• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

petrol price hike
ପୁଣି ବଢ଼ିପାରେ ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରାଲ୍‌ ଓ ଡ଼ିଜେଲ୍‌ ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ଏଭଳି ଆକଳନ କରିଛନ୍ତି ତୈଳ ଓ ଅର୍ଥନୀତି ବିଶେଷକ। କର୍ଣ୍ଣାଟକ ନିର୍ବାଚନର ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ାଇବାକୁ ପଡ଼ିବ ବୋଲି ଏହି ସଂସ୍ଥା କହିଛି। କର୍ଣ୍ଣାଟକ ନିର୍ବାଚନ ଲାଗି ଦୀର୍ଘ ୧୯ ଦିନ ଧରି ତୈଳ ଦରରେ ସଂଶୋଧନ ସ୍ଥଗିତ ରଖାଯାଇଥିଲା। ତେବେ […]

dhawan
ବିଶ୍ୱକପ୍‌ରୁ ଧୱନ ଆଉଟ୍‌

ଲଣ୍ଡନ : ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ ୨୦୧୯ରୁ ସଂପୂର୍ଣ୍ଣ ରୂପେ ବାଦ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ। ଆଜି ବିସିସିଆଇ ଓ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଧୱନ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ ପଡ଼ିଥିବାରୁ  ରିଷଭ ପନ୍ତଙ୍କୁ ତାଙ୍କ ବଦଳରେ ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଧୱନଙ୍କ ବୁଡ଼ା ଆଙ୍ଗୁଠିରେ […]

MAMATA
ମୁଣ୍ଡ ନୁଆଁଇଲେ ମମତା! ଆହତ ଡାକ୍ତରଙ୍କୁ ଭେଟିବେ

କୋଲକାତା : ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତର ଜିଦରେ ଅଟଳ ରହିବା ପରେ ମୁଣ୍ଡ ନୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ମୃତ ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଜଣେ ରୋଗୀର ମୃତ୍ୟୁ ହେବା ପରେ ଏନଆରଏସ ମେଡିକାଲ କଲେଜର ଜୁନିୟର ଡାକ୍ତର ପରିବହ ମୁଖୋପାଧ୍ୟାୟ ଆକ୍ରମଣର ଶିକାର ହୋଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପରିବହଙ୍କ ସହିତ ୟଶ ଟେକଓ୍ୱାନୀ ନାମକ ଡାକ୍ତର ମଧ୍ୟ ଆହତ […]

Karnataka
କାଲି ପରୀକ୍ଷା ଦେବେ ୟେଦ୍ୟୁରପ୍ପା

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି କଂଗ୍ରେସ  ଏବଂ ଜେଡିଏସ୍ ମାମଲା ଦାଏର କରିଥିଲା । ଯାହାକୁ ଶୁଣାଣି କରିଛନ୍ତି ସବୋର୍ଚ୍ଚ ଅଦାଲତ। ଏହାଛଡ଼ା ଆସନ୍ତାକାଲି ଯାଏ କୌଣସି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇ ପାରିବେନି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। କେବଳ […]

virat
ବିଶ୍ୱକପ୍‌ରେ କାଲି ମହା ମୁକାବିଲା ; ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

ମାଞ୍ଚେଷ୍ଟର : ସୁପର ସଣ୍ଡେର ସୁପର ମୁକାବିଲା। ଆସନ୍ତାକାଲି ହେବ ମହାମୁକାବିଲା। ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ବିଗ୍ ଫାଇଟ ଆମୀର-ବିରାଟ ଟକ୍କର। ରୋହିତ୍ ଓ୍ୱାହାବ ସାମ୍ନାସାମ୍ନୀ। ମାଞ୍ଚେଷ୍ଟରରେ ମୁକାବିଲା। ପୁରୁଣା ଭେନ୍ୟୁ। ମୁକାବିଲା ଏମିତି ସେମିତି ନୁହେଁ । ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ବିଶ୍ୱକପ୍‌ରେ ହଟ ଫେବରେଟ୍ ଟିମ୍ ଇଣ୍ଡିଆ। ଏଥିପାଇଁ ଫେବରେଟ୍ ଯେ ଏପର୍ଯ୍ୟନ୍ତ ବିରାଟ ଆଣ୍ଡ କୋ ଅନବିଟେନ୍। ଏଥିପାଇଁ ଫେବରେଟ୍ ଯେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବିଶ୍ୱକପ୍‌ରେ […]

sahid
କେଉଁ ଉପାୟରେ ନାୟିକାଙ୍କୁ ଇମ୍ପ୍ରେସ୍‌ କରୁଛନ୍ତି ସାହିଦ, ଦେଖନ୍ତୁ

ମୁମ୍ୱାଇ:  ମେଡିକାଲ ଟପ୍ପର ସାହିଦ କପୁର କ୍ଲାସରେ ସମସ୍ତଙ୍କୁ  ପାଠ ପଢାଉଛନ୍ତି। ହେଲେ  ପାଠ ସହ ହିରୋଇନ କିୟାରା ଆଡଭାନୀଙ୍କୁ ଭଲ ପାଇବା ମଧ୍ୟ ଶିଖାଉଛନ୍ତି । ତାହା ପୁଣି ଡରାଇ ଧମକାଇ।  ନିଜ ବୁଲେଟରେ କିୟାରାଙ୍କୁ ବସାଇ ବାହାରକୁ ନେଇ ସ୍ୱପ୍ନ ରାଇଜରେ ବୁଲୁଛନ୍ତି। ବହୁତ ଭଲ ବି ପାଉଛନ୍ତି। ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ର ଆଉ ଏକ ଗୀତ ‘କେସେ ହୁଆ’ରେ ହୋଇଛି ଏପରି ପିକ୍‌ଚରାଇଜେସନ୍‌।  ରିଲିଜ ହେଉ […]

niti ayog
ଆଜି ଦିଲ୍ଲୀରେ ନୀତି ଆୟୋଗର ବୈଠକ

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଅଧ୍ୟକ୍ଷତା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଏହି ଅବସରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିପାରନ୍ତି ନବୀନ। ଚଳିତ ବର୍ଷ ଦେଶରେ ୨୫ ପ୍ରତିଶତ କମ୍ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବାରୁ ଏହାର ପ୍ରଭାବରେ ଦେଶରେ ୫୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକୁ […]