• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

priyanka-nick
ଆଉ ଦୁଇ ଦିନ ପରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ମୁମ୍ବାଇ: ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡର ପିସି ଓରଫ ପ୍ରିୟଙ୍କା ଚୋପ୍ରା। ବିଦେଶୀ ପ୍ରେମିକ ନିକ୍‌ ଜୋନ୍ସଙ୍କ ସହ ରାଜସ୍ଥାନରେ ବହୁ ଆଡମ୍ବରରେ ବିବାହ ହେବ। ଏଥିପାଇଁ ମୁମ୍ବାଇରୁ ଜୋଧପୁର ଗସ୍ତ କରିଛନ୍ତି ଏହି ଦୁଇ ଯୋଡ଼ି। ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଆଜି ରାଜସ୍ଥାନ ଗସ୍ତ କରିଛନ୍ତି। ବିବାହ ପୂର୍ବରୁ ଦୁଇ ଦିନ ଧରି ଚାଲିବ ବିଭିନ୍ନ ଉତ୍ସବ। ଆଉ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ଯୋଧପୁରର […]

sidhu
ପୁଣି ବିବାଦରେ ନଭଜୋତ୍‌ ସିଂହ ସିଦ୍ଧୁ

ଅମୃତସର: ପୁଣି ଥରେ ବିବାଦରେ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ୍‌ ସିଂହ ସିଦ୍ଧୁ। ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିନଥିବା ବେଳେ ସିଦ୍ଧୁ ଏବେ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋକୁ ନେଇ ସିଦ୍ଧୁ ବିବାଦ ଘେରକୁ ଆସିଛନ୍ତି। ଏପରିକି ସିଦ୍ଧୁଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବିରୋଧୀ ଦାବି କରିଛନ୍ତି। କରତାରପୁର ସାହିବ କରିଡରର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ଗତକାଲି ସିଦ୍ଧୁ ପାକିସ୍ତାନ ଗସ୍ତ […]