ଶ୍ରୀନଗର : ପୁଲଓ୍ୱାମା ଆକ୍ରମଣର ଛାନ୍ଭିନ୍ ଚାଲିଛି। ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି NIA ଓ NSGର ମିଳିତ ଟିମ୍। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଆଦିଲ୍ ଅହମଦ ଦର୍ କେଉଁଠୁ ବିସ୍ଫୋରକ ପାଇଲା, ତାକୁ ଆଉ କିଏ ସାହାଯ୍ୟ କରିଛି, କଡ଼ା ସୁରକ୍ଷା ସତ୍ତ୍ୱେ CRPF ଗାଡ଼ି ପାଖକୁ ସେ କେମିତି ଆସିଲା ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଅନୁସନ୍ଧାନକାରୀ ଟିମ୍। ତା ସହିତ ସୁରକ୍ଷାରେ କେଉଁଠି ତ୍ରୁଟି ରହିଲା, କାହିଁକି ପକ୍କା ଗୁଇନ୍ଦା ସୂଚନା ମିଳି […]
ନୂଆଦିଲ୍ଲୀ : ଦିଲ୍ଲୀ ପାଲମ ବିମାନବନ୍ଦରରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ଜମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ମର ଶରୀର ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ସେନା ଅଧିକାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ସହିଦ୍ଙ୍କ କଫିନ୍ ନିକଟକୁ ଯାଇ ଯୋଡ଼ ହସ୍ତରେ ପ୍ରଣାମ କରିଥିଲେ। ଏହି ଅବସରରେ ସହିଦ୍ମାନଙ୍କୁ ତୋପ ସଲାମି ସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମେ ତିନି […]
ନୂଆଦିଲ୍ଲୀ : ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ପୂରା ଦେଶରେ ଆକ୍ରୋଶ। ଆତଙ୍କବାଦୀ ସଂଗଠନ ଓ ସେମାନଙ୍କର ପୃଷ୍ଠପୋଷକତା କରୁଥିବା ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ହୋଇଛି ସ୍ୱର। ଗତକାଲିର ଆକ୍ରମଣରେ ସହିଦ୍ ୪୦ ଯବାନଙ୍କୁ ଶ୍ରୀନଗରରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ମରଶରୀରକୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି।ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କୁ ଶ୍ରୀନଗରରେ ଶ୍ରଦ୍ଧାଞ୍ଚଳି ଦିଆଯିବା ପରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଆକ୍ରମଣ ପରର ସ୍ଥିତି ସମୀକ୍ଷା […]
ଶ୍ରୀନଗର : ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି। ଗତକାଲି ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ମରଶରୀରକୁ ଆଜି ଶ୍ରୀନଗର ଅଣାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି ଶ୍ରୀନଗର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୁରକ୍ଷାବାହିନୀ ପକ୍ଷରୁ ସେମାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ମରଶରୀରକୁ ଯବାନଙ୍କ ଜନ୍ମସ୍ଥାନ ଅଭିମୁଖେ ପଠାଯାଇଥିଲା। ନିଜେ ରାଜନାଥ କଫିନ୍ ବୋହି ଗାଡ଼ିକୁ ନେଇଥିଲେ। #WATCH: Home Minister Rajnath Singh and J&K DGP […]
ଶ୍ରୀନଗର : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା। ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ସହ ଗୃହ ସଚିବ ରାଜୀବ ଗୁଆବା, ଡିଜି ସିଆର୍ପିଏଫ୍ ଆର୍ ଆର୍ ଭଟ୍ଟନାଗର୍, ଗୁଇନ୍ଦା ଅତିରିକ୍ତ ନିର୍ଦ୍ଦେଶକ ଅରବିନ୍ଦ କୁମାର ପ୍ରମୁଖ ଅଛନ୍ତି। ସେ ଶ୍ରୀନଗରରେ ସୁରକ୍ଷା ସ୍ଥିତିକୁ ନେଇ ଅନୁଧ୍ୟାନ କରିବେ। ସେପଟେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ ଦିଲ୍ଲୀରେ ସମସ୍ତ ସୁରକ୍ଷାବାହିନୀ, ଏଜେନ୍ସିର ଅଧିକାରୀଙ୍କ ସହ ବୈଠକ କରିଛନ୍ତି। […]
ଚେନ୍ନାଇ : ବିବାହ ବନ୍ଧନରେ ଆବଦ୍ଧ ହେଲେ ତାମିଲ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା। ଚେନ୍ନାଇ ସ୍ଥିତ ଲିଲା ପାଲେସ୍ ହୋଟେଲରେ ତାମିଲ୍ ଅଭିନେତା ବିଶାଗନଙ୍କୁ ବିବାହ କରିଛନ୍ତି ସୌନ୍ଦର୍ଯ୍ୟା। ତାମିଲ୍ ପରମ୍ପରା ଅନୁସାରେ ସୌନ୍ଦର୍ଯ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଛି। ବିବାହ ଉତ୍ସବରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ୱାମୀ ଯୋଗ ଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହାସହ ତାମିଲ୍ ଅଭିନେତା କମଲ ହାସନଙ୍କ ସହ ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଥିଲା।
ମୁମ୍ବାଇ : ପରଦାକୁ ଆସିଛି ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର। ରାକେଶ ଓମ୍ ପ୍ରକାଶଙ୍କ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଦେଇଛି। ସ୍ୱଚ୍ଛତାକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ମୁମ୍ବାଇର ଗୋଟିଏ ସ୍ଲମ୍ ଏରିଆର କହ୍ନେୟା ନାମକ ଜଣେ ୮ ବର୍ଷର ପିଲା ତା ମା’ ସହ ରହୁଛି। କିନ୍ତୁ ତାଙ୍କ ଜୀବନର ଗତିପଥ ସେତେବେଳେ ବଦଳେ, ଯେତେବେଳେ କି କହ୍ନେୟାର ମା’ ବାହାରକୁ ଶୌଚ ହେବା ପାଇଁ ଯାଇ […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ କିଣା ପ୍ରସଙ୍ଗକୁ ନେଇ ଆଜି CAG ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇପାରେ। ୩୬ଟି ରାଫେଲ୍ ବିମାନ କିଣାକୁ ନେଇ ହୋଇଥିବା ଡିଲ୍ ସମ୍ପର୍କରେ ସବିଶେଷ ରିପୋର୍ଟ ଆଜି ପାର୍ଲାମେଣ୍ଟକୁ ହସ୍ତାନ୍ତର କରାଯାଇପାରେ। ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହରେ ସିଏଜି ଏନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିସାରିଥିଲେ। ଶୁକ୍ରବାର ରିପୋର୍ଟ ଛପା ହେବାକୁ ଦିଆଯାଇଥିଲା। ଯାହା ଆଜି ସଂସଦରେ ଉପସ୍ଥାପନ ହୋଇପାରେ। ଅନ୍ୟପଟେ ବଜେଟ୍ ଅଧିବେଶନ ସରିବାକୁ ଆଉ […]
କଟକ : ସରସ୍ୱତୀ ପୂଜା ଅବରସରେ କଟକର ବୃନ୍ଦାବନ ସିନେମା ହଲ୍ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’ ଫିଲ୍ମରେ ଓଲିଉଡ଼୍ ରୋମାଣ୍ଟିକ୍ ବୟ ଜ୍ୟୋତିଙ୍କ ଅପୋଜିଟ୍ରେ ନଜର ଆସିଛନ୍ତି ଚୁଲବୁଲି ନାୟିକା ରିୟା। ଭିନ୍ନ ଏକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଉଭୟ ଡବଲ୍ ରୋଲ୍ରେ ନଜର ଆସିଛନ୍ତି ଅଭିନ୍ତ୍ରୀ ରିୟା। ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା, ଅନୁରାଧା,ଗୁଡ୍ଡୁ ପ୍ରମୁଖ କଳାକାର। ନଜର ଆସିଛନ୍ତି। ରାସେଶ୍ୱରୀ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ […]
ସୁରତ : ସୁରତର ବାରଡୋଲୀ ତହସିଲରେ ଲୋକେ ପ୍ରବଳ ଟଙ୍କା ଉଡ଼ାଇଛନ୍ତି। ଅଭ୍ୟୁଦୟ ଏଜୁକେଶନ ଏଣ୍ଡ ଚାରିଟେବଲ୍ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ ସଂଗୀତ ସମାରୋହ ଅବସରରେ କଣ୍ଠଶିଳ୍ପୀଙ୍କ ଗୀତରେ ଖୁସି ହୋଇ ଟଙ୍କା ବର୍ଷା କରିଛନ୍ତି ଲୋକେ। ଉପସ୍ଥିତ ଦର୍ଶକ ଓ ଶ୍ରୋତା ଲୋକ ଗାୟକ କିର୍ତ୍ତିଦାନ ଗଡବୀଙ୍କ ଭଜନ ଗାୟନରେ ପୁରା ମସ୍ଗୁଲ୍ ହୋଇଯାଇଥିଲେ। ସେଠାରେ ୧୦ ଟଙ୍କିଆ ନୋଟ୍ରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ବର୍ଷା କରିଥିଲେ ଲୋକେ। ଉଲ୍ଲେଖନୀଯ […]
ହାମିଲ୍ଟନ୍ : ଶେଷ ବଲ୍ ପର୍ଯ୍ୟନ୍ତ ସଂଘର୍ଷ ସତ୍ତ୍ୱେ ରୋମାଞ୍ଚକର ହାମିଲଟନ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପରାସ୍ତ। ଏହି ମ୍ୟାଚ୍ରେ ୪ ରନ୍ରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ଏହା ସହିତ କିଓ୍ୱି ଟିମ୍ ୨-୧ରେ ଟି-ଟ୍ୱେଣ୍ଟି ସିରିଜ୍ ମଧ୍ୟ ଜିତି ନେଇଛି। ଆଜି ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ଓ୍ୱିକେଟ୍ ହରାଇ କରିଥିଲା ୨୧୨ ରନ୍। ୨୧୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ମଧ୍ୟ […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ବିଷାକ୍ତ ମଦ ପିଇ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୨୪ରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୁଲିସ ୨୫ଟି ମାମଲା ରୁଜୁ କରିବା ସହିତ […]
ମୁମ୍ବାଇ : ରିଲିଜ୍ ହୋଇଛି ଅପ୍କମିଙ୍ଗ ବଲିଉଡ୍ ମୁଭି ‘ସୋନଚିଡିୟାର’ ସେକେଣ୍ଡ ଟ୍ରେଲର। ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ। ଆଉ ଏହା ପୂର୍ବରୁ ୟୁଟୁବ୍ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ମନୋଜ ବାଜପେୟୀ, ଭୂମି ପେଡନାକରଙ୍କ ସମେତ ଆଶୁତୋଷ ରାଣା, ରଣବୀର ସୋରେ ପ୍ରମୁଖ ନଜର ଆସୁଛନ୍ତି। ଫିଲ୍ମର ଦ୍ୱିତୀୟ […]
ବିହାର : ରାଫେଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭର୍ତ୍ସନା କରିବା ଓ ଅଭିଯୋଗ ଲଗାଇବାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବିହାରର ପାଟନାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜନାଥ କହିଛନ୍ତି ଯେ, ସେ ବର୍ଷ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଛନ୍ତି। ତାଙ୍କ ସହ ସାଙ୍ଗ ହୋଇ କାମ କରିଛନ୍ତି। ମୋଦିଙ୍କ ବିରୋଧରେ ଅନ୍ୟ ଅଭିଯୋଗ ଯାହା ଆଣୁଛ ଆଣ, ହେଲେ କେହି ତାଙ୍କର […]
ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଘଣ୍ଟା ଘଣ୍ଟା ଧରି ଜେରା କରିଛି। ବୁଧବାର, ଗୁରୁବାର ଓ ଆଜିକୁ ମିଶାଇ ରବର୍ଟ ଭଦ୍ରାଙ୍କୁ ତିନି ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲଣ୍ଡନରେ ଥିବା ସଂପତ୍ତି ସଂପର୍କରେ ମଧ୍ୟ ଇଡି ପଚରାଉଚରା କରିଛି। ଏହାଛଡ଼ା ଜେରାବେଳେ ସଂଜୟ ଭଣ୍ଡାରୀ ଓ ଅନ୍ୟ ୨ ସହଯୋଗୀଙ୍କ ସଂପର୍କରେ ତଥ୍ୟ ଦେବାକୁ ଇଡି ରବର୍ଟ ଭଦ୍ରାଙ୍କୁ କହିଛି। ତେବେ ଭଣ୍ଡାରୀଙ୍କୁ ସେ ଜାଣିନଥିବା […]
ଅକ୍ଲାଣ୍ଡ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଜିତିଲା ଭାରତ। ଆଜି ଅକ୍ଲାଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ଫଳରେ ୩ଟିକିଆ ସିରିଜ୍କୁ ଭାରତ ୧-୧ରେ ବରାବର କରିଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୫୮ ରନ୍ କରିଥିଲା। ଜବାବରେ ୩ ୱିକେଟ୍ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ଭାରତ।
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ପ୍ରାୟ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଶାହରନପୁର ଓ କୁଶୀନଗର ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଜିଲ୍ଲାର ମୃତକମାନେ ଗୋଟିଏ ଜାଗାରୁ ମଦ କିଣିଥିବା ଜଣାପଡ଼ିଛି। ଶାହରନପୁରରେ ଆଜି ସକାଳେ ୫ ଜଣଙ୍କ ମୃତ୍ୟୁ ହେବା ଓ ଗୁରୁତର ଅବସ୍ଥାରେ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି ହେବା […]
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା। ଉତ୍କ୍ଷେପଣ ହୋଇଛି ଇସ୍ରୋର ୪୦ତମ ଯୋଗାଯୋଗ ଉପଗ୍ରହ ଜିସ୍ୟାଟ୍-୩୧। ଫ୍ରେଞ୍ଚ ଗୁଏନାରୁ ରାତି ୨ଟା ୩୧ରେ ସଫଳତାର ସହ ଉତ୍କ୍ଷେପଣ ହୋଇଛି। ଏହାର ଓଜନ ୨ ହଜାର ୫୩୫ କିଲୋଗ୍ରାମ। ଏହା ଇନ୍ସାଟ୍-୪ CRକୁ ସ୍ଥାନାନ୍ତର କରିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବାନ ସୂଚନା ଦେଇଛନ୍ତି।