• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

supreme court
ସରକାରଙ୍କ ବିରୋଧରେ ଯାଇ ନିଜର ମତ ପ୍ରକାଶ କରିବା ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ୱସ୍ତି। ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖାରଜ କଲେ ସୁପ୍ରିମକୋର୍ଟ। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ମାମଲାର କୋର୍ଟ କହିଛନ୍ତି, ସରକାରଙ୍କ ରାୟ ବିରୋଧରେ ଯାଇ ନିଜର ବିଚାର ଅଭିବ୍ୟକ୍ତିକୁ ଉପସ୍ଥାପନ କରୁଥିବା ବ୍ୟକ୍ତିକୁ ଦେଶଦ୍ରୋହୀ କୁହାଯିବ ନାହିଁ। ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ସଞ୍ଜୟ […]

maa saraswati
ଜାଣନ୍ତୁ ସରସ୍ୱତୀ ପୂଜା ଦିନ କ’ଣ କରିବା ଉଚିତ୍‌ ଓ ଅନୁଚିତ୍

ଆଜି ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନା ପର୍ବକୁ ଅନେକ ସ୍ଥାନରେ ବସନ୍ତ ପଞ୍ଚମୀ ମଧ୍ୟ କୁହାଯାଏ। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଓ ବୁଦ୍ଧି ଲାଭ ହୁଏ। ହିନ୍ଦୁ ଧର୍ମ ଅନୁସାରେ, ବସନ୍ତ ପଞ୍ଚମୀର ବହୁତ ମହତ୍ୱ ଅଛି। ଶାସ୍ତ୍ର ଅନୁସାରେ, ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀ ଜନ୍ମଗ୍ରହଣ କରିଥିଲେ। ବସନ୍ତ ପଞ୍ଚମୀର […]

tapasi-panuu
ଅଭିନେତ୍ରୀ ତାପସୀ ପାନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢ଼ଉ

ଅଭିନେତ୍ରୀ ତାପସୀ ପାନ୍ନୁଙ୍କ ଘରେ ଆୟକର ଚଢ଼ଉ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଓ ଅଫିସରେ ମଧ୍ୟ IT ରେଡ୍ ନିର୍ଦ୍ଦେଶକ ବିକାଶ ବେହେଲଙ୍କ ଘରେ ବି ଚଢ଼ଉ ଚାଲିଛି ଆୟକର ଫାଙ୍କି ଅଭିଯୋଗରେ ଏକକାଳୀନ ଯାଞ୍ଚ ୫୦ରୁ ଅଧିକ ଅଧିକାରୀ ରେଡରେ ସାମିଲ୍ ମୁମ୍ବାଇ: ବଲିଉଡ଼ରେ ଆୟକର ରେଡ୍ । ଅଭିନେତ୍ରୀ ତାପସୀ ପାନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢ଼ଉ । ଉଭୟଙ୍କ ଘର ଓ ଅଫିସରେ ଚଢ଼ଉ ହୋଇଛି। ନିର୍ଦ୍ଦେଶକ […]

Wife
’ସ୍ତ୍ରୀ ସ୍ଥାବର ସମ୍ପତ୍ତି ନୁହେଁ କି ଗୁଲାମ ନୁହେଁ’

ନୂଆଦିଲ୍ଲୀ: ’ସ୍ତ୍ରୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ କିମ୍ବା କୌଣସି ପ୍ରକାର ବସ୍ତୁ ନୁହେଁ। ନା ସେ ଜଣେ ଗୁଲାମ,  ସେ ବି ଜଣେ ସାଧାରଣ ମଣିଷ।’ ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ସ୍ୱାମୀ କଦାପି ତାଙ୍କ ଉପରେ ଚାପ ସୃଷ୍ଟି ପାରିବେ ନାହିଁ। ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟରେ ମଙ୍ଗଳବାର ଜଣେ ବ୍ୟକ୍ତି କରିଥିବା ଆବେଦନର ଶୁଣାଣି କରି ଏପରି ରାୟ […]

student died
ସ୍କୁଲ୍‌ ଫି’ ଚାପ ସହି ପାରିଲେନି ! ଚରମ ପଦକ୍ଷେପ ନେଲେ ୧୦ମ ଶ୍ରେଣୀ ଛାତ୍ରୀ

ହାଇଦ୍ରାବାଦ: ସ୍କୁଲ୍‌ରେ କ୍ଲାସ୍‌ କରିବାକୁ ଅନୁମତି ନମିଳିବାରୁ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍କୁଲ୍‌ ଫି’ ନଦେବାରୁ ଛାତ୍ରୀଙ୍କୁ କ୍ଲାସ୍‌ ପାଇଁ ଅନୁମତି ମିଳିନଥିଲା ଓ ସେ ମାନସିକ ଚିନ୍ତାରେ ଥିଲେ। ଫଳରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ବାପାମା’ ଦିନ ମଜୁରିଆ ବୋଲି ଜଣାପଡ଼ିଛି। ଛାତ୍ରୀଙ୍କ ବାପାଙ୍କ […]

mukesh ambani and alen mask
ମୁକେଶ ଆମ୍ବାନୀ ବିଶ୍ୱର ଅଷ୍ଟମ ବିତ୍ତଶାଳୀ ବ୍ୟକ୍ତି

ଟେସଲାର ପ୍ରମୁଖ ଏଲନ ମସ୍କ ଦୁନିଆର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି। Hurun Global Rich List 2021 ଅନୁସାରେ ତାଙ୍କର ମୋଟ ସମ୍ପତିର ମୂଲ୍ୟ ୧୯୭ ଆରବ ଡଲାର। ଅନ୍ୟପଟେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୧୮୯ ଆରବ ଡଲାର ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୧୪ ଆରବ ଡଲାର ସହ ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି LMVHର ବର୍ଣ୍ଣାଡ ଆରନଲ୍ଟ । ଦିନେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବୋଲାଉଥିବା ମାଇକ୍ରୋସପ୍ଟର […]

who
ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ସଂକ୍ରମଣ ଶେଷ ହେବା ଚର୍ଚ୍ଚା ଅବାସ୍ତବ

ନୂଆଦିଲ୍ଳୀ: ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବଡ ଚେତାବନୀ। ଚଳିତ ବର୍ଷ ଶେଷ ସୁଦ୍ଧା ସଂକ୍ରମଣ ବନ୍ଦ ହୋଇଯିବା ଚର୍ଚ୍ଚାକୁ ଅବାସ୍ତବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO। WHOର ଜରୁରୀକାଳୀନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ମାଇକେଲ ରିୟାନ ଏହା କହିଛନ୍ତି। କୋଭିଡ ମହାମାରୀକୁ ଯଥା ସମ୍ଭବ ହ୍ରାସ କରିବା ଦିଗରେ WHO ପ୍ରାଥମିକତା ଦିଆଯାଉଛି । ତେବେ ନିକଟରେ ଆସିଥିବା ଟିକା ଦ୍ୱାରା ଆମେ ମହାମାରୀ ଜନିତ କାରଣରୁ ମେଡିକାଲରେ […]

congress-workers-raise-slogans
ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଗୁଲାମନବୀ ଆଜାଦ

ଶ୍ରୀନଗର: ମୋଦିଙ୍କୁ ପ୍ରଶଂସା କରି ଅଡ଼ୁଆରେ ଗୁଲାମନବୀ ଆଜାଦ। ଏହାକୁ ବିରୋଧ କରି ଦଳରେ ଅସନ୍ତୋଷ ଜୋର ଧରିଛି। କଂଗ୍ରେସର ଅନ୍ତରୀଣ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଦଳୀୟ ନେତୃତ୍ୱକୁ ନେଇ ଅନେକ ପୁରୁଖା ନେତାମାନେ ଖୁସି ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ଏପରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ନିଜ ଦଳର ଲୋକଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ରାଜ୍ୟର ପ୍ରମୁଖ […]

priyanka gandhi
ମଥାରେ ଟୋକେଇ ଲଗାଇ ଚା ବଗିଚାରେ ଚା ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ୍‌ । ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ଦଳକୁ ବଳ ଯୋଗାଇବା ପାଇଁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଆସାମରେ କଂଗ୍ରେସର ବିଜୟ ଧ୍ୱଜା ଉଡ଼ାଇ‍ବା ପାଇଁ ଦୁଇ ଦିନିଆ ଗସ୍ତରେ ଅଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆସାମ ଗସ୍ତର ଆଜି ତାଙ୍କର ଦ୍ୱିତୀୟ ଦିନ। ମିଶନ […]

AMNA
ଐଶ୍ୱର୍ଯ୍ୟାଙ୍କ ଡୁପ୍ଲିକେଟ୍ : ପାକିସ୍ତାନୀ ବ୍ୟୁଟି ବ୍ଲଗର୍ ଆମନା ଇମ୍ରାନଙ୍କ ଫଟୋକୁ ନେଇ ଚର୍ଚ୍ଚା

ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି ଚେହେରା, ଆଉ ତାଙ୍କ ପରି ଠାଣିବାଣୀ ସବୁ ତାଙ୍କ ପରି । ଫଟୋ ପୋଜ ମଧ୍ୟ ଦେଉଛନ୍ତି ବଲିଉଡ଼ ଅଭିନେତ୍ରୀ ତାଙ୍କ ପରି। ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦିଶୁଛନ୍ତି ପାକିସ୍ତାନର ଜଣେ ଯୁବତୀ। ଇଣ୍ଟରନେଟରେ ଫଟୋ ଭାଇରାଲ୍ ହେବା ପରେ ପାକିସ୍ତାନୀ ବ୍ଲଗର୍‌ ଆମନା ଇମ୍ରାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଆମନା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି ଅନେକ ଫଟୋ ଅଛି […]

murder
ଅବୈଧ ସମ୍ପର୍କ ସନ୍ଦେହରେ ସ୍ତ୍ରୀକୁ ବିଚ ରାସ୍ତାରେ ହତ୍ୟା: ହସ୍ପିଟାଲ ନେବା ପରିବର୍ତ୍ତେ ଭିଡିଓ ବନାଇଲେ ଦେଖଣାହାରୀ

ଲକ୍ଷ୍ନୌ : ଅବୈଧ ସମ୍ପର୍କ ପାଇଁ ସ୍ତ୍ରୀକୁ ମାରିଲା ସ୍ୱାମୀ। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ସ୍ତ୍ରୀକୁ ଅବୈଧ ସମ୍ପର୍କ ସନ୍ଦେହରେ ହତ୍ୟା କରିଛନ୍ତି। ରାସ୍ତା ମଝିରେ ଛୁରିରେ ଆକ୍ରମଣ କରିଥିଲେ ସଂପୃକ୍ତ ବ୍ୟକ୍ତି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ମହିଳା। ରାସ୍ତାରେ ମରଣ ସହ ଲଢ଼ୁଥିଲେ ବି ଦେଖାଣାହାରୀ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ଉତ୍ତୋଳନ କରୁଥିଲେ। ପୋଲିସ ନିକଟରେ ଖବର ପହଞ୍ଚିବା ପରେ ମହିଳାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର […]

man-ki-bat
’ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ’: ମନ କି ବାତରେ ଓଡ଼ିଆ ଯୁବକଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଓଡ଼ିଆ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜଗତସିଂହପୁର ଯୁବକ ସିଲୁ ନାୟକଙ୍କ ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରାଯାଇଛି । ଚାକିରି ଛାଡ଼ି ଯୁବକଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଥିବା ୨୮ବର୍ଷୀୟ ଯୁବକକୁ ଆଜି ମନେ ପକାଇବା ସହ ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗକୁ ସେ ସଲାମ ଜଣାଇଛନ୍ତି।  ନାୟକ ସାର ଦେଶ ପାଇଁ ଅନେକ ନାୟକ ସୃଷ୍ଟି କରନ୍ତୁ ବୋଲି ମଧ୍ୟ କହିଛନ୍ତି ମୋଦି। ଶିକ୍ଷିତ […]

gold
ପୁଣି କମିଲା ସୁନା ଦର, ୭ ମାସରେ ୮, ୦୦୦ ଟଙ୍କା ଶସ୍ତା

ନୂଆଦିଲ୍ଲୀ: କିଛିଦିନ ତଳେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଗତକାଲି ଏହି ଦରରେ ବୃଦ୍ଧି ଘଟିଥିଲା। ଗତକାଲି ସକାଳେ Multi Commodity Exchange(MCX)ରେ ସୁନା ଓ ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା। ହେଲେ ଆଜି ପୁଣିଥରେ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ସକାଳ ୧୦ଟାରେ MCXରେ ସୁନା ଦର ୧୬୦ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୮୫୩ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା […]