• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

BIDISHA-MAITRA
‘ଜାତିସଂଘରେ ଅଭିଭାଷଣ ନାଁରେ ଇମ୍ରାନ ଖାଲି ମିଛ କହିଲେ’

ନ୍ୟୁୟର୍କ: ଗତକାଲି ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତ ବିରୋଧରେ ଯାହା ମନ୍ତବ୍ୟ ରଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ହିଂସାକୁ ଉସକେଇବା ଭଳି ଅଭିଭାଷଣ। ଜାତିସଂଘରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର ଆଜି ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନ ଜାତିସଂଘର ମଞ୍ଚରେ ଉପସ୍ଥିତ ରହି ଭୁଲ୍ ଉପଯୋଗ କରିଛି ବୋଲି ବିଦିଶା କହିଛନ୍ତି। ୧୯୪୭ରେ ପାକିସ୍ତାନରେ ଥିବା ସଂଖ୍ୟା ଲଘୁଙ୍କ ସଂଖ୍ୟା ଏବେ ଆହୁରି କମ୍ ରହିଛି। ତାଙ୍କ ବିରୋଧରେ […]

4567456
ମା‘ଙ୍କ ଶେଷ ଇଚ୍ଛା ପୂରଣ କଲେ ବାଂଶୁରୀ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଅନ୍ତିମ ଇଚ୍ଛା ପୂରଣ କରିଛନ୍ତି ତାଙ୍କ ଝିଅ ବାଂଶୁରୀ ସ୍ୱରାଜ। ସୁଷମା ଅଗଷ୍ଟ ୬ରେ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହେବା ପୂର୍ବରୁ ଆଇସିଜେ କୋର୍ଟର ଓକିଲ ହରିଶ ସାଲଭେଙ୍କ ସହ ଫୋନରେ କଥା ହୋଇଥିଲେ। ସେ କୁଳଭୂଷଣ ଯାଦବଙ୍କ ମାମଲା ଆଇସିଜେରେ ଲଢ଼ିଥିବାରୁ ଦେଖାହେଲେ ପାରିଶ୍ରମିକ ବାବଦକୁ ୧ ଟଙ୍କା ଦେବେ ବୋଲି କହିଥିଲେ। ଏହାପରେ ତାଙ୍କର ପରଲୋକ ହୋଇଯାଇଥିଲା। ଶୁକ୍ରବାର ସୁଷମା ସ୍ୱରାଜଙ୍କ ଶେଷ […]

cyclone
ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଲଘୁଚାପ

ନୂଆଦିଲ୍ଲୀ: ଭାରତ ମହାସାଗର ଓ ଏହାର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମେ ଘନୀଭୂତ ହୋଇ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହା ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ କି ସତର୍କ ସୂଚନା ମଧ୍ୟ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ସମ୍ଭାବ୍ୟ ବାତ୍ୟା ଏବେ ଚେନ୍ନାଇରୁ […]

khanderi
ନୌସେନାରେ ସାମିଲ୍ ହେଲା ଖାଣ୍ଡେରି

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହୋଇଛି ଯୁଦ୍ଧ ଜାହାଜ ଆଇଏନଏସ ଖାଣ୍ଡେରି।  ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ଆଇଏନ୍ଏସ ଖାଣ୍ଡେରିକୁ ଭାରତୀୟ ନୌସେନାରେ ସାମିଲ୍ କରିଛନ୍ତି। ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡ଼ାଜାହାଜ। ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଉଛି। ଆତଙ୍କବାଦୀ ଜଳପଥରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ବେଳେ ଖାଣ୍ଡେରି ଭାରତୀୟ ନୌସେନାରେ ସାମିଲ୍ ହୋଇଛି। ଯାହାକି ନୌସେନାର ଶକ୍ତିକୁ ବୃଦ୍ଧି କରିଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବୁଡ଼ାଜାହାଜ ପ୍ରସ୍ତୁତ କରିବା ଦେଶ ଅନେକ […]

mahatma-gandhi-statue-ap_650x400_61475816825
ଏହି ଦେଶରେ ଗାନ୍ଧିଙ୍କ ପାଦ ପଡ଼ିନି ହେଲେ ଅଛି ସର୍ବାଧିକ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏଥିପାଇଁ ସାରା ପୃଥିବୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ହିଁ କହୁଛି ବିଶ୍ୱ ଦରବାରରେ ମହାତ୍ମା ଗାନ୍ଧିଙ୍କ ଲୋକପ୍ରିୟତା କେତେ । ତେବେ ପୃଥିବୀରେ ଏମିତି ଏକ ଦେଶ ଅଛି, ଯେଉଁଠିକୁ ମହାତ୍ମା ଗାନ୍ଧି ଆଦୌ ଯାଇ ନାହାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଦେଶରେ ରହିଛି ଗାନ୍ଧିଙ୍କର ସବୁଠାରୁ ଅଧିକ ପ୍ରତିମୂର୍ତ୍ତି। ଜାଣନ୍ତି ସେ ଦେଶ କିଏ ? ସେ ଦେଶ […]

retyrt
ଘରର ମୁଖ୍ୟ ଦ୍ୱାର ଏମିତି ରଖିଲେ ବାସ୍ତୁ ଦୋଷ କଟିବ

ଭୁବନେଶ୍ୱର: ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଜୀବନ ଉପରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ ଏହା ସକାରାତ୍ମକ ନା ନକାରାତ୍ମକ ପ୍ରଭାବ ପକାଇବ, ତାହା ତାର ବାସ୍ତୁ ଉପରେ ନିର୍ଭର କରେ। ବାସ୍ତୁ ଅନୁଯାୟୀ ଏହା ଠିକ୍ ଦିଗରେ ଓ ଠିକ୍ ଭାବରେ ନିର୍ମିତ ହୋଇଥିଲେ ସକାରାତ୍ମକ ପ୍ରଭାବ ପକାଏ। ନହେଲେ ଏହା ନକାରାତ୍ମକ ପ୍ରଭାବ ପକାଏ।  ମୁଖ୍ୟ ଦ୍ୱାର ଠିକ୍‌ ଦିଗରେ ରହିଲେ ଓ ବାସ୍ତୁ ଅନୁସାରେ ନିର୍ମାଣ ହୋଇଥିଲେ ଘରେ […]

ins
ନୌସେନାରେ ସାମିଲ୍‌ ହେବ ସାଇଲେଣ୍ଟ କିଲର 'ଆଇଏନଏସ ଖଣ୍ଡେରୀ'

ମୁମ୍ବଇ: ଦିନକୁ ଦିନ ଅଶାନ୍ତ ହୋଇ ପଡ଼ୁଛି ଭାରତର ସୀମାନ୍ତ। ଦୁଇ ପଡୋଶୀ ଦେଶ ପାକିସ୍ତାନ ଓ ଚୀନ ଆଡୁ ବଢୁଛି ବିପଦ। ଏହାକୁ ଦୃଷ୍ଟିରେ ରଖି ଭାରତ ତାର ପ୍ରତିରକ୍ଷା ବିଭାଗକୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ  ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ ସଜାଗ ହୋଇଗଲାଣି ‘ଆଇଏନଏସ ଖଣ୍ଡେରୀ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ସବମେରାଇନ୍‌ ଅର୍ଥାତ ଯୁଦ୍ଧଜାହାଜ ସେପ୍ଟେମ୍ବର ୨୮ ତାରିଖରେ ଭାରତୀୟ ନୌସେନାରେ ସାମିଲ କରାଯିବ। ମୁମ୍ବାଇରେ ଆୟୋଜିତ […]

pilot
ଖସିପଡ଼ିଲା ସ୍ଥଳସେନାର ‘ଚିତା’, ୨ ପାଇଲଟ୍‌ ମୃତ

ଭୁଟାନ୍‌: ଆକାଶରେ ଉଡ଼ୁଥିବା ବେଳେ ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଛିନଛତ୍ର ହୋଇଯାଇଥିବା ବେଳେ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ପାଇଲଟ୍‌ ପ୍ରାଣ ହରାଇଛନ୍ତି। ଜଣେ ପାଇଲଟ୍‌ ଭାରତର ହୋଇଥିବା ବେଳେ ଆଉ ଜଣେ ଭୁଟାନର ବୋଲି ଜଣାପଡ଼ିଛି। ଭାରତୀୟ ପାଇଲଟ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଙ୍କର। ସେହିପରି ଭୁଟାନର ପାଇଲଟ ଜଣଙ୍କ ଜଣେ ଟ୍ରେନି ବୋଲି ଜଣାପଡ଼ିଛି। ଆଜି ଏହି ଚିତା ହେଲିକପ୍ଟରଟି ଅରୁଣାଚଳ […]

plastic-used-in-pakistan
ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ତିଆରି ହେଲା ୧ କିମିର ରାସ୍ତା

ବେଙ୍ଗାଲୁରୁ: ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। କାରଣ ଏହା ମାଟିରେ ମିଶୁ ନାହିଁ। ଫଳରେ ପରିବେଶ ପ୍ରଦୂଷଣ ହେଉଛି। କିନ୍ତୁ ଏହି ପ୍ଲାଷ୍ଟିକରୁ ମୁକୁଳିବା ପାଇଁ ଏବେ ନୂଆ ରାସ୍ତା ବାହାରିଛି। ବେଙ୍ଗାଲୁରୁର ଦ୍ୱିତୀୟ ବିମାନ ବନ୍ଦର ନିକଟରେ ହେଉଥିବା ରାସ୍ତା ଅଳିଆ ଗଦାରେ ପଡ଼ିଥିବା ପ୍ଲାଷ୍ଟିକରୁ ତିଆରି ହୋଇଛି। ୧ କିଲୋମିଟର ରାସ୍ତାରେ ପାଖାପାଖି ୧ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ପ୍ଲାଷ୍ଟିକର ପିରମାଣ ୭ ପ୍ରତିଶତ […]

343456
ପାକିସ୍ତାନ ସରକାରଙ୍କ ଗୁମର ଖୋଲିଲା ‘ଭଏସ ଅଫ୍ କରାଚି’

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ଆଜି ଭାରତ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ପାକିସ୍ତାନର ଭଏସ ଅଫ୍ କରାଚି ନାମକ ଏକ ସଂଗଠନ ପାକିସ୍ତାନ ସରକାରର ଗୁମର ଖୋଲିଛି। ଜାତିସଂଘ ଚାରିପଟେ ଟ୍ରକ, ଟ୍ୟାକ୍ସିରେ ଡିଜିଟାଲ ମିଡିଆର ସାହାଯ୍ୟ ନେଇ ନିଜର ସ୍ୱର ଉତ୍ତୋଳନ କରିଛି ଭଏସ ଅଫ କରାଚି ସଂଗଠନ। ଏହି ସଂଗଠନର ସଦସ୍ୟ ସମସ୍ତେ ମୋହାଜିର ଜାତିର। ପାକିସ୍ତାନରେ ଏମାନେ ଅଳ୍ପସଂଖ୍ୟକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ପାକିସ୍ତାନରେ ଏହି […]

4535
କାଙ୍ଗାଳ ପାକିସ୍ତାନକୁ ଆର୍ଥିକ ସହାୟତା ଦେଲେ ବିଲ୍ ଗେଟ୍‌ସ

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଅନେକ ପ୍ରସଙ୍ଗରେ ପାକିସ୍ତାନ ନିଜର ପରାଜୟ ସ୍ୱୀକାର କରିସାରିଛି, ଯାହାକି ପାକ ସରକାରଙ୍କୁ ନିରାଶ କରିଛି। ହେଲେ ଏହି ନିରାଶ ଭିତରେ ସହଯୋଗର ହାତ ବଢ଼ାଇଛି ବିଲ୍ ଗେଟସ ଫାଉଣ୍ଡେସନ। ଯାହାକି ପାକିସ୍ତାନ ପାଇଁ ଖୁସି ଖବର। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ବିଲ୍ ଗେଟସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍‌ ଗେଟସଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହି ଅବସରରେ ଦୁଇ ପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ପାକିସ୍ତାନକୁ […]