ଭୁବନେଶ୍ୱର: ଗତ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ୯ଟି ବୁଥ୍ରେ ମତଦାନ ବେଳେ ବିଭ୍ରାଟ୍ ଦେଖାଦେଇଥିଲା। ଯେଉଁଥିପାଇଁ ସେଠାରେ ମତଦାନ ବନ୍ଦ ରହିଥିଲା। ଏଠାରେ ଆସନ୍ତା ୨୫ ତାରିଖରେ ପୁନଃ ମତଦାନ ହେବ ବୋଲି ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ସୁନ୍ଦରଗଡ଼ରେ ୨, କନ୍ଧମାଳରେ ୨, ବରଗଡ଼ରେ ୪, ଆସିକାରେ ୧ଟି ବୁଥ୍ରେ ସାନ ମତଦାନ ହେବ। ସେଗୁଡ଼ିକ ହେଲା- ବଣାଇ ବିଧାନସଭା ୧୨୯ ନଂ ଉପରପଡ଼ା କେନ୍ଦ୍ରିକେଲା ବୁଥ୍, ସୁନ୍ଦରଗଡ଼ ବିଧାନସଭା ୨୧୩ […]