• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Adar Poonawalla
ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦର ପୁନାଓ୍ୱାଲାଙ୍କୁ 'Y' କ୍ୟାଟେଗୋରୀ ସୁରକ୍ଷା

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ Y କ୍ୟାଟେଗୋରୀ ସୁରକ୍ଷା ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ନେଇଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଅଦର ପୁନାଓ୍ୱାଲାଙ୍କୁ ସୁରକ୍ଷା ଯୋଗାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସାରା ଦେଶରେ ଅଦର ପୁନାଓ୍ୱାଲାଙ୍କୁ ଏହି ସୁରକ୍ଷା […]

corona patient commits suicide
ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା

ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କୋଭିଡ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ କରୋନା ରୋଗୀଙ୍କ ଆତ୍ମହତ୍ୟା ଦେଶରେ ଦିନକରେ ସର୍ବାଧିକ ଆଜି ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ ମୋରଦାବାଦ: ଅକ୍ସିଜେନ ଅଭାବରୁ ଗତ କିଛିଦିନ ହେବ ଦେଶରେ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏସବୁ ଭିତରେ ଉତ୍ତରପ୍ରଦେଶରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ଅଭାବରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ […]

କରୋନା ରୋଗୀଙ୍କୁ ହସ୍ପିଟାଲରେ ନେବା ପାଇଁ ୪୨ ହଜାର ଟଙ୍କା ନେଲେ ଆମ୍ବୁଲାନ୍ସ ଡ୍ରାଇଭର, ଜଣାପଡ଼ିବା ପରେ...

ନୋଏଡା: ଦେଶବାସୀ ଏବେ ମହାମାରୀ କରୋନା ସହ ଲଢୁ ଥିବାବେଳେ ଏଭଳି ସମୟରେ ହସ୍ପିଟାଲରେ କେଉଁଠି ବେଡ ମିଳୁନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖା ଦେଇଛି। ଆଉ କେଉଁଠି ଆମ୍ବୁଲାନ୍ସ ମିଳୁନାହିଁ। ଠିକ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବା ଯୋଗୁ ରୋଗୀଙ୍କ ଜୀବନ ଚାଲି ଯାଉଥିବା ଅଭିଯୋଗ ହେଉଛି। ଏପରିକି ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଲୋକଙ୍କୁଠୁ ମନଇଚ୍ଛା ଟଙ୍କା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। କେଉଁଠି ୩ କି.ମି. ପାଇଁ ୧୦ […]

covid patient missing
୩ ହଜାର କରୋନା ରୋଗୀ ନିଖୋଜ, ଫୋନ ବି ସ୍ବିଚ ଅଫ

ବେଙ୍ଗାଲୁରୁ: ସାରା ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାହା ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣକୁ ରୋକିବା ପାଇଁ କିଛି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଆଉ କେଉଁଠି କର୍ଫ୍ୟୁ ଜାରି ହୋଇଛି। କର୍ଣ୍ଣାଟକରେ ମଧ୍ୟ ଲକଡାଉନ ଜାରି ହୋଇଛି। ହେଲେ ଏବେ କର୍ଣ୍ଣାଟକ ସରକାରଙ୍କ ପାଇଁ ଏକ ନୂଆ ସଙ୍କଟ ସୃଷ୍ଟି ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି, କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପାଖାପାଖି ୩ ହଜାର କରୋନା […]

roller-coaster
୨୦୦ ଫୁଟ ଉପରେ ଖରାପ ହୋଇଗଲା ଝୁଲା, ଜୀବନକୁ ବିପଦ ମୁହଁକୁ ଠେଲି ତଳକୁ ଓହ୍ଲାଇଲେ ଲୋକେ

ଲଣ୍ଡନ: ବ୍ରିଟେନର ସବୁଠାରୁ ଲମ୍ବା ରୋଲର କୋଷ୍ଟର (UK’s Tallest Roller Coaster) ଖରାପ ହେବା ଫଳରେ ବାଧ୍ୟହୋଇ ଲୋକମାନଙ୍କୁ ୨୦୦ ଫୁଟରୁ ଅଧିକ ପର୍ଯ୍ୟନ୍ତ ଚାଲି ଚାଲି ତଳକୁ ଓହ୍ଲାଇବାକୁ ପଡ଼ିଥିଲା। Blackpool Pleasure Beach ଉପରେ ଥିବା ଦ ବିଗ ୱାନ(The Big One) ରୋଲର କୋଷ୍ଟର ଖରାପ ହୋଇଯିବା ଫଳରେ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପ୍ରିଲ 25 ତାରିଖରେ ଏହି ଅଘଟଣ ଘଟିଥିଲା। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି, […]

allu arjun
ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ କରୋନା ପଜିଟିଭ

ହାଇଦ୍ରାବାଦ: ସାରାଦେଶରେ ଏବେ କରୋନାର ଦ୍ଵିତୀୟ ଲହର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ଓ ସେଲିବ୍ରିଟିମାନେ ମଧ୍ୟ କରୋନା କୋପରୁ ବର୍ତ୍ତି ପାରୁ ନାହାନ୍ତି। ଏବେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ସଂକ୍ରମିତ ନେଇ ନିଜେ ଅଲ୍ଲୁ ଅର୍ଜୁନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଶେଆର କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।   View this post on Instagram […]

no social distancing
ଜଣେ କରୋନା ଆକ୍ରାନ୍ତ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି !

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏସବୁ ପରେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ବରଂ ପ୍ରତ୍ୟେକ ଦିନ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଉଛି। ହେଲେ କିଛି ଲୋକ ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବା […]

Kane Richardson and Adam Zampa
IPL 2021: ଟୁର୍ଣ୍ଣାମେଣ୍ଟ୍‌ରୁ ଓହରି ସ୍ୱଦେଶ ଫେରିଗଲେ ଏହି ୨ ଖେଳାଳି

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବଢୁଥିବା ବେଳେ ଆଇପିଏଲ୍‌(IPL 2021) ଉପରେ ଏହାର ପ୍ରଭାବ ପଡ଼ିଛି। ଭାରତରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ଖେଳାଳି ଏହି ବ୍ୟୟ ବହୁଳ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ଷ୍ଟାର ସ୍ପିନର୍ ତଥା ଦିଲ୍ଲୀ କ୍ୟାପିଟାଲ୍‌ ବରିଷ୍ଠ ଖେଳାଳି ରବି ଚନ୍ଦ୍ରନ୍ ଅଶ୍ୱିନ୍ ଆଇପିଏଲ୍‌ରୁ ବ୍ରେକ୍ ନେଇଛନ୍ତି। ଏନେଇ ଅଶ୍ୱିନ୍ ନିଜେ ଟ୍ୱିଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ମହାମାରୀ କରୋନା ସହ ପରିବାର ସଦସ୍ୟ ଲଢ଼ୁଥିବା ବେଳେ ଏଭଳି […]

curfew
ବଢ଼ୁଛି କରୋନା ସଂକ୍ରମଣ: ଆସନ୍ତାକାଲିଠୁ ଏହି ରାଜ୍ୟରେ ଲାଗୁ ହେବ କର୍ଫ୍ୟୁ

ବେଙ୍ଗାଲୁରୁ: ଆସନ୍ତାକାଲି ରାତି ୯ଟାରୁ କର୍ଣ୍ଣାଟକରେ କରୋନା କର୍ଫ୍ୟୁ ଲାଗୁ ହେବ। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି କଟକଣା ଲାଗୁ ହେବ। କଟକଣା ସମୟରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଜରୁରୀ ସେବାକୁ ଅନୁମତି ମିଳିବ। ସକାଳ ୧୦ଟା ପରେ ସବୁ ଦୋକାନ ବନ୍ଦ ରହିବ। କେବଳ ନିର୍ମାଣ, ଉତ୍ପାଦନ ଓ କୃଷିକ୍ଷେତ୍ର ସେକ୍ଟର ସହ ଜଡ଼ିତ କାର୍ଯ୍ୟକୁ ଅନୁମତି ମିଳିବ। ସାଧାରଣ ଯାତାୟାତ ବନ୍ଦ ରହିବ। ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ […]

auto driver ravi
ସାବାସ୍‌ ରବି; ଅଟୋରେ କରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲ୍‌ ପହଞ୍ଚାଉଛନ୍ତି

ରାଞ୍ଚି: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଗୋଟିଏପଟେ ହସ୍ପିଟାଲ୍‌ରେ ରୋଗୀଙ୍କ ପାଇଁ ବେଡ୍‌ ଓ ଅକ୍ସିଜେନ୍‌ର ଅଭାବ ଦେଖା ଦେଇ ଥିବାବେଳେ ଅନ୍ୟପଟେ କରୋନା ରୋଗୀଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଓ ଅର୍ଥର ଅଭାବ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଠିକ୍‌ ସମୟରେ ଆମ୍ବୁଲାନ୍ସ ନମିଳିବାରୁ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଖାଲି ଏତିକି ନୁହେଁ, କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ନିଜ […]

marriage
ପିପିଇ କିଟ୍‌ ପିନ୍ଧି ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ବାହା ହେଲେ ଯୁବତୀ

ଆଲାପ୍ପୁଝା: କଥାରେ ଅଛି, ସମୟ ଓ ଜୁଆର କାହାକୁ ଅପେକ୍ଷା କରେ ନାହିଁ, ଏପରିକି କରୋନାକୁ ମଧ୍ୟ। ବିବାହ ଶାଢ଼ୀ ବଦଳରେ ପିପିଇ କିଟ୍‌ ପିନ୍ଧି ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ବିବାହ କଲେ ଯୁବତୀ। ମହାମାରୀ କରୋନା ଯୋଗୁ  ଧୀରେ ଧୀରେ ମାନବିକତା ହଜି ଯାଉଥିବା ବେଳେ ଲୋକଙ୍କ ମଧ୍ୟରେ ପାଚେରି ହୋଇ ଛିଡ଼ା ହୋଇଛି ସଂକ୍ରମଣର ଭୟ। ଏପରିକି ନିଜ ଲୋକ ମଧ୍ୟ ପର କରି ଦେଉଛନ୍ତି। ହେଲେ ଏସବୁ ଭିତରେ ଏମିତି ଏକ ସକାରାତ୍ମକ […]

Fire At Hospital
ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ICUରେ ଚିକିତ୍ସିତ ହେଉଥିଲେ ଗୁରୁତର ୧୬ କରୋନା ରୋଗୀ

ସୁରତ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ର ICUରେ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଗୁରୁତର ୧୬ କରୋନା ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଖାପାଖି ଅଧ ଘଣ୍ଟା ପରେ ଆୟତ୍ତକୁ ଆସିଲା ନିଆଁ  ଏସିରେ ବ୍ଲାଷ୍ଟ୍‌ କିମ୍ବା ସର୍ଟ ସର୍କିଟ୍‌ ନଚେତ୍‌ ଓଭରଲୋଡିଂ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ ସୁରତ: ଗୁଜରାଟ ସୁରତ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଷ୍ଟେସନ ରୋଡ୍‌ ସ୍ଥିତ ଆୟୁଷ ହସ୍ପିଟାଲ୍‌ର ICUରେ […]

narendra modi
ଭାରତୀୟ ଅଲମ୍ପିଆନ୍‌ଙ୍କ ସହ କଥା ହେଲେ ମୋଦି, ଦୂତିଙ୍କ ପରିବାରକୁ ବି ପ୍ରଶଂସା କଲେ

ଟୋକିଓ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କୁ ଶୁଭାଶିଷ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସିରେ ଖେଳାଳିଙ୍କ ସହ ଉପସ୍ଥିତ ପରିଜନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ।

corona testing
କୋଲକାତାରେ ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ

କୋଲକାତା: କୋଲକାତାରେ ପ୍ରତି ୨ ଜଣରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। କୋଲକାତା ଏବଂ ଏହାର ପାଖ ଅଞ୍ଚଳରେ RTPCR ଟେଷ୍ଟ କରୁଥିବା ପ୍ରତି ଦୁଇ ଜଣରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ପଶ୍ଚିମବଙ୍ଗର ଅନ୍ୟ ଅଞ୍ଚଳରେ ପ୍ରତି ୪ ଜଣରେ ଜଣେ ପଜିଟିିଭ୍ ବାହାରୁଛନ୍ତି। ଏପ୍ରିଲ ମାସ ଆରମ୍ଭରେ ପ୍ରତି ୨୦ ଜଣରେ ଜଣେ ଆକ୍ରାନ୍ତ ହେଉଥିବା ବେଳେ ଏବେ ସଂକ୍ରମିତଙ୍କ ସଂଖ୍ୟା ୫ ଗୁଣା ବୃଦ୍ଧି ପାଇଛି। କିଛି ସ୍ଥାନରେ […]

lockdown
ବଢ଼ୁଛି କରୋନା ସଂକ୍ରମଣ: ଦିଲ୍ଲୀରେ ମେ’ ୩ ଯାଏ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧିକୁ ଆଉ ସପ୍ତାହେ ପାଇଁ ବଢ଼ାଇ ଦିଆଯାଇଛି। ମେ’ ୩ ତାରିଖ ସକାଳ ୫ଟା ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଥିରେ ବ୍ରେକ୍‌ ଲଗାଇବା ଲାଗି ଏପ୍ରିଲ ୨୬ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଥିଲେ। ଏହି […]

couple
ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ରିଲେଶନ୍‌ଶିପ୍‌ରେ ଥିଲେ, ହେଲେ ଗୋଟିଏ ଭୁଲ୍‌ ପାଇଁ...

ଟୋକିଓ: ଜଣଙ୍କର ଦୁଇ-ତିନି ଜଣ ଗର୍ଲଫ୍ରେଣ୍ଡ୍‌ ଥିବା କଥା ହୁଏତ ଆପଣ ଶୁଣିଥିବେ, ହେଲେ  ଏକାସଙ୍ଗେ ୩୫ ଜଣ ଗର୍ଲଫ୍ରେଣ୍ଡ୍‌ ଥିବା କଥା ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହେବେ। ଜାପାନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଯୁବକଙ୍କ ମାତ୍ର ଗୋଟିଏ ଭୁଲ୍‌ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା ଓ ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। New York Postର ରିପୋର୍ଟ ଅନୁସାରେ, ଏକା ସମୟରେ ୩୫ ଜଣ ଯୁବତୀଙ୍କ ସହ ରିଲେଶନ୍‌ଶିପ୍‌ରେ ଥିବା […]

vanity van
କୋଭିଡ୍ ଡ୍ୟୁଟିରେ ବଲିଉଡ୍‌ ସେଲିବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍

ମୁମ୍ବାଇ: ସାରା ଦେଶରେ ମହାମାରୀ କରୋନା ପୁଣିଥରେ ଏହାର କାୟା ବିସ୍ତାର କରିଛି। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ମୃତ୍ୟୁହାର ମଧ୍ୟ ବଢ଼ୁଛି। ସବୁଠାରୁ ଚିନ୍ତାଜନକ ବିଷୟ, କରୋନାର ଏହି ଦ୍ୱିତୀୟ ଲହର ପ୍ରଥମ ଲହରଠାରୁ ଅଧିକ ଭୟଙ୍କର। ଦ୍ୱିତୀୟ ଲହରରେ ଅଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏଭଳି ସ୍ଥିତିରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ କରୋନା ଲଢ଼େଇରେ ସାମିଲ ହୋଇଛନ୍ତି। […]

jaipur golden hospital
ମିଳିଲାନି ଅକ୍ସିଜେନ, ଆଖି ବୁଜିଲେ ୨୫ କରୋନା ରୋଗୀ

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ନେଇ ଏବେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କେଉଁଠି ହସ୍ପିଟାଲ୍‌ରେ ବେଡ୍‌ ନାହିଁ ତ ଆଉ କେଉଁଠି ଅକ୍ସିଜେନ୍‌ର ଅଭାବ। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ଦିଲ୍ଲୀବାସୀଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଦିଲ୍ଲୀର ହସ୍ପିଟାଲ୍‌ ଗୁଡ଼ିକରେ ଏବେ ବେଡ୍‌ ଓ ଅକ୍ସିଜେନ୍‌ ଅଭାବ ଦେଖା ଦେଇଛି। ଏସବୁ ଭିତରେ ଅକ୍ସିଜେନ୍‌ ଅଭାବରୁ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଦିଲ୍ଲୀର ଜୟପୁର ଗୋଲ୍‌ଡେନ୍‌ […]

father kills son
ପୁଅର ଛାତି ଉପରେ ଛିଡ଼ା ହୋଇ ଜୀବନ ନେଇଗଲେ କରୋନା ସଂକ୍ରମିତ ବାପା

ପାଟନା: ତଳେ ପଡ଼ି ଛଟପଟ ହେଉଥାଏ ଭାଇ, ମୋତେ ବଞ୍ଚାଅ ବଞ୍ଚାଅ ବୋଲି କାନ୍ଦି କାନ୍ଦି ବିକଳରେ ଚିତ୍କାର କରୁଥାଏ। ହେଲେ କେହିନଥିଲେ ଜୀବନ ବଞ୍ଚାଇବା ପାଇଁ। ଘର ଭିତରେ ଭଉଣୀ ଥିଲେ ମଧ୍ୟ ଭାଇକୁ ସାହାଯ୍ୟ କରିପାରିନଥିଲେ। ଦୌଡ଼ି ଯାଇ ଭାଇର ଜୀବନ ବଞ୍ଚାଇବାକୁ ଗଲା ବେଳକୁ ସେତେବେଳକୁ ଭାଇର ଜୀବନ ଚାଲି ଯାଇଥିଲା। ଭଉଣୀଆଖି ସାମ୍ନାରେ ଚାଲିଗଲା ଭାଇର ଜୀବନ। ଭାଇ ପାଇଁ ରକ୍ଷାକବଚ ହୋଇ ଛିଡ଼ା ହୋଇପାରିନଥିଲା ଭଉଣୀ ଓ ସବୁଦିନ ପାଇଁ […]

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result