ସବୁଠୁ ଭୟାବହ କ୍ୟାନସର ରୋଗ ଆଜିକାଲିର ନୁହେଁ I ଆଜିକୁ 1500ରୁ 3000 ବର୍ଷ ତଳେ ମଧ୍ୟ କ୍ୟାନସର ଜୀବାଣୁ ଥିଲା I ସେତେବେଳେ କ୍ୟାନସରରେ ପ୍ରତି 1000 ରେ 5 ଜଣ ଆକ୍ରାନ୍ତ ହେଉଥିଲେ I ପ୍ରାଚୀନ ମିଶରୀୟମାନଙ୍କ କଙ୍କାଳ ଅନୁଧ୍ୟାନ କଲା ବେଳେ ଛ’ ଟି ମୃତଦେହରୁ ପ୍ରତ୍ନତତ୍ତ୍ୱବିଦମାନେ ଏହା ଅନୁମାନ କରିଛନ୍ତି I ଏକ ଅନ୍ତର୍ଜାତୀୟ ପତ୍ରିକାରେ କ୍ୟାନସର ସମ୍ପର୍କରେ ପ୍ରକାଶିତ ଏକ ଇସ୍ୟୁରେ ଏ ସମ୍ପର୍କରେ ଲେଖିଛନ୍ତି କାନାଡ଼ା ଓଣ୍ଟାରିଓ ବିଶ୍ୱ […]
ନୂଆଦିଲ୍ଲୀ: ଦିଲ୍ଲୀର ବୁରାରି ଅଞ୍ଚଳରେ ଅଭାବନୀୟ ଘଟଣା। ଗୋଟିଏ ପରିବାରର ଏକାସଙ୍ଗେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୧୦ଜଣଙ୍କ ମୃତଦେହ ଲୁହା ଗ୍ରିଲ୍ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଥିବାବେଳେ ଆଉ ଜଣେ ବୃଦ୍ଧାଙ୍କ ମୃତଦେହ ତଳେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଆଖିରେ ପଟି ବନ୍ଧା ଯିବା ସହ ହାତ ଗୋଡ଼ ମଧ୍ୟ ବନ୍ଧା ଯାଇଥିଲା। ଫଳରେ ଏହି ଘଟଣା ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି। ଏହା ଆତ୍ମହତ୍ୟା ବୋଲି […]
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପାଉରି ଗରହ୍ୱାଲର ନୈନିଦଣ୍ଡା ବ୍ଲକ ଅନ୍ତର୍ଗତ ପିପାଲି-ଭୋଆନ୍ ମୋଟର୍ୱେ ନିକଟରେ ଥିବା ଏକ ପାହାଡିଆ ରାସ୍ତାରୁ ବସ୍ ଖସି ୪୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଘଟଣା ଘଟିଛି। ମିଳିଥିବା ସୂଚନ ଅନୁସାରେ, ପ୍ରାୟ ୪୫ ଜଣ ଯାତ୍ରୀ ଏକ ମିନି ବସ୍ରେ ଭୋଆନ୍ରୁ ରାମନଗର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପକ୍ଷରେ, […]
ମସ୍କୋ : ଆଜିଠାରୁ ଆରମ୍ଭ ହେଉଛି ଫିଫା ବିଶ୍ୱକପର ଅସଲି ମୁକାବିଲା। ପ୍ରି-କ୍ୱାର୍ଟର ରାଉଣ୍ଡର ପ୍ରଥମ ଦିନରେ ଲଢ଼େଇ ହେବ ଲାଟିନ୍ ଆମେରିକା ବନାମ୍ ୟୁରୋପ୍ । ମୁହାଁ ମୁହିଁ ହେବେ ବିଶ୍ୱ ଫୁଟବଲର ଦୁଇ ପାଓ୍ୱାର ହାଉସ୍ ଫ୍ରାନ୍ସ ଓ ଆର୍ଜେଣ୍ଟିନା। ଆଉ ରାତି ସାଢେ ୧୧ଟାରେ ପର୍ତ୍ତୁଗାଲକୁ ଭେଟିବ ଉରୁଗୁଏ। ମେସି ଭର୍ସେସ୍ ଗ୍ରିଜମ୍ୟାନ୍ ଡି ମାରିଆ ବନାମ୍ ପୋଗ୍ବା। ବିଗ୍ ଫାଇଟ୍ରେ ବିଗ୍ ଷ୍ଟାରଙ୍କ ଟକ୍କର । ଫିଫା ବିଶ୍ୱକପ୍ ଟ୍ୱେଣ୍ଟି ଏଇଟିନର […]
ଇସଲାମାବାଦ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ପାକିସ୍ତାନର ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଜାମସେଦ ମହମ୍ମଦ ଓରଫ ଜାମି ଟ୍ୱିଟ ଯୋଗେ ତାଙ୍କୁ ଜଣେ ପ୍ରଖ୍ୟାତ ମିଡିଆ ବକ୍ତିତ୍ୱ ୧୩ ବର୍ଷ ତଳେ କେଉଁ ଭଳି ଭାବେ ଦୁଷ୍କର୍ମ କରିଥିଲେ, ସେକଥା କହିଛନ୍ତି। ପୂର୍ବରୁ ‘ମି ଠୁ’କୁ ସମର୍ଥନ କରି ଆସୁଥିବା ଏହି ନିର୍ଦ୍ଦେଶକ ଜଣଙ୍କ ଏକାଧିକ ଟ୍ୱିଟ ଯୋଗେ ୧୩ ବର୍ଷ ତଳେ ତାଙ୍କ […]
ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚିରେ ଖେଳାଯାଉଥିବା ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବିଜୟ ନିକଟତର ପହଞ୍ଚିଛି। ଭାରତର ୪୯୭/୯ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ୍ ହୋଇଛି। ଫଳରେ ଭାରତୀୟ ଟିମକୁ ପ୍ରଥମ ଇନିଂସରେ ୩୩୫ ରନର ବଡ଼ ଅଗ୍ରଣୀ ମିଳିଛି। ଏହା ପରେ କ୍ୟାପଟେନ୍ କୋହଲି ଭ୍ରମଣକାରୀ ଦଳକୁ ଫଲୋଅନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଅଷ୍ଟମଥର ପାଇଁ କୋହଲି ପ୍ରତିପକ୍ଷ ଦଳକୁ ଫଲୋଅନ୍ […]
ମହାରାଷ୍ଟ୍ର : ୨ ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣାରେ ହୋଇଛି ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ହରିଆଣାରେ ୫୩.୭ ପ୍ରତିଶତ ଓ ମହାରାଷ୍ଟ୍ରରେ ୫୪.୫୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ମୋଦି ସରକାର ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କଲାପରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନ ପାଇଁ ହୋଇଛି ଭୋଟ୍ ଗ୍ରହଣ। କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟରେ ୯୬ ହଜାର ୬୬୧ଟି ବୁଥ୍ରେ ଆଜି […]