ସୌରଭ ଗାଙ୍ଗୁଲି ନିଜର ପିଲାବେଳର ସାଙ୍ଗ ଡୋନା ଗାଙ୍ଗୁଲିକୁ ଭଲ ପାଉଥିଲେ । ଡୋନାଙ୍କୁ ଦେଖିବା ପାଇଁ ସୌରଭ ତାଙ୍କର ସ୍କୁଲ ଚାରିପଟେ ବୁଲୁଥିଲେ । ପ୍ରଥମେ ଦୁଇଜଣଙ୍କ ପରିବାର ମଧ୍ୟରେ ସମ୍ପର୍କ ଭଲ ଥିଲା, ଦୁଇ ପରିବାର ଏକ ବିଜ୍ନେସ୍ ପାର୍ଟନର ବି ଥିଲେ । କିନ୍ତୁ କିଛି କାରଣରୁ ଦୁଇ ପରିବାର ଭିତରେ ଫାଟ ସୃଷ୍ଟି ହେଲା। ଉଭୟ ପରିବାର ଭିତରେ ସଂପର୍କ ଭାଙ୍ଗିଗଲା । ଗୋଟିଏ ବାଉଣ୍ଡରୀ ଭିତରେ ଥାଇ ବି କେହି […]
ରାଞ୍ଚି : ରାଞ୍ଚି ଟେଷ୍ଟରେ ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ରନରେ ଅଲଆଉଟ ହୋଇଛି। ଏଥିସହ ଟିମ୍ ଇଣ୍ଡିଆ ପ୍ରଥମ ଇନିସଂରେ ୩୩୫ର ଅଗ୍ରଣୀ ଳାଭ କରିଛି। ଗତକାଲି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ଆଜି ସମସ୍ତ ୱିକେଟ ହରାଇଥିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଉମେଶ ଯାଦବ ୩ଟି ୱିକେଟ ନେଇଥିବା ବେଳେ […]
ଶରୀର ଅଛି ତ ରୋଗ ନିଶ୍ଚୟ ହେବ । ଏକଥା ସତ । ହେଲେ ଆମେ ଯଦି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତେ ଅନେକ ବଡ଼ ବଡ଼ ସମସ୍ୟାରୁ ମୁକୁଳି ପାରନ୍ତେ । ଆଉ ଅସୁବିଧାରେ ପଡନ୍ତେ ନାହିଁ । ଯେତେବେଳେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଆମେ ଅସୁସ୍ଥ ହୋଇପଡୁ , ସେତେବେଳେ ଏହାର ପ୍ରତିକାର କଥା ଚିନ୍ତା କରୁ। ଏଣୁ ଆମର ଦୈନନ୍ଦିନ ଜୀବନରେ ଏମିତି ଏକ ଅଭ୍ୟାସ ଆସନ୍ତୁ କରିବା ଯଦ୍ୱାରା […]
ମୁମ୍ବାଇ : ଭଗ୍ ମାଗାଜିନ୍ ପକ୍ଷରୁ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ମିଳିଲା ସ୍ପୋଟର୍ସ ‘ପରସନ୍ ଅଫ୍ ଦ ଇୟର’ ସମ୍ମାନ। ଗତକାଲି ସଂଧ୍ୟାରେ ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଦୂତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଲମ୍ବା ସମୟ ଧରି କ୍ରୀଡ଼ା କ୍ଷେତ୍ରରେ ଦୂତିଙ୍କ ସଫଳତା ଓ ତାଙ୍କ ସଂଘର୍ଷ କାହାଣୀ ପାଇଁ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇଛି। ସେହିଭଳି ଚଳିତ ବର୍ଷ ଭୋଗ୍ ମ୍ୟାନ୍ ଅଫ୍ ଦ ଇୟର ସମ୍ମାନ ଅଭିନେତା ରଣବୀର ସିଂହଙ୍କୁ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବେଲପାଳ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ଚନ୍ଦ୍ର ସେଠୀ। କୈଳାସ ଗାଧୋଇବା ପାଇଁ ବ୍ରାହ୍ଣଣୀ ନଦୀକୁ ଯାଇଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କୁମ୍ଭୀର ତାଙ୍କୁ ଝାମ୍ପ ମାରି ନଦୀ ଭିତରକୁ ନେବାକୁ ଉଦ୍ୟମ କରିଥିବା ବେଳେ କୈଳାସ ସଂଘର୍ଷ କରି କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଥିଲେ। ଗତକାଲି ଏହି ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ […]
ଶ୍ରୀନଗର : ଜମ୍ମୁ କଶ୍ମୀର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ମଧ୍ୟ ଆଜି ପାନେ ଦେଇଛି। ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ଭାରତର ଜବାବୀ ଆକ୍ରମଣକୁ ସ୍ୱୀକାର କରିଥିବାବେଳେ ନିହତ ସଂଖ୍ୟା କିନ୍ତୁ କମ୍ କରି କହିଛି। ଏହାପରେ ଦେଶର ଗୃହମନ୍ତ୍ରାଳୟ ହାଇ ଆଲର୍ଟ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ […]
ହାଇଦ୍ରାବାଦ: ଲିଫ୍ଟରେ ଫଶିଯିବାରୁ ଗତକାଲି ଜଣେ ୯ ବର୍ଷ ବୟସ୍କା ଝିଅର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ହାଇଦ୍ରାବାଦ ବାହାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ୍ ଆକସ୍ମିକ ମୃତ୍ୟୁ ଦର୍ଶାଇ ମାମଲା ରୁଜୁ କରିଛି। ହାଇଦ୍ରାବାଦରେ ହସ୍ତିନାପୁରମ ନର୍ଥ ଏକ୍ସଟେନଶନ କଲୋନୀ ରହିଛି। ଏହି କଲୋନୀରେ ଏକ କୋଠାରେ ତୃତୀୟ ମହଲାକୁ ଯିବା ପାଇଁ ଲିଫ୍ଟରେ ଅପେକ୍ଷା କରିଥିଲେ ଚନ୍ଦ୍ରଶେଖର ଯାଦବ ଏବଂ ତାଙ୍କ ପରିବାର ଲୋକେ। ନିକଟରେ ସେମାନେ […]
ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହାକୁ ମହୌଷଧୀର ମାନ୍ୟତା ମିଳିଛି। ବିଭିନ୍ନ ରୋଗର ଉପଚାର ପାଇଁ ଏହା ପ୍ରୟୋଗ କରାଯାଇଥାଏ। ଔଷଧୀୟ ଗୁଣରେ ଭରପୁର ଥିବା ଏହି ତୁଳସୀ ଗର୍ଭବତୀ ମହିଳାମାନଙ୍କ ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ। ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ଅନେକ ପ୍ରକାର ଔଷଧ ବାରଣ ଥିଲେ ମଧ୍ୟ ତୁଳସୀର ବାରଣ ନ ଥାଏ । କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ତେବେ ଏହାର ମାତ୍ରାଧିକ […]
ମଧ୍ୟପ୍ରଦେଶ : ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହି ଉକ୍ତି ଏବେ ସତ ପ୍ରମାଣିତ ହୋଇଛି। ଦୁଇ ମହଲା ଉପର ଛାତରୁ ଖସି ଆସି ସିଧା ପଡ଼ିଲେ ରିକ୍ସା ଉପରେ । ଆପଣ ଦେଖୁଥିବା ଏହି ସିସିଟିଭି ଭିଜୁଆଲ୍ ହେଉଛି ମଧ୍ୟପ୍ରଦେଶ ଟିକମଗଡ଼ର । ଯେଉଁଠି ଘରର ଦୁଇ ମହଲା ଉପରେ ଖେଳୁଥିଲେ ତିନି ବର୍ଷର ଶିଶୁ ପୁତ୍ର । ତେବେ କୌଣସି ଅସାବଧାନତା ଯୋଗୁଁ ଛାତରୁ ଖସି ପଡ଼ିଥିଲେ ଶିଶୁଟି। ହେଲେ ସୌଭାଗ୍ୟବଶତଃ […]
ଜୟପୁର : ରାଜସ୍ଥାନ ସରକାରଙ୍କର ଅଜବ ପଦକ୍ଷେପ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ବାଳିକା ବିଦ୍ୟାଳୟରେ ପୁରୁଷ ଶିକ୍ଷକ ପଢ଼ାଇପାରିବେନି। ସରକାରୀ ସ୍କୁଲରେ ବାଳିକାଙ୍କ ସହ ହେଉଥିବା ଅସଦାଚରଣକୁ ରୋକିବା ପାଇଁ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଡୋଟାସରା ଏପରି ଭିନ୍ନ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ବାଳିକା ବିଦ୍ୟାଳୟ ଗୁଡିକରେ ୫୦ ବର୍ଷରୁ କମ୍ ବୟସର ପୁରୁଷ ଶିକ୍ଷକଙ୍କୁ ପ୍ରବେଶ ନାହିଁ । ଏହି ଶିକ୍ଷକଙ୍କ ସ୍ଥାନରେ ମହିଳା ଶିକ୍ଷକଙ୍କୁ […]