ସାରା ତାଙ୍କର ଅପ୍କମିଙ୍ଗ ଫିଲ୍ମ ‘କୁଲି ନମ୍ବର ୱାନ’ କୁ ନେଇ ବ୍ୟସ୍ତ ଅଛନ୍ତି। ତାଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ […]
ଲକ୍ଷ୍ନୌ: ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସଙ୍ଗିନ୍ ହେବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ, ହରିଆଣା ଏବଂ ପଞ୍ଜାବ ଆଦି ରାଜ୍ୟ ସହ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ତେବେ ଏହାର ସମାଧାନ ପାଇଁ ୩୦୦ ଟିମ୍ ବର୍ତ୍ତମାନ କାର୍ଯ୍ୟକରୁଥିବାବେଳେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଅଜବ ପରାମର୍ଶ ଦେଛନ୍ତି। ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ରଙ୍କ ଶରଣ ପଶିବାକୁ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସୁନିଲ ଭରାଲା ନାମକ ଏହି ମନ୍ତ୍ରୀ କହିଛନ୍ତି ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏକ […]
ପୁଣେ: ଟଙ୍କା ପାଇଁ କେଉଁଠି ହଟାକଟା, ମାର୍ପିଟ୍। ଆଉ କେଉଁଠି ଅଭାବି ମଣିଷଟିଏ ଟଙ୍କା ରାସ୍ତାରୁ ପାଇଲେ ବି ନେବାକୁ ଚାହୁଁନି। ଯାଚିଲେ ବି ଗ୍ରହଣ କରୁନି। ଭୋକିଲା ପେଟ ତା’ର ଟଙ୍କାର ପ୍ରଲୋଭନରେ ସଚ୍ଚୋଟତାକୁ ଭୁଲି ଯାଇନି। ଏମିତି ଜଣେ ନିଆରା ସଚ୍ଚୋଟ ବ୍ୟକ୍ତିଙ୍କୁ ଚିହ୍ନନ୍ତୁ, ଯାହା ପାଖରେ ୭ ଟଙ୍କା ନ ଥିଲା ବସ୍ ଭଡ଼ା ଦେଇ ଘରକୁ ଫେରିବା ପାଇଁ। ହେଲେ, ଆଖି ଆଗରେ ୪୦ ହଜାର ଟଙ୍କା ପାଇଲେ ବି ଲୋଭର […]
ଲକ୍ଷ୍ନୌ: ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ। ଯିଏ ୫୦ ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ। ଆଉ ଏହି ଟଙ୍କା ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି ଦୁଇ ସାଙ୍ଗଙ୍କ ମଧ୍ୟରେ ସର୍ତ୍ତ ରହିଥିଲା। ହେଲେ ଏହି ବାଜିର ପରିଣାମ କିଛି ଅଲଗା ହୋଇଛି। ଜଣେ ସାଙ୍ଗର ୪୨ ଅଣ୍ଡା ଖାଇବା ପରେ ଚିକିତ୍ସାଧୀନ ଅବସ୍ଥାରେ […]
ନୂଆଦିଲ୍ଲୀ: ପାକିସ୍ତାନର ଐତିହାସିକ କରତାରପୁର କରିଡର ନଭେମ୍ୱର ୯ରେ ଉଦଘାଟନ ହେବ। ଏହି ଅବସରରେ ଯୋଗଦେବା ପାଇଁ ପାକିସ୍ତାନ ସରକାର ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଛି। ଏହାପରେ ନିମନ୍ତ୍ରଣ ପାଇ ପାକିସ୍ତାନ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସିଦ୍ଧୁ। ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁମତି ମାଗିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ସିଦ୍ଧୁ ଚିଠି ଲେଖି କହିଛନ୍ତି, ‘୯ ନେଭମ୍ୱରରେ ଶ୍ରୀ […]
ସ୍ପେନ୍: ମୋବାଇଲ ଫୋନ ଯେମିତି ଆଜିକାଲି ଜୀବନର ଏକ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି। ଗାଡ଼ି ଚଲାଇବାବେଳେ, ଗାଡ଼ିକୁ ଅପେକ୍ଷା କରିବାବେଳେ, ଖାଇଲା ବେଳେ, ବସିଲା ବେଳେ ଏପରିକି ଚାଲିଲାବେଳେ ମଧ୍ୟ ହାତରେ ଫୋନ୍ । ଏହି ମୋବାଇଲ୍ ପ୍ରେମୀଙ୍କ ପାଇଁ ଖବରଟିଏ। ସବୁବେଳେ ହାତରେ ମୋବାଇଲ କିପରି ଜୀବନଘାତକ ହୋଇପାରେ ଜାଣନ୍ତୁ। ସ୍ପେନ୍ର ମାଡ୍ରିଡ୍ ଅଞ୍ଚଳର ଘଟଣା। ରେଳ ଷ୍ଟେଶନରେ ଜଣେ ମହିଳା ଫୋନ ଦେଖି ଦେଖି ଯାଉଥିଲେ। ଅନ୍ୟମନସ୍କତା ଯୋଗୁ ଧାରଣା ଉପରେ ପଡ଼ିଗଲେ। […]
ନୂଆଦିଲ୍ଲୀ:କମେଡି କିଙ୍ଗ କପିଲ ଶର୍ମାଙ୍କ ଧମାକାଦାର କାର୍ଯ୍ୟକ୍ରମ ‘ଦ କପିଲ ଶର୍ମା ଶୋ’ କେବଳ ଟିଭିରେ ନୁହେଁ, ସୋଶାଲ ମିଡିଆରେ ବି ଖୁବ୍ ଧମାଲ କରିଛି। କପିଲ ଶର୍ମାଙ୍କ ଏହି କାର୍ଯ୍ୟକ୍ରମକୁ ହରଭଜନ ସିଂ ଏବଂ ତାଙ୍କ ପତ୍ନୀ ଆସିଥିଲେ। କପିଲ ଶର୍ମା ଏମିତି ପ୍ରଶ୍ନ ପଚାରିଥିଲେ, ପତ୍ନୀଙ୍କ ଉପସ୍ଥିତିରେ ଉତ୍ତର ଦେବା ପୂର୍ବରୁ ଚିନ୍ତାରେ ପଡି ଯାଇଥିଲେ ଭଜି (ହରଭଜନ ସିଂ) । ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଶୋ’ରେ କପିଲ ଶର୍ମା […]
ନୂଆଦିଲ୍ଲୀ: ବଲିଉଡ୍ର ଆକ୍ସନ୍ ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ଫିଟ୍ନେସ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ବେଶ୍ ଯତ୍ନବାନ୍ ଥା’ନ୍ତି ସେ। ନିଜେ ଫିଟ୍ ରହିବା ସହ ସେ ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ଜୀବନ ବଞ୍ଚିବାର ପରାମର୍ଶ ଦିଅନ୍ତି ସେ। ପ୍ରତିଦିନ ସେ ତାଙ୍କ ପିଲାଙ୍କୁ ଧରି ମର୍ଣ୍ଣିଂ ୱାକ୍ରେ ଯା’ନ୍ତି। ତେବେ ଗୁରୁବାର ଦିନର ମର୍ଣ୍ଣିଂ ୱାକ୍ ତାଙ୍କ ଝିଅ ନିତାରାଙ୍କ […]
ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ଲାଗି ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏ, ହିମାଚଳ ପ୍ରଦେଶର ୪ଟି, ଝାଡ଼ଖଣ୍ଡର ୩ଟି ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେବ। ୫୯ଟି ଲୋକସଭା ଆସନର ୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପ୍ରାୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ଥାଇଲାଣ୍ଡ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏସଆନ-ଭାରତ, ପୂର୍ବ ଏସିଆ ଏବଂ ଆରସିଇପି ସମ୍ମିଳନୀରେ ଯୋଗ ଦେବେ। ଆଜି ଥାଇଲାଣ୍ଡରେ ପହଞ୍ଚିବା ପରେ ସେଠିକାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଗୁରୁ ନାନକ ଦେବଙ୍କ ୫୫୦ ଜୟନ୍ତୀ ଅବସରରେ ସ୍ମାରକ କଏନର ଉନ୍ମୋଚନ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୋଦି ଏହି […]