• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pm modi
ପାକିସ୍ତାନ ଆକାଶପଥରେ ଗଲେନି ମୋଦି

ନୂଆଦିଲ୍ଲୀ: ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଏବଂ କାଲିର ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନ ଓମାନ, ଇରାନ୍‌ ଓ କେନ୍ଦ୍ରୀୟ ଏସିଆ ଆକାଶ ମାର୍ଗ ଦେଇ ଆଜି ବିଶକେକ୍‌ରେ ପହଞ୍ଚିବ। ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ବୈଠକରେ ଯୋଗଦାନ। ଏହି ବୈଠକରେ ଅନ୍ତର୍ଜାତୀୟ ସୁରକ୍ଷା, ଆର୍ଥିକ ସହଯୋଗ […]

cyclone..
ଗତିପଥ ‍ପରିବର୍ତ୍ତନ କରି ପାକିସ୍ତାନ ମୁହାଁ ସାମୁଦ୍ରିକ ଝଡ଼ ‘ବାୟୁ’

ନୂଆଦିଲ୍ଲୀ: ଆଜି ଗୁଜରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ୍‌ କରିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ରାତିରେ ‘ବାୟୁ’ର ଗତିପଥ ବଦଳିଥିବା ସୂଚନା ମିଳିଛି। କେବଳ ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ଏହି ବାତ୍ୟା ମୁହାଁଇଛି ବୋଲି ଆକଳନ କରାଯାଇଛି। ହେଲେ ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆରବ ସାଗରରେ ସୃଷ୍ଟ ‘ବାୟୁ’ ଏବେ ଗୁଜରାଟର […]

plane
ପାହାଡ଼ରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ ଏଏନ୍‌-୩୨

ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷକୁ ଦୀର୍ଘ ୯ ଦିନ ପରେ ଠାବ କରାଯାଇଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ନିକଟସ୍ଥ ଏକ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଗତକାଲି ଭାରତୀୟ ବାୟୁସେନା ପକ୍ଷରୁ ବିମାନର ଧ୍ୱଂସାବଶେଷ ପଡ଼ି ରହିଥିବା ସ୍ଥାନର ଏକ ସ୍ପଷ୍ଟ ଫଟୋ ଜାରି କରାଯାଇଛି। ଯେଉଁଥିରୁ ଜଣାପଡ଼ୁଛି ଯେ ବିମାନଟି ମେଚୁକାଠାରୁ ଅଳ୍ପଦୂରରେ ଥିବା ଏକ ପାହାଡ଼ରେ ଧକ୍କା ହେବା ପରେ ହିଁ […]

rainfall
ମାଡ଼ି ଆସୁଛି ବାତ୍ୟା ‘ବାୟୁ’; ଆଜି ଅପରାହ୍ନରେ କରିବ ଲ୍ୟାଣ୍ଡଫଲ୍‌

ଗାନ୍ଧିନଗର: ଧୀରେ ଧୀରେ ଗୁଜରାଟର ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ବାୟୁ’। ବର୍ତ୍ତମାନ ଏହା ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି।  ସକାଳ ୭ଟା ସୁଦ୍ଧା ‘ବାୟୁ’ ଗୁଜରାଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଉପକୂଳରୁ ୧୩୦ କିଲୋମିଟର ଦୂରରେ ଥିଲା। ଆଜି ଅପରାହ୍ଣରେ ଦ୍ୱାରକା-ଭାରଭାଲ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୩୫ରୁ ୧୪୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ […]

rainfall
ଏହି ସବୁ ଜିଲ୍ଲାରେ ହୋଇପାରେ ଧୂଳିଝଡ଼ ଓ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼ ଓ ବର୍ଷା ହେବ। ଏପରିକି ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ୨୪ଟି ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼,ଜଗତସିଂହପୁର, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ବରଗଡ଼, ବାଲେଶ୍ୱର, ପୁରୀ, ଝାରସୁଗୁଡ଼ା,କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା। ଆଜି ସକାଳ ୮ଟା ପର୍ଯ୍ୟନ୍ତ […]

old-woman-upset
ବାପା, ମା’ଙ୍କୁ ହତାଦର କଲେ ମିଳିବ ଦଣ୍ଡ

ପାଟନା: ବାପା, ମା’ଙ୍କୁ ହତାଦର କଲେ ମିଳିବ ଦଣ୍ଡ। ଏପରିକି ଜେଲ୍ ମଧ୍ୟ ହୋଇପାରେ। ଏଭଳି ଏକ ଆଇନ୍‌ ଆଣିବାକୁ ଯାଉଛନ୍ତି ବିହାର ସରକାର। ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ଏ ସଂପର୍କିତ ଏକ ପ୍ରସ୍ତାବ ପାରିତ ହୋଇଛି। ବୃଦ୍ଧ ବାପା, ମା’ଙ୍କ ଠିକ୍ ଭାବେ ଯତ୍ନ ନ ନେଲେ, ଅବହେଳା କଲେ ତଥା ଠିକ୍ ଭାବେ ଭରଣ ପୋଷଣ ନ କଲେ ସନ୍ତାନଙ୍କୁ ଜେଲ୍ ଦଣ୍ଡ ଦିଆଯିବ ବୋଲି ଏଥିରେ ପ୍ରସ୍ତାବ ରହିଛି।  […]

katrina
ବ୍ରାଇଡାଲ୍‌ ଲୁକ୍‌ରେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ‘ଭାରତ’ରେ ଅଭିନୟ କରିଥିବା କ୍ୟାଟ୍ରିନା କୈଫ୍‌ ଏବେ ଚର୍ଚ୍ଚାରେ। ଏମିତିରେ କ୍ୟାଟ୍ରିନା ତାଙ୍କ ଗ୍ଲାମରସ୍‌ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ତାଙ୍କର ଏକ ବ୍ରାଇଡାଲ୍‌ ଲୁକ୍‌ର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହା ସହ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଖ୍ରୀଷ୍ଟିଆନ୍‌ ସମ୍ପଦାୟର ବ୍ରାଇଡାଲ୍‌ ଲୁକ୍‌ରେ କ୍ୟାଟ୍ରିନା ନିଜକୁ ସଜାଇଛନ୍ତି ଓ ବହୁତ ସୁନ୍ଦର ମଧ୍ୟ ଦେଖା […]

imran khan
ଋଣରେ ବୁଡ଼ିଛି ପାକିସ୍ତାନ; ଦେଶ ଚଳାଇବା ପାଇଁ ନାହିଁ ଆବଶ୍ୟକ ଟଙ୍କା

ଇସଲାମାବାଦ: ଋଣରେ ବୁଡ଼ିଛି ପାକିସ୍ତାନ। ଦେଶ ଚଳାଇବା ପାଇଁ ନାହିଁ ଆବଶ୍ୟକ ଟଙ୍କା। ଗତକାଲି ପାକିସ୍ତାନ ସରକାର ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଏହା ଜଣାପଡ଼ିଛି। ବଜେଟ ଉପସ୍ଥାପନ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି, ଦେଶ ଚଳାଇବା ପାଇଁ ଆବଶ୍ୟକ ଟଙ୍କା ନାହିଁ। ଯାହି ବି ଟିକସ ସଂଗ୍ରହ ହେଉଛି, ସେଥିରୁ ଅଧା କରଜ ସୁଝିବାରେ ଯାଉଛି। ତେଣୁ ସମସ୍ତେ […]

plane crash
ନିଖୋଜ ଏନ୍‌-୩୨ ବିମାନ ଠାବ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନିଖୋଜ ବିମାନ ଏନ୍‌-୩୨ ଆଠ ଦିନ ପରେ ଠାବ ହୋଇଛି। ଠାବ ପରେ ବିମାନର ଭଗ୍ନାବଶେଷର ପ୍ରାୟ ନିକଟରେ ବାୟୁସେନା ଓ ସ୍ଥଳସେନାର ହେଲିକପ୍ଟର ପହଞ୍ଚିଛି। ଆଜି ଭୋରରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ବିମାନ ଆକଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ୍-୩୨ ବିମାନକୁ ଠାବ କରିଥଇଲା। ଯାହାର ପ୍ରାଥମିକ ଚିତ୍ର ଜାରି ହୋଇଛି। ପାଖାପାଖି ୧୨ […]

cloudy
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ବାୟୁ’; ଆସନ୍ତାକାଲି କରିପାରେ ଲ୍ୟାଣ୍ଡଫଲ୍‌

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଗୁଜରାଟରୁ ୪୨୦ କି.ମି. ଦୂରରେ ଅଛି। ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତାକାଲି ସକାଳେ ଏହି ସାମୁଦ୍ରିକ ଝଡ଼ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ବାୟୁ’ ଜୁନ୍‌ ୧୩ ତାରିଖ ସକାଳେ ପୋରବନ୍ଦର ଏବଂ ମହୁୱା ମଝିରେ କୌଣସି […]

jhal muri
‘ଝାଲମୁଢ଼ି’ ପ୍ରେମରେ ବିଦେଶୀ

ଲଣ୍ଡନ: ଏବେ ବିଶ୍ୱକପ୍‌ ପାଇଁ ଚର୍ଚ୍ଚାରେ ଥିବା ଲଣ୍ଡନରେ ମିଳୁଛି ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ‘ଝାଲମୁଢ଼ି’। ତା’ପୁଣି ଭାରତ ସଦ୍ୟ ଅଷ୍ଟ୍ରେଲିଆକୁ ହରାଇଥିବା ଓଭାଲ ଷ୍ଟାଡିଅମ୍‌ ବାହାରେ। ପସରାର ଶୈଳୀ ସମ୍ପୂର୍ଣ୍ଣ ଭାରତୀୟ। ବିଭିନ୍ନ ଡବାରେ ଭଳିକି ଭଳି ମୁଡ଼ୁମୁଡ଼ିଆ ଖାଦ୍ୟ ଦ୍ରବ୍ୟ। ଆଉ ଏସବୁକୁ ଘାଣ୍ଟି କାଗଜ ଠୁଙ୍ଗାରେ ଝାଲମୁଢ଼ି ବିକୁଛନ୍ତି ଜଣେ ବ୍ୟକ୍ତି। ଯେମିତି ଆପଣ ଆପଣଙ୍କ ସାହିରେ ବା ଛକରେ ବିକ୍ରିହୁଏ ଠିକ୍‌ ସେମିତି, କିନ୍ତୁ ଫରକ ହେଉଛି ଏ ବ୍ୟକ୍ତି […]