• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

4
ଶ୍ରୀଲଙ୍କାରୁ ଫେରିଲା ୪ ଭାରତୀୟଙ୍କ ମରଶରୀର

ବେଙ୍ଗାଲୁରୁ: ଶ୍ରୀଲଙ୍କାରେ ଘଟିଥିବା ଭୟାନକ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଭାରତୀୟଙ୍କ ମଧ୍ୟରୁ ଆଜି ଭୋର୍‌ରେ ୪ ଜଣଙ୍କ ମରଶରୀର ଭାରତ ଫେରିଛି। ସୂଚନା ଅନୁସାରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଆସି ମର ଶରୀର ପହଞ୍ଚିଥିଲା। ମୃତକମାନେ କର୍ଣ୍ଣାଟକର ଜେଡିଏସ ଦଳର କର୍ମୀ ହୋଇଥିବା ବେଳେ ସେମାନଙ୍କ ପରିବାର ବର୍ଗ ଏବଂ ବହୁ ଜେଡିଏସ କର୍ମକର୍ତ୍ତା ସେଠାରେ ପହଞ୍ଚିଥିଲେ। କର୍ଣ୍ଣାଟକ ଗୃହମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିବା ବେଳେ ମୃତକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହା ପରେ ମୃତଦେହଗୁଡିକୁ […]

z2
ରେହମାନଙ୍କ ବିଲେଇ ପାଳିବା ସଉକ

ବେଙ୍ଗାଲୁରୁ: ଆଧୁନିକ ସମାଜରେ ଜୀବଜନ୍ତୁ ପାଳିବା ଏକ ସଉକ ହୋଇଯାଇଛି। କିଏ କୁକୁର ପାଳୁଛନ୍ତି, ତ ଆଉ କିଏ ବିଲେଇ ପାଳୁଛନ୍ତି। ଆଉ କିଏ ଘରେ ନାନା ପ୍ରଜାତିର ପକ୍ଷୀ ମଧ୍ୟ ପାଳୁଛନ୍ତି। ବେଙ୍ଗାଲୁରୁର ମୁଜିବୁର ରେହମାନ ନିଜ ଘରେ ନାନା ପ୍ରଜାତିର ବିଲେଇ ପାଳିଛନ୍ତି। ଦେଶୀ ବିଦେଶୀ ପ୍ରଜାତିର ୧୫ରୁ ଅଧିକ ବିଲେଇ ସେ ପାଳିଛନ୍ତି। ଏପରିକି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଘର ମଧ୍ୟ ସେ ତିଆରି କରିଛନ୍ତି। ବଡ଼ କଥା ହେଉଛି ଯେ, ଆଖପାଖରେ […]