ପୁଅ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା କଥା ସାଧାରଣ ହୋଇଗଲାଣି। କାହିଁକି ନା ଆଜିକାଲି ଝିଅମାନେ ବି ବରଯାତ୍ରୀ ନେଇ ପୁଅ ଘରକୁ ଯାଉଥିବା ଘଟଣା ଦେଖିବାକୁ ମିଳୁଛି। ସାଧାରଣତଃ ପୁଅ ହେଉ କି ଝିଅ ଘୋଡ଼ା କି କାର୍ରେ ବସି ବରଯାତ୍ରୀ ନେଇ ଯାଇଥାନ୍ତି। ମାତ୍ର ଜଣେ ବସ୍ ନେଇ ବରକୁ ଆଣିବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏମିତି କିଛି ତାଜୁବ୍ ଘଟଣା ଦେଖିବାକୁ ମିଳିଛି। ପଢ଼ନ୍ତୁ ପୂରା ଘଟଣା କ’ଣ… […]
ମ୍ୟାଞ୍ଚେଷ୍ଟର୍ : ଚଳିତ ଆଇସିସି ବିଶ୍ୱକପ୍ର ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗ୍ରାଉଣ୍ଡ୍ ନିରୀକ୍ଷଣ କରାଯାଇଥିଲା। ଯାଞ୍ଚ ପରେ […]
ନାପୋଲି /ଭୁବନେଶ୍ୱର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ବଡ଼ ସଫଳତା। ମହିଳା ୧୦୦ ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି କ୍ରୀଡ଼ାର ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ତା’ସହିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ। ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଇତିହାସରେ ପୂର୍ବରୁ […]
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆକୁ ପୁରା ଦେଶରୁ ମିଳୁଛି ସମର୍ଥନ। ହେଲେ ଏବେ କିଛି ନିଆରା ଶୁଭେଚ୍ଛା ଓ ଶୁଭକାମନା ଭାରତୀୟ ଟିମ୍ ପାଇଁ ଇଂଲଣ୍ଡ ପଠାଯାଇଛି। ଭାରତୀୟ ଟିମ୍ର ସବୁ ଖେଳାଳୀଙ୍କ ପାଖକୁ ପହଞ୍ଚାଯାଇଛି ତାଙ୍କ ଜନ୍ମଭୂମିର ମାଟି। ଯେଉଁଠୁ ସେମାନେ ଖେଳ ଶିଖିଛନ୍ତି, ଯେଉଁ ସ୍କୁଲରେ ପଢ଼ି କ୍ରିକେଟ୍କୁ ସେମାନେ ନିଜ କ୍ୟାରିୟର୍ କରିଥିଲେ, ସେହି ସ୍ଥାନର ମାଟି ତାଙ୍କୁ ଇଂଲଣ୍ଡକୁ ପଠାଯାଇଛି। କ୍ୟାପଟେନ୍ କୋହଲିଙ୍କ ନୂଆଦିଲ୍ଲୀର ବିଶାଳ ଭାରତୀ ସ୍କୁଲ, ମହେନ୍ଦ୍ର ସିଂ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବିପାସା ବସୁ ଅସୁସ୍ଥ I ବିପାସାଙ୍କର ଶ୍ୱାସନଳୀରେ ସମସ୍ୟା ଥିବା ଜଣା ପଡିଛି I ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା ପାଇଁ ହିନ୍ଦୁଜା ହେଲ୍ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରୋଗ ବିଶେଷଜ୍ଞ ଡାକ୍ତର କିଂଜଲ ମୋଦି ତାଙ୍କର ଚିକିତ୍ସା କରୁଛନ୍ତି I ଗତ କିଛି ଦିନ ତଳେ ବିପାସାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ଖବର ଆସିଥିଲା। ବିପାସାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତାଙ୍କ ସ୍ୱାମୀ କରନ ସିଂ ଗ୍ରୋବର […]