ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ୍। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ତାଚ୍ଛଲ୍ୟ କରିଥିବାରୁ ରାହୁଲ ଗାନ୍ଧିଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ଏନେଇ ଆଜି ଜାତୀୟ ମହିଳା କମିଶନ ରାହୁଲ ଗାନ୍ଧିଙ୍କୁ ନୋଟିସ୍ କରିଛନ୍ତି। ଏଥିସହ ସେ ଦେଇଥିବା ମନ୍ତବ୍ୟର ଉପଯୁକ୍ତ କାରଣ ରଖିବାକୁ ମଧ୍ୟ ଏହି ନୋଟିସ୍ରେ ତାଙ୍କୁ କୁହାଯାଇଛି। ରାଫେଲ୍ ଡିଲ୍ ସମ୍ପର୍କରେ ସଂସଦରେ ଆଲୋଚନା ଚାଲିଥିବା ବେଳେ ରାହୁଲ ଗାନ୍ଧି ଉଭୟ ନିର୍ମଳା ସୀତାରମଣ […]
ଭୁବନେଶ୍ୱର : ରଣଜୀ ସିଜିନ୍ ଅାରମ୍ଭରୁ ଜଲଓ୍ୱା ଦେଖାଇଲେ ଓଡ଼ିଶାର ଓପନର୍ ଅନୁରାଗ ଷଡ଼ଙ୍ଗୀ। ପ୍ରଥମ ମ୍ୟାଚରେ ହିଁ ସେ ଶତକ ହାସଲ କରିଛନ୍ତି। ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ହରିୟାଣା ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ୍ ଖେଳୁଛି ଓଡ଼ିଶା ଟିମ୍। ଟସ୍ ଜିତିବା ପରେ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରି ଅନୁରାଗ ଷଡ଼ଙ୍ଗୀ ଶତକ ହାସଲ କରିଛନ୍ତି। ସେ ୧୧୪ ରନ୍ କରିଛନ୍ତି । ତେବେ ଅନ୍ୟ […]
ଥିରୁଭନନ୍ତପୁରମ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଅା ସିରିଜକୁ ୩-୧ରେ ହାତେଇଲା ଭାରତ । ଅାଜି ଥିରୁଅନନ୍ତପୁରମରେ ଖେଳା ଯାଇଥିବା ଶେଷ ଦିନିକିଅାରେ ଭାରତ ୯ ଓ୍ୱିକେଟରେ ବିଜୟୀ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୧୦୪ ରନ୍ରେ ସୀମିତ ରହିଥିଲା। ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ ଅକ୍ତିଅାର କରିଥିବାବେଳେ, ବୁମରାହ ଏବଂ ଖଲିଲ୍ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ଭାରତ ମାତ୍ର ଗୋଟିଏ ଓ୍ୱିକେଟ ହରାଇ ୧୫ ଓଭର ପୂର୍ବରୁ […]
ନୂଆଦିଲ୍ଲୀ / ଭୁବନେଶ୍ୱର : ଏନ୍ଡିଏ ରାସ୍ତାରେ ଏସ୍ପି-ବିଏସ୍ପି ପ୍ରତିବନ୍ଧକ। ଅାଗାମୀ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ଯଦି ଏସ୍ପି-ବିଏସ୍ପି ମେଣ୍ଟ ହୁଏ ,ତେବେ ସ୍ପଷ୍ଟ ବହୁମତ ପାଇବାରେ ବି ଫେଲ୍ ମାରିପାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ। ସି-ଭୋଟର ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଦେଶ୍କା ମୁଡ୍ରେ ଏମିତି କିଛି ଅାକଳନ କରାଯାଇଛି। ଅାଜି ଦିନରେ ଯଦି ଦେଶରେ ଭୋଟ ହୁଏ, ତେବେ କେଉଁ ଦଳ ଓ କେଉଁ ମେଣ୍ଟର ସ୍ଥିତି କଣ ହେବ? ଦେଶର ସାଂପ୍ରତିକ ରାଜନୈତିକ […]
ନୂଆଦିଲ୍ଲୀ : ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଅା। ଗାଁକୁ ଫେରିବାକୁ ମନ ବଳାଇଛନ୍ତି ଜଗା କାଳିଅାଙ୍କ ବାପାମାଅା। ଅପରେସନ୍ ପରେ ଅଲଗା ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଜଗା କାଳିଅା । ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଜଗା କାଳିଅାଙ୍କ ବାପା ଭୂୟାଁ କହଁର। ଓଡ଼ିଶାରେ ସରକାରୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଲାଗି ସେ ଅନୁରୋଧ କରିଛନ୍ତି। ବର୍ଷେ ୪ ମାସ ହେଲା ଗାଁ ଦେଖି ନାହାନ୍ତି […]