ଅଗଷ୍ଟରେ ହେବ NEET-୨୦୨୧ ପରୀକ୍ଷା ତାରିଖ ଘୋଷଣା କଲା NTA ପେନ୍ ଓ ପେପର ମୋଡରେ ହେବ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ସହ ୧୧ଟି ଭାଷାରେ ପରୀକ୍ଷା ଆୟୋଜିତ ହେବ ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ହେବ NEET ବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ । ଏ ନେଇ ଶୁକ୍ରବାର ସୂଚନା ଦେଇଛି ନାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ଏନଟିଏ ପକ୍ଷରୁ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି । ଅଣ୍ଡର ଗ୍ରାଜୁଏଟ ମେଡିକାଲ […]
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପଛରେ ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ର ହାତଥିବା କୁହାଯାଉଛି। ଏକ୍ସ-ର’ ଅଫିସର ଏନ୍କେ ସୁଦ୍ଙ୍କ କହିବା ଅନୁସାରେ, ଅଭିନେତା ସୁଶାନ୍ତ ସିଂଙ୍କୁ ପୂରା ପ୍ଲାନିଂରେ ମର୍ଡର କରାଯାଇଥିଲା ଓ ଏହା ପଛରେ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗ୍ର ହାତ ଅଛି। ଏକ ଭିଡିଓରେ ସୁଦ୍ କହିଛନ୍ତି, ସୁଶାନ୍ତଙ୍କ ଘରୋଇ ସହାୟକ ବ୍ୟତୀତ ତାଙ୍କ ସାଙ୍ଗ ସନ୍ଦୀପ ସିଂ ଓ ତାଙ୍କ(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ […]
ଭୁବନେଶ୍ୱର: ମାଓ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE) ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ଓଡ଼ିଶାର ୫ ଜିଲ୍ଲା। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଏବଂ ନୟାଗଡ଼ ଜିଲ୍ଲା ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE)ରୁ ବାଦ୍ ପଡ଼ିଛି। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି। ୫ ଜିଲ୍ଲା ବାଦ୍ ପଡ଼ିଥିବା ନେଇ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏଭଳି […]
ପାଟନା: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି। ସଶସ୍ତ୍ର ସୀମା ବଳ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍କାଉଣ୍ଟରରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଲୋକାରିଆ ପୋଲିସ ସୂଚନା ଦେଇଛି। ଆଜି ସକାଳେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାର ପାଲଟା ଜବାବ ଦେଇଥିଲେ […]
କାନପୁର: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଥିବା ସୂଚନା ମିଳିଛି। ଗତକାଲି ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଥିଲା ପୁଲିସ୍। ବିକାଶ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡ଼ିରେ ବିକାଶକୁ ଉତ୍ତରପ୍ରଦେଶ STF(Special Task Force) ମଧ୍ୟପ୍ରଦେଶରୁ କାନପୁର ଆଣୁଥିବା ବେଳେ କାନପୁର ନିକଟ ବାରା ଅଞ୍ଚଳରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହାପରେ ବିକାଶ […]
ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ଫିଲ୍ଲ ନିର୍ମାତା ଶେଖର କପୁର ଇ-ମେଲ ମାଧ୍ୟମରେ ମୁମ୍ବାଇ ପୋଲିସକୁ ତାଙ୍କର ବୟାନ ପଠାଇଛନ୍ତି।ଶେଖର, ମୁମ୍ବାଇରେ ନ ଥିବାରୁ ସେ ତାଙ୍କ ବୟାନକୁ ଇ-ମେଲ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି। ସେ ଏବେ ଉତ୍ତରାଖଣ୍ଡରେ ଅଛନ୍ତି।କରୋନା ଯୋଗୁ ମୁମ୍ବାଇ ଫେରି ନ ପାରିବାରୁ ସେ ଇ-ମେଲ ମାଧ୍ୟମରେ ତାଙ୍କର ବୟାନ ପଠାଇଛନ୍ତି। ତେବେ ଏହି ବୟାନରେ ଶେଖର ଏମିତି କିଛି କଥା କହିଛନ୍ତି ଯାହା ସମସ୍ତଙ୍କୁ […]
ଭୁବନେଶ୍ୱର: ୟୁନେସ୍କୋ ପୁରସ୍କାରର 2021 ସଂସ୍କରଣ ରେ ବାଳିକା ଏବଂ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ନାମାଙ୍କନ ପତ୍ର ଆମନ୍ତ୍ରଣ କରିଛି ଯାହା ବାଳିକା ଏବଂ ମହିଳା ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଦୁଇ ବିଜେତାଙ୍କୁ ପ୍ରଦାନ କରାଯିବ। ଏହି ଦୁଇ ବିଜେତା ପ୍ରତ୍ୟେକେ 50,000 ଆମେରିକୀୟ ଡଲାର ପୁରସ୍କାର ପାଇବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନଗୁଡିକ ଆସନ୍ତା 15, 2021 ସୁଦ୍ଧା ୟୁନେସ୍କୋ (INCCU) ସହିତ ଇଣ୍ଡିଆନ ନ୍ୟାସନାଲ କମିଶନ ଫର କୋପରେସନ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାକ୍ସିନେସନ କାର୍ଯ୍ୟକ୍ରମ ମିଶନ୍ ମୋଡ୍ରେ ଚାଲିଛି। ଦେଶରେ ପ୍ରାୟ ଅଢେଇ କୋଟି ଲୋକ ଇତି ମଧ୍ୟରେ କରୋନା ଭାକ୍ସିନ ନେଇ ସାରିଲେଣି। ଭାକ୍ସିନେସନର ଏପରି ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଆଶ୍ୱସ୍ତି ଦେଉଥିବାବେଳେ ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଚିନ୍ତା ବଢାଇ ଦେଇଛି। ମହାରାଷ୍ଟ୍ରରେ ୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଭାକ୍ସିନର ୨ଟି ଡୋଜ ନେଇ ସାରିବା ପରେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି। ପିଟିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମହାରାଷ୍ଟ୍ରର ଜାଲନାରେ ଏକ […]
ଲକ୍ଷ୍ନୌ:ଭେଟେରାନ ବ୍ୟାଟ୍ସମ୍ୟାନ ମିତାଲି ରାଜ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି। ଏପରି ରେକର୍ଡ କରିବାରେ ସେ ଭାରତରେ ପ୍ରଥମ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ ମହିଳା କ୍ରିକେଟର। ଶୁକ୍ରବାର ସେ ୧୦ ହଜାର ରନ୍ ପୂରଣ କରିଛନ୍ତି। ଭାରତୀୟ ଏକଦିବସୀୟ ଅନ୍ତଜାତୀୟ ଟିମ୍ର ନେତୃତ୍ୱ ନେଉଥିବା ୩୮ ବର୍ଷୀୟ ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ […]
ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଅଭିନେତା ସଲ୍ମାନ୍ ଖାନ୍, କରଣ ଜୋହର, ଏକ୍ତା କପୁର ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆବେଦନ ହୋଇଥିବା ପିଟିସନ୍କୁ କୋର୍ଟ ଖାରଜ କରିଛନ୍ତି। ବୁଧବାର ବିହାରର ଏକ କୋର୍ଟ ଏହି ପିଟିସନ୍ ଖାରଜ କରିଛନ୍ତି। ଏହା ଆମ ବିଚାର ପରିସର ଭୁକ୍ତ ନୁହେଁ କାରଣ ଦର୍ଶାଇ କୋର୍ଟ ପିଟିସନ୍ ଖାରଜ କରିଛନ୍ତି। ଜଣେ ସ୍ଥାନୀୟ ଓକିଲ କୋର୍ଟରେ ଏହି ପିଟିସନ୍ ଦାଖଲ […]