ମ୍ୟାଞ୍ଚେଷ୍ଟର: ୨୦୧୯ ବିଶ୍ୱକପ୍ର ଆଜି ହେଉଛି ସବୁଠୁ ବଡ଼ ଫାଇଟ୍। ଯାହା ଉପରେ ରହିଛି ସାରା ବିଶ୍ୱର ନଜର। ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବ କଡ଼ା ଟକ୍କର। ବିଶ୍ୱକପ୍ର ଏହି ହାଇଭୋଲଟେଜ୍ ଫାଇଟ୍ ପାଇଁ ଟିମ୍ ଇଣ୍ଡିଆ ପୂରା ପୂରି ପ୍ରସ୍ତୁତ। ଚଳିତ ସିଜନ୍ରେ ଦକ୍ଷିଣ ଆଫ୍ରିକା ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟିମ୍ ଇଣ୍ଡିଆ ଫର୍ମରେ ରହିଛି। ବ୍ୟାଟିଂ ଏବଂ ବୋଲିଂ ଡିପାର୍ଟମେଣ୍ଟ ସନ୍ତୁଳିତ ରହିଛି। […]
ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ରଜ ଉପଲକ୍ଷେ ଆଜି ‘ଗୋଲମାଲ୍ ଲଭ୍’ ଓ ‘ତୁ ମୋ ଲଭଷ୍ଟୋରୀ-ଟୁ’ ରିଲିଜ ହୋଇଛି। ‘ଗୋଲମାଲ୍ ଲଭ୍’ରେ ନୂଆ ଯୋଡ଼ି ବାବୁଶାନ ଓ ତମନ୍ନାଙ୍କ ଅନ୍ ସ୍କିନ୍ ରୋମାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ରିଲିଜ୍ ହେବାର ପ୍ରଥମ ଦିନରୁ ହିଁ ହଲ୍ରେ ଦର୍ଶକଙ୍କ ଭିଡ଼ ଜମିଛି। ଖାସ୍ କରି ବାବୁସାନ୍ଙ୍କ ଫ୍ୟାନ୍ ଫିଲ୍ମ ଦେଖିବାକୁ ଲମ୍ବା ଲାଇନ୍ରେ […]
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡ୍ଭାନ୍ସଡ୍ ରେଜଲ୍ଟ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ସେ ଶହେ ଏନ୍ଟିଏ ସ୍କୋର ହାସଲ କରିଛନ୍ତି। ଛାତ୍ରଛାତ୍ରୀମାନେ jeeadv.ac.in ୱେବ୍ସାଇଟ୍ରେ ରେଜଲ୍ଟ ଦେଖିପାରିବେ। ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ରେଜଲ୍ଟ ଆଇଆଇଟି ରୁର୍କି ପକ୍ଷରୁ ପ୍ରକାଶ ପାଇଛି। ଚଳିତ ବର୍ଷ ମେ ୨୭ ରେ ଜେଇଇ ଆଡ୍ଭାନ୍ସଡ୍ ପରୀକ୍ଷା ହୋଇଥିଲା। ଦୁଇଟି ପେପରରେ ପରୀକ୍ଷା ହୋଇଥିଲା। ଛାତ୍ରଛାତ୍ରୀଙ୍କ ସର୍ବଭାରତୀୟ ରାଙ୍କ୍ […]
ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଚାଲିଛି ଏସ୍ସିଓ ସମ୍ମିଳନୀ। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ଦିନ ଅବସରରେ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି। ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇ ନାହାନ୍ତି କି ତାଙ୍କ ଆଡ଼କୁ ଚାହିଁନଥିବା ଦେଖିବାକୁ ମିଳିଛି। ଏସ୍ସିଓ ବୈଠକରେ ଯୋଗ ଦେବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ହଲ୍ରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଯାଇ ଦିଲ୍ଲୀ ଏମ୍ସ୍ ଡାକ୍ତରମାନେ ଅଭିନବ ଢଙ୍ଗରେ ତାଙ୍କର ବିକ୍ଷୋଭ କରିଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ସମର୍ଥନରେ ହେଲମେଟ୍ ଏବଂ ବ୍ୟାଣ୍ଡେଜ୍ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି। ଡାକ୍ତରମାନେ ହେଲମେଟ୍ ଏବଂ ବ୍ୟାଣ୍ଡେଜ୍ ସହ ରୋଗୀଙ୍କ ପାଖକୁ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ପରେ ଏହି ଅଭିନବ ବିରୋଧ ବାବଦରେ […]