ଆମେରିକା କମ୍ପାନୀ ଜନ୍ସନ୍ ଆଣ୍ଡ୍ ଜନ୍ସନ୍ର କିଛି ପ୍ରଡକ୍ଟରେ ବେଂଜିନ୍ ଥିବା ଜଣାପଡିଛି, ଯାହା ଦ୍ୱାରା କ୍ୟାନସର୍ ପ୍ରତି ବିପଦ ରହିଛି। ତେଣୁ କମ୍ପାନୀ ଏହାର ସନ୍ସ୍କ୍ରିନ୍ ପ୍ରଡକ୍ଟଗୁଡ଼ିକୁ ବୁଧବାର ବଜାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।
ଛତିଶଗଡ଼ : ଛତିଶଗଡ଼ ନିର୍ବାଚନରେ ଭୋଟ୍ ଦେଇଛନ୍ତି ଓଡ଼ିଆ ଭାଷାଭାଷୀ ଭୋଟର୍। କୋରାପୁଟକୁ ଲାଗି ରହିଥିବା ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁରର ବିଭିନ୍ନ ବୁଥ୍ରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଲୋକ ନିର୍ବାଚନରେ ଭାଗ ନେଇଛନ୍ତି। ସେମାନେ ବେଶ୍ ଉତ୍ସାହର ସହ ସକାଳୁ ବୁଥ୍କୁ ଅାସି ନିଜ ପସନ୍ଦିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଜଗଦଲପୁର ବ୍ରାହ୍ମଣପଡ଼ା ବୁଥ୍ରେ ଭୋଟରମାନେ ମତଦାନ କରିବା ପରେ ବେଶ୍ ଖୁସି ପ୍ରକାଶ କରିଛନ୍ତି। ଏପରିକି ଛତିଶଗଡ଼ ସରକାରଙ୍କ ଅଧୀନରେ ବଡ଼ ପଦବୀରେ […]
ଛତିଶଗଡ଼ : ୧୮ଟି ବିଧାନସଭା ଅାସନ, ୧୯୦ ଜଣ ପ୍ରାର୍ଥୀ। ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛତିଶଗଡ଼ ଭୋଟର। ଅାସନ୍ତାକାଲି ହେବ ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ସମସ୍ତ ବୁଥ୍ରେ ପହଞ୍ଚିଛନ୍ତି ପୋଲିଂ ଟିମ୍। ମାଓ ଅଞ୍ଚଳରେ ଭୋଟ ଗ୍ରହଣ ହେଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦକ୍ଷିଣ ଛତିଶଗଡ଼ର ସୁକମା, କାଙ୍କେର, ରାଜନନ୍ଦଗାଁଓ, ବସ୍ତର, ଦନ୍ତେୱାଡ଼ା, ବିଜାପୁର, କୋଣ୍ଡାଗାଁଓ ଏବଂ ନାରାୟଣପୁର ଜିଲ୍ଲାର ୧୮ଟି ବିଧାନସଭା ଅାସନରୁ ୧୨ଟି ଅାସନକୁ ରେଡ୍ […]
ଚେନ୍ନାଇ: ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଚେନ୍ନାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ କାରିବିୟାନ୍ ଟିମ୍। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍ଜା କରିସାରିଛି ଟିମ୍ ଇଣ୍ଡିଅା। ତେଣୁ ସିରିଜ୍ରେ ନିଜ ସ୍ଥିତି ବଞ୍ଚାଇ ରଖିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ। ତେବେ ଭାରତୀୟ ଦଳ ନିଜ ସ୍କ୍ୱାଡରେ କିଛିଟା ପରିବର୍ତ୍ତନ କରିଛି। ପେସ୍ ବୋଲର୍ ବୁମରା, ଉମେଶ ଯାଦବ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପ୍ରତି ବିପଦ। ଦୁଇ ଜଣ ସ୍ୱାଧୀନ ବିଧାୟକ ସରକାରକୁ ସମର୍ଥନ ପ୍ରତ୍ୟାହାର କରିଥିବା ବେଳେ କିଛି କଂଗ୍ରେସ ବିଧାୟକଙ୍କ ମଧ୍ୟ ପତ୍ତା ମିଳୁନାହିଁ। ସେମାନେ ବିଜେପି ସହିତ ଯୋଗାଯୋଗରେ ଥିବା କୁହାଯାଉଛି। ଅନ୍ୟପଟେ ବିଜେପି ତାର ୧୦୪ ବିଧାୟକକଙ୍କୁ ଗୁରୁଗ୍ରାମରେ ଲୁଚାଇ ରଖିଛି। ଉଭୟ ବିଜେପି ଓ ଜେଡିଏସ୍ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ବିଧାୟକଙ୍କୁ ଆର ଗୋଷ୍ଠୀ କିଣିବାକୁ ଚେଷ୍ଟା କରୁଛନ୍ତି। ତଥାପି ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଦୃଢ଼ତାର […]