ମୁମ୍ବାଇ: ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହି ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ। କରୋନାର ‘ବ୍ରେକ୍ ଦ ଚେନ୍’ ଅଭିଯାନ ଆରମ୍ଭ ହେବ ବୋଲି ଉଦ୍ଧବ ଠାକ୍ରେ କହିଛନ୍ତି। ପୁରା ମହାରାଷ୍ଟ୍ରରେ ଯା’ଆସ ଉପରେ ପ୍ରତିବନ୍ଧକ ଲାଗୁ ହେବ। ବିନା କାରଣରେ ଲୋକମାନେ ଘରୁ ନ ବାହାରିବାକୁ […]
କମିଲା ସୁନା ଓ ରୂପା ଦର ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି ଅଲ୍ ଟାଇମ୍ ରେକର୍ଡଠୁ ପାଖାପାଖି ୧୦ ହଜାର ଟଙ୍କା ଶସ୍ତା ହୋଇଛି ସୁନା ନୂଆଦିଲ୍ଲୀ: ପୁଣିଥରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଶୁକ୍ରବାର ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ହ୍ରାସ ପାଇଛି। Multi Commodity Exchange(MCX)ରେ ଆଜି ସୁନା ୨୦୦ ଟଙ୍କା ହ୍ରାସ ସହ କାରବାର ଚାଲିଥିବା […]
ଲକ୍ଷ୍ନୌ: ଦୁଲ୍ହନ ବେଶରେ ଆସି ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କଲେ, ଶେଷରେ ସୁନା ଅଳଙ୍କାର ନେଇ ଫେରାର ହୋଇଗଲେ। ସବୁଠାରୁ ବଡ଼ କଥା, ଏହି ବିବାହ ପାଇଁ ମଧ୍ୟସ୍ଥିଙ୍କ ସହ ଲକ୍ଷେ ଟଙ୍କା ମଧ୍ୟ ଛିଣ୍ଡି ଥିଲା। ଘଟଣାପରେ ନା ଯୁବତୀଙ୍କର କୌଣସି ପତ୍ତା ମିଳିପାରିଛି ନା ମଧ୍ୟସ୍ଥିଙ୍କ। ଉଭୟେ କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟରେ। ମୁଜାଫରନଗରରେ ରହୁଥିବା ଜଣେ କୃଷକ ବିବାହ ନାଁରେ ଠକାମିର ଶିକାର ହୋଇଥିବା ଅଭିଯୋଗ […]
ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା। ମାନସିକ ଚାପରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ଅଧିକାଂଶ ଲୋକ ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି । ତେବେ ମୁଣ୍ଡବିନ୍ଧା କେତେ ପ୍ରକାରର ? ସବୁ ମୁଣ୍ଡବିନ୍ଧାର କାରଣ କ’ଣ ସମାନ ? ଦେଖନ୍ତୁ ଏହି ଭିଡିଓ…
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା କେସ୍ ଅଧିକ ରେକର୍ଡ କରାଯାଉଛି। ଏସବୁ ଭିତରେ ଏକ ଖବର ସୋସିଆଲ୍ ମିଡିଆରେ […]
ମୁମ୍ବାଇ: ପ୍ରେମରେ ପଡ଼ି ଯାଇଛନ୍ତି କି ସିଙ୍ଗର୍ ମିକା ସିଂ ? ତା’ବି ପୁଣି ଜଣେ ସିଙ୍ଗରଙ୍କ ପ୍ରେମରେ। ଏପରିକି ସେ ତାଙ୍କୁ ମ୍ୟାରେଜ୍ ପ୍ରପୋଜାଲ୍ ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ବେଶ୍ ଚର୍ଚ୍ଚା। ନ୍ୟାସ୍ନାଲ୍ ଟେଲିଭିଜନର ଏକ ରିଅଲିଟି ଶୋ’ରେ ସିଙ୍ଗର ଭୂମି ତ୍ରିବେଦୀଙ୍କୁ ମିକା ସିଂ ପ୍ରପୋଜ କରିଥିବା ଦେଖିବାକୁ ମିଳିଛି। ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ଜୀ ଟିଭିରେ ପ୍ରସାରିତ ହୋଇଥିବା ମ୍ୟୁଜିକ୍ ରିଅଲିଟି ଶୋ’ “Indian Pro Music League” […]