ମୁମ୍ବାଇ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ଯୁଦ୍ଧରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍ ଧରି ବସିଥିବା ବିଜେପିର ସହଯୋଗୀ ଦଳ ଶିବସେନା ଏଥିରୁ ଓହରି ଯିବାକୁ ସଙ୍କେତ ଦେଇଛି। ବିଧିବଦ୍ଧ ଭାବେ ଏ ସମ୍ପର୍କରେ ଶିବସେନା ଘୋଷଣା କରି ନଥିଲେ ହେଁ ଆସନ୍ତାକାଲି କିମ୍ବା ଶୁକ୍ରବାର ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଏଥିପାଇଁ […]
ଆରବସାଗର ଗର୍ଭରେ ଲୀନ ହେବ କି ମହାନଗର ମୁମ୍ବାଇ ? ସଦ୍ୟ ପ୍ରକାଶିତ ଏକ ରିସର୍ଚ୍ଚ ପେପରରେ ଏଭଳି ଆଶଙ୍କା ବ୍ୟକ୍ତ କରାଯାଇଛି। ଆମେରିକାର ନ୍ୟୁଜର୍ସି ସ୍ଥିତ କ୍ଲାଇମେଟ୍ ସେଣ୍ଟ୍ରାଲ ନାମକ ଏକ ସଂସ୍ଥା ଏହି ରିପୋର୍ଟ ପ୍ରସ୍ତୁତ କରିଛି। ରିପୋର୍ଟ ଅନୁସାରେ ,୧୫ କୋଟିରୁ ଅଧିକ ଲୋକ ଏବେ ସମୁଦ୍ର ତଟବର୍ତ୍ତୀ ଯେଉଁ ଅଞ୍ଚଳରେ ବସବାସ କରୁଛନ୍ତି ୨୦୫୦ ବେଳକୁ ତାହା ଜଳମଗ୍ନ ହେବ। ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ଯେଭଳି ଭାବେ ସମୁଦ୍ର ପତ୍ତନ […]
ମୁମ୍ୱାଇ : କେବଳ ରିଲ୍ରେ ନୁହନ୍ତି ରିୟଲ ଲାଇଫରେ ବି ହିରୋ ବନିଯାଇଛନ୍ତି ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍। ନିଜ ତତ୍ପରତା ବଳରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କୁ ଆକସ୍ମିକ ଅଗ୍ନି ଦୁର୍ଘଟଣାରୁ ବଞ୍ଚାଇ ଦେଇଛନ୍ତି ଶାହରୁଖ। ଖବର ପଦାକୁ ଆସିବା ପରେ ସୋଶାଲ ମିଡିଆରେ ତାଙ୍କୁ ଅନେକ ପ୍ରଶଂସା ମିଳିବାରେ ଲାଗିଛି । ଘଟଣାଟି ଏମିତି ଥିଲା। ଦୀର୍ଘ ଦୁଇ ବର୍ଷ ପରେ ଏଥର ଦୀପାବଳୀ ପାର୍ଟିର ଆୟୋଜନ କରିଥିଲା ବଚ୍ଚନ ପରିବାର। […]
ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । କ୍ୱିଣ୍ଟାଲ ପିଛା ଏହା ୨ ଶହ ଟଙ୍କା ବୃଦ୍ଧି ହୋଇପାରେ ଯଦି ଏହି ନିଷ୍ପତ୍ତି ନିଆଯାଏ, ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୭୫୦ ଟଙ୍କା ହେବ। ଆଜି ଆର୍ଥିକ ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟିରେ ଏହି ନିଷ୍ପତ୍ତି ହେବାର ସମ୍ଭାବନା ଅଛି। ଚାଷୀମାନେ ଯେମିତି ଖର୍ଚ୍ଚର ଦ଼େଢ଼ଗୁଣା ଦାମ୍ ପାଇବେ, ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର […]
ବିଦିଶା : ମଧ୍ୟପ୍ରଦେଶର ବିଦିଶାରେ ଭୟଙ୍କର ଘଟଣା ଘଟିଛି। ଦୁଇ ଜଣ ବ୍ୟକ୍ତି ପ୍ରଥମେ ନିଜ ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କ ସ୍ୱାମୀ ଅର୍ଥାତ ଦୁଇ ବ୍ୟକ୍ତି ନିଜ ବନ୍ଧୁଙ୍କୁ ହତ୍ୟା କରିଛନ୍ତି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସୋମବାର ଦିନ ତାଙ୍କ ସ୍ୱାମୀଙ୍କ ଦୁଇ ଜଣ ବନ୍ଧୁ ତାଙ୍କ ଘରକୁ ଆସିଥିଲେ। ଘର ମଧ୍ୟରେ ଜଣେ ବନ୍ଧୁ ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଆଉ ଜଣେ ବନ୍ଧୁ ତାଙ୍କ ସ୍ୱାମୀଙ୍କୁ ହତ୍ୟା […]
ନୂଆଦିଲ୍ଲୀ: ଘୃଣା, ଗାଳିଗୁଲଜ, ଅସମ୍ମାନ ଓ ହିଂସାତ୍ମକ ଧମକ। ସୋସିଆଲ୍ ମିଡିଆରେ ଗୁଣ୍ଡାଗିରିର। ନୂଆ ଟ୍ରେଣ୍ଡ –ଟ୍ରୋଲ୍କୁ ନେଇ ଘମାସାନ। ଏକ ଭିନ୍ନଧର୍ମୀ ଦମ୍ପତିଙ୍କୁ ଦୂର୍ବ୍ୟବହାର ପ୍ରସଙ୍ଗରେ ଲକ୍ଷ୍ନୌରେ ଜଣେ ପାସପୋର୍ଟ ଅଧିକାରୀଙ୍କ ବଦଳିକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ରୋଲିଂ ଥମୁନଥିବା ବେଳେ ସୁଷମା ବି ଦେଉଛନ୍ତି ଏହାର କଡ଼ା ଜବାବ। ଆଜି ସୋନମ ମହାଜନ ନାମକ ଜଣେ ଟ୍ୱିଟର୍ ୟୁଜର୍ଙ୍କୁ ବ୍ଲକ୍ କରିଛନ୍ତି ସୁଷମା। ସୋନମ ସୁଷମାଙ୍କୁ କଟାକ୍ଷ କରିବା ସହ ତାଙ୍କୁ […]
ଜବୁଲ୍: ଆଫଗାନିସ୍ତାନର ଜବୁଲ ପ୍ରଦେଶରେ ଆଫଗାନୀ ସେନା କରିଥିବା ଏୟାରଷ୍ଟ୍ରାଇକ୍ରେ ୪୭ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିରେ ୧୫ ଆତଙ୍କବାଦୀ ଆହତ ହୋଇଛନ୍ତି। ସେନାର ଜଣେ ମୁଖପାତ୍ର କହିଛନ୍ତି, ଏହି ତାଲିବାନ ଆତଙ୍କବାଦୀ ଶିଙ୍କି ଏବଂ ନାଓବାହାର ଜିଲ୍ଲାରେ ଲୁଚିଥିଲେ। ଏହି ଆକ୍ରମଣ ବ୍ୟତୀତ ଅର୍ଘଣାବାଦ୍ ଏବଂ ଶାହ ୱରାଲି ଜିଲ୍ଲାରେ ମଧ୍ୟ ଆକ୍ରମଣ ଘଟଣା ଘଟିଛି। କାନ୍ଦାହାର ଜିଲ୍ଲାର ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଉରୁଜଗାନ୍ ପ୍ରଦେଶର ଗିଜାବ […]
ନୂଆଦିଲ୍ଲୀ: ଦେଶର ପୋଲିସ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ଡିଜିପି ବାଛିବ UPSC। ଡିଜିପି ନିଯୁକ୍ତି ନେଇ ରାଜ୍ୟ ସରକାର ବରିଷ୍ଠତା ଭିତ୍ତିରେ ଯୋଗ୍ୟ ଅଫିସରଙ୍କ ନାଁ UPSCକୁ ପଠାଇବେ। UPSC ଏହି ତାଲିକାରୁ ୩ ଜଣଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ତେବେ ରାଜ୍ୟ ସରକାରଙ୍କ ପାଖରେ ଏମାନଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ନିଯୁକ୍ତ କରିବାର କ୍ଷମତା ରହିବ। ତେବେ ଡିଜିପି […]
ଭୁବନେଶ୍ୱର : କୋଲକତା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ୍ ପଡ଼ିଲା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’। ନଭେମ୍ବର ୮ରୁ ୧୫ ଯାଏଁ ଚାଲିବାକୁ ଥିବା ଏ ଫିଲ୍ମ ଫେଷ୍ଟିଭାଲରେ ପୂର୍ବରୁ ‘ପାଟଣାଗଡ଼’କୁ ମନୋନୀତ କରାଯାଇଥିଲା। ତେବେ ହଠାତ ୨ ଦିନ ତଳେ ଫିଲ୍ମଟି ସ୍କ୍ରିନିଂ ହେବ ନାହିଁ ବୋଲି ପ୍ରଯୋଜକଙ୍କୁ ଆୟୋଜକ ଜଣାଇବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଫିଲ୍ମକୁ ନେଇ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଆଯୋଜକଙ୍କୁ ଲିଗାଲ […]
ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୁଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୀପାବଳି ପରେ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ଦୂଷିତ ହୋଇସାରିଛି। ଏଭଳି ସ୍ଥିତିରେ ନଭେମ୍ବର ୩ ତାରିଖରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଟି-୨୦ ମ୍ୟାଚକୁ ସ୍ଥାନାନ୍ତର କରିବା ପାଇଁ ପରିବେଶବିତମାନେ ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ମ୍ୟାଚକୁ ଦିଲ୍ଲୀ ବାହାରେ କରାଇବା ପାଇଁ ପରିବେଶବିତ୍ ଅନୁରୋଧ କହିଛନ୍ତି। କେୟାର୍ ଫର୍ ଏୟାରର ଜ୍ୟୋତି […]
କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁଁ ମାନସରୋବର ଯାତ୍ରାରେ ଥିବା ପ୍ରାୟ ୧୫ଶହରୁ ଅଧିକ ଶ୍ରଦ୍ଧାଳୁ ଅଧାବାଟରେ ଫସି ରହିଛନ୍ତି। ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ୫୨୫ ତୀର୍ଥଯାତ୍ରୀ ସିମିକୋଟରେ ଫସି ରହିଥିବାବେଳେ ତିବ୍ବତ ଅଞ୍ଚଳରେ ୫୦୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି।ଅଟକ ରହିଥିବା ଯାତ୍ରୀଙ୍କ ମଧ୍ୟରେ କର୍ଣ୍ଣାଟକର ୨୯୦ ଜଣ ଅଛନ୍ତି। ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ନେପାଳଗଂଜ, ସିମିକୋଟ ଏବଂ ହିଲ୍ସା ଅଞ୍ଚଳରେ ସ୍ଥିତି ଉପରେ ନଜର ରଖିଛନ୍ତି। ପାଣିପାଗ ଖରାପ […]
ନୂଆଦିଲ୍ଲୀ : ଅକ୍ଟୋବର ୩୧ରେ ବିଧିବଦ୍ଧ ଜମ୍ମୁ-କଶ୍ମୀର ବିଭାଜନ ହେବ। ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପରିଣତ ହେବ। ତେବେ ଏହା ପୂର୍ବରୁ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରି ବ୍ୟାପକ ସୁରକ୍ଷା କର୍ମୀ ମୂତୟନ କରାଯାଇଛି। ଜମ୍ମୁ-କଶ୍ମୀର ବିଭାଜନକୁ ବିରୋଧ କରି କିଛି ଅଘଟଣ ହେବାନେଇ ଗୁଇନ୍ଦା ସୂଚନା ରହିଥିବାରୁ ଏହାର ଆଧାରରେ ଏଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ, ବେଶ୍ କିଛି ଆତଙ୍କବାଦୀ […]
ଲଣ୍ଡନ: ଟେଷ୍ଟ ଓ ଦିନିକିଆ ସିରିଜ ପୂର୍ବରୁ ଭାରତ-ଇଂଲଣ୍ଡ ମଧ୍ୟରେ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ମାଞ୍ଚେଷ୍ଟରରେ ଖେଳାଯିବ। ଆୟର୍ଲାଣ୍ଡ ବିପକ୍ଷରେ ବିଜୟରୁ ଗସ୍ତ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡରେ ନିଜ ଦବ୍ଦବା ଜାରି ରଖିବାକୁ ଚେଷ୍ଟା କରିବ। ସେପଟେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଇଂଲଣ୍ଡର ମଧ୍ୟ ମନବଳ ଦୃଢ ରହିଛି। ଭାରତୀୟ ସମୟ ରାତି ୧୦ଟାରେ ଆଜିର ମୁକାବିଲା ଅନୁଷ୍ଠିତ ହେବ
ୱାଶିଂଟନ : ବିଶ୍ୱର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଅଲ୍ ବଗ୍ଦାଦିର ମୃତ୍ୟୁ ପରେ ତାର ଉତ୍ତରାଧିକାରୀକୁ ନିପାତ କରିଛନ୍ତି ଆମେରିକା ସେନା । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ କେବେ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ନିହତ କରାଯାଇଛି, ସେନେଇ ଟ୍ରମ୍ପ କୌଣସି ସ୍ପଷ୍ଟ କରିନାହାଁନ୍ତି। Just confirmed that Abu Bakr al-Baghdadi’s number one replacement has been terminated by American […]
ନୂଆଦିଲ୍ଲୀ: ପୋଲିସ୍ ସଂସ୍କାର କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଆଉ ମନଇଛା ଡିଜିପି ନିଯୁକ୍ତି କରିପାରିବେନି ରାଜ୍ୟ ସରକାର। ଏଣିକି ୟୁନିୟନ ପବ୍ଲିକ ସର୍ଭିସ କମିଶନ୍ ଡିଜିପି ମନୋନୀତ କରିବେ । ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର, UPSCକୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ନା ଦେବେ। ସେହି ତାଲିକାରୁ UPSC ୩ ଜଣଙ୍କୁ ମନୋନୀତ କରିବେ। UPSC ଦେଇଥିବା ୩ ଜଣଙ୍କ ନାଁରୁ ଜଣକୁ ଡିଜିପି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବେ। ସୁପ୍ରିମକୋର୍ଟର ମୁଖ୍ୟ […]