• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

truck  MECHANIC
ଦେଶର ପ୍ରଥମ ମହିଳା ଟ୍ରକ୍ ମେକାନିକ୍...ଚୁଟକିରେ ସଜାଡ଼ି ଦିଅନ୍ତି ଗାଡ଼ି

ବର୍ତ୍ତମାନ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ମହିଳା। ସେମାନେ ସକ୍ଷମ ଓ ସଶକ୍ତ ମଧ୍ୟ। ଆଉ ସେହିଭଳି ଜଣେ ମହିଳା ଦିଲ୍ଲୀର ଶାନ୍ତି ଦେବୀ। ସେ ଆଉ ତାଙ୍କ କାରନାମା ବେଶ ନିଆରା।

china
ଭୟଭୀତ ଚୀନ୍ ! ସାମ୍ନାରୁ ନୁହେଁ ବରଂ ପଛରୁ ଆକ୍ରମଣ କରିବାକୁ କରୁଛି କି ଚେଷ୍ଟା?

ଭାରତକୁ ରାଫେଲ୍ ଆସିବା ପରେ ଭୟଭୀତ ଚୀନ୍। ମୁହାଁମୁହିଁ ହେବାକୁ ଦେଉଛି ପଛଘୁଞ୍ଚା। ଏବେ ସାମ୍ନାରୁ ନୁହେଁ, ପଛ ପଟୁ ଆକ୍ରମଣ କରିବାକୁ ଯୋଜନା କରିଛି। ଏହା ସହ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରି ଦେଇଛି। ଏଥି ପାଇଁ ପାକିସ୍ତାନ ସହ ହାତ ମିଳାଇଛି ଚାଇନା। ଏମିତିକି ନିଜର ଭିତ୍ତିଭୂମି ସଜାଡିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଦେଇଛି।

Bil-gt
ଆମେରିକାର ନମ୍ୱରଓ୍ୱାନ ଚାଷୀ ବିଲ୍ ଗେଟସ୍, କିଣିଲେଣି ଅଢେଇ ଲକ୍ଷ ହେକ୍ଟର ଜମି

ଆମେରିକାରେ ବଢ଼ିବାରେ ଲାଗିଛି ଜମିର ଚାହିଦା। ସେଠାରେ ଚାଷ ଜମି କିଣୁଛନ୍ତି କୋଟିପତି। ଏହି ତାଲିକାରେ ଆଗରେ ଅଛନ୍ତି ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍। ଆମେରିକାରେ ଏକର ଏକର ଚାଷ ଜମି କିଣି ସେ ଏବେ ଚର୍ଚ୍ଚାରେ। ଚାଷୀ ଓ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ବିଲ୍ ଗେଟସ୍‌ ଏବେ ଚାଷ ଜମି କିଣିବାରେ ବ୍ୟସ୍ତ

baiden
ଆସନ୍ତାକାଲି ଶପଥ ନେବେ ବାଇଡେନ୍

ଜାନୁଆରୀ ୨୦ତାରିଖ ୪ ବର୍ଷ ପରେ ପୁଣି ନୂଆ ସରକାର ଗଢିବାକୁ ଯାଉଛି ଆମେରିକା। ଦେଶର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଯୋଶେଫ ଆର ବାଇଡେନ୍ ଜୁନିଅର। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ କ୍ଷମତାଶାଳୀ ରାଷ୍ଟ୍ରର ସର୍ବେସର୍ବା ଯାହାର ଇସାରାରେ ଚାଲିବ ସାରା ବିଶ୍ୱ

ice-cream
ସାବଧାନ ! ଆଇସକ୍ରିମ ବାକ୍ସରେ ଠାବ ହେଲାଣି କରୋନା ଭୂତାଣୁ.

ଚାଇନା ଆଇସକ୍ରିମରେ କରୋନା ଭୂତାଣି। ଚିନ୍ତାରେ ଆଇସକ୍ରିମ ଖାଇଥିବା ଲୋକେ। ତେବେ କରୋନା ଭାଇରସ ପାଇଁ ଦିନେ ଯେଉଁ ଦେଶ ଚର୍ଚ୍ଚାରେ ଥିଲା,ଆଇସକ୍ରିମରେ କରୋନା ଭୂତାଣୁ ଥିବା ଜଣାପଡ଼ିବା ପରେ ପୁଣି ଥରେ ଚର୍ଚ୍ଚରେ ଚାଇନା। ଖବର ଜଣାପଡ଼ିବା ପରେ ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

Rape
ନିଜ ଝିଅ ସହ ୭ ବର୍ଷ ହେଲାଣି ଦୁଷ୍କର୍ମ କରୁଥିଲା ବାପା

ବାପା-ଝିଅ ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ପବିତ୍ର ସମ୍ପର୍କକକୁ ଭୁଲିଗଲା, ନିଜ ଝିଅକୁ ଦୁଷ୍କର୍ମ କଲା। ତେବେ ଲୋମହର୍ଷଣକାରୀ ଘଟଣା ଚଣ୍ଡୀଗଡ଼ରେ ଘଟିଥିବା ନେଇ ସୂଚନା ରହିଛି। ଥରେ ନୁହେଁ କି ୨ ଥର ନୁହେଁ ବରଂ ୭ ବର୍ଷ ହେଲା ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପା। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଜୋର ଧରିଛି।

petrol-pump
ଗ୍ରାହକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ଠକିଲେ ରଦ୍ଦ ହେବ ପମ୍ପ ମାଲିକଙ୍କ ଲାଇସେନ୍ସ

ଗ୍ରାହକଙ୍କୁ ଆଉ ଠକି ପାରିବେ ନାହିଁ ପେଟ୍ରୋଲ ପମ୍ପ ମାଲିକ। ତେଲ ଭରିବା ବେଳେ ନିର୍ଧାରିତ ଲିଟରଠୁ କମ ଦେଲେ ସ୍ଥିତି ହୋଇପାରେ ସଙ୍ଗୀନ।

NETAJI
ଯେବେ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଇଁ ଖର୍ଚ୍ଚ କରିଦେଲେ ସବୁ ଜମା ଟଙ୍କା.....

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ। ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ ସୁବାଷ ବୋଷ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ପ୍ରମୁଖ ଭୂମିକା ଥିଲା

tandav
ତାଣ୍ଡବକୁ ନେଇ ନିର୍ମାତା କ୍ଷମା ମାଗିଲା ପରେ ବି ଥମୁନାହିଁ ବିବାଦ

ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ୱେବ୍‌ ସିରିଜି ‘ତାଣ୍ଡବ’କୁ ନେଇ ଥମିବାରେ ନା ନେଉ ନାହିଁ ବିବାଦ।  ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଏହି ସିରିଜ୍ ନେଇ ଜୋରଦାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

whatsp-policy
Whatsappକୁ ଲାଗିବ କି ଝଟକା! ନୂଆ ପଲିସିକୁ ବଦଳାଇ ପାରନ୍ତି କେନ୍ଦ୍ର ସରକାର

କମୁଛି ହ୍ୱାଟ୍ସଆପ ଚାହିଦା। ବଢୁଛି ସିଗ୍‌ନାଲ ଓ ଟେଲିଗ୍ରାମ୍‌ ଆପର ବ୍ୟବହାର। ନୂଆ ନିୟମ ପରେ ସାରା ବିଶ୍ୱରେ ହ୍ୱାଟ୍ସଆପର ଲୋକପ୍ରିୟତା କମିବା ଆରମ୍ଭ ହୋଇଛି। ଏହାରି ଭିତରେ ଏକ ବଡ଼ ଖବର ସମ୍ନାକୁ ଆସିଛି। କେନ୍ଦ୍ର ସରକାର ହ୍ୱାଟ୍ସଆପ ଜାରି କରିଥିବା ନୂଆ ପଲିସି ଉପରେ ଅନୁଧ୍ୟାନ କରିବା ଆରମ୍ଭ କରି ଦେଇଛନ୍ତି…

google
ବଡ଼ ଆକ୍ସନ୍ ନେଲା ଗୁଗଲ୍, ପ୍ଲେ ଷ୍ଟୋରରୁ ହଟାଇଲା ମୋବାଇଲ୍ ଲୋନ୍ ଆପ୍

ଗୁଗଲର ବଡ଼ ଆକ୍ସନ। ପ୍ଲେ ଷ୍ଟୋରରୁ ହଟିଲା ମୋବାଇଲ ଆପ୍। ଲୋନ ଏପ୍‌କୁ ନେଇ ଉପୁଜିଥିବା ସମସ୍ୟାରେ ଗୁଗଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆର୍ଥିକ କାରବାର କରୁଥିବା ବିଭିନ୍ନ ମୋବାଇଲ ଆପ୍ଲିକେସନସ୍‌କୁ ପ୍ଲେ ଷ୍ଟୋରରୁ ବାହାର କରି ଦେଇଛି ଗୁଗଲ। ଯେଉଁ ସବୁ ଆପ୍ଲିକେସନସଗୁଡିକ ନିୟମ କାନୁନକୁ ପାଳନ କରୁ ନଥିଲେ ସେସବୁକୁ ହଟାଇ ଦିଆଯାଇଛି।

SBI-pkg
ଷ୍ଟେଟ୍ ବ୍ୟାଙ୍କ ଦେଉଛି ବଡ ଉପହାର, ଘରେ ବସି ଉଠାଇବେ ଲାଭ!

ଷ୍ଟେଟ ବ୍ୟାଙ୍କରେ ଯଦି ଆକାଉଣ୍ଟ ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ବ୍ୟାଙ୍କ ନ ଯାଇ ଘରେ ବସି ଆପଣ ଏହାର ଲାଭ ଉଠାଇ ପାରିବେ। ଏମିତିକି ବ୍ୟାଙ୍କ ନ ଯାଇ ଟଙ୍କା ନେଣଦେଣ କରି ପାରିବେ। ଏବେ ଜାଣନ୍ତୁ, କେମିତି ମିଳିବ ଏ ସୁବିଧା…

WhatsApp
ନୂଆ ପଲିସୀକୁ ବିରୋଧ ପରେ ଏମିତି କହିଲା ହ୍ୱାଟ୍ସଆପ୍ କଂପାନୀ

ବିରୋଧ। ସବୁଠି ବିରୋଧ। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସୀକୁ ସାରା ଦେଶରେ ବିରୋଧ। ଜୋରଦାର ବିରୋଧ ପରେ ସଫେଇ ଦେବା ଆରମ୍ଭ କରି ଦେଇଛି ହ୍ୱାଟ୍ସଆପ। ଆସନ୍ତା ଫେବୃଆରୀ ୮ ତାରିଖରୁ ନୂଆ ପ୍ରାଇଭେସି ପଲିସୀ ନେଇ ଆସୁଛି ହ୍ୱାଟ୍ସଆପ। ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ବିରୋଧ କରୁଛନ୍ତି।

trafic rules
ପ୍ରତିଦିନ: ଦେଖନ୍ତୁ ସନ୍ଧ୍ୟା ୭ଟାରେ କଣ ରହିଛି ମୁଖ୍ୟ ଖବର

+ଓଡ଼ିଆ ଅଫିସର ସେନା ଉପମୁଖ୍ୟ +କାହା ଚାପରୁ ତଦନ୍ତ ବନ୍ଦ୍? +ବିବାଦରେ 'ତାଣ୍ଡବ' +ଚାଷୀଙ୍କୁ 'ମଣ୍ଡି' ମାଡ଼ + ଲୋଭ ଦେଖାଇ ଲୁଟ୍ + ଆକ୍ରମଣ ରାଜନୀତି

Traffic
ଏଣିକି ଦିନକୁ ଥରେ କଟିବ ଫାଇନ୍, କନେଷ୍ଟବଳ କାଟିପାରିବେ ନାହିଁ ଜୋରିମାନା

ଗାଡି ଚାଳନା କରୁଥିଲେ ଜାଣିରଖନ୍ତୁ ଏହି ଟ୍ରାଫିକ୍ ନିୟମ

Sonu-sood
ଟେଲର ଦୋକାନୀ ସାଜିଲେ ସୋନୁ ସୁଦ୍

‌ଅନ୍ୟକୁ ସାହାଯ୍ୟ କରି ଦିନେ ଚର୍ଚ୍ଚାରେ ଥିଲେ, ଏବେ ନିଜେ ହିଁ ଟେଲରିଂ କରିବା ଆରମ୍ଭ କରିଦେଲେ ସୋନୁ ସୁଦ୍

Farmer
କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ- ସୁପ୍ରିମକୋର୍ଟ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ଆନ୍ଦୋଳନ ରୋକିବାକୁ ନେଇ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

Traffic
ଏଣିକି ଦିନକୁ ଥରେ କଟିବ ଫାଇନ୍, କନେଷ୍ଟବଳ କାଟିପାରିବେ ନାହିଁ ଜୋରିମାନା

ଏଣିକି ରାସ୍ତାରେ ଟ୍ରାଫିକ ପୋଲିସ ଚଳାଇବେ ନାହିଁ ମନମାନି ବିନା ଡ୍ୟୁଟି ଡ୍ରେସକୋର୍ଡରେ ରାତିରେ ଅଟକାଇବେ ନାହିଁ ଗାଡ଼ି ଚଳନ୍ତା ଗାଡ଼ିରୁ ଚାବି କାଢିବା ମନା ଦିନକୁ କଟିବ ମାତ୍ର ଥରେ ଜୋରିମାନା ଟ୍ରାଫିକ ନିୟମ। ଏହି ଶଦ୍ଦ ସହ ଆମେ ମାନେ ସମସ୍ତେ ପରିଚିତ। ରାସ୍ତାରେ ଗାଡ଼ି ଚଳାଇବା ମାତ୍ରେ ଟ୍ରାଫିକ ବାବଦରେ ସବୁ ନିୟମ ଜାଣିବାର ଆବଶ୍ୟକତା ରହିଛି। ନଚେତ୍ କେତେବେଳେ ଯେ, ଅକାରଣେ ଫାଇନ ଦେବାକୁ ପଡିବ ତାହା କେହି କହିପାରିବେ ନାହିଁ। […]