• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

mahanadi
ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶାର ଆବେଦନ ଉପରେ ଆଜି ଟ୍ରିବ୍ୟୁନାଲ୍‌ରେ ଶୁଣାଣି

ନୂଆଦିଲ୍ଲୀ: ଆଜି ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ୍‌। ଏହି ଶୁଣାଣିରେ ଉଭୟ ପକ୍ଷର ଆଡ୍‌ଭୋକେଟ ଜେନେରାଲ ସ୍ତରୀୟ ବୈଠକ ମାଧ୍ୟମରେ ସମାଧାନ କରିବାକୁ କହିଥିଲେ ଟ୍ରିବ୍ୟୁନାଲ୍‌। ଆପୋଷ ଆଲୋଚନା ସମ୍ପର୍କିତ ବୈଠକରେ କ’ଣ ସମାଧାନ ରାସ୍ତା ବାହାରିଛି ସେ ନେଇ […]

CRISPY CHICKEN HONEY CHILLI in Odia
ଘରେ ପ୍ରସ୍ତୁତ କରନ୍ତୁ ‘କ୍ରିସ୍ପି ଚିକେନ୍‌ ହନି ଚିଲି’ | Crispy Chicken Honey Chilli

How to Prepare Crispy Chicken Honey Chilli ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍ ବ୍ରେଷ୍ଟ୍‌ ପିସ୍ ଚିକେନ୍, କର୍ନଫ୍ଲୋର, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ଓ ରସୁଣ କଟା, ଭୃସୁଙ୍ଗ ପତ୍ର, ଭଜା ରାଶି, ରିଫାଇନ୍ ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ Chicken ‌କୁ ଭଲଭାବେ ଧୋଇଦେବେ। ପରେ ଏହାକୁ ଛୋଟ ଓ ପତଳା କରି କାଟି ଦିଅନ୍ତୁ। ଏହାପରେ Chicken ‌ରେ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ […]

modi
୩ ମିନିଟରେ ସମ୍ପୂର୍ଣ୍ଣ ହେଲା ମିଶନ ଶକ୍ତି: ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବଡ ସଫଳତା। ଅପରେସନ ମିଶନ ଶକ୍ତିକୁ ସଫଳ କରିବାରେ ନିଜର ଦକ୍ଷତାର ପ୍ରୟୋଗ କରି ଭାରତ ଲୋ ଆର୍ଥ ଅରବିଟ୍‌ରେ ଏକ ସାଟେଲାଇଟକୁ ଆକ୍ରମଣ କରିଛି। ଆଜି ଡିଆର୍‌ଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚିଛି ଭାରତ। ପୃଥିବୀ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍‌ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ […]

oberoy
ଅଡୁଆରେ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌: ପ୍ରଯୋଜକଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ମୁମ୍ବାଇ : ଅଡୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏହି ଫିଲ୍ମରେ କାମ କରିଥିବା ୪ଜଣ ପ୍ରଯୋଜକଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଫିଲ୍ମର ରିଲିଜ୍ ନେଇ ସିପିଏମ୍ ଏବଂ କଂଗ୍ରେସ ପ୍ରତିବାଦ କରିବାପରେ ନୋଟିସ୍ ଜାରି ହୋଇଛି। ଦଳର କହିବା ଅନୁଯାୟୀ, ନିର୍ବାଚନର ସପ୍ତାହକ ପୂର୍ବରୁ ମୋଦିଙ୍କ ବାୟୋପିକ୍ ରିଲିଜ୍‌ ହେଲେ ଭୋଟରମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଥିସହ ପୂର୍ବରୁ ଏପ୍ରିଲ୍ ୧୨ରେ ବାୟୋପିକ୍ ରିଲିଜ୍ ହେବାର ଥିଲା। ଫିଲ୍ମଟି ଏପ୍ରିଲ ୫ରେ […]

satrughna
ବିଜେପି ବିରୋଧରେ ବିଷ ଓଗାଳିଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ବିଜେପି ବିରୋଧରେ ପୁଣି ବିଷ ଓଗାଳିଛନ୍ତି ଦଳର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା। ବର୍ଷିୟାନ ନେତା ଲାଲକୃଷ୍ଣ ଆଡ୍‌ଭାନିଙ୍କୁ ପ୍ରାର୍ଥୀ ନ କରିବାକୁ ନେଇ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସେ ଭର୍ତ୍ସନା କରିଛନ୍ତି। ଶତ୍ରୁଘ୍ନ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବର୍ତ୍ତମାନର ରାଜନୈତିକ ସ୍ଥିତି ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। କେବଳ ଆଡ୍‌ଭାନି ନୁହଁ, ଅରୁଣ ସୌରୀ, ଯଶୋବନ୍ତ ସିଂହ, ଯଶୋବନ୍ତ ସିହ୍ନାଙ୍କ ଭଳି ବରିଷ୍ଠ ନେତାଙ୍କୁ ହଟାଇ ଦୁଇ ତିନି ଜଣ […]

Rishabh Pant
ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ 

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି।

stone
ଜଳ ସଂରକ୍ଷଣର ନୂଆ କୌଶଳ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ଆଗକୁ ବିଶ୍ୱରେ ଉତ୍କଟ ଜଳ ସମସ୍ୟା ଦେଖାଦେବ। ତେଣୁ ଏହାର ସମାଧାନ ପାଇଁ ଜମ୍ମୁ କଶ୍ମୀରର ଲେହ ଅଞ୍ଚଳରେ ଏକ ଛୋଟିଆ ପ୍ରୟାସ କରାଯାଇଛି। ବରଫ ସ୍ତୁପ ଜରିଆରେ ପାଣି ସଞ୍ଚୟ କରାଯାଇଛି। ଯାହାକୁ ବରଫ ସ୍ତୁପ କୁହାଯାଉଛି। ଆଗକୁ ଆସୁଥିବା ଉତ୍କଟ ଜଳ ସମସ୍ୟାର ସମାଧାନ ପାଇଁ ଏହି ନିଆରା ପ୍ରୟାସ କରାଯାଇଛି। ଖରାଦିନେ ବହୁ ସମସ୍ୟା ହୁଏ। ଏହାର ସମାଧାନ ପାଇଁ ବରଫ ସ୍ତୁପ ଜରିଆରେ ସଞ୍ଚୟ କରାଯାଇ […]

dhoni
ଚେନ୍ନାଇ ଜିତିଲା ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ ସିଜିନ୍‌ରେ ପ୍ରଥମ ମ୍ୟାଚ୍‌ ଜିତିଲା ଚେନ୍ନାଇ ସୁପର କିଙ୍ଗ୍‌ସ। ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୭୦ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଚେନ୍ନାଇର ବୋଲିଂ ଆଗରେ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍‌ ତିଷ୍ଠି ପାରି ନଥିଲେ। ପାର୍ଥିବ ପଟେଲଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ହରଭଜନ ସିଂ ଓ ଇମ୍ରାନ ତାହିର ୩ଟି ଲେଖାଏ ୱିକେଟ୍‌ ନେଇଥିଲେ। ଜବାବରେ ଚେନ୍ନାଇ ମାତ୍ର […]