ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀରେ ରାମନବମୀ ପାଳନ କରାଯାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ତ୍ରେତୟାଯୁଗରେ ରାବଣର ଅତ୍ୟାଚାରର ସବୁ ଦିନ ପାଇଁ ଅନ୍ତ ଘଟାଇବା ପାଇଁ ତଥା ଧର୍ମର ପୁନଃ ସ୍ଥାପନ ପାଇଁ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଲପକ୍ଷ ନବମୀରେ ପୁନର୍ବସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ରାଜା ଦଶରଥଙ୍କ ଘରେ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଚଳିତ […]
ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲାଗୁ ହେବ ଲକ୍ଡାଉନ୍ କଟକଣା ପୂର୍ବରୁ ଦିଲ୍ଲୀରେ ୱିକ୍ଏଣ୍ଡ୍ କର୍ଫ୍ୟୁ ଲାଗୁ ହୋଇଥିଲା ରବିବାର ଦିଲ୍ଲୀରେ ୨୫,୪୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଗତବର୍ଷ ମାର୍ଚ୍ଚ ୨୨ରୁ ମେ’ ୧୮ ପର୍ଯ୍ୟନ୍ତ ଦିଲ୍ଲୀକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରାଯାଇଥିଲା ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ୍ ଲଗାଇବା ଲାଗି ଆଜି ରାତି ୧୦ଟାରୁ ଆସନ୍ତା […]
ନୂଆଦିଲ୍ଲୀ: କୋଭିଡ୍ ରୋଗୀଙ୍କ ଦେଖାଶୁଣା ପାଇଁ ୪୦୦୨ଟି ରେଲ୍ୱେ କୋଚ୍କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ କୋଭିଡ୍ କେୟାର କୋଚ୍ ଭାବେ ପରିବର୍ତ୍ତନ କରିଥିବା ବେଳେ କରୋନା ଲଢ଼େଇରେ ଭାରତୀୟ ରେଲ୍ୱେର ପୁଣି ଏକ ଯୋଗଦାନ। ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା। ଉଭୟ ରାଜ୍ୟରେ ଲମ୍ବା ଡିଆଁ ମାରିଛି ସଂକ୍ରମଣ। ଦିଲ୍ଲୀରେ କରୋନା କେସ୍ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ରବିବାର ସେଣ୍ଟ୍ରାଲ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମାସ୍କ ପିନ୍ଧି ନଥିବାରୁ କାର୍ରେ ଯାଉଥିବା ଦମ୍ପତିଙ୍କୁ ପୋଲିସ୍ ଅଟକାଇଥିଲା। ତେବେ ଦମ୍ପତି ସେମାନଙ୍କର ଭୁଲ୍ ସ୍ୱୀକାର କରିବା ପରିବର୍ତ୍ତେ ପୋଲିସ୍ ସହ ଯୁକ୍ତିତର୍କ କରିଥିଲେ। […]
ଟ୍ରେନ୍ ସମ୍ମୁଖକୁ ଡେଇଁ ଓଡ଼ିଆ ସେନା ଅଧିକାରୀଙ୍କ ଆତ୍ମହତ୍ୟା ପୂର୍ବରୁ ମଧ୍ୟ ଆଉ ଏକ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ଅଫିସ୍ ଗାଡ଼ିରେ ରେଲ୍ୱେ ଷ୍ଟେସନରେ ପହଞ୍ଚିଥିଲେ ଓ ୟୁନିଫର୍ମରେ ଥିଲେ ମୁମ୍ବାଇ(ସୁରେଶ ଦାଶ): ମହାରାଷ୍ଟ୍ରର ପୁଣେ ରେଲ୍ୱେ ଷ୍ଟେସନରେ ଜଣେ ଓଡ଼ିଆ ସେନା ଅଧିକାରୀ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ମୃତ ସେନା ଅଧିକାରୀ ଭୁବନେଶ୍ୱରର ବ୍ରିଗେଡିୟର ଅନନ୍ତ […]
ଲକ୍ଷ୍ନୌ: ବର୍ତ୍ତମାନ ସମୟରେ କରୋନା ପାଇଁ ଧୀରେ ଧୀରେ ମରି ଯାଉଛି ମାନବିକତା। କେଉଁଠି ପରିଜନମାନେ ପଚାରୁ ନଥିବାବେଳେ ଆଉ କେଉଁଠି ସୁଖଦୁଃଖର ସାଥୀ ବୋଲି ଯାହାକୁ ଭାବୁଥିଲେ, ସେମାନେ ମଧ୍ୟ ମୁହଁକୁ ଟିକେ ଅନାଉ ନାହାନ୍ତି। ବାଡ଼ ସୃଷ୍ଟି କରୁଛି ସଂକ୍ରମଣ ଭୟ। ଆଉ ଧୀରେ ଧୀରେ ହଜି ଯାଉଛି ମାନବିକତା। ଏଭଳି ସମୟରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଶ୍ମଶାନରେ ଶବ ପୋଡ଼ିବା ପାଇଁ ଜାଗା ନମିଳିବାରୁ କରୋନାରେ ଆକ୍ରାନ୍ତ ହୋଇ […]
ଚେନ୍ନାଇ: ମହାମାରୀ କରୋନା ଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଅନୁଷ୍ଠାନ ଓ ଲୋକମାନେ ସହାୟତାର ହାତ ବଢ଼ାଇଛନ୍ତି। ଏମାନେ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଇବା ସହ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ତାମିଲନାଡୁରେ। ଏଠାରେ ଜଣେ ମହିଳା ଲୋକଙ୍କୁ ମାଗଣାରେ ବିରିୟାନୀ ଖାଇବାକୁ ଦେଉଛନ୍ତି। ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ଓ ସେମାନେ ଭୋକିଲା ଅଛନ୍ତି, ସେମାନଙ୍କୁ ମାଗଣାରେ […]
ରାଇପୁର: ଛତିଶଗଡ଼ ରାଇପୁର ସ୍ଥିତ ଏକ କୋଭିଡ୍ ହସ୍ପିଟାଲ୍ରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ଘଟିଛି।ସହରର ଟିକରପଡ଼ା ଅଞ୍ଚଳରେ ଥିବା ଏହି ଘରୋଇ ହସ୍ପିଟାଲ୍ର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଦୁଇ ମହଲା ବିଶିଷ୍ଟ ହସ୍ପିଟାଲ୍ର ଆଇସିୟୁରେ ନିଆଁ ଲାଗିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନିଆଁରେ ପୋଡ଼ି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ-ରମେଶ ସାହୁ, ଇଶ୍ୱର ରାଓ, ବନ୍ଦନା ଗଜ୍ମାଲା, ଭାଗ୍ୟଶ୍ରୀ […]
ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ୯୮% ବର୍ଷା ହେବାର ସମ୍ଭାବନା ରହିଛି।ସାଧାରଣତଃ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ବର୍ଷା ହୋଇଥାଏ। ତେବେ ଚଳିତ ଥର ସ୍ୱାଭାବିକ ବର୍ଷା ହେବାକୁ ଥିବାବେଳେ ଭଲ ଚାଷ ହେବ ଏବଂ ଏହାର ପ୍ରଭାବରେ ଅର୍ଥନୀତି […]
ପାଟନା: ବିବାହ କାର୍ଡରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଫଟୋ। ବିହାର ହାଜିପୁରର ଜଣେ ଯୁବକ ନିଜ ବିବାହ କାର୍ଡରେ ଲାଲୁ ଯାଦବଙ୍କ ଫଟୋ ଲଗାଇବା ସହ ଜେଲ୍ରେ ଥିବା ଲାଲୁଙ୍କୁ ମୁକ୍ତ କରିବା ଲାଗି ଅପିଲ୍ କରିଛନ୍ତି। ଏହାସହ ବିବାହରେ ଯୋଗଦେବା ପାଇଁ ସେ ବିବାହ କାର୍ଡକୁ ଆର୍ଜେଡିର ଅନେକ ବଡ଼ ନେତାଙ୍କଠୁ ଆରମ୍ଭ କରି ଲାଲୁଙ୍କ ପୁଅ ତେଜସ୍ୱୀ, ପତ୍ନୀ ରାବିଡ଼ି ଦେବୀଙ୍କ ଘରକୁ ପଠାଇଛନ୍ତି। ହାଜିପୁର […]
ଚେନ୍ନାଇ: ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଟିମ୍ ଚମତ୍କାର ଫର୍ମରେ ଅଛି। ହେଲେ ଆର୍ସିବି ଟିମ୍ର କ୍ୟାପଟେନ୍ ବିରାଟ କୋହଲି ଆଇପିଏଲ୍ର ଆଚରଣ ବିଧି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଗତକାଲି ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍(IPL 2021)ରେ ଆର୍ସିବି (Royal Challengers Bangalore) ଟିମ୍ ୬ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ( (Sunrisers Hyderabad)କୁ ପରାସ୍ତ କରିଥିଲା। ମ୍ୟାଚ୍ ଚାଲିଥିବା ସମୟରେ ଏମିତି କିଛି ଘଟଣା ଘଟିଥିଲା, ଯାହାକୁ ଦେଖି ଫ୍ୟାନ୍ସ ଚକିତ […]
ଲଗାତାର ୧୫ ଦିନ ସ୍ଥିର ରହିବା ପରେ କମିଲା ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୬ ପଇସା ରହିଛି ନୂଆଦିଲ୍ଲୀ: ଲଗାତାର ୧୫ ଦିନ ସ୍ଥିର ରହିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜି ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୧୪ ପଇସା କମିଛି। ଏହାପୂର୍ବରୁ […]
ନୂଆଦିଲ୍ଲୀ: ବାତିଲ୍ ହେଲା CBSE (Central Board of Secondary Education) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା। CBSE ଦଶମ ବୋର୍ଡ ପରୀକ୍ଷା ବାତିଲ୍ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଜରିଆରେ ରେଜଲ୍ଟ ପ୍ରକାଶ ପାଇବ। ଯେଉଁମାନେ ରେଜଲ୍ଟରେ ସନ୍ତୁଷ୍ଟ ନ ହେବେ ପୁଣି ପରୀକ୍ଷା ଦେଇପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ୍ […]
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ମଧ୍ୟ ଜାରି ହୋଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ମୁମ୍ବାଇରୁ ପ୍ରବାସୀ ଶ୍ରମିକଙ୍କ ସେମାନଙ୍କ ରାଜ୍ୟକୁ ପଳାଉଥିବା ଦେଖିବାକୁ […]