• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

sand art2
ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଅାନିମେସନ୍ ଭିଡିଓ

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ହକି ବିଶ୍ୱକପ୍। ଏଥିପାଇଁ ଭୁବନେଶ୍ୱର ମିନି ୱାର୍ଲଡରେ ପରିଣତ ହୋଇଛି। ପୂରା ସେଲିବ୍ରେସନ୍ ମୁଡ୍‌ରେ ହକି ପ୍ରେମୀ। ତେବେ ହକି ଖେଳାଳିଙ୍କୁ ଚିଅର ଅପ୍ କରିବା ଏବଂ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଏକ ସ୍ୟାଣ୍ଡ ଆନିମେସନ୍ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏବେ ସାରା ବିଶ୍ୱର ନଜର ଭୁବନେଶ୍ୱର ଉପରେ। କାରଣ ହକି ମହାକୁମ୍ଭ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଛି। ବିଶ୍ୱର ବଛା ବଛା […]

2.0
ପରଦାକୁ ଆସିଲା ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଜବରଦସ୍ତ ଆକ୍ସନ ଫିଲ୍ମ 2.0

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ହାଇବଜେଟ୍ ହିନ୍ଦୀ ଫିଲ୍ମ ‘ଟୁ ପଏଣ୍ଟ ଜିରୋ’। ସାରା ବିଶ୍ୱର ୧୦ ହଜାରରୁ ଅଧିକ ହଲ୍‌ରେ ଫିଲ୍ମକୁ ରିଲିଜ୍‌ କରାଯାଇଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି ଅକ୍ଷୟ କୁମାର ଓ ରଜନୀକାନ୍ତ। ଆଜି ଚେନ୍ନାଇ ସମେତ ଭାରତର ବିଭିନ୍ନ ସ୍ଥାନରେ ଫିଲ୍ମ ରିଲିଜ୍ ହୋଇଛି। ୨୦୧୦ ବ୍ଲକ ବଷ୍ଟର୍ ମୁଭି ରୋବଟ୍‌ର ସିକ୍ୟୁଏଲ୍ ହେଉଛି ଟୁ ପଏଣ୍ଟ ଜିରୋ। […]

World-Cup
ଆଜି ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନ

ଭୁବନେଶ୍ୱର: ଆଜି ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନରେ ପୁଲ୍-ଏ ର ୨ଟି ମୁକାବିଲା ରହିଛି। ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା, ସ୍ପେନକୁ ଭେଟୁଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ମୁହାଁମୁହିଁ ହେବେ। ପୁଲ୍-ଏ ର ପ୍ରଥମ ମ୍ୟାଚରେ ବିଶ୍ୱ ହକି ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନାକୁ ସ୍ପେନ୍ କଡ଼ା ଟକ୍କର ଦେବ। ସେହିଭଳି ବିଶ୍ୱ ହକି ରାଙ୍କିଙ୍ଗର ନବମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ ୨୦ ତମ ସ୍ଥାନରେ ଥିବା ଫ୍ରାନ୍ସ।