• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

OTV-Portal-Rangare
ଫଟୋରେ ଫଟୋରେ ହୋଲି ମସ୍ତି...

ନୂଆଦିଲ୍ଲୀ: ସରିଯାଇଛି ହୋଲି।  ରଙ୍ଗରେ ଭିଜିଛି ସାରା ଦେଶ। କେଉଁଠି କରୋନା କଟକଣା ଭିତରେ ପାଳିତ ହୋଇଛି ହୋଲି ତ କେଉଁଠି ପୁଣି କରୋନା କଟକଣାକୁ ଫୁ କରି ରଙ୍ଗ ଖେଳର ମଜା ନେଇଛନ୍ତି ଲୋକେ। ଦେଖନ୍ତୁ, ସାରା ଦେଶରେ କିପରି ଲାଗିଥିଲା ହୋଲିର ରଙ୍ଗ।              

President
ରାଷ୍ଟ୍ରପତିଙ୍କର ହେବ ବାଇପାସ୍‌ ସର୍ଜରୀ; ଓଡ଼ିଆ ଡାକ୍ତର କରିବେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ବାଇପାସ୍ ସର୍ଜରୀ କରାଯିବ । ସକାଳେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି। ଦିଲ୍ଲୀ ସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ ଏହି ଅସ୍ତ୍ରୋପଚାର ହେବ। ଗତ ୨୬ ତାରିଖରେ ରାଷ୍ଟ୍ରପତି ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ପରେ ଅଧିକ ଚିକିତ୍ସା ପାଇଁ […]

IBPS
ଆଇବିପିଏସ୍ କ୍ଲର୍କ ନିଯୁକ୍ତି ପରୀକ୍ଷା ୨୦୨୧: ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ, ବିବରଣୀ ଯାଞ୍ଚ କରନ୍ତୁ

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ସୋମବାର ଅଂଶଗ୍ରହଣକାରୀ ବ୍ୟାଙ୍କଗୁଡିକରେ କିରାଣୀ ନିଯୁକ୍ତି ନେଇ ସାଧାରଣ ନିଯୁକ୍ତି ପ୍ରକ୍ରିୟା ପାଇଁ ଆବେଦନକାରୀଙ୍କ ପାଇଁ ୱିଣ୍ଡୋ ଖୋଲିଛି।

petrol
୪ ଦିନ ପରେ ପୁଣି କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନୀ ୪ ଦିନ ପରେ ପୁଣି ଆଜି ତେଲ ଦାମ ହ୍ରାସ କରିଛନ୍ତି। ଆଜି ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା ପ୍ରତି ଲିଟର ପିଛା ଶସ୍ତା ହୋଇଛି। ଏହି ଦର ହ୍ରାସ ପରେ ମଙ୍ଗଳବାର ପେଟ୍ରୋଲ ଦାମ ୯୦.୫୬ ଟଙ୍କା ହୋଇଥିବାବେଳେ ଡିଜେଲ ଦାମ ୮୦.୮୭ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ୍‌ ଲିଟର ପିଛା୯୬.୯୮ ଟଙ୍କା ଥିବାବେଳେ ଡିଜେଲ ଦାମ ୮୭. ୯୬ ଟଙ୍କା ରହିଛି। […]

electric bike
ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ବାଇକ; ଥରେ ଚାର୍ଜ କଲେ ଗଡ଼ିବ ୬୦ କିମି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଦାମ ହୁ ହୁ ହୋଇ ବଢି ଚାଲିଛି। ଗାଡିରେ ତେଲ ପକାଇଲା ବେଳେ ପକେଟକୁ ଭାରି ବାଧୁଛି। ବିଶେଷ କରି କରୋନା ମହାମାରୀ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାଳେ ମହଙ୍ଗା ତେଲ କଷ୍ଟକୁ ଦ୍ୱିଗୁଣିତ କରିଛି। ଇତି ମଧ୍ୟରେ ଇଲେକ୍ଟ୍ରିକ ଗାଡ଼ିର ଚାହିଦା ମଧ୍ୟ ବେଶ ବଢି ଯାଇଛି। ଅନେକ ଗୁଡିଏ କମ୍ପାନୀ ଏହି ସେଗ୍‌ମେଣ୍ଟର ଗାଡି ବାହାର କରି ମାର୍କେଟକୁ ଛାଡ଼ିଲେଣି। ଶସ୍ତା ଫୋନ ଏବଂ ଶସ୍ତା ଏଲଇଡି ଟେଲିଭିଜନ […]

Capture
କୋଭିଡ୍‌ କେୟାର ସେଣ୍ଟର ଛାଡ଼ି ରାସ୍ତାରେ ବସିଲେ ୧୦୦ କରୋନା ରୋଗୀ

ଗୌହାଟି: ସାରା ଦେଶରେ ମହାମାରୀ କରୋନା ଦିନକୁ ଦିନ ଏହାର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ, କଟକଣା ଲାଗୁ କରିଛନ୍ତି। ହେଲେ ଲୋକମାନେ ଏହାକୁ ଠିକ୍‌ ଭାବେ ମାନୁ ନଥିବା ନେଇ ଅନେକ ଘଟଣା ନଜର ଆସିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା। କୋଭିଡ୍‌ କେୟାର ସେଣ୍ଟରରୁ ପଳାଇ ଆସିପାଖାପାଖି ୧୦୦ ଜଣ କରୋନା ରୋଗୀ NH ଅବରୋଧ‌ କରିଥିଲେ। […]

odisha
ଟ୍ରକ୍‌ ଭିତରୁ ମିଳିଲା ହେଲ୍‌ପର୍‌ଙ୍କ ମୃତଦେହ

ପାରାଦୀପ: ଟ୍ରକ୍‌ ଭିତରୁ ମିଳିଲା ହେଲ୍‌ପର୍‌ଙ୍କ ରକ୍ତାକ୍ତ ମୃତଦେହ। ପାରାଦୀପ ବୃନ୍ଦାବନ କଲୋନୀ ମୁଣ୍ଡାପଡ଼ା ବସ୍ତି ନିକଟରେ ରଖାଯାଇଥିବା ଏକ ଟ୍ରକ୍ ଭିତରୁ ଜଣେ ହେଲ୍‌ପର୍‌ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମୃତ ହେଲ୍‌ପର୍‌ କେନ୍ଦ୍ରାପଡା ଜିଲ୍ଲାର ବାବୁଲି ସିଂ ବୋଲି ଜଣାପଡ଼ିଛି। ଖବରପାଇ ପାରାଦୀପ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହାସହ ଗାଡ଼ିର ଡ୍ରାଇଭରଙ୍କୁ ହେପାଜତକୁ ନେଇଛି ପୋଲିସ୍‌। ବାବୁଲିଙ୍କୁ ଟ୍ରକ୍‌ ଡ୍ରାଇଭର […]

lockdown
୧୪ ଦିନିଆ ଲକ୍‌ଡାଉନ୍: ଜାଣନ୍ତୁ କ’ଣ ଖୋଲା ରହିବ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଯଥା-ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଏବଂ ରାଉରକେଲା ମହାନଗର ନିଗମରେ ଆଜି ରାତି ୯ଟାରୁ ୧୪ ଦିନିଆ ଲକ୍‌ଡାଉନ୍ କଟକଣା‌ ଲାଗୁ ହେବ। ଆସନ୍ତୁ ଜାଣିବା ଏହି ଲକ୍‌ଡାଉନ୍‌ ବେଳେ କ’ଣ ସବୁ ଖୋଲା ରହିବ… ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ। ସକାଳ ୬ରୁ ଦିନ ୧ଟା ଯାଏ କ୍ଷୀର, ପରିବା […]

tv
ଶିଶୁଟି କହିଲା TV ଅନ୍‌ କରନ୍ତୁ, ହେଲେ ତଣ୍ଟି ଚିପି ଦେଲେ ପଡ଼ୋଶୀ

ଚେନ୍ନାଇ: ସାମାନ୍ୟ କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ ଅନେକ ଭୁଲ୍‌ କରିଥାଏ। ଏପରିକି ବର୍ବର କାଣ୍ଡ ମଧ୍ୟ ଘଟାଇବାକୁ ପଛାଏ ନାହିଁ। ତାମିଲନାଡୁ ତୁତୀକୋରିନ୍‌ରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। କ୍ରୋଧାନ୍ୱିତ ହୋଇ ଜଣେ ବ୍ୟକ୍ତି ୮ ବର୍ଷର କୁନି ପିଲାକୁ ହତ୍ୟା କରିଛନ୍ତି। ପିଲାଟିର‌ ଭୁଲ୍‌ ଖାଲି ଏତିକି ଥିଲା, ସେ କେବଳ ଟିଭି ଅନ୍‌ କରିବାକୁ କହିଥିଲେ। ସୂଚନା ଅନୁସାରେ, ତୁତୀକୋରିନ୍‌ ଜିଲ୍ଲାର ଏହି ୮ ବର୍ଷର କୁନି ପିଲାଟି ଅଧିକାଂଶ ସମୟ […]