• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

cm Chhattisgarh at hospital
ହୃଦୟଥରା ଦୃଶ୍ୟ ବର୍ଣ୍ଣନା କଲେ ଆହତ ଯବାନ- ଚାରିପଟୁ ଘେରି ଆଖିବୁଜା ଗୁଳି ବର୍ଷା କରୁଥିଲେ ମାଓବାଦୀ

ରାୟପୁର:ବିଜାପୁରରେ ମାଓବାଦୀ ଆକ୍ରମଣରେ ୨୪ ଯବାନ ସହିଦ ହେବା ପରେ ସାରା ଦେଶରେ ଶାକର ଲହରୀ ଖେଳି ଯାଇଛି।ଛତିଶଗଡର ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ଘଟିଥିବା ଏହି ବର୍ବର କାଣ୍ଡ ରଚିଥିଲେ ୪୦୦ରୁ ଅଧିକ ମାଓବାଦୀ । ଅବଶ୍ୟ ଆମ ଯବାନମାନେ ମାଓବାଦୀଙ୍କୁ ଏହି ଇଲକାରୁ ହଟାଇବାରେ ସଫଳ ହୋଇଛନ୍ତି। ତେବେ ଏହି ଘଟଣାରେ ୧୩ ଜଣ ଯବାନ ଆହତ ହୋଇ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ଯେଉଁ ଯବାନଙ୍କ ଦେହରେ ଗୁଳି ବାଜିଛି ସେମାନଙ୍କ ପ୍ରତିବଦ୍ଧତା […]

BANI KAPOOR
ନିଆରା ପରିଚୟ ସୃଷ୍ଟି କରିବାକୁ ଚାହେଁ : ବାଣୀ କପୁର

ବଲିଉଡରେ ନବାଗତଙ୍କ ଭିତରେ ରହିଛନ୍ତି ବାଣୀ କପୁର। ସାତ ବର୍ଷ ପୂର୍ବରୁ ୨୦୧୩ରେ ସେ ବଲିଉଡ୍ ଦୁନିଆରେ ପ୍ରବେଶ କରିଥିଲେ ବି  ଏକ ନିଆରା ପରିଚୟ ତିଆରି କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି। ତାଙ୍କର ପ୍ରଥମ ସିନେମା ଥିଲା ‘ଶୁଦ୍ଦ ଦେଶି ରୋମାନ୍ସ’ । ଏଥିରେ ବାଣୀ ସମାନ୍ତରାଳ ଭାବେ ପରିଣୀତି ଚୋପ୍ରା ଓ ସୁଶାନ୍ତ ସିଂହ ରାଜପୁତଙ୍କ ସହ ମୁଖ୍ୟ ଚରିତ୍ର ନିଭାଇଥିଲେ। 2019ରେ ମୁକ୍ତିଲାଭ କରିଥିବା ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଫିଲ୍ମ […]

anupama
କରୋନା ଆକ୍ରାନ୍ତ ହେଲେ ‘ଅନୁପମା’

ମୁମ୍ବାଇ: ବଲିଉଡ ପରେ ଏବେ କରୋନା ଜାଲରେ ପଡିଛନ୍ତି ଟେଲିଭିଜନ ଷ୍ଟାର। ପ୍ରସିଦ୍ଧ ଟିଭି ସିରିଏଲ୍‌ `ଅନୁପମା’ର ଲିଡ୍‌ ରୋଲରେ ଥିବା ରୂପାଲି ଗାଙ୍ଗୁଲି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ରଙ୍ଗୀନ ଦୁପଟ୍ଟା ସହିତ ମୁଣ୍ଡରେ ମେଲମେଟ୍ ପିନ୍ଧା ଫଟୋ ସେଆର କରିବା ସହ ଏକ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି ଯେ `ମା’ କରୋନା ଦେବୀ ତୁ […]

bangladesh
ବଢିଲା କରୋନା ସଂକ୍ରମଣ: ୭ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେଲା ଏଇ ଦେଶ

ଢାକା: କରୋନା ଭାଇରସ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଡୋଶୀ ବାଂଲାଦେଶରେ ୭ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଠାରେ ସୋମବାର ୫ ଏପ୍ରିଲରୁ ୭ ଦିନ ପର୍ଯ୍ୟନ୍ତ  ଲକ୍‌ଡାଉନ ଘୋଷଣା କରାଯାଇଛି। କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି। ବାଂଲାଦେଶରେ କରୋନା ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି। ଶୁକ୍ରବାର ୬୮୩୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ୫୦ ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ବଂଲାଦେଶରେ କରୋନା ରୋଗୀ […]

pakistan
ବନ୍ଧୁକୁ ପ୍ରତାରଣା..ଚୀନଠାରୁ ଡିଫେନ୍ସ ସିଷ୍ଟମ କିଣି ପସ୍ତେଇଲା ପାକିସ୍ତାନ, ବାହାରିଲା ଏମିତି ତ୍ରୁଟି

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ କୁହନ୍ତି ଚାଇନା ମାଲ୍‌ ଉପରେ ଗ୍ୟାରେଣ୍ଟି ନାହିଁ। କେତେବେଳେ ବି ଧୋକା ଖାଇଯିବ। ଏମିତି ଧୋକା ଭାରତୀୟମାନେ ଖାଇଛନ୍ତି। ହେଲେ ଜିଗିରି ଦୋସ୍ତକୁ ବି ଏମିତି ଧୋକା କିଏ ଦେଇପାରେ ?  ନିଜର ସଦାବାହାର ଦୋସ୍ତ ବୋଲି କହୁଥିବା ପାକିସ୍ତାନକୁ ବି ଏମିତି ଧୋକ୍କା ଦେଇଛି ଚାଇନା। ଗୋଟିଏ ପଟେ ଭାରତ ନିଜର ସୈନ୍ୟବଳ ବୃଦ୍ଧି କରୁଥିବାବେଳେ ପାକିସ୍ତାନ ମଧ୍ୟ ଚାଇନାରୁ ହତିଆର ଆଣି ଏକାଠି କରୁଛି। ୨୦୧୪ ରେ କେନ୍ଦ୍ରରେ ମୋଦି […]

corona-11
କରୋନା ଦ୍ୱିତୀୟ ଲହରର ଭୟଙ୍କର ରୂପ: ଦିନକରେ ବାହାରିଲେ ୯୦ ହଜାର ରୋଗୀ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ଟେନ୍‌ଶନ ବଢାଇଛି କରୋନା। ପୂର୍ବ ପରି ହୁ ହୁ ହୋଇ ବ୍ୟାପୁଛି ମହାମାରୀ। ଦୈନିକ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାର ପାଖାପାଖି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ପରି ଏଥର ମଧ୍ୟ ମହରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯, ୧୨୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ମହାରାଷ୍ଟ୍ରରୁ ଅଛନ୍ତି […]

Washington
ଆମେରିକା କ୍ୟାପିଟଲ ହିଲ୍‌ ଉପରେ ଆକ୍ରମଣ; ପୋଲିସ ଅଧିକାରୀଙ୍କ ଉପରେ ଗାଡି ଚଢାଇଦେଲେ ଦୁର୍ବୃତ୍ତ

ୱାଶିଂଟନ୍: ଆମେରିକାର ୱାଶିଂଟନ୍ କ୍ୟାପିଟଲ ହିଲ୍‌ କମ୍ପ୍ଲେକ୍ସ ଉପରେ ଶୁକ୍ରବାର ହୋଇଥିବା ଆକ୍ରମଣକୁ ନେଇ ଚର୍ଚ୍ଚା ଥମିନି। ଏଥିରେ ଜଣେ କ୍ୟାପିଟଲ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗାଡିରେ ଆସିଥିଲେ। ଗାଡି କ୍ୟାପିଟଲ କମ୍ପ୍ଲେକ୍ସ ନିକଟରେ ଥିବା ଦୁଇଜଣ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଇଥିଲା। ଦୁଇ ଗୁୁରୁତରଙ୍କ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଜଣଙ୍କର ସେଠାରେ ମୃତ୍ୟୁ […]

sachin vaze
ପଞ୍ଚତାରକା ହୋଟେଲରେ ବେଆଇନ କାରବାର ଚଳାଉଥିଲେ ସଚିନ ବଜେ

ନୂଆଦିଲ୍ଲୀ: ଏଣ୍ଟିଲିଆ କେସ୍‌ରେ ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ କେଳେଙ୍କାରୀର ଗୋଟିଏ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏବେ ମିଳିଥିବା ତଥ୍ୟରୁ ଜଣାଯାଇଛି, ସଚିନଙ୍କ ପାଇଁ ମରିନ ଡ୍ରାଇଭ ସ୍ଥିତ ଏକ ପଞ୍ଚ ତାରକା ହୋଟେଲର ରୁମ୍‌ ୧୦୦ ଦିନ ପାଇଁ ବୁକ୍‌ କରାଯାଇଥିଲା। ଘଟଣାର ତଦନ୍ତ କରୁଥିବା NIA କୁ ମିଳିଥିବା ତଥ୍ୟ ଅନୁଯାୟୀ, ସଚିନ ବଜେ ମୁମ୍ବାଇ ସ୍ଥିତ ଏହି ହୋଟେଲର ରୁମ୍‌ […]

ajaya
ଜନ୍ମଦିନ ଅବସରରେ କେକ୍ କାଟିବାକୁ ପସନ୍ଦ କରନ୍ତିନି ଏହି ବଲିଉଡ କଳାକାର

ମୁମ୍ବାଇ: ଆଜି ବଲିଉଡ୍‌ର ଷ୍ଟାଇଲିସ୍ ହୀରୋ ଅଜୟ ଦେବଗନ୍‌ଙ୍କ ଜନ୍ମଦିନ । ୫୨ ବର୍ଷରେ ପଦାର୍ପଣ କରିଥିବା ଏହି ସୁପର୍‌ଷ୍ଟାର୍ ବଲିଉଡ୍‌କୁ ଦେଇଛନ୍ତି ଅନେକ ଲୋକପ୍ରିୟ ସିନେମା । ଅଜୟଙ୍କ ନାମ ଉଠିଲେ ଆଜି ବି ମନେପଡେ “ଫୁଲ୍ ଔର୍ କାଣ୍ଟେ”ର ସେହି ଦମ୍‌ଦାର୍‌ ସିନ୍ । ଦୁଇ ଚଳନ୍ତା ଗାଡିରେ ଅଜୟଙ୍କ ଗୋଡ ଫଡା ଦୃଶ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା । ତାଙ୍କୁ ଯେତେବେଳେ ୨୨ ବର୍ଷ ହୋଇଥିଲା ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ […]

chandra-bhedna pranayam
ଗ୍ରୀଷ୍ମର ପ୍ରକୋପରୁ ରକ୍ଷାଦେବ ଏହିସବୁ ପ୍ରାଣାୟାମ

ଗ୍ରୀଷ୍ମର ପ୍ରଭାବରେ ରୌଦ୍ରତାପ ବଢିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବାକୁ କେହି ଥଣ୍ଡା ପାଣି ଉପରେ ନିର୍ଭର କରୁଛି ତ ଆଉ କେହି ପଇଡ କିମ୍ବା ପାଣିଜାତୀୟ ଫଳମୂଳ ଉପରେ ଧ୍ୟାନ ଦେଉଛନ୍ତି। ଗରମର ପ୍ରଭାବରୁ ମୁକ୍ତି ପା‍ଇବାକୁ ଅନେକ କୁଲର ବା ଏସିକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳେ। କିନ୍ତୁ ଏ ସବୁ ବ୍ୟତୀତ ଆମେ କିଛି ଅନ୍ୟ ଉପାୟ ଦେଉଛୁ ଯାହା ଆପଣଙ୍କୁ ଗ୍ରୀଷ୍ମର ପ୍ରଭାବରୁ ମୁକ୍ତି ଦେବ। ଏହା ହେଉଛି ପ୍ରାଣାୟାମ। ତେବେ […]

short Shorts
ଖରାଦିନରେ ଆରାମଦାୟକ ଡ୍ରେସ ସର୍ଟ୍ସ; ପୁରୁଷମାନେ ବି ମୋହରେ ପଡିଲେଣି

ଖରା ବଢିଲାଣି। ଅସହ୍ୟ ହେଲାଣି ହିଟ୍‌ ୱେଭ। ଗରମରୁ ମୁକ୍ତି ମିଳିବାର ବାଟ ସମସ୍ତେ ଖୋଜୁଛନ୍ତି। ଅଫିସ ବାହାରିବା ବେଳେ ହେଉ, କିମ୍ବା ମାର୍କେଟ ଯିବା ବେଳେ ହେଉ, ଆଗର ସେ ଷ୍ଟାଇଲିଶ୍‌…ଫ୍ୟାଶନେବୁଲ୍‌ ଡ୍ରେସ ଆଉ ଚଳୁନି। ଏବେ ଦରକାର କମ୍ଫର୍ଟେବୁଲ୍‌ ପୋଷାକ। ଖାଲି ମହିଳାମାନେ ଯେ କେବଳ ସର୍ଟ୍ସ  ପିନ୍ଧିବାକୁ ପସନ୍ଦ କରନ୍ତି ତାହା ନୁହେ, ପୁରୁଷମାନେ ମଧ୍ୟ ଏହାର ମୋହରେ ପଡିଲେଣି । ଗ୍ରୀଷ୍ମର ପ୍ରଭାବରୁ ନିଜକୁ ମୁକ୍ତିଦେବାକୁ ପୁରୁଷମାନେ ସର୍ଟ୍ସ ପିନ୍ଧୁଥିବା ଦେଖିବାକୁ […]

train
ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୩୬ ଯାତ୍ରୀ ମୃତ

ତାଇପେ: ତଇୱାନର ପୂର୍ବ ତଟରେ ଥିବା ଏକ ଟନେଲରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନ ଟ୍ରକ ସହ ପିଟି ହେବା ପରେ ଲାଇନଚ୍ୟୁତ  ହୋଇଯାଇଥିଲା।  ଫଳରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ୭୨ରୁ ଅଧିକ ଗୁରୁତର ହୋଇଛନ୍ତି। ଟ୍ରେନ୍‌ରେ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଥିଲେ।  ଉଦ୍ଧାରକାରୀ ଦଳ ଘଟଣାସ୍ଥଳରା ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ଟ୍ରେନ୍‌ଟି ତାଇତୁଙ୍ଗ ଯାଉଥିବାବେଳେ ହୁଲେନ ନିକଟରେ ଟନେଲରୁ ବାହାରିବା ସମୟରେ ଟନେଲ କାନ୍ଥରେ […]

corona-national
ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି; ଦିନକରେ ବାହାରିଲେ ୮୧ ହଜାର ରୋଗୀ

ନୂଆଦିଲ୍ଲୀ:  ଦେଶରେ ଦିନକୁ ଦିନ ବେକାବୁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୧ ହଜାର ୪୬୬ ପଜିଟିଭ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ  ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି । […]

sachin
କରୋନା ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ସଚିନ। ଏଥିସହିତ ଲୋକଙ୍କୁ ସତର୍କ ରହିବା ପାଇଁ ତଥା ଯଥା ସମ୍ଭବ ଘରେ ରହିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି। ଏଠି କହିରଖିବୁ, ସଚିନ ତେନ୍ଦୁଲକର ମାର୍ଚ୍ଚ ୨୨ ତାରିଖ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ କ୍ୱାରେଣ୍ଟିନରେ ଥିବା କହିଥିଲେ। ସେ […]

Untitled-1
ଶିଶୁମାନଙ୍କ ପାଇଁ ବିପଦ ଆଣିଛି କରୋନାର ଦ୍ୱିତୀୟ ଲହର

ନୂଆଦିଲ୍ଲୀ: ଚିନ୍ତା ବଢାଇଛି କରୋନାର ଦ୍ୱିତୀୟ ଲହର। କରୋନାର ଦ୍ୱିତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ଆଣିଛି। ଏଥିରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଗୁଜରାଟର ବରୋଦାରେ ନବଜାତ ଯାଆଁଳା ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜନ୍ମ ପରେ ପରେ ଦୁଇ ନବଜାତକ ହଇଜା ଆକ୍ରାନ୍ତ ହୋଇଥିଲେ । ପରେ ପରୀକ୍ଷଣରୁ ଦୁହେଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।  ଦୁହିଁଙ୍କର ଏସ୍ଏସ୍‌ଜି ହସ୍ପିଟାଲରେ ଏଯାଏ ଚିକିତ୍ସା ଜାରି ରହିଛି। ଗତ […]

election-9
ଆସାମ ବିଧାନସଭା ନିର୍ବାଚନ: ଫଟୋରେ ଦେଖନ୍ତୁ ମତଦାନର ଝଲକ

  ଆଜି ଆସାମ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଦେଖନ୍ତୁ, କିଛି ଝଲକ ଫଟୋରେ।   ନାଗାଓଁରେ ମତଦାନ ପାଇଁ ଭୋଟରମାନେ ଧାଡ଼ିରେ ଠିଆ ହୋଇଛନ୍ତି    

election-11
ଫଟୋରେ ଖବର: ପଶ୍ଚିମବଙ୍ଗରେ ୨ୟ ପର୍ଯ୍ୟାୟ ମତଦାନର କିଛି ଝଲକ....

ପଶ୍ଚିମବଙ୍ଗରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ସମସ୍ତଙ୍କ ନଜର ଆଜିର ମତଦାନ ଉପରେ। ଆଜି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ତାଙ୍କର ଘନିଷ୍ଠ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ ବନ୍ଦୀ ହେବ ଭୋଟ ବାକ୍ସରେ। ଦେଖନ୍ତୁ, ନିର୍ବାଚନୀ ଖବରର କିଛି ଝଲକ ଫଟୋରେ…

corana in india
ଦେଶରେ ବିଗୁଡୁଛି କରୋନା ସ୍ଥିତି , ସଂକ୍ରମିତଙ୍କ ସଂଖ୍ୟା ଗତକାଲି ଥିଲା ୫୩ ହଜାର, ଆଜି ୭୨ ହଜାରରୁ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଲମ୍ବା ଡିଆଁ। ୨୪ ଘଣ୍ଟାରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତ ସଂଖ୍ୟାରେ ଯେପରି ହୁ ହୁ ହୋଇ ବଢୁଛି ମୃତ୍ୟୁ ସଂଖ୍ୟା ମଧ୍ୟ ସେହିପରି ବଢିବାରେ ଲାଗିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ […]

wb election.-2
ପଶ୍ଚିମବଙ୍ଗରେ ୨ୟ ପର୍ଯ୍ୟାୟ ନିର୍ବାଚନ: ମମତା ଓ ଶୁଭେନ୍ଦୁଙ୍କ ଉପରେ ସମସ୍ତଙ୍କ ଆଖି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୩ଟି ଜିଲ୍ଲାର ୩୦ଟି ସିଟ୍‌ରେ ମତଦାନ ହେଉଛି । ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛିଅ। ସଂଧ୍ୟା ୬ଟା ଯାଏଁ ଚାଲିବ। ଦକ୍ଷିଣ ୨୪ ପ୍ରଗଣା, ବାଙ୍କରା ଓ ମେଦିନିପୁର ଜିଲ୍ଲାରେ ଭୋଟ୍ ନିଆଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମଇଦାନରେ ମୋଟ୍ ୧୭୧ ଜଣ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୫୨ ଜଣ ପୁରୁଷ ପ୍ରାର୍ଥୀ […]

imran khan
ନିଷ୍ପତ୍ତି ବଦଳାଇଲା ପାକିସ୍ତାନ; ଭାରତରୁ ଆମଦାନୀ କରିବ କପା, ଚିନି

ଇସ୍‌ଲାମବାଦ: ପୁଣି ଭାରତକୁ ମୁହଁ ଫେରାଇଲା ପାକିସ୍ତାନ। ଇମ୍ରାନ ସରକାର ଭାରତରୁ କପା ଏବଂ ଚିନି ଆମଦାନୀ କରିବାକୁ ସହମତି ପ୍ରକାଶ କରିଛି। ପାକିସ୍ତାନର କ୍ୟାବିନେଟ ଆର୍ଥିକ ସମନ୍ୱୟ ସମିତି ବୁଧବାର ଭାରତ ସହ ବ୍ୟବସାୟ ପୁଣି ଆରମ୍ଭ କରିବା ପାଇଁ ଅନୁମତି ଦେଇଛି। ପାକିସ୍ତାନ ୨୦୨୧ ଜୁନ ୩୦ ତାରିଖ ସୁଦ୍ଧା ଭାରତରୁ କଟନ ଆମଦାନୀ କରିବ। ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଭାରତରୁ ଚିନି ଆମଦାନୀ କରିବା ପାଇଁ ମଧ୍ୟ ଘରୋଇ କ୍ଷେତ୍ରକୁ […]

devgouda
କରୋନା ଆକ୍ରାନ୍ତ ହେଲେ ପତ୍ନୀଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସେକ୍ୟୁଲାର) ନେତା ଏଚ୍‌ ଡି ଦେବଗୌଡ଼ା ଏବଂ ତାଙ୍କ ପତ୍ନୀ ଚେନ୍ନମା କରୋନା ସଂକ୍ରମିତ ହୋଇଛନ୍ତି। ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ବୁଧବାର ନିଜେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେବଗୌଡ଼ା ଟୁଇଟ କରି କହିଛନ୍ତି, ‘ମୋ ପତ୍ନୀ ଚେନ୍ନମା ଏବଂ ମୋର ଟେଷ୍ଟ ରିପେ।ର୍ଟ ପଜିଟିଭ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆମେ ଦୁଇଜଣ ଆଇସୋଲେସନରେ ଅଛୁ। ଗତ […]

corona in jodhpur
୨୫ କରୋନା ପଜିଟିଭ୍ ଚିହ୍ନଟ ପରେ ଆଇଆଇଟି କ୍ୟାମ୍ପସ ହେଲା କଣ୍ଟେନେମଣ୍ଟ ଜୋନ‌

ଜୋଧପୁର:ରାଜସ୍ଥାନର ସବୁଠାରୁ ବଡ ସହର ଯୋଧପୁରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲୋକଙ୍କ ଚିନ୍ତା ବଢାଇ  ଦେଇଛି। ମଙ୍ଗଳବାର ପୁଣି ଏଇ ସହରରୁ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଜୋଧପୁର ଆଇଆଇଟିରେ ଏକା ସାଙ୍ଗରେ ୨୫ ଜଣ ଛାତ୍ର ଏବଂ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଆଇଆଇଟି କ୍ୟାମ୍ପସରେ ହଇଚଇ ସୃଷ୍ଟି ହୋଇଛି। ଏହା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷିତ କରି ଦିଆଯାଇଛି। ଯୋଧପୁରରେ ଦ୍ରୁତଗତିରେ କରୋନା […]

rahul gandhi
ରାହୁଲଙ୍କୁ ନେଇ ପୂର୍ବତନ ସାଂସଦଙ୍କ ବିବାଦୀୟ ବୟାନ: କହିଲେ, ଅବିବାହିତ ସଙ୍କଟରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଏବେ ସରଗରମ । ସବୁଦଳ ପ୍ରଚାର ପାଇଁଳ କମର କଷିଛନ୍ତି। ନିଜର ବିଜୟ ପାଇଁ ପ୍ରାର୍ଥୀ, ଦଳ ପ୍ରଚାର ବେଳେ ଯେ କୌଣସି ପ୍ରକାର ମନ୍ତବ୍ୟ ଦେଇଥାନ୍ତି । ଏପରିକି ଅପମାନଜନକ ମନ୍ତବ୍ୟ ଦେବାକୁ ବି ପଛାଇ ନଥାନ୍ତି।  କରେଳର ବିଭିନ୍ନ ସ୍ଥାନରେ ପ୍ରଚାର ଚାଲିଥିବାବେଳେ ବିଭିନ୍ନ ରାଜନେତାଙ୍କର ଏମିତି କିଛି ମନ୍ତବ୍ୟ ସାମ୍ନାକୁ ଆସିଛି। ଇକ୍କଡିର ପୂର୍ବ ସାଂସଦ ଜାୟସ ଜାର୍ଜ ବାୟନାଡର ସାଂସଦ ଏବଂ […]