• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

g1
ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା

ଗୁରୁଗ୍ରାମ: ଭୁଶୁଡ଼ି ପଡ଼ିଲା ୪ ମହଲା ବିଶିଷ୍ଟ କୋଠା। ହରିୟାଣାର ଗୁରୁଗ୍ରାମର ଉଲ୍ଲାୱାସ୍ ଗାଁରେ ଆଜି ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ଯାଇଛି। ଫଳରେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଏବେ ବି ୮ ଜଣ ଫସି ରହିଥିବା ଅନୁମାନ କରାଯାଉଛି। ବୁଲ୍‌ଡୋଜର୍‌ ସହାୟତାରେ ଭଗ୍ନାବଶେଷକୁ ସଫା କରାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ହରିୟାଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। […]

p11
ପୀୟୂଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ ଆମେରିକାରେ ଚିକିତ୍ସିତ ହେଉଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଉ ଏକ ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଛି। ଏଣୁ ଏବେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ଗତକାଲି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସ୍ଥାୟୀ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ୱୀକୃତି ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ତତ୍କାଳ ଭାବେ ପୀୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟ […]

mery-up
ବକ୍ସର ମେରି କମ୍‌ଙ୍କ ବିଶ୍ୱ ରେକର୍ଡ

ନୂଅାଦିଲ୍ଲୀ : ବକ୍ସର ମେରି କମ୍‌ଙ୍କ ବିଶ୍ୱରେକ଼ର୍ଡ। ପ୍ରଥମ ମହିଳା ଭାବେ ୬ଟି ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ଜିତି ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟା ମେରି କମ୍। ନୂଅାଦିଲ୍ଲୀରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନ୍ସିପ୍‌ର ୪୮ କିଲୋଗ୍ରାମ୍ ଫାଇନାଲରେ ମେରି ତାଙ୍କ ଠାରୁ ୧୩ ବର୍ଷ ସାନ ୟୁକ୍ରେନ୍‌ର ହେନା ଓଖୋଟାଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଛନ୍ତି। ୮ ବର୍ଷ ପରେ ମେରି ବିଶ୍ୱ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି।୨୦୦୧ରେ ପ୍ରଥମଥର ପାଇଁ ବିଶ୍ୱ […]