ମହାରାଷ୍ଟ୍ର : ୭ ଦିନ ପରେ ଅନଶନ ଭାଙ୍ଗିଲେ ସମାଜସେବୀ ଆନ୍ନା ହଜାରେ। ମହାରାଷ୍ଟ୍ରରେ ଲୋକପାଳ ଆଇନ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ନା ଆମରଣ ଅନଶନରୁ ଓହରି ଯାଇଛନ୍ତି। ଲୋକପାଳ ନିଯୁକ୍ତି ଓ ସ୍ୱାମିନାଥନ୍ କମିଶନ୍ଙ୍କ ରିପୋର୍ଟ ଲାଗୁ ଦାବିରେ ତାଙ୍କ ନିଜ ଗାଁ ମହାରାଷ୍ଟ୍ରର ରାଲେଗାଁ ସିଦ୍ଧିରେ ଆଜିକୁ ୭ ଦିନ ଧରି ଆମରଣ ଅନଶନରେ ବସିଥିଲେ ଆନ୍ନା। ଏହି ସମୟ ମଧ୍ୟରେ ତାଙ୍କ ଓଜନ ୪ […]
ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦ ଟଙ୍କା ଉପରେ ମଧ୍ୟ ଥିଲା। ହେଲେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ପାଇଛି।
ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକୀଙ୍କୁ ହତ୍ୟା କଲେ ତାଲିବାନ।
ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଏହାର ମୁକାବିଲାକୁ ନେଇ ମନ୍ତ୍ର ଦେଇଛନ୍ତି ।
ନୂଆଦିଲ୍ଲୀ: ଆଇପିଏଲ୍ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏଲିମିନେଟର୍ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଯିଏ ଜିତିବ ସେ ଫାଇନାଲ ଖେଳିବା ଲାଗି ଆଉ ପାଦେ ଆଗକୁ ବଢ଼ିବ ଏବଂ ପରାଜିତ ଦଳ ଆଇପିଏଲ୍ ଅଭିଯାନରୁ ବାଦ୍ ପଡ଼ିବ। ଆଉ ଏଥିପାଇଁ ମ୍ୟାଚ୍ ଜିତି କ୍ୱାଲିଫାୟର […]
ଭୁବନେଶ୍ୱର: ବିରିୟାନି ସମସ୍ତଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଆମେ ବିଭିନ୍ନ ପ୍ରକାର ବିରିୟାନି ଖାଇଛୁ। ଆଜି କିନ୍ତୁ ଚିଙ୍ଗୁଡ଼ି ବିରିୟାନି କିପରି ହୁଏ ଆପଣଙ୍କୁ ଶିଖାଇବୁ। ଏହାର ସ୍ୱାଦ ଅନ୍ୟ ସବୁ ବିରିୟାନିର ସ୍ୱାଦଠାରୁ ଭିନ୍ନ ହୋଇଥିବା ବେଳେ ଚିଙ୍ଗୁଡ଼ିର ବାସ୍ନା ଏକ ଅଲଗା ପ୍ରକାର ସ୍ୱାଦ ଦେବ। ତେବେ କିପରି ଘରେ ଚିଙ୍ଗୁଡ଼ି ଦମ୍ ବିରିୟାନି ପ୍ରସ୍ତୁତ କରିବେ ଜାଣନ୍ତୁ। How to Prepare Chingudi Dum Biryani ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ଅଦା ରସୁଣ […]
ଭୁବନେଶ୍ୱର: ଘରର ସାଜସଜ୍ଜାକୁ ଆକର୍ଷଣୀୟ କରିବା ଉପରେ ପ୍ରାୟତଃ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଘରକୁ ଆଧୁନିକ ଶୈଳୀରେ ସଜାଇବା ସହ ମାଛ ଆକୱାରିୟମ୍ ମଧ୍ୟ ରଖିଥାନ୍ତି। ଏହା ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ହେଲେ ପେଙ୍ଗ୍ସୁଇ ଅନୁସାରେ ଘରେ ଫିସ୍ ଆକୱାରିୟମ୍ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ଘରକୁ ଆସିବାକୁ ଥିବା ସବୁ ବିପତ୍ତିରୁ ଏହା ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଏହାର କେତେକ ନିୟମ ଅଛି, ଯାହାକୁ ପାଳନ […]
ଭୁବନେଶ୍ୱର: ଗରମ ଦିନ ଆସିଲେ ପ୍ରାୟ ସମସ୍ତେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିନିମନ୍ତେ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦିଅନ୍ତି। ଅନେକ ଲୋକ ଏମିତି ଥାଆନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଣ୍ଟି ନଥାଏ ବା ପାଣି ପିଇଲା ଭଳି ଲାଗି ନଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଖରା ଦିନେ […]