• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Bjp-sib sena
ୟୁପିରେ ବି ବିଜେପି ସାଙ୍ଗରେ ଟକ୍କର ଦେବ ଶିବସେନା

ଦେଶର ରାଜନୀତିରେ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଛି ଶିବସେନା। ମହାରାଷ୍ଟ୍ରରେ ମେଣ୍ଟ ସରକାର କରିବା ପରେ ଧୀରେ ଧୀରେ ଅନ୍ୟ ରାଜ୍ୟ ଦଖଲ କରିବା ଚିନ୍ତାରେ ଶିବସେନା। ମିଳିଥିବା ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଅଣ୍ଟା ଭିଡିଛି ଶିବସେନା।

Politics
ଜାତୀୟ ସ୍ତରରେ ୨୦ ମସିହାରେ କେଉଁ ନେତା ଥିଲେ ଚର୍ଚ୍ଚାରେ?

ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। କରୋନା ମହାମାରୀର ପରିଚାଳନା କେତେ ସୁନ୍ଦର ଭାବରେ ମୋଦି କରିଥିଲେ ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚା ବି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ନିଜ କେଶ କିମ୍ବା ଦାଢି କାଟିନାହାନ୍ତି। ଯାହାକୁ ନେଇ ବେଶ ଚର୍ଚ୍ଚା ହୁଏ।

nitish kumar
ବିନା ଇଚ୍ଛାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର?

ମୋର ମୁଖ୍ୟମନ୍ତ୍ରୀ ହେବା ଲାଗି ଇଚ୍ଛା ନଥିଲା, କିନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ହେଲି। ଯେହେତୁ ବିହାରରେ ନିର୍ବାଚନରେ ଆମେ ଏକତ୍ରୀତ ଲଢୁଥିଲୁ ତେଣୁ ବିଜେପି ନିଜ ନେତାକୁ ବାଛିପାରିବେ ବୋଲି ମୁଁ କହିଥିଲି ବୋଲି ନୀତିଶ କହିଛନ୍ତି।  ତେବେ ନୀତିଶ କାହିଁକି ଏପରି ମନ୍ତବ୍ୟ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Rahul Gandhi
ପ୍ରତିଷ୍ଠା ଦିବସ ପୂର୍ବରୁ କାହିଁକି ବିଦେଶ ଗସ୍ତ କଲେ ରାହୁଲ ଗାନ୍ଧୀ?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଲେ କୁଆଡେ?  କଂଗ୍ରେସ ପାର୍ଟି ପ୍ରତିଷ୍ଠା ଦିବସର ଗୋଟିଏ ଦିନ ପୂର୍ବରୁ ରାହୁଲ୍‌ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି। ତେବେ ଏନେଇ ସଠିକ ସୂଚନା ମିଳିପାରିନଥିବା ବେଳେ ଦଳର ଜାତୀୟ ମୁଖପାତ୍ର କହିଛନ୍ତି ଯେ,  ସ୍ୱଳ୍ପକାଳୀନ ବ୍ୟକ୍ତିଗତ ଗସ୍ତରେ ରାହୁଳ ଗାନ୍ଧୀ ବିଦେଶ ଯାତ୍ରା କରିଛନ୍ତି। ତେବେ ଏହି ଗସ୍ତରେ ରାହୁଲ କିଛିଦିନ ଲାଗି ବିଦେଶରେ ରହିବେ ବୋଲି ଜଣାଯାଇଛି।

Temple milk
ବିଶ୍ୱାସ : ମନ୍ଦିର ଖୋଳାଯାଉଥିବା ସ୍ଥାନରେ ଢଳାଗଲା ୧୧ ହଜାର ଲିଟର କ୍ଷୀର

ଭଗବାନଙ୍କ ଉପରେ ପ୍ରତିଟି ମଣିଷ ବିଶ୍ୱାସ କରେ। କାହିଁକି ନା କୌଣସି ବିପଦ ହେଉ କିମ୍ବା କେଉଁ ଆଡେ ଯାତ୍ରା କରୁ ଭଗବାନଙ୍କୁ ଆମେ ପ୍ରତିଟି ମୁହୂର୍ତ୍ତରେ ସ୍ମରଣ କରୁ। ତେବେ ରାଜସ୍ଥାନରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଚର୍ଚ୍ଚା ଜୋରଧରିଛି।

Modi
ଚାଳକବିହୀନ ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଚାଳକ ବିହୀନ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଟ୍ରୋର ମଜେଣ୍ଟା ଲାଇନ୍‌ରେ ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଚାଳକବିହୀନ ରେଳ ସେବାର ଶୁଭାରମ୍ଭ କରିଛନ୍ତି ମୋଦି

amit sahah
ଆସାମ ପରେ ମଣିପୁର ଗସ୍ତ କରିବେ ଅମିତ ଶାହା

ଉତ୍ତରପୂର୍ବ ରାଜ୍ୟ ଗସ୍ତରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହ। ଆସାମ ପରେ ଆଜି ମଣିପୁର ଯିବେ ଶାହ।  ଗତକାଲି ଆସାମ ଗୌହାଟି ଗସ୍ତ କରି ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ବିଜେପି ଅମଳରେ ଆସାମରେ ଶାନ୍ତି ଫେରିଛି। ବୋଡୋଲ୍ୟାଣ୍ଡ ଚୁକ୍ତି ପରେ ଯୁବକମାନେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି।

farmer
କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ ଚାଷୀ

ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ ଆଲୋଚନା ପାଇଁ ରାଜି ହେଲେ ଚାଷୀ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି ଆନ୍ଦୋଳନରତ ଚାଷୀ। ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ ଚଷୀ ନେତା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

jawan
ଶୀତକୁ ଖାତିର ନାହିଁ, ଦେଶ ସରକ୍ଷା ପାଇଁ ସୀମାରେ ସଜାଗ ଯୱାନ

ହାଡ଼ ଭଙ୍ଗା ଜାଡ଼କୁ ଖାତିର ନ କରି ଦେଶ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଯବାନ।  କାଶ୍ମୀର ହେଉ କିମ୍ବା ସୀମା ସଲଗ୍ନ ଯେ କୌଣସି ସ୍ଥାନ। ସବୁଠି ସଦାବେଳେ ତତ୍ପର ଭାରତୀୟ ବୀର ଯବାନ।  ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ସେନା ନିଜର ପାଟ୍ରୋଲିଂ ଓ  ସର୍ଚ୍ଚ ଅପରେସନକୁ ଅଧିକ କଡ଼ାକଡ଼ି କରିଛି ସେନା।

Modi-farmers
ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ କିସ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।

delhi-farmers-protest
କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚାଷୀ: କଣ କହିଲା ସଂଗଠନ?

ଆଲୋଚନା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଚାଷୀ ସଂଗଠନଗୁଡ଼ିକ କହିଛନ୍ତି, ସରକାର ଆମ ଦାବିକୁ ଗୁରୁତ୍ୱ ଦେଉ ନାହାନ୍ତି କି ଏଥି ପ୍ରତି ଗମ୍ଭୀର ନୁହଁନ୍ତି ସରକାର। ଯଦି ଆଇନ ପ୍ରତ୍ୟାହାର ପାଇଁ ରାଜି ନ ହୁଅନ୍ତି, ଆଲୋଚନାର କିଛି ମୂଲ୍ୟ ନାହିଁ।

terrorists killed in encounter
ସକାଳୁ ସକାଳୁ ୩ ଆତଙ୍କବାଦୀ ନିପାତ

ଜମ୍ମୁ-କାଶ୍ମୀରର ପୁଲ୍‌ୱାମାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟର ଲସ୍କର-ଇ-ତୋଇବା କମାଣ୍ଡର ଅବୁ ହୁରାଇରା ଓ ଆଉ ୨ ଜଣ ଆତଙ୍କବାଦୀ ଅଛନ୍ତି।

Modi
ଚାଷୀଙ୍କ ସହ ପୁଣି ଆଲୋଚନା କରିବ କେନ୍ଦ୍ର ସରକାର

ଚାଷୀଙ୍କୁ ପୁଣି ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଏହି ଚିଠିରେ ଚାଷୀ ସଂଗଠନମାନଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଆଲୋଚନା ପାଇଁ ଆସିବାକୁ କୁହାଯାଇଛି। ପୂର୍ବରୁ କିଛି ସଂଗଠନକୁ କେନ୍ଦ୍ର ଜାଣିଶୁଣି ଭିନ୍ନ ଭିନ୍ନ ତାରିଖରେ ଆଲୋଚନା ପାଇଁ ଡାକି ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ।

puja
ଟାୟାରରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଜୋତା

ବ୍ୟବହାର ପରେ ଅଦରକାରୀ ଟାୟାରକୁ ଲୋକେ ବାହାରେ ଫୋପାଡି ଦିଅନ୍ତି। କିନ୍ତୁ ଏଥିରୁ ଯେ ଏତେ ସୁନ୍ଦର ଉପଯୋଗୀ ଜିନିଷ ତିଆରି ହୋଇପାରିବ, ତାହା କେହି ଭାବି ନଥାନ୍ତି ଯାହା କରି ଦେଖାଇଛନ୍ତି ମହାରାଷ୍ଟ୍ର ପୁଣେର ଜଣେ ମହିଳା ଟାୟାରରୁ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଜୋତା ଓ ଚପଲ।

Mamata banarjee
ମଞ୍ଚ ଉପରେ ନାଚିଲେ, ଝୁମିଲେ ମମତା ବାନାର୍ଜୀ

ନାଚିଲେ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କୋଲକାତାରେ ଆରମ୍ଭ ହୋଇଥିବା ସଙ୍ଗୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।  ଏହି ସମୟରେ ମଞ୍ଚରେ ଉପସ୍ଥିତ ଥିବା ଆଦିବାସୀ କଳାକାର ନାଚିଥିଲେ। ଯାହାକୁ ଦେଖି ଖୋଦ୍ ମୁଖ୍ୟମନ୍ତ୍ରୀ ବି କଳାକାରଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ।

FasTag
ଜାନୁଆରୀ ପହିଲାରୁ ଟୋଲ୍ ଗେଟରେ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍

ଦେଶର ସମସ୍ତ ଟୋଲଗେଟରେ ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥା କରାଯିବା ସହ ଗାଡ଼ି ଚାଳକ ଏଥିପ୍ରତି ସଚେତନ ହୋଇ ଫାଷ୍ଟଟ୍ୟାଗ୍ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି।