• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

cbi
ଚୂଡ଼ାନ୍ତ ହୋଇପାରିଲାନି ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନାମ

ନୂଆଦିଲ୍ଲୀ: ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ଚୟନ ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ୍ କମିଟି ବସିଥିଲା। ତେବେ କମିଟିରେ ଥିବା ସଦସ୍ୟମାନଙ୍କ ମଧ୍ୟରେ ସିବିଆଇ ମୁଖ୍ୟଙ୍କ ନାଁକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ୭୦ରୁ ୮୦ଜଣଙ୍କ ନାମ ବିଚାରକୁ ନିଆଯାଇଥିଲା। କିନ୍ତୁ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ସପ୍ତାହରେ କରିବା ପାଇଁ ସ୍ଥିର କରାଯାଇଛି। ଉଚ୍ଚସ୍ତରୀୟ […]

school-bag-up
କୁନି ପିଲାଙ୍କୁ ବସ୍ତାନୀ ବୋଝ ଓ ହୋମ୍ଓ୍ୱାର୍କ ଚାପ କମାଇବାକୁ କେନ୍ଦ୍ରର ଗାଇଡ୍‌ଲାଇନ୍ସ

ନୂଆଦିଲ୍ଲୀ : କୁନି କୁନି ପିଲାଙ୍କୁ ମିଳିବ ବସ୍ତାନି ବୋଝରୁ ଅାଶ୍ୱସ୍ତି। କୋମଳମତି ପିଲାଙ୍କ ଉପରେ ରହିବନି ହୋମ୍ ଓ୍ୱାର୍କର ଚାପ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଜାରି ହୋଇଛି ଗାଇଡ୍ ଲାଇନ୍ସ। କେଉଁ ଶ୍ରେଣୀର ପିଲାକୁ କଣ ପଢ଼ାଯିବ ଓ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ କେତେ ରହିବ ତାର ଏକ ନିର୍ଦ୍ଦିଷ୍ଟ ବିବରଣୀ ଦିଅାଯାଇଛି। ଗାଇଡ୍‌ଲାଇନ୍ସ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଲାଗି ଦେଢ଼ […]

sambidhan
ଦିଲ୍ଲୀରେ ସମ୍ବିଧାନ ସମ୍ମାନ ସମାରୋହ ଅନୁଷ୍ଠିତ

ନୂଆଦିଲ୍ଲୀ : ଦିଲ୍ଲୀ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି ସମ୍ବିଧାନ ସମ୍ମାନ ସମାରୋହ। ଜାତୀୟ କଂଗ୍ରେସ ପକ୍ଷରୁ ଏହି ସମାରୋହର ଅାୟୋଜନ ହୋଇଥିଲା। ଏଥିରେ ଜାତୀୟ କଂଗ୍ରେସର ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ। ଉତ୍ସବରେ ଜେଡିୟୁ ନେତା ଶରଦ ଯାଦବ, ସିପିଅାଇ ନେତା ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କଂଗ୍ରେସରୁ ବରିଷ୍ଠ ନେତା ଭକ୍ତ ଦାସ ଓ ଜୟଦେବ ଜେନା ଯୋଗ ଦେଇଥିଲେ।

mao
ଛତିଶଗଡ଼ରେ ବଡ଼ ଧରଣର ଏନ୍‌କାଉଣ୍ଟର, ୯ ମାଓବାଦୀ ନିହତ

ଛତିଶଗଡ଼  : ଛତିଶଗଡ଼ ସୁକମାରେ ବଡ଼ ଧରଣର ଏନ୍‌କାଉଣ୍ଟର। ଏଥିରେ ୯ ମାଓବାଦୀ ନିହତ। ସିଅାରପିଏଫ୍, ଡିଅାରଜି ଓ ସ୍ପେସାଲ ଟାସ୍କ ଫୋର୍ସ ଯବାନଙ୍କ ମିଳିତ ଅପରେସନରେ ୯ ମାଓବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସାକଲିର ଜଙ୍ଗଲରେ ମାଓବାଦୀ ମାନେ ଲୁଚିଥିବା ଖବର ପାଇ କିସ୍ତାରାମ ଥାନା ଅଂଚଳରେ ଥିବା ଏହି ଜଙ୍ଗଲରେ କମ୍ବିଂ ଅପରେସନ କରାଯାଇଥିଲା। ଅପରେସନରେ ଅନେକ ମାଓବାଦୀ ଅାହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଅାହୁରି […]

k1
କମ୍ୟୁନିକେସନ୍‌ ସାଟେଲାଇଟ୍ ‘କଲାମ ସାଟ୍’ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ମହାକାଶକୁ ଇସ୍ରୋ ସବୁଠୁ ଛୋଟ ଓ ହାଲୁକା କମ୍ୟୁନିକେସନ୍ ସାଟେଲାଇଟ୍ ପଠାଇଛି। ଏହି ସାଟେଲାଇଟ୍‌ର ନାଁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ନାଁରେ ‘କଲାମ ସାଟ୍’ ରଖାଯାଇଛି। ଶ୍ରୀହରିକୋଟାର ସତିଶ୍ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡ୍‌ରୁ PSLV-C44 ଜରିଆରେ ଏହି ସାଟେଲାଇଟ୍ ପ୍ରେରଣ କରାଯାଇଛି। ଗୁରୁବାର ରାତିରେ ପିଏସ୍ଏଲ୍‌ଭି -ଡିଏଲ୍ ସହାୟତାରେ ମହାକାଶରେ ଅବସ୍ଥାପିତ କରାଯାଇଛି। ଏହି ସାଟେଲାଇଟ୍‌କୁ ଚେନ୍ନାଇର ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି। ଏହି ସାଟେଲାଇଟ୍‌ର ଓଜନ ମାତ୍ର ୧.୨୬ […]

ayo-up
ଅଯୋଧ୍ୟାରେ ଶିବସେନା ଓ ବିଶ୍ୱ ହିନ୍ଦୁ ପରିଷଦର ବିଶାଳ ସମାବେଶ

ନୂଆଦିଲ୍ଲୀ : ଜୟ ଶ୍ରୀରମ ଧ୍ୱନୀରେ କମ୍ପୁଛି ଅଯୋଧ୍ୟା । ରାମମନ୍ଦିର ନିର୍ମାଣ ଦାବିରେ ଅଯୋଧ୍ୟାରେ ଏକାଠି ହୋଇଛନ୍ତି ଉଦ୍ଧବ ଠାକ୍‌ରେଙ୍କ ଶିବ ସେନାର ହଜାର ହଜାର କର୍ମୀ। ନିଜେ ଉଦ୍ଧବ ବି ଦୁଇ ଦିନ ହେଲା ସେଠାରେ ଡେରା ପକାଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାର ଯଦି ମନ୍ଦିର ନିର୍ମାଣ ନକରନ୍ତି ତେବେ କ୍ଷମତାରେ ରହିପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ […]

india --1
ସିଡ୍‌ନୀ ଟି-ଟ୍ୱେଣ୍ଟିକୁ ୬ ୱିକେଟରେ ଜିତିଲା ଭାରତ

ସିଡ୍‌ନୀ: ଶେଷ ଓଭରର ଅନ୍ତିମ ୪ଟି ବଲ୍‌ରୁ ବିଜୟ ପାଇଁ ମାତ୍ର ୫ ରନ୍‌ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍‌ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍‌ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ୬ ୱିକେଟ୍‌ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଆଣି ଦେଇଛନ୍ତି। ଖେଳ ଶେଷ ବେଳକୁ ଅଧିନାୟକ କୋହଲି ୬୧(୪୧ ବଲ୍‌, ୪ ଚୌକା ଓ ୨ ଛକା) ଏବଂ ଭେଟେରାନ୍‌ ଦିନେଶ କାର୍ତ୍ତିକ […]